୭୩ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ

ଦାରିଙ୍ଗବାଡ଼ି: ଦାରିଙ୍ଗବାଡ଼ି ତହସିଲ ପକ୍ଷରୁ ସ୍ୟାଙ୍ଗବାଲି ଗ୍ରାମ ପଞ୍ଚାୟତ ପରିସରରେ ରାଜସ୍ୱ ମେଳା ଅନୁଷ୍ଠିତ ହୋଇଛି। ଏଥିରେ ତହସିଲଦାର ଶରତ ଶବରଙ୍କ ସହିତ ରାଜସ୍ବ ନିରୀକ୍ଷକ ସୁବ୍ରତ କୁମାର ମଲିକ ଏବଂ ଜଙ୍ଗଲ ଜମି…
Read More...

ନାଗରିକତା ଅଧିକାର କ୍ଷୁର୍ଣ୍ଣ କରେନାହିଁ ନାଗରିକତା ସଂଶୋଧନ ଆଇନ – ଅମିତ ଶାହା

ଡେସ୍କ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ନାଗରିକତା ସଂଶୋଧନ ଆଇନ କୌଣସି ଧର୍ମର ନାଗରିକତା ଅଧିକାର ଛଡ଼ାଇ ନେବ ନାହିଁ ବରଂ ଏହି ଆଇନ ନାଗରିକତା ସହିତ ଭାରତୀୟ ଶରଣାର୍ଥୀଙ୍କୁ ସମ୍ମାନ ଓ ନ୍ୟାୟ ପ୍ରଦାନ…
Read More...

କୋଲକାତା ଡାକ୍ତର ଦୁଷ୍କର୍ମ ଓ ହତ୍ୟା ଘଟଣା – ସଞ୍ଜୟ ରାୟଙ୍କ ମାନସିକ ପରୀକ୍ଷା କରିବ ସିବିଆଇ

ଡେସ୍କ: କୋଲକାତା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ଅଭିଯୁକ୍ତ ସଞ୍ଜୟ ରାୟଙ୍କ ମାନସିକ ଆକଳନ କରିବ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ। ଦିଲ୍ଲୀର ସେଣ୍ଟ୍ରାଲ ଫରେନସିକ୍ ସାଇନ୍ସ ଲାବୋରେଟୋରୀ (ସିଏଫଏସଏଲ)ର ମାନସିକ ଓ…
Read More...

​ୟୁପିଏସସି ୨୦୨୨ ପରୀକ୍ଷା ଫଳକୁ ନେଇ ବିଭ୍ରାନ୍ତିକର ବିଜ୍ଞାପନ ପ୍ରକାଶ – ଶ୍ରୀରାମଙ୍କ ଆଇଏଏସଙ୍କୁ ୩ ଲକ୍ଷ…

ଡେସ୍କ: ୟୁପିଏସସି ସିଭିଲ ସର୍ଭିସ ପରୀକ୍ଷା ୨୦୨୨ର ଫଳାଫଳକୁ ନେଇ ମିଥ୍ୟା ଏବଂ ବିଭ୍ରାନ୍ତିକର ବିଜ୍ଞାପନ ପ୍ରକାଶ କରିଥିବାରୁ କେନ୍ଦ୍ରୀୟ ଖାଉଟି ସୁରକ୍ଷା ପ୍ରାଧିକରଣ (ସିସିପିଏ) ଶ୍ରୀରାମଙ୍କ ଆଇଏଏସକୁ ୩ ଲକ୍ଷ ଟଙ୍କା…
Read More...

୧୮୮ ହିନ୍ଦୁ ପ୍ରବାସୀଙ୍କୁ ନାଗରିକତା ପ୍ରମାଣପତ୍ର ବଣ୍ଟନ କରିବେ ଅମିତ ଶାହା

ଡେସ୍କ:କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ ଅମିତ ଶାହା ଆଜି ଅହମ୍ମଦାବାଦରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ନାଗରିକତା ସଂଶୋଧନ ଆଇନ (ସିଏଏ) ଅଧୀନରେ ୧୮୮ ଜଣ ହିନ୍ଦୁ ପ୍ରବାସୀଙ୍କୁ ନାଗରିକତା ପ୍ରମାଣପତ୍ର ବଣ୍ଟନ କରିବେ।…
Read More...

କୋଲକାତା ଆରଜି କର ମେଡିକାଲ କଲେଜ ପରିସର ଓ ବାହାରେ କଟକଣା ଜାରି

ଡେସ୍କ: କୋଲକାତା ଆରଜି କର ମେଡିକାଲ କଲେଜ ପରିସର ଓ ବାହାରେ ବେଆଇନ ଭାବେ ୫ କିମ୍ବା ତା'ଠାରୁ ଅଧିକ ଲୋକଙ୍କ ସମାଗମକୁ ରୋକିବା ପାଇଁ କୋଲକାତା ପୁଲିସ ଆଜିଠାରୁ ଭାରତୀୟ ନାଗରିକ ସୁରକ୍ଷା ସଂହିତା, ୨୦୨୩ର ଧାରା ୧୬୩…
Read More...

ଧରଣୀଧର ବିଶ୍ୱବିଦ୍ୟାଳୟରେ ସଂସ୍କୃତ ସପ୍ତାହ ଉଦ୍‌‌ଯାପିତ

କେନ୍ଦୁଝରଗଡ଼: ଧରଣୀଧର ବିଶ୍ୱବିଦ୍ୟାଳୟ କେନ୍ଦୁଝରର ସ୍ନାତକୋତ୍ତର ସଂସ୍କୃତ ବିଭାଗ ପକ୍ଷରୁୁ ଆୟୋଜିତ ସଂସ୍କୃତ ସପ୍ତାହ ଶନିବାର ଉଦ୍‌‌ଯାପନ ସହ ସଂସ୍କୃତ ଦିବସ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ…
Read More...

ସ୍କୁଲ ଅଛି, ବୋର୍ଡ଼ ନାହିଁ – ପାଞ୍ଚଟି ଶ୍ରେଣୀକୁ ଜଣେ ଶିକ୍ଷକ

ଫୁଲବାଣୀ: ସ୍କୁଲ ଅଛି, କିନ୍ତୁ ଆଜି ପର୍ଯ୍ୟନ୍ତ ସ୍କୁଲର ବୋର୍ଡ଼ ନାହିଁ। ସରକାର ଛାତ୍ର ଛାତ୍ରୀଙ୍କ ଶିକ୍ଷାର ଉନ୍ନତି ପାଇଁ ବିଭିନ୍ନ ବ୍ୟବସ୍ଥା କରୁଥିବା ବେଳେ ସରକାରଙ୍କ ଯୋଜନା ହେଉ କି ସମସ୍ତ ବ୍ୟବସ୍ଥା…
Read More...

ସହଜରେ ରାଜସ୍ୱ ସେବା ଯୋଗାଇବାକୁ ଅଧିକାରୀଙ୍କୁ କଡା ତାଗିଦ

ସମ୍ବଲପୁର: ରାଜ୍ୟ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଶନିବାର ଆକସ୍ମିକ ଭାବରେ ସମ୍ବଲପୁର ତହସିଲ କାର୍ଯ୍ୟାଳୟକୁ ପରିଦର୍ଶନ କରିଥିଲେ। ଶ୍ରୀ ପୂଜାରୀ ଅଚାନକ ତହସିଲ କାର୍ଯ୍ୟାଳୟକୁ ପହୁଞ୍ôଚ କାର୍ଯ୍ୟାଳୟର ଅବ୍ୟବସ୍ଥା…
Read More...

ଜଙ୍ଗଲ ଜମି ପଟ୍ଟା ବଣ୍ଟନ

ଫୁଲବାଣୀ: କନ୍ଧମାଳ ଜିଲ୍ଲାର ଖଜୁରୀପଡା ତହସିଲ କାର୍ଯ୍ୟାଳୟ ପରିସରରେ ସାମୁହିକ ଏବଂ ବ୍ୟକ୍ତିଗତ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯାଇଛି। ଅରାପାଜୁ ରାଜସ୍ବ ଅଞ୍ଚଳର କରୁଣା, ମେଟିପିଡ଼ିଆ, ମାଣ୍ଡାଲି ଏବଂ ପ୍ରେମଝରି…
Read More...

ଅଯୋଗ୍ୟ ହିତାଧିକାରୀଙ୍କୁ ତୁରନ୍ତ ଚିହ୍ନଟ ପାଇଁ ନିର୍ଦ୍ଦେଶ

ଫୁଲବାଣୀ: ଓଡ଼ିଶା ସରକାରଙ୍କର ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ଏବଂ ବିଜ୍ଞାନ ଓ ବୈଷୟିକ ବିଭାଗ ମନ୍ତ୍ରୀ କୃଷ୍ନଚନ୍ଦ୍ର ପାତ୍ର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦ୍‌‌ଭାବନା ସଭାଗୃହରେ କନ୍ଧମାଳ ଜିଲ୍ଲା ବଣ୍ଟନ…
Read More...

୨୦୨୭ ସୁଦ୍ଧା ୩ୟ ବୃହତ୍ତମ ଅର୍ଥନୀତି ପାଲଟିବ ଭାରତ 

ନୂଆଦିଲ୍ଲୀ: ୨୦୨୭ ସୁଦ୍ଧା ଭାରତ ବିଶ୍ବର ୩ୟ ବୃହତ୍ତମ ଅର୍ଥନୀତି ପାଲଟିବ ବୋଲି କହିଛନ୍ତି ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (ଆଇଏମ୍‌ଏଫ)ର ଉପ ପରିଚାଳନା ନିର୍ଦେଶକ ଗୀତା ଗୋପୀନାଥ। ସୂଚନାଥାଉ କି ସ୍ବାଧୀନତା ଦିବସ ପାଳନ…
Read More...

ମହିଳା କର୍ମଚାରୀଙ୍କ ସୁରକ୍ଷା ପାଇଁ ପଶ୍ଚିମବଙ୍ଗ ସରକାରଙ୍କ ନୂଆ ପଦକ୍ଷେପ

କଲକାତା: କଲକାତାରେ ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣାକୁ ନେଇ ରାଜ୍ୟରେ କ୍ଷମତାସୀନ ତୃଣମୂଳ କଂଗ୍ରେସ (ଟିଏମସି) ସରକାର ବ୍ୟାପକ ସମାଲୋଚନାର ଶରବ୍ୟ ହେଉଛନ୍ତି। ଏହି ପରିପ୍ରେକ୍ଷୀରେ ରାଜ୍ୟରେ କାର୍ଯ୍ୟରତ…
Read More...

ଉର୍ତ୍ସଗ ପକ୍ଷରୁ ରକ୍ତଦାନ ଶିବିର, ୧୬୦ ୟୁନିଟ ରକ୍ତ ସଂଗ୍ରହ

ସମ୍ବଲପୁର: ସ୍ୱେଚ୍ଛାସେବୀ ଅନୁଷ୍ଠାନ ଉର୍ତ୍ସଗ ତରଫରୁ ସ୍ୱାଧିନତା ଦିବସ ଅବସରରେ ଏକ ରକ୍ତଦାନ ଶିବିର ଆୟୋଜିତ କରିଥିଲା। ସ୍ଥାନୀୟ ଓଡ଼ିଶା ସାଂସ୍କୃତିକ ସମାଜର ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ରକ୍ତଦାନ ଶିବିରରେ ମୋଟ…
Read More...

ନୁଆଁଖାଇ ପାଇଁ ୩ ଦିନ ଛୁଟି ଦାବି

ସମ୍ବଲପୁର: ସମ୍ବଲପୁରର ଜୱାନ ଇ ହିନ୍ଦ କ୍ଲବ ତରଫରୁ ଆସନ୍ତା ନୁଆଁଖାଇ ଅବସରରେ ୩ ଦିନର ଛୁଟି ଦେବାକୁ ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ନିକଟରେ ଦାବି କରାଯାଇଛି। ଶନିବାର ପ୍ରଦତ୍ତ ଦାବିପତ୍ର ଅନୁଯାୟୀ, ପଶ୍ଚିମ…
Read More...

ଫୁଲବାଣୀରେ କ୍ୟାଣ୍ଡେଲ୍‌‌ ଶୋଭାଯାତ୍ରା

ଫୁଲବାଣୀ: ପଶ୍ଚିମବଙ୍ଗ ରାଜ୍ୟର କୋଲକାତା ସ୍ଥିତ ଏକ ମେଡ଼ିକାଲ୍‌‌ କଲେଜ ଓ ମେଡ଼ିକାଲରେ ତାଲିମ୍‌‌ ନେଉଥିବା ଜଣେ ମହିଳା ଡାକ୍ତରଙ୍କୁ କାର୍ଯ୍ୟରତ ଅବସ୍ଥାରେ ବଳାତ୍କାର ପରେ ହତ୍ୟା ଘଟଣାରେ ସମଗ୍ର ରାଜ୍ୟରେ…
Read More...

ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ସ୍ୱତନ୍ତ୍ର ସମୀକ୍ଷା ବୈଠକ

ଡେସ୍କ: କଟକ ସ୍ତିତ ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟ।ଳୟଠାରେ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୂର ଖୁରାନିଆଙ୍କ ଅଧ୍ୟକ୍ଷତାରେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି, ଅପରାଧ ଦମନ ଓ ନିୟନ୍ତ୍ରଣ ଏବଂ ପ୍ରଶାସନିକ…
Read More...

ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ କ୍ଷେତ୍ର ପରିଦର୍ଶନ କଲେ ଜିଲ୍ଲାପାଳ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଘୁ ଉଦୟଗିରି ବ୍ଲକ ଅନ୍ତର୍ଗତ ରଟିଙ୍ଗିଆ ପଞ୍ଚାୟତର ଡକେଡି ଗ୍ରାମକୁ ନବ ନିଯୁକ୍ତ କନ୍ଧମାଳ ଜିଲ୍ଲାପାଳ ଆମ୍ରିତ୍ ଋତୁରାଜ ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ ତରଫରୁ ସମନ୍ବିତ ଆଦିବାସୀ…
Read More...

ଗାଧୁଆ ପୋଖରୀରେ ମାଛ ଚାଷକୁ ବିରୋଧ

ରେଙ୍ଗାଲି: ସମ୍ବଲପୁର ଜିଲ୍ଲାର ରେଙ୍ଗାଲିବ୍ଲକ ଲଇଡା ଗ୍ରାମ ପଞ୍ଚାୟତର ରଙ୍ଗଟିକ୍ରା ଶୀତଳବନ୍ଧ (କ) ନାମକ ଗାଧୁଆ ପୋଖରୀରେ ମାଛଚାଷ କରିବାକୁ ପଞ୍ଚାୟତ ପକ୍ଷରୁ ୫ବର୍ଷ ପାଇଁ ନିଳାମରେ ଲିଜ୍ ଦିଆଯାଇଥିବାରୁ…
Read More...

ବ୍ଲକସ୍ତରୀୟ ବ୍ରୁସେଲୋସିସ ରୋଗ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ରାମନାଗୁଡ଼ା: ରାୟଗଡ଼ା ଜିଲ୍ଲା ରାମନାଗୁଡ଼ା ଗୋଷ୍ଠୀ ପ୍ରାଣୀ ଚିକିତ୍ସାଳୟ ପରିସର ମଧ୍ୟରେ ଜାତୀୟ ପ୍ରାଣୀ ରୋଗ ନିୟନ୍ତ୍ରଣ କାର୍ଯ୍ୟକ୍ରମ ଅଧୀନରେ ବ୍ଲକସ୍ତରୀୟ ବ୍ରୁସେଲୋସିସ ରୋଗ ସଚେତନତା କାର୍ଯକ୍ରମ ଅନୁଷ୍ଠିତ…
Read More...

ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ସଂସଦୀୟ କମିଟିରେ କେନ୍ଦୁଝର ସାଂସଦ ଅନନ୍ତ ନାୟକ

ପାଟଣା: କେନ୍ଦୁଝର ସାଂସଦ ଅନନ୍ତ ନାୟକଙ୍କୁ ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ ସମ୍ପର୍କିତ ସଂସଦୀୟ କମିଟିରେ ସଦସ୍ୟ କରାଯାଇଛି। ଲୋକସଭା ବାଚସ୍ପତି ଓମ ବିର୍ଲା ୨୦୨୪-୨୫ ବର୍ଷ ପାଇଁ ଗଠିତ କରିଥିବା ଏହି କମିଟିରେ…
Read More...

ଜେଏମଏଫସିଙ୍କ ଘରୁ ଚୋରି ଘଟଣା, ୩ ଅଭିଯୁକ୍ତ ଗିରଫ

ଆଠଗଡ: ଆଠଗଡ ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ (ଜେଏମଏଫସି)ଙ୍କ ସରକାରୀ ବାସଭବନରୁ ଗତ ଶୁକ୍ରବାର (ଅଗଷ୍ଟ ୯ ତାରିଖ) ହୋଇଥିବା ଚୋରି ଘଟଣା ଆଠଗଡ ପୁଲିସ ପର୍ଦ୍ଦାଫାସ କରିଛି। ଏହି ଚୋରି ଘଟଣାରେ ସମ୍ପୃକ୍ତ…
Read More...

ଶାଗୁଆନ କାଠ ଜବତ

ପାତ୍ରପୁର: ସାମନ୍ତିଆ ପଲ୍ଲୀ ରେଞ୍ଜ ତୁମ୍ବା ପଞ୍ଚାୟତ ରାମଚନ୍ଦ୍ର ପୁର ନିକଟରୁ ଜଙ୍ଗଲ ବିଭାଗ ଚଢ଼ାଉ ୩୪ଟି ଶାଗୁଆନ ଗଣ୍ଡି ଜବତ କରିଛି। ତୁମ୍ୱା ରାମଚନ୍ଦ୍ର ପୁର ନିକଟ ଏକ ସ୍ଥାନରେ ଶାଗୁଆନ କାଠ ଥିବା ଜଙ୍ଗଲ ବିଭାଗ…
Read More...

ମହିଳା ଡାକ୍ତରଙ୍କୁ ହତ୍ୟା ମାମଲାରେ ତୀବ୍ର ପ୍ରତିବାଦ

ଗୋପାଳପୁର: କୋଲକାତାର ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ନିଷ୍ଟ ବିଶ୍ୱବିଦ୍ୟାଳୟ ପରିସରରେରେ ତୀବ୍ର ପ୍ରତିବାଦ ଦେଖାଦେଇଛି। ବିଶ୍ୱବିଦ୍ୟାଳୟର ଏନଏସଏସ କ୍ଳବ ଏବଂ ଆଡ଼ କ୍ଳବ ତରଫରୁ ଛାତ୍ର ଛାତ୍ରୀ…
Read More...

ପଛେ ଜେଲରେ ରଖ, କିନ୍ତୁ ସ୍ତ୍ରୀ ସହ ରହିବି ନାହିଁ

ଡେସ୍କ: ମଲ୍ ବାହାରେ ପୁଲିସ, ପୁଲିସ ଘେରରେ ସ୍ୱାମୀ। ପୁଲିସ ଯେତେ ବୁଝାଇଲେବି ଯୁବକ ଜଣ କହୁଥାନ୍ତି, ମୋତେ ଯଦି ପାରୁଛନ୍ତି ଜେଲରେ ରଖନ୍ତୁ କିନ୍ତୁ ମୁଁ ଆଉ ସେ ସ୍ତ୍ରୀ ପାଖକୁ ଯିବି ନାହିଁ କି ତା ସହ ରହିବି ନାହିଁ।…
Read More...

ଛାତ୍ରୀଙ୍କୁ ଶ୍ରେଣୀକକ୍ଷରେ ଅଶ୍ଳୀଳ ଭିଡିଓ ଦେଖିବାକୁ ବାଧ୍ୟ କଲେ ପ୍ରଧାନ ଶିକ୍ଷକ, ତାପରେ…

ଡେସ୍କ: ଶିକ୍ଷାଦାନରେ ବୈଷୟିକ ଜ୍ଞାନକୌଶଳ ବ୍ୟବହାର ନେଇ ଅନେକ ପଦକ୍ଷେପ ନିଆଯାଉଥିବା ବେଳେ କିନ୍ତୁ କିଛି ଶିକ୍ଷକଙ୍କ ଭୂମିକା ଏ କ୍ଷେତ୍ରରେ ଶିକ୍ଷକ ସମାଜକୁ ନିନ୍ଦିତ କରୁଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରେଣୀଗୃହ…
Read More...

ବିହାରକୁ ସହୁନାହିଁ କି ବାସ୍ତୁ! ତୃତୀୟ ଥର ଭୁଶୁଡ଼ି ପଡ଼ିଲା ନିର୍ମାଣାଧୀନ ପୋଲ

ଡେସ୍କ: ପୋଲ ଭୁଶୁଡି ପଡିବାରେ ବିହାର ୧ ନମ୍ବର। ୨୦୨୪ରେ ୧୪ଟିରୁ ଅଧିକ ପୋଲ ଭୁଶୁଡିବା ପରେ ଆଜି ଗତ ୯ ବର୍ଷ ଧରି ନିର୍ମାଣାଧୀନ ଥିବା ଆଉ ଏକ ପୋଲ ଭୁଶୁଡି ପଡିଛି। ତେବେ ପରିସ୍ଥିତି ଏମିତି ଯେ ଆଜି ଭୁଶୁଡି ପଡିଥିବା…
Read More...

ନୂଆ ନୁହେଁ କୋଲକାତା ଦୁଷ୍କର୍ମ ଘଟଣା, ୨୦୧୩ରେ ବି ଘଟିଥିଲା…

ଡେସ୍କ: ପଶ୍ଚିମବଙ୍ଗରେ ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଚାଲିଥିବା ପ୍ରତିବାଦ ମଧ୍ୟରେ ୨୦୧୩ ଜୁନ୍ ମାସରେ ପଶ୍ଚିମବଙ୍ଗର କାମଦୁନିରେ ଜଣେ ଛାତ୍ରୀଙ୍କୁ…
Read More...

୧୭ତମ ଅନ୍ତର୍ଜାତୀୟ ପୃଥିବୀ ବିଜ୍ଞାନ ଅଲିମ୍ପିଆଡରେ ଭାରତକୁ ୮ ପଦକ

ଡେସ୍କ: ଚୀନର ବେଜିଂରେ ଆୟୋଜିତ ୧୭ତମ ଅନ୍ତର୍ଜାତୀୟ ପୃଥିବୀ ବିଜ୍ଞାନ ଅଲିମ୍ପିଆଡରେ ଭାରତୀୟ ଛାତ୍ରଛାତ୍ରୀଙ୍କ ଏକ ଦଳ ୩ଟି ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୩ଟି କାଂସ୍ୟ ପଦକ ହାସଲ କରିଛନ୍ତି। ଅଗଷ୍ଟ ୮ରୁ ୧୬ ତାରିଖ…
Read More...

ମୃତଦେହ ସ୍ଥାନାନ୍ତର ପାଇଁ ଏନ୍ଓସି ଦେବାକୁ ଲଣ୍ଡନ ସ୍ଥିତ ଭାରତୀୟ ଉଚ୍ଚାୟୁକ୍ତଙ୍କୁ ନିର୍ଦ୍ଦେଶ

ଡେସ୍କ: ସ୍ୱର୍ଗତ ଆଲ୍ଫି ରିଚାର୍ଡ ୱାଟ୍ସଙ୍କ ପତ୍ନୀଙ୍କୁ ନୋ ଅବ୍ଜେକ୍ସନ୍ ପ୍ରମାଣପତ୍ର ଜାରି କରିବାକୁ ଦିଲ୍ଲୀ ହାଇକୋର୍ଟ ଲଣ୍ଡନରେ ଥିବା ଭାରତୀୟ ଉଚ୍ଚାୟୁକ୍ତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅଲ୍ ଫି ରିଚାର୍ଡ ୱାଟ୍ସଙ୍କ…
Read More...

ସମାଜ ପ୍ରଭାବ: ସୋନିଆଙ୍କୁ ମିଳିଲା ହୁଇଲ ଚେୟାର ସହ ସହାୟତା ପ୍ରତିଶ୍ରୁତି

ରେଙ୍ଗାଲିକ୍ୟାମ୍ପ: ଅତାବିରା ମିନକେତନ ନଗର ,ୱାର୍ଡ ନଂ ୭ରେ ରହନ୍ତି ଏକା ମେହେର ଓ ପତ୍ନୀ ମମତା ମେହେରଙ୍କ ଏକମାତ୍ର ଝିଅ ସୋନିଆ, ଯିଏ କି ଜନ୍ମରୁ ଶତ ପ୍ରତିଶତ ଶାରୀରିକ ଓ ମାନସିକ ଅକ୍ଷମ। ଏକା ମେହେର ମିଠା ଦୋକାନରେ…
Read More...

କୃଷି ଓ ଉଦ୍ୟାନ ବିଭାଗ ଅଧିକାରୀ କରୁଛନ୍ତି ସରପଞ୍ଚ ଏବଂ ସମିତି ସଭ୍ୟଙ୍କୁ ଅଣଦେଖା

ଗଞ୍ଜାମ: ଗଞ୍ଜାମ ବ୍ଲକର ସଭା ଗୃହ ଠାରେ ଶୁକ୍ରବାର ପଞ୍ଚାୟତ ସମିତି ସପ୍ତମ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ବ୍ଲକ ଅଧକ୍ଷା ଶର୍ମିଷ୍ଠା ପ୍ରଧାନଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବୈଠକରେ ନବନିର୍ବାଚିତ ଛତ୍ରପୁର ବିଧାୟକ…
Read More...

ଫୋନରେ ତିନି ତଲାକ ଦେଇ ଯୁବକ ଗିରଫ

ଡେସ୍କ: ରାଜସ୍ଥାନରେ ଅଲ୍ଲୀ ମହମ୍ମଦଙ୍କ ପୁଅ ୩୫ ବର୍ଷିୟ ରେହମାନଙ୍କୁ ତାଙ୍କ ପତ୍ନୀଙ୍କୁ ଫୋନରେ ତିନି ତଲାକ ଦେବା ଅଭିଯୋଗରେ ଗିରଫ କରାଯାଇଛି। ଅଗଷ୍ଟ ୧୨ ତାରିଖରେ ସେ ଭାରତରେ ଅବତରଣ କରିବା ମାତ୍ରେ ତାଙ୍କୁ ବିମାନ…
Read More...

ଡାକ୍ତରଙ୍କୁ ଆକ୍ରମଣର ୬ ଘଣ୍ଟା ମଧ୍ୟରେ ରୁଜୁ ହେବ ଏତଲା – ନିର୍ଦ୍ଦେଶ ଦେଲା ସ୍ୱାସ୍ଥ୍ୟ ମନ୍ତ୍ରାଳୟ

ଡେସ୍କ: କୋଲକାତାରେ ଜଣେ ମହିଳା ଡାକ୍ତରଙ୍କୁ ନିର୍ମମ ଭାବେ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ନେଇ ଦେଶବ୍ୟାପୀ ଆନ୍ଦୋଳନ ଜାରି ରହିଥିବା ବେଳେ ଜଣେ ସ୍ବାସ୍ଥ୍ୟକର୍ମୀଙ୍କ ସହ ହିଂସାକାଣ୍ଡ ଘଟିବାର ୬ ଘଣ୍ଟା ମଧ୍ୟରେ ଏତଲା…
Read More...

ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଆକ୍ରମଣ କଲେ ଜେଲ ଯିବେ, ଆସିଲା ନିର୍ଦ୍ଦେଶ

ଡେସ୍କ: ଯଦି ସରକାରୀ ଡାକ୍ତରଖାନାର ଡାକ୍ତର କିମ୍ବା ସ୍ୱାସ୍ଥ୍ୟକର୍ମୀଙ୍କୁ କେହି ଶାରୀରିକ ଆଘାତ ଦେବାକୁ ଚେଷ୍ଟା କରେ କି ଆଘାତ ଦିଏ, ସେ କ୍ଷେତ୍ରରେ ଆକ୍ରମଣକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବ ପୁଲିସ। ଆଜି…
Read More...

ପ୍ରସାର ଭାରତୀ – ସଂସଦ ଟିଭି ମଧ୍ୟରେ ବୁଝାମଣାପତ୍ର ସ୍ୱାକ୍ଷରିତ

ଡେସ୍କ: ସଂସଦରେ ସରକାରୀ ପ୍ରସାରଣ ସଂସ୍ଥା ପ୍ରସାର ଭାରତୀ ଏବଂ ସଂସଦ ଟେଲିଭିଜନ ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ସଂସଦ ଟିଭି ପରିଚାଳନା ନିର୍ଦ୍ଦେଶକ ରଜିତ୍ ପୁନହାନୀ ଏବଂ ପ୍ରସାର ଭାରତୀ ପରିଚାଳନା…
Read More...

ସାମ୍ପୋ ବୋତଲରେ ୨୦ କୋଟିର କୋକେନ, କେନିୟା ମହିଳା ଅଟକ

ଡେସ୍କ: ମୁମ୍ବାଇ ଛତ୍ରପତି ଶିବାଜୀ ମହାରାଜ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଆଜି ୨୦ କୋଟି ଟଙ୍କା ମୂଲ୍ୟର କୋକେନ ଜବତ କରାଯାଇଛି। ଏତେ ଟଙ୍କାର କୋକେନ ମିଳିବା ବିମାନ ବନ୍ଦର ଅଧିକାରୀଙ୍କୁ ଆଶ୍ଚର୍ଯ୍ୟ କରିଛି। ତେବେ…
Read More...

‘ବାମ ଆଣ୍ଡ ରାମ’କୁ ଦୋଷ ଦେଇ ଖସିପାରିବେନି ମମତା – କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଡେସ୍କ: କୋଲକାତାର ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ହୋଇଥିବା ଭଙ୍ଗାରୁଜା ପଛରେ ବିରୋଧୀ ଦଳର ହାତ ଥିବା ଅଭିଯୋଗ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ…
Read More...

ରାହୁଲଙ୍କୁ ଟାର୍ଗେଟ କଲେ ଉପରାଷ୍ଟ୍ରପତି, କହିଲେ ଅର୍ଥନୀତିକୁ ନଷ୍ଟ କରୁଛନ୍ତି

ଡେସ୍କ: ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରି ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ କହିଛନ୍ତି ଯେ ସାମ୍ବିଧାନିକ ପଦବୀରେ ଥିବା ଜଣେ ବ୍ୟକ୍ତି ଆମ ଅର୍ଥନୀତିକୁ ନଷ୍ଟ କରିବା ଉଦ୍ଦେଶ୍ୟରେ ଏକ କାହାଣୀକୁ…
Read More...

ବିଧାୟକ ଲକ୍ଷ୍ମଣ ବାଗଙ୍କୁ କେ.ଭି.ମହାବିଦ୍ୟାଳୟରେ ସମ୍ବର୍ଦ୍ଧନା

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜିସ୍ଥିତ କେ.ଭି. ମହାବିଦ୍ୟାଳୟରେ ବୁଧବାର ଦିନ ନବ ନିର୍ବାଚିତ ବିଧାୟକ ଶ୍ରୀ ଲକ୍ଷ୍ମଣ ବାଗଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି। ମହାବିଦ୍ୟାଳୟସ୍ଥିତ ସଭା ଗୃହରେ ଏହି…
Read More...

ଗାନ୍ଧୀ, ଗୋପବନ୍ଧୁ ଓ ମଧୁସୂଦନଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ 

ପାଟଣା: ୭୮ ତମ ସ୍ବାଧୀନତା ଦିବସ ଅବ୍ୟବିହିତ ପୂର୍ବରୁ ଆଜି ପାଟଣା ବ୍ଲକ ମୁଖ୍ୟାଳୟ ସ୍ୱାମ ପାଟଣା ଆଞ୍ଚଳିକ ମହାବିଦ୍ୟାଳୟ ପରିସରରେ ଜାତିର ପିତା ମହାତ୍ମାଗାନ୍ଧୀ, ଉତ୍କଳମଣି ଗୋପବନ୍ଧୁ ଦାସ ଏବଂ ଉତ୍କଳ ଗୌରବ ମଧୁସୂଦନ…
Read More...

ଭାଲୁ ଆକ୍ରମଣରେ ୨ ମହିଳା ଗୁରୁତର

ପାଟଣା: ପାଟଣା ବନାଞ୍ଚଳ ଅନ୍ତର୍ଗତ ଡୁମୁରିଆ ପଞ୍ଚାୟତ ହାତୀନୋଟା ଗ୍ରାମର ୨ ଜଣ ମହିଳା ଭାଲୁ ଆକ୍ରମଣରେ ଗୁରୁତର ହୋଇଛନ୍ତି। ଭୋରରୁ ଶୌଚ ପାଇଁ ଘରୁ ବାହାରି ଥିବା ବେଳେ ଅତର୍କିତ ଭାବେ ୩ଟି ଭାଲୁ ଏହି ଦୁଇ ମହିଳାଙ୍କୁ…
Read More...

ପାଟଣା ବ୍ଲକ ପକ୍ଷରୁ ଘରେ ଘରେ ତ୍ରିରଙ୍ଗା ଶୋଭାଯାତ୍ରା

ପାଟଣା: ୭୮ତମ ସ୍ବାଧିନତା ଦିବସ ଅବସରରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ସମଗ୍ର ରାଜ୍ୟରେ ଘରେ ଘରେ ତ୍ରିରଙ୍ଗା ଉଡାଇବା ଅଭିଯାନ ଆରମ୍ଭ ହୋଇଛି। ସ୍ବାଧିନତାର ଏହି ଅମୃତ ମହୋତ୍ସବରେ ସମସ୍ତ ନାଗରିକଙ୍କୁ ଦେଶକୁ…
Read More...

ପାଟଣା ବିଜେପି ପକ୍ଷରୁ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା 

ପାଟଣା: ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନ କ୍ରମେ ଦେଶବ୍ୟାପି ସ୍ଵାଧୀନତା ଦିବସ ପାଳନକୁ ଲକ୍ଷ୍ୟ କରି ଲୋକମାନଙ୍କ ମନରେ ଦେଶପ୍ରେମ ଭକ୍ତି ଭରି ରହିବା ଉଦ୍ଦେଶ୍ୟ ନେଇ ବିଜେପି ସରକାରଙ୍କ ୧୧ ତାରିଖରୁ…
Read More...

ବାଙ୍କୀ ବିଜେପି ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା ଓ ଆଲୋଚନାଚକ୍ର 

କଳାପଥର (ବାଙ୍କୀ: ବାଙ୍କୀ ବିଜେପି ପକ୍ଷରୁ ବିଜେପି ବିଧାନସଭା ପାର୍ଥୀ ତୁଷାରକାନ୍ତ ଚକ୍ରବର୍ତ୍ତୀଙ୍କ ନେତୃତ୍ୱରେ ବିଜେପି କର୍ମୀମାନଙ୍କର ତ୍ରିରଙ୍ଗା ଶୋଭାଯାତ୍ରା ବାଙ୍କୀ ଏନ୍‌.ଏ.ସି ଅନ୍ତର୍ଗତ ୫ନମ୍ବର ୱାର୍ଡ…
Read More...

ବାଙ୍କୀ ତହସିଲ ପକ୍ଷରୁ ୧୬୦ଜଣ ସିକିମ ପ୍ରଜାଙ୍କୁ ପଟ୍ଟା ବଣ୍ଟନ 

କଳାପଥର (ବାଙ୍କୀ): ବାଙ୍କୀ ତହସିଲରେ ୧୬୦ଜଣ ହିତାଧିକାରୀଙ୍କୁ ସିକିମ ପଟ୍ଟା ବଣ୍ଟନ କରାଯାଇଛି। ବିଧାୟକ ଦେବୀରଞ୍ଜନ ତ୍ରିପାଠୀ ମୁଖ୍ୟଅତିଥି ଭାବେ ଯୋଗଦେଇ ହିତାଧିକାରୀମାନଙ୍କୁ ଏହି ପଟ୍ଟା ବଣ୍ଟନ କରି ଚାଷ…
Read More...

ଶିକ୍ଷକ ବଦଳି ଦାବିରେ ୪ଦିନ ହେଲା ସ୍କୁଲରେ ତାଲା

ମ,ରାମପୁର: ଦୁଇ ଶିକ୍ଷକଙ୍କ ବଦଳି ଦାବିରେ  ଚାରି ଦିନ ହେଲା ବିଦ୍ୟାଳୟ ବନ୍ଦ ଥିବା ବେଳେ ଆଜି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଛନ୍ତି ଗ୍ରାମବାସୀ। କଳାହାଣ୍ଡି ଜିଲ୍ଲା ମରାମପୁର ବ୍ଲକ୍…
Read More...

ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ତ୍ରିରଙ୍ଗା ଯାତ୍ରା

ଗୋପାଳପୁର: ବିଜେପି ଯୁବ ମୋର୍ଚ୍ଚା ପକ୍ଷରୁ ଆଜି ଗୋପାଳପୁର ନିର୍ବାଚନମଣ୍ଡଳୀରେ ତ୍ରିରଙ୍ଗା ଯାତ୍ରା ଅବସରରେ ଏକ ମୋଟରସାଇକେଲ ରାଲିର ଆୟୋଜନ କରାଯାଇଥିଲା। ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଗୋପାଳପୁର…
Read More...

ବିଜେପି ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ବାଇକ ଶୋଭାଯାତ୍ରା ତେଲକୋଇ ବ୍ଲକ ମୂଖ୍ୟାଳୟର ସହିଦ ବିର୍ସା ମୁଣ୍ଡା ଛକ ଠାରୁ ବାହାରି…
Read More...

ଟ୍ରେନ ଧକ୍କାରେ ଅଜଣା ବ୍ୟକ୍ତି ମୃତ 

କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ରେଳ ଷ୍ଟେସନରେ ଲିଙ୍କ ଏକ୍ସପ୍ରେସ ଟ୍ରେନ ମୁରିବାହାଲ ପଟୁ କଣ୍ଟାବାଞ୍ଜିକୁ ପ୍ରବେଶ କରୁଥିବା ବେଳେ, ଜଣେ ଅଜଣା ବ୍ୟକ୍ତି ଟ୍ରେନ ଲାଇନ ପାର ହେଉଥିବା ସମୟରେ ଟ୍ରେନ ଧକ୍କାରେ ମୁଣ୍ଡରେ…
Read More...

ନୂତନ ପ୍ରଜାତିର ଉଭୟଚର ଆମ୍ଫିପୋଡ୍ (ଓଡ଼ିଶୀ)  ଚିହ୍ନଟ

ଗୋପାଳପୁର: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ସାମୁଦ୍ରିକ ବିଜ୍ଞାନ ବିଭାଗ ପକ୍ଷରୁ ଚିଲିକା ନିକଟସ୍ଥ ରମ୍ଭା ଉପକୂଳରେ ନୂତନ ପ୍ରଜାତିର ଉଭୟଚର ଜୀବ ଆମ୍ଫିପୋଡ୍ ଚିହ୍ନଟ ହୋଇଛି। ଏହି ଜୀବକୁ ୨୦୨୩ରେ ପାଇବା ପରେ ବିଭାଗକୁ…
Read More...

ଗୋପାଳପୁର -ରେଢ଼ାଖୋଲ ରେଳ ପ୍ରକଳ୍ପ ନେଇ ଅନିଶ୍ଚିତତା 

ଫୁଲବାଣୀ: ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆଠଟି ରେଳ ପ୍ରକଳ୍ପକୁ ମଞ୍ଜୁରୀ ମିଳିବା ସହ ଅନୁଦାନ ଘୋଷଣା କରିଥିବା ବେଳେ ବହୁ ପ୍ରତିକ୍ଷୀତ ଗୋପାଳପୁର -ରେଢ଼ାଖୋଲ ଭାୟା…
Read More...

ଆଠଗଡ଼ ଯୁବ-ଛାତ୍ର ବିଜେଡିର ଜାତୀୟ ପତାକା ବଣ୍ଟନ

ଆଠଗଡ: ଆଠଗଡ ବିଜୁ ଯୁବ-ଛାତ୍ର ଜନତା ଦଳ ପକ୍ଷରୁ ୭୮ତମ ସ୍ୱାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ବୁଧବାର ତ୍ରରିଙ୍ଗା ଜାତୀୟ ପତାକା ବଣ୍ଟନ କରାଯାଇଛି। ଦଳର ବରିଷ୍ଠ ନେତା ତଥା ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ଵାଇଁଙ୍କ…
Read More...

ଭିରୁଡାରେ ଅବକାରୀ ଚଢ଼ାଉ – ମଦ ଓ ପୋଚ ଜବତ

ଆଠଗଡ/ତିଗିରିଆ: କଟକ ଜିଲ୍ଲା ଆଠଗଡ ଅବକାରୀ ବିଭାଗ ଓ ଜିଲ୍ଲା ଭ୍ରାମ୍ୟମାଣ ସ୍ବାର୍ଡ ପକ୍ଷରୁ ମିଳିତ ଭାବେ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ବିପୁଳ ପରିମାଣର ମଦ ଓ ପୋଚ ଜବତ କରାଯାଇଛି। ତିଗିରିଆ ଥାନା ଅନ୍ତର୍ଗତ…
Read More...

ଧରଣୀଧର ବିଶ୍ୱବିଦ୍ୟାଳୟରେ ସଂସ୍କୃତ ସପ୍ତାହ କାର୍ଯ୍ୟକ୍ରମ

କେନ୍ଦୁଝରଗଡ଼: ଧରଣୀଧର ବିଶ୍ୱବିଦ୍ୟାଳୟ କେନ୍ଦୁଝରର ସ୍ନାତକୋତ୍ତର ସଂସ୍କୃତ ବିଭାଗ ପକ୍ଷରୁ ବୁଧବାର ଠାରୁ ସଂସ୍କୃତ ସପ୍ତାହ ପାଳନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି। ଏହି ସଂସ୍କୃତ ସପ୍ତାହ କାର୍ଯ୍ୟକ୍ରମରେ…
Read More...

ନାବାଳିକା ଅପହର୍ତ୍ତାଙ୍କୁ ୧୦ ବର୍ଷ ଜେଲ୍‌‌

କେନ୍ଦୁଝରଗଡ଼: ୧୪ ବଷୀୟା ନାବାଳିକାକୁ ଅପହରଣ କରି ନିଜ ପୁଅ ସହ ଜୋରଜବରଦସ୍ତ ବିବାହ ମାମଲାର ଅଭିଯୁକ୍ତ କେଶଦୁରାପାଳ ଗ୍ରାମର ଚେପନ ମୁଖୀଙ୍କୁ ଫାଷ୍ଟଟ୍ରାକ୍‌‌ କୋର୍ଟ କେନ୍ଦୁଝରର ବିଚାରପତି ବୁଧବାର ଚୂଡାନ୍ତ ଶୁଣାଣୀ…
Read More...

କେନ୍ଦୁଝର ଓ ମୟୁରଭଞ୍ଜକୁ ନେଇ ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ ଦାବି ଜୋର ଧରିଲା

କେନ୍ଦୁଝରଗଡ଼଼: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦ୍ୱାରା ଉତ୍ତର ଓଡ଼ିଶା ବିକାଶ ପରିଷଦ ଗଠନ ପାଇଁ ଟାସ୍କ ଫୋର୍ସ ଗଠନ ପାଇଁ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଏକ…
Read More...

ସୁଭଦ୍ରା ଯୋଜନା ଜିଲାସ୍ତରୀୟ ପରାମର୍ଶ ବୈଠକ ଅନୁଷ୍ଠିତ

କେନ୍ଦୁଝରଗଡ଼: କେନ୍ଦୁଝର ଜିଲାସ୍ତରୀୟ ସୁଭଦ୍ରା ଯୋଜନା କାର୍ଯ୍ୟକାରୀ ସମ୍ବନ୍ଧରେ ଦରବାରହଲ ଠାରେ ବୁଧବାର ପୂର୍ବାହ୍ନରେ ଜିଲାପାଳ ବିଶାଲ ସିଂହଙ୍କ ଅଧ୍ୟକ୍ଷତାରେ ଏକ ପରାମର୍ଶ ଏବଂ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି।…
Read More...

ଦୁର୍ଘଟଣାରେ ମୃତକଙ୍କୁ ମିଳିଲା ରେଡକ୍ରସରୁ ଆର୍ଥିକ ସହାୟତା

ରେଙ୍ଗାଲି: ସମ୍ବଲପୁର ଜ଼ିଲ୍ଲା ଠେଲକୋଲୋଇ ଥାନା ଅନ୍ତର୍ଗତ ଏନଏଲସିର କୋଇଲା ପରିବହନ ରାସ୍ତାକୁ ସଂଯୋଗ କରୁଥିବା ସମ୍ବଲପୁର ରାଉଲକେଲା ଏକ୍ସପ୍ରେସ ୱେରେ ଗତ ଜୁଲାଇ ୧୨ ତାରିଖ ଦିନ ଏକ ଟ୍ରେଲର ଧକ୍କାରେ ମତୁଲକେମ୍ପ…
Read More...

ନାକଟିଦେଉଳ ଓ ବାଟଗାଁରେ ତ୍ରିରଙ୍ଗା ଶୋଭାଯାତ୍ରା

ନାକଟିଦେଉଳ: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବ୍ଲକର ବିଭିନ୍ନ ସ୍ଥାନରେ କେନ୍ଦ୍ର ସରକାରଙ୍କ ଆହ୍ୱାନ କ୍ରମରେ ବୁଧୁବାର ଦିନ ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବ୍ଲକର ନାକଟିଦେଉଳ ଏବଂ ବାଟଗାଁ…
Read More...

ଆଠଗଡ ବ୍ଲକ ପକ୍ଷରୁ ତ୍ରିରଙ୍ଗା ଯାତ୍ରା

ଆଠଗଡ: ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ବିଭାଗ ନିର୍ଦ୍ଦେଶ କ୍ରମେ ବୁଧବାର ଆଠଗଡ ବ୍ଲକ ପ୍ରଶାସନ "ପକ୍ଷରୁ ହର୍ ତ୍ରିରଙ୍ଗା" ଅଭିଯାନର ଅଂଶବିଶେଷ ଭାବେ ଏକ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ୭୮ତମ…
Read More...

ରାଜ୍ୟର ଶ୍ରେଷ୍ଠ ମେଡିକାଲ୍ କଲେଜର ମାନ୍ୟତା ଲାଭ କଲା ଏମ୍‌ସ ଭୁବନେଶ୍ୱର

ଡେସ୍କ: କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି କରାଯାଇଥିବା ଜାତୀୟ ଶିକ୍ଷାନୁଷ୍ଠାନ ମାନ୍ୟତା ତାଲିକା (ଏନଆଇଆରଏଫ)ରେ ଏମ୍‌ସ ଭୁବନେଶ୍ୱରକୁ ଦେଶର ଶ୍ରେଷ୍ଠ ମେଡିକାଲ କଲେଜ ବର୍ଗରେ ୧୫ତମ ସ୍ଥାନ ମିଳିଛି। ଗତ…
Read More...

ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ଛାତ୍ରବୃତ୍ତି ପାଇଁ ଆବେଦନ ଆହ୍ୱାନ

ଡେସ୍କ: ରିଲାଏନ୍ସ ଫାଉଣ୍ଡେସନ୍ ପକ୍ଷରୁ ୨୦୨୪-୨୫ ଶିକ୍ଷା ବର୍ଷ ପାଇଁ ୫ ହଜାର ୧୦୦ ଛାତ୍ରଛାତ୍ରୀଙ୍କୁ ଛାତ୍ରବୃତ୍ତି ପ୍ରଦାନ ନିମନ୍ତେ ଆବେଦନ ଆହ୍ୱାନ କରାଯାଇଛି। ଭାରତରେ ଥିବା ଶିକ୍ଷାନୁଷ୍ଠାନଗୁଡ଼ିକରୁ…
Read More...

ପ୍ରତିରକ୍ଷା କ୍ଷେତ୍ରରେ ସଂସ୍କାର ଆଣିଛନ୍ତି ସରକାର – ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

ଡେସ୍କ: ଦେଶର ପ୍ରତିରକ୍ଷା କ୍ଷେତ୍ରକୁ ଆତ୍ମନିର୍ଭରଶୀଳ କରିବା ପାଇଁ ସରକାର ଅନେକ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରିଥିବା ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। ସ୍ୱାଧୀନତା ଦିବସ ଅବସରରେ ସଶସ୍ତ୍ର…
Read More...

ଲାଲକିଲ୍ଲାରେ ଉଡ଼ିବ ତ୍ରିରଙ୍ଗା, ଯୋଗଦେବେ ୬ ହଜାର ସ୍ୱତନ୍ତ୍ର ଅତିଥି

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି (ଅଗଷ୍ଟ ୧୫) ଦିଲ୍ଲୀର ଐତିହାସିକ ଲାଲକିଲ୍ଲାରୁ ୭୮ତମ ସ୍ୱାଧୀନତା ଦିବସ ପାଳନ କରିବେ। ସେ ଜାତୀୟ ପତାକା ଉତ୍ତୋଳନ କରିବା ସହ ଐତିହାସିକ ସ୍ମାରକୀ ପ୍ରାଚୀରରୁ…
Read More...

ସାମାଜିକ ନ୍ୟାୟ ହିଁ ଭାରତର ସର୍ବୋଚ୍ଚ ପ୍ରାଥମିକତା – ରାଷ୍ଟ୍ରପତି

ଡେସ୍କ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ସାମାଜିକ ନ୍ୟାୟ ହେଉଛି ସରକାରଙ୍କ ସର୍ବୋଚ୍ଚ ପ୍ରାଥମିକତା। ସରକାର ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଏବଂ ସମାଜର ଅନ୍ୟାନ୍ୟ ଅବହେଳିତ ବର୍ଗଙ୍କ କଲ୍ୟାଣ ପାଇଁ…
Read More...

ନିରନ୍ତର ବିକାଶ ପଥରେ ଭାରତ, ତିନୋଟି ଅର୍ଥନୀତି ମଧ୍ୟରୁ ହେବ ଅନ୍ୟତମ – ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଡେସ୍କ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି, ଭାରତ ଏବେ ନିରନ୍ତର ବିକାଶ ପଥରେ ଅଗ୍ରସର ହେଉଛି ଏବଂ ଆଗାମୀ ଦିନରେ ଦେଶ ବିଶ୍ୱର ୩ଟି ବୃହତମ ଅର୍ଥନୀତି ମଧ୍ୟରୁ ଗୋଟିଏ ହେବ। ୭୮ତମ ସ୍ୱାଧୀନତା ଦିବସର ପୂର୍ବ…
Read More...

ମନେପଡେ ବିଭାଜନର ଭୟାବହତା, ସେମାନଙ୍କ ସହ ଛିଡା ହୋଇଛି ସାରା ଦେଶ – ରାଷ୍ଟ୍ରପତି

ଡେସ୍କ: ୭୮ତମ ସ୍ୱାଧୀନତା ଦିବସର ପୂର୍ବ ସନ୍ଧ୍ୟାରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରାଷ୍ଟ୍ର ଉଦ୍ଦେଶ୍ୟରେ ଅଭିଭାଷଣ ପ୍ରଦାନ କରି କହିଛନ୍ତି, ସ୍ୱାଧୀନତା ଦିବସର ଗୋଟିଏ ଦିନ ପୂର୍ବରୁ ଆଜି ଦେଶ ବିଭାଜନ…
Read More...

ପରମ୍ପରା ଓ ମୂଲ୍ୟବୋଧର ନୂତନ ଅଭିବ୍ୟକ୍ତି ଆମ ସ୍ୱାଧୀନତା – ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଡେସ୍କ: ୭୮ତମ ସ୍ୱାଧୀନତା ଦିବସର ପୂର୍ବ ସନ୍ଧ୍ୟାରେ ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ରାଷ୍ଟ୍ର ଉଦ୍ଦେଶ୍ୟରେ ଅଭିଭାଷଣ ପ୍ରଦାନ କରି କହିଛନ୍ତି, ଆମ ସ୍ୱାଧୀନତା ହେଉଛି ପରମ୍ପରା ଓ ମୂଲ୍ୟବୋଧର ନୂତନ ଅଭିବ୍ୟକ୍ତି।…
Read More...

ସଦଭାବ ବଜାୟ ରଖିବାକୁ ବୁଦ୍ଧିଜୀବି ବୈଠକ କଲା ପାଟଣା ପୁଲିସ

ପାଟଣା: ବାଂଲାଦେଶରେ ହିନ୍ଦୁ ମାନଙ୍କୁ ବର୍ବରୋଚିତ ଆକ୍ରମଣ, ହତ୍ୟା, ଦୁଷ୍କର୍ମ, ଘରପୋଡି ଘଟଣାକୁ ନେଇ ଓଡ଼ିଶାରେ ତୀବ୍ର ପ୍ରତିବାଦର ଧାରା ଲାଗି ରହିଥିବା ବେଳେ ବାଂଲାଦେଶ ଅନୁପ୍ରବେଶ କାରୀ ଏବଂ ସନ୍ଦେହରେ ଥିବା…
Read More...

ରାଜ୍ୟର ବିଭିନ୍ନ ଅଂଚଳରେ ହର ଘର ତିରଙ୍ଗା ଅଭିଯାନ

ରାଇକିଆ: ୭୮ତମ ସ୍ୱାଧୀନତା ଦିବସ ଅବସରରେ ଅଗଷ୍ଟ ୧୩ରୁ ୧୫ ତାରିଖ ପର୍ଯ୍ୟନ୍ତ ହର ଘର ତ୍ରିରଙ୍ଗା ଯାତ୍ରା ଅନୁଷ୍ଠିତ ହେବାକୁ ସ୍ଥିର ହୋଇଛି। ଏନେଇ ଆଜି ରାଇକିଆ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପକ୍ଷରୁ ବ୍ୟାପକ…
Read More...

ସାହିତ୍ୟ ଅନୁଷ୍ଠାନ ଶ୍ରଦ୍ଧାଞ୍ଜଳି କ୍ଲବ ପକ୍ଷରୁ କବିତା ଆସର

ଡେସ୍କ: ୭୮ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ କଳା, ସାହିତ୍ୟ ଓ ସାଂସ୍କୃତିକ ଅନୁଷ୍ଠାନ ଶ୍ରଦ୍ଧାଞ୍ଜଳି କ୍ଲବ ପକ୍ଷରୁ ଏକ ବିଶେଷ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି। ଦ ଲିଙ୍କ ଚକ୍ଷୁ ଚିକିତ୍ସାଳୟ ପରିସରରେ…
Read More...

ପାକିସ୍ତାନୀ ଆତଙ୍କବାଦୀଙ୍କୁ ଭେଟିଲେ ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ଅର୍ଶଦ ନଦୀମ, ଭିଡିଓ ଭାଇରାଲ

ଡେସ୍କ: ପାକିସ୍ତାନର ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ଅର୍ଶଦ ନଦୀମଙ୍କୁ ଆମେରିକା ଆତଙ୍କବାଦୀ ଘୋଷଣା କରିଥିବା ଜଣେ ବ୍ୟକ୍ତିଙ୍କ ସହ ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି। ପ୍ୟାରିସ ପ୍ରଦର୍ଶନ ପାଇଁ ବିଶ୍ୱସ୍ତରରେ…
Read More...

ସ୍ୱର୍ଣ୍ଣ ବିଜେତା ଜ୍ୱାଇଁଙ୍କୁ ଶ୍ଵଶୁରଙ୍କ ମଇଁଷି ଉପହାର

ଡେସ୍କ: ପ୍ୟାରିସ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିବା ଜ୍ୱାଇଁଙ୍କୁ ଶ୍ୱଶୁର ଦେଇଛନ୍ତି ମଇଁଷି ଉପହାର। ଅବିଶ୍ୱାସ ଲାଗିଲେ ବି ସତ।ଅଲିମ୍ପିକ୍ସ ଇତିହାସରେ ବ୍ୟକ୍ତିଗତ ସ୍ୱର୍ଣ୍ଣ ପଦକ ଜିତିବାରେ ପ୍ରଥମ ପାକିସ୍ତାନୀ…
Read More...

ଅନୁଗୁଳରେ ଖୋଲିଲା ମହିନ୍ଦ୍ରା ଲାଷ୍ଟ ମାଇଲ୍ ମୋବିଲିଟିର ଡିଲରସିପ୍

ଡେସ୍କ: ମହିନ୍ଦ୍ରା ଏବଂ ମହିନ୍ଦ୍ରାର ସହାୟକ କମ୍ପାନୀ ମହିନ୍ଦ୍ରା ଲାଷ୍ଟ ମାଇଲ ମୋବିଲିଟି ଲିମିଟେଡ୍ ଆଜି ଅନୁଗୁଳରେ ଏକ ନୂତନ ଡିଲରସିପ୍ ଖୋଲିଛି। ଲୋଟସ୍ ସେଲ୍ସ ଏବଂ ସର୍ଭିସ ନାମରେ ୫୫ ନମ୍ବର ଜାତୀୟ ରାଜପଥ…
Read More...

ଇଏ କି ସମ୍ମାନ, ଅଲିମ୍ପିକ୍ ବିଜେତାଙ୍କୁ ପଇସା ଦେଇ ଫଟୋ ଉଠାଉଛନ୍ତି ପାକିସ୍ତାନୀ ଅଧିବାସୀ

ଡେସ୍କ: ଅଲିମ୍ପିକ୍ସ ଇତିହାସରେ ବ୍ୟକ୍ତିଗତ ସ୍ୱର୍ଣ୍ଣ ପଦକ ଜିତିବାରେ ପ୍ରଥମ ପାକିସ୍ତାନୀ କ୍ରୀଡ଼ାବିତ ଭାବେ ଇତିହାସ ରଚିଛନ୍ତି ଅର୍ଶଦ ନଦୀମ। ଜାଭେଲିନ ଥ୍ରୋ ଫାଇନାଲରେ ଅର୍ଶଦ ୯୨.୯୭ ମିଟର ଥ୍ରୋ କରି ସର୍ବକାଳୀନ…
Read More...

ହାଜି ଅଲ୍ଲୀ ଦରଗାକୁ ୧.୨୧ କୋଟି ଟଙ୍କା ଦାନ କଲେ ଅଭିନେତା ଅକ୍ଷୟ କୁମାର

ଡେସ୍କ: ଲୋକପ୍ରିୟ ବଲିଉଡ ଅଭିନେତା ଅକ୍ଷୟ କୁମାର ଆଜି ମୁମ୍ବାଇ ସ୍ଥିତ ହାଜି ଅଲ୍ଲୀ ଦରଗାକୁ ୧.୨୧ କୋଟି ଟଙ୍କା ଦାନ କରିଛନ୍ତି। ସେ ହାଜି ଅଲ୍ଲୀ ଦରଗାର ଏକ ଅଂଶର ମରାମତି ଦାୟିତ୍ୱ ନେଇଥିଲେ। ଅଭିନେତା ଅକ୍ଷୟ ଚଳିତ…
Read More...

୨୦୨୫ ଆଇପିଏଲ୍ ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ଖେଳିବ ୨୫ଟି ମ୍ୟାଚ, ଜାଣନ୍ତୁ କେଉଁଠି ଓ କେବେ

ଡେସ୍କ: ନୂଆ ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀରଙ୍କ ନେତୃତ୍ୱରେ ଭାରତୀୟ ଦଳ ଶ୍ରୀଲଙ୍କା ଗସ୍ତରେ ଦିନିକିଆ ଶୃଙ୍ଖଳାରେ ପରାଜୟ ହୋଇଥିଲେ ମଧ୍ୟ ଟି-୨୦ରେ କ୍ଲିନ୍ ସ୍ୱିପ୍ ହାସଲ କରିଥିଲେ। ତେବେ ବିଶ୍ୱର ଅନ୍ୟତମ…
Read More...

ବଢୁଛି ଅଡୁଆ – ଶେଖ୍ ହସିନାଙ୍କ ସମେତ ୬ ଜଣଙ୍କ ବିରୋଧରେ ହତ୍ୟା ମାମଲା ରୁଜ୍ଜୁ

ଡେସ୍କ: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଏବଂ ଅନ୍ୟ ୬ ଜଣଙ୍କ ବିରୋଧରେ ଗତ ମାସରେ ହିଂସାତ୍ମକ ସଂଘର୍ଷରେ ଜଣେ ଗ୍ରୋସରୀ ଷ୍ଟୋର୍ ମାଲିକଙ୍କ ମୃତ୍ୟୁ ଘଟଣାରେ ଏକ ହତ୍ୟା ମାମଲା ରୁଜ୍ଜୁ ହୋଇଛି।…
Read More...

ଗୁପଚୁପ ବିକାଳିଙ୍କୁ ରାଷ୍ଟ୍ରପତିଙ୍କ ନିମନ୍ତ୍ରଣ, ସ୍ୱାଧୀନତା ଦିବସ ଉତ୍ସବରେ ଯୋଗଦେବେ

ଡେସ୍କ: ୭୮ତମ ସ୍ୱାଧୀନତା ଦିବସ ପୂର୍ବରୁ ଜଣେ ୫୦ ବର୍ଷୀୟ ଗୁପଚୁପ ବିକ୍ରେତାଙ୍କୁ ଅଗଷ୍ଟ ୧୫ ତାରିଖରେ ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତିଙ୍କ ଦ୍ୱାରା ଆୟୋଜିତ ହେବାକୁ ଥିବା ଆଟ୍ ହୋମ୍ ନିମନ୍ତ୍ରଣ ମିଳିଥିଲା। ସେ…
Read More...

ଅଲିମ୍ପିକ୍ସ ୨୦୨୮ – ଜାଣନ୍ତୁ ଆୟୋଜକ ସହର ଓ ଇଭେଣ୍ଟ ବିଷୟରେ

ଡେସ୍କ: ପ୍ୟାରିସ୍ ଅଲିମ୍ପିକ୍ସ ଶେଷ ହୋଇଛି ଏବଂ ଏବେ ଲସ୍ ଆଞ୍ଜେଲସ୍ ପରବର୍ତ୍ତୀ ଅଲିମ୍ପିକ୍ କ୍ରୀଡ଼ା ଆୟୋଜନ କରିବାର ପାଳି ଆସିଛି। ରବିବାର ପ୍ୟାରିସରେ ଆୟୋଜିତ ସମାପନୀ ସମାରୋହରେ ଲସ୍ ଆଞ୍ଜେଲସ ମେୟର କାରେନ୍ ବାସ୍…
Read More...

ଆସନ୍ତାକାଲିଠାରୁ ନିଟ୍ ୟୁଜି ୨୦୨୪ କାଉନସେଲିଂ, ଆରମ୍ଭ ହେବ ପଞ୍ଜୀକରଣ

ଡେସ୍କ: ମେଡିକାଲ କାଉନସେଲିଂ କମିଟି ବା ଏମସିସି ଅଗଷ୍ଟ ୧୪ ବୁଧବାରଠାରୁ ନ୍ୟାସନାଲ ଏଲିଜିବିଲିଟି କମ୍ ଏଣ୍ଟ୍ରାନ୍ସ ଟେଷ୍ଟ (ନିଟ୍) ୟୁଜି କାଉନସେଲିଂ ୨୦୨୪ ଆରମ୍ଭ କରିବ। ନିଟ୍ ୟୁଜି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା…
Read More...

ସଂଖ୍ୟାଲଘୁ ସମ୍ପ୍ରଦାୟ ଉପରେ ଆକ୍ରମଣକୁ ନିନ୍ଦା କଲେ ବାଂଲାଦେଶର ନୂଆ ନେତା ମହମ୍ମଦ ୟୁନୁସ

ଡେସ୍କ: ବାଂଲାଦେଶର ମଧ୍ୟବର୍ତ୍ତିକାଳୀନ ସରକାରର ମୁଖ୍ୟ ମହମ୍ମଦ ୟୁନୁସ ହିଂସା ପ୍ରଭାବିତ ଦେଶରେ ସଂଖ୍ୟାଲଘୁ ସମ୍ପ୍ରଦାୟ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିବା ସହ ସେମାନଙ୍କୁ ଜଘନ୍ୟ ବୋଲି କହିଛନ୍ତି। ସମସ୍ତ…
Read More...

ଅଲିମ୍ପିକ୍ ଅର୍ଡର ପୁରସ୍କାର ଗ୍ରହଣ କଲେ ଅଭିନବ ବିନ୍ଦ୍ରା

ଡେସ୍କ: ଭାରତର ପ୍ରଥମ ବ୍ୟକ୍ତିଗତ ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ଅଭିନବ ବିନ୍ଦ୍ରାଙ୍କୁ ଅନ୍ତର୍ଜାତୀୟ ଅଲିମ୍ପିକ୍ କମିଟି (ଆଇଓସି) ପକ୍ଷରୁ ଗତକାଲି ପ୍ୟାରିସରେ ଆୟୋଜିତ ୧୪୨ତମ ଆଇଓସି ଅଧିବେଶନରେ ସମ୍ମାନଜନକ…
Read More...

୬ଟି ପଦକ ସହ ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତର ଅଭିଯାନ ଶେଷ

ଡେସ୍କ: ୨୦୨୪ ପ୍ୟାରିସ୍ ଅଲିମ୍ପିକ୍ସରେ ଭାରତର ଅଭିଯାନ ପ୍ରତିଯୋଗିତାର ଶେଷ ଦିନ ଅର୍ଥାତ୍ ଗତକାଲି ଆନୁଷ୍ଠାନିକ ଭାବେ ଶେଷ ହୋଇ ମୋଟ ୬ଟି ପଦକ ହାସଲ କରିଛି। ଶେଷ ଭାରତୀୟ ଆଥଲେଟ କୁସ୍ତିଯୋଦ୍ଧା ରିତିକା ହୁଡା…
Read More...

ଷ୍ଟାଡ୍ ଡି ଫ୍ରାନ୍ସରେ ଅନୁଷ୍ଠିତ ହେବ ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ର ସମାପନ ସମାରୋହ

ଡେସ୍କ: ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ ଆଜି ରାତିରେ ଷ୍ଟାଡ୍ ଡି ଫ୍ରାନ୍ସରେ ସମାପନ ସମାରୋହ ସହିତ ଆନୁଷ୍ଠାନିକ ଭାବେ ଶେଷ ହେବ। ଭାରତୀୟ ସମୟ ଅନୁଯାୟୀ ଆଜି ରାତି ୧୨ଟା ୩୦ରେ ପ୍ରାୟ ୮୦ ହଜାର ଦର୍ଶକଙ୍କ ସମାଗମରେ ଏହି…
Read More...

କେରଳ ୱାୟନାଡରେ ପ୍ରାକୃତିକ ଭୂମିକମ୍ପ ହୋଇନଥିବା ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର ସୂଚନା

ଡେସ୍କ: କେରଳରେ ସ୍ଥାପିତ ସିସ୍ମୋଗ୍ରାଫିକ୍ ଷ୍ଟେସନ ଦ୍ୱାରା ୱାୟନାଡ ଏବଂ ଏହାର ଆଖପାଖ ଅଞ୍ଚଳରେ କୌଣସି ପ୍ରାକୃତିକ ଭୂମିକମ୍ପ ରେକର୍ଡ କରାଯାଇ ନାହିଁ ବୋଲି ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟ ନିଶ୍ଚିତ କରିଛି।…
Read More...

ଆତଙ୍କବାଦୀ-ସୁରକ୍ଷାକର୍ମୀ ଗୁଳି ବିନିମୟ: ୨ ଯବାନ ସହିଦ

ଡେସ୍କ: କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀରରେ ଗତକାଲି ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲ୍ଲାରେ ଆତଙ୍କବାଦୀ ଓ ସୁରକ୍ଷାବାହିନୀ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ସେନାର ୨ ଜଣ ଯବାନ ସହିଦ ହୋଇଥିବା ବେଳେ ୨ ଜଣ ସାଧାରଣ…
Read More...

୧୦୯ ପ୍ରକାର ଅଧିକ ଉତ୍ପାଦନକ୍ଷମ ଜଳବାୟୁ ସହନଶୀଳ ବିହନ ଉନ୍ମୋଚନ କରିବେ ପ୍ରଧାନମନ୍ତ୍ରୀ

ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନୂଆଦିଲ୍ଲୀରେ ୧୦୯ଟି ଅଧିକ ଉତ୍ପାଦନକ୍ଷମ ଓ ଜଳବାୟୁ ସହନଶୀଳ ଫସଲ ପ୍ରଜାତିର ବିହନ ଉନ୍ମୋଚନ କରିବେ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କୃଷକ ଏବଂ ବୈଜ୍ଞାନିକମାନଙ୍କ…
Read More...

ବିଦେଶ ଗସ୍ତ ଶେଷ କରି ନୂଆଦିଲ୍ଲୀ ଅଭିମୁଖେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଡେସ୍କ: ଫିଜି, ନ୍ୟୁଜିଲାଣ୍ଡ ଓ ତିମୋର ଲେଷ୍ଟେ ଗସ୍ତ ଶେଷ ହେବା ପରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀ ଅଭିମୁଖେ ଯାତ୍ରା କରିଛନ୍ତି। ତାଙ୍କ ଗସ୍ତର ଶେଷ ପର୍ଯ୍ୟାୟରେ ରାଷ୍ଟ୍ରପତି ତିମୋର ଲେଷ୍ଟେ ଗସ୍ତ…
Read More...

ପରିବେଶ ସଚେତନତା କାର୍ଯ୍ୟକ୍ରମ ଗୋ ଗ୍ରୀନ ଆୟୋଜିତ

ସମ୍ବଲପୁର: ସମ୍ବଲପୁର ଚିଡିଆଖାନାରେ ପରିବେଶ ସଚେତନତା ନେଇ ଗୋ ଗ୍ରୀନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ହୀରାକୁଦ ୱାଇଲଡ ଲାଇଫ ଡିଏଫଓ ଅଂଶୁପ୍ରଜ୍ଞା ଦାଶଙ୍କ ତତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ…
Read More...

ଥମିବାର ନାମ ନେଉ ନାହିଁ ଜିଲା ବିଜେପି ଗୋଷ୍ଠୀ ବିବାଦ

ସମ୍ବଲପୁର: ରାଜ୍ୟରେ ବିଜେପି ଦଳର ପ୍ରମୁଖ ଦୁର୍ଗ ରୂପେ ସମ୍ବଲପୁର ଜିଲାରେ ଗୋଷ୍ଠୀ ବିବାଦ ଥମିବାର ନାମ ନେଉ ନାହିଁ। ବିଗତ ବର୍ଷ ଗୁଡିକରେ ଜିଲାରେ ଜୟନାରାୟଣ ମିଶ୍ର ଓ ସୁରେଶ ପୂଜାରୀ ଗୋଷ୍ଠୀ ସକ୍ରିୟ ରହିଥିବା ବେଳେ…
Read More...

ହାତୀ ଉପଦ୍ରବରେ ଫସଲ ନଷ୍ଟ

ସମ୍ବଲପୁର: ସମ୍ବଲପୁର ଜିଲାର ବିଭିନ୍ନ ଅଞ୍ଚଳରେ ବଣୁଆ ହାତୀ ଉପଦ୍ରବ ଥମିବାର ନାମ ନେଉ ନ ଥିବା ବେଳେ ଶୁକ୍ରବାର ରାତ୍ରିରେ ପୁର୍ନବାର ହାତୀ ଉପଦ୍ରବ ଯୋଗୁଁ ଚାଷ ନଷ୍ଟ ହୋଇଯାଇଛି। ଯୁଯୁମୁରା ବ୍ଲକ ଅନ୍ତର୍ଗତ…
Read More...

ପିଏମ୍‌‌ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟର ସମନ୍ୱୟ ବୈଠକ

ଫୁଲବାଣୀ: ସ୍ଥାନୀୟ ତୁଡ଼ିପାଜୁ ସ୍ଥିତ ପି.ଏମ୍‌‌.ଶ୍ରୀ ଜବାହର ନବୋଦୟ ବିଦ୍ୟାଳୟର ସଭାଗୃହ ପରିସରରେ ଅଭିଭାବକ ଓ ଶିକ୍ଷକ ମାନଙ୍କୁ ନେଇ ଏକ ସମନ୍ୱୟ ବୈଠକ ଅଧ୍ୟକ୍ଷା ଶ୍ରୀମତି ମମତାରାଣୀ ପଣ୍ଡାଙ୍କ ଅଧ୍ୟକ୍ଷତାରେ…
Read More...

ପ୍ରାକୃତିକ ସମ୍ପଦର ସୁବିନିଯୋଗ ଓ ଜଳବାୟୁ ପରିବର୍ତ୍ତନ ଶୀର୍ଷକ କର୍ମଶାଳା

ପିପିଲି: ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ‘ରତ୍ନଚିରା’ ପକ୍ଷରୁ ପ୍ରାକୃତିକ ସମ୍ପଦର ସୁବିନିଯୋଗ ଓ ଜଳବାୟୁ ପରିବର୍ତ୍ତନ ଶୀର୍ଷକ ଦିନିକିଆ କର୍ମଶାଳା ସ୍ଥାନୀୟ ହୋଟେଲ ରାଞ୍ଚ ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ…
Read More...

ଜାତୀୟ କୃମିନାଶକ ଦିବସ ପାଳିତ

ଗୁରୁଡ଼ିଝାଟିଆ: ବ୍ରହ୍ମପୁର ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଜାତୀୟ କୃମିନାଶକ ଦିବସ ପାଳିତ ହୋଇଛି। ବ୍ରହ୍ମପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଜାତୀୟ କୃମିନାଶକ ଦିବସରେ ଗୋଷ୍ଠୀ ସ୍ୱାସ୍ଥ୍ୟ…
Read More...

ବନ୍ୟପ୍ରାଣୀ ସପ୍ତାହ ଉପଲକ୍ଷେ ଚିତ୍ରାଙ୍କନ ପ୍ରତିଯୋଗୀତା

ଗୁରୁଡ଼ିଝାଟିଆ: ବନ୍ୟପ୍ରାଣୀ ସପ୍ତାହ ଉପଲକ୍ଷେ ଆଠଗଡ଼ ବନଖଣ୍ଡ ଅନ୍ତର୍ଗତ ଖୁଣ୍ଟୁଣୀ ବନାଞ୍ଚଳ ପକ୍ଷରୁ ଚିତ୍ରାଙ୍କନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଛି। ବନାଞ୍ଚଳ ଅନ୍ତର୍ଗତ ବିଭିନ୍ନ ବିଦ୍ୟାଳୟରୁ ୩ଜଣ ପ୍ରତିଯୋଗୀ ଏଥିରେ…
Read More...

ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ନିଦାନ ପରୀକ୍ଷା କେନ୍ଦ୍ରରେ ଗଳୁଛି ବର୍ଷାଜଳ

ଗୁରୁଡ଼ିଝାଟିଆ: ବ୍ରହ୍ମପୁର ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ଆଠଗଡ଼ ବ୍ଲକର ୨୬ଟି ସ୍ୱାସ୍ଥ୍ୟ ଉକକେନ୍ଦ୍ର ସହିତ ଗୁରୁଡ଼ିଝାଟିଆ, ଜାଗିଆପଡ଼ା, ଯୋରନ୍ଦା, ଖୁଣ୍ଟୁଣୀ ଓ ଜେନାପଦା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଅଞ୍ଚଳର…
Read More...

ଫୁଲବାଣୀ ପୌରାଧ୍ୟକ୍ଷା ଅନାସ୍ଥା ମାମଲା, ଜିଲାପାଳଙ୍କୁ ହାଜର ନିର୍ଦ୍ଦେଶ

ଫୁଲବାଣୀ: ଫୁଲବାଣୀ ପୌରାଧ୍ୟକ୍ଷା ସ୍ମିତାରାଣୀ ମହାନ୍ତି ଆସ୍ଥା ଭୋଟରେ ହାରିବା ପରେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହାକୁ ନେଇ ଛକାପଂଝା ଚାଲିଛି। ଗତ ୨୩ ତାରିଖରୁ ଅନାସ୍ଥା ପ୍ରସ୍ତାବ ପାରିତ ହୋଇଥିଲେ ସୁଦ୍ଧା ଅଧ୍ୟକ୍ଷା…
Read More...

ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ବାଣିଜ୍ୟ ଓ ଅର୍ଥନୀତି ବିଭାଗରେ ଜାତୀୟ ସମ୍ମିଳନୀ

ଗୋପାଳପୁର: ସ୍ନାତକୋତ୍ତର ବାଣିଜ୍ୟ ଏବଂ ଅର୍ଥନୀତି ବିଭାଗ ଓ ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ "ବିକଶିତ ଭାରତ ୨୦୪୭: ୟୁନିଅନ ବଜେଟ ଓ ଓଡ଼ିଶା ବଜେଟ ୨୦୨୪ ର ପ୍ରଭାବ" ବିଷୟରେ ଏକଦିନିଆ ଜାତୀୟ…
Read More...