ଆଜି ଆସିବ ‘ସୁଭଦ୍ରା’ର ୨ୟ କିସ୍ତି ଟଙ୍କା

ଭୁବନେଶ୍ୱର : ସୁଭଦ୍ରା ଯୋଜନାରେ ପ୍ରଥମ କିସ୍ତିର ଦ୍ବିତୀୟ ପର୍ଯ୍ୟାୟରେ ଆଜି ପ୍ରାୟ ୩୫ଲକ୍ଷ ଯୋଗ୍ୟ ହିତାଧିକାରୀଙ୍କୁ ୫ହଜାର ଲେଖାଏଁ ଟଙ୍କା ପ୍ରଦାନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ତଥା ମହିଳା ଓ ଶିଶୁବିକାଶ…
Read More...

ପ୍ରଫେସର କୁଳଭୂଷଣ ବାଲୁନି ବିଜିୟୁର ନୂଆ କୁଳପତି

ଭୁବନେଶ୍ୱର : ବିର୍ଲା ଗ୍ଲୋବାଲ ୟୁନିଭରସିଟିର ନୂତନ କୁଳପତି ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି କୁଳଭୂଷଣ ବାଲୁନି । ତାଙ୍କର ବିଭିନ୍ନ ପ୍ରମୁଖ ଶିକ୍ଷାନୁଷ୍ଠାନ ଗୁଡିକରେ ଦୀର୍ଘ ୨୫ ବର୍ଷରୁ ଅଧିକ ଅଭିଜ୍ଞତା ରହିଛି ।…
Read More...

ବୁଧବାର ଦିନ ୧୨ଟା ପୂର୍ବରୁ ମିଳିବ ସୁଭଦ୍ରା ଟଙ୍କା

ଭୁବନେଶ୍ଵର: ୯ ତାରିଖ ( ବୁଧବାର) ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଦ୍ଵିତୀୟ ପର୍ଯ୍ୟାୟ ଟଙ୍କା ଦିଆଯିବ। ତେବେ ସୁଭଦ୍ରା ଟଙ୍କା ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଏକ  ବଡ ସୂଚନା ଦେଇଛନ୍ତି।  ବୁଧବାର ଦିନ ୧୨ଟା…
Read More...

କିରୋସିନ ଢାଳି ନିଜ ଦେହରେ ନିଆଁ ଲଗାଇଥିଲେ ଯୁବତୀ : ଆଜି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

ଗଞ୍ଜାମ: କିରୋସିନ ଢାଳି ନିଜ ଦେହରେ ନିଆଁ ଲଗାଇଥିଲେ ଯୁବତୀ, ଆଜି ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ । ଏଭଳି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ବ୍ଲକରେ। ସୋମବାର ସକାଳେ ଜଣେ…
Read More...

ସଫାରୀ ବସ୍‌ ଉପରକୁ କୁଦା ମାରିଲା ବାଘ

ବେଙ୍ଗାଲୁରୁ : ବେଙ୍ଗାଲୁରୁର ବାନେରଘାଟ୍ଟା ଜାତୀୟ ଉଦ୍ୟାନରେ ଏକ ସଫାରୀ ଗାଡି ଉପରକୁ କଲରାପତରିଆ ବାଘ କୁଦା ମାରିବା ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ବହୁଳ ପ୍ରସାରିତ ହୋଇଛି। ବାଘ କୁଦା ମାରିବା ଦେଖି ବସ୍‌ରେ ଥିବା…
Read More...

୧୦ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ

ବାରିପଦା : ଦେଶର ଅଷ୍ଟମ ଜୈବମଣ୍ଡଳ ଭାବେ ଶିମିଳିପାଳ ପର୍ଯ୍ୟଟକଙ୍କ ଲାଗି ବିଶେଷ ଆକର୍ଷଣର କେନ୍ଦ୍ରବିନ୍ଦୁ। ରାଜ୍ୟ, ଦେଶ ତଥା ବିଦେଶରୁ ପ୍ରତିବର୍ଷ ଶହ ଶହ ପର୍ଯ୍ୟଟକ ଶିମିଳିପାଳର ବନ୍ୟ ଜୀବଜନ୍ତୁଙ୍କୁ ଦେଖିବା ସହ…
Read More...

କଲକାତା ଦୁଷ୍କର୍ମ ଓ ହତ୍ୟା ଘଟଣା: ସିବିଆଇ ଅଭିଯୋଗ ଫର୍ଦରେ ସଞ୍ଜୟ ଏକମାତ୍ର ଅପରାଧୀ

କଲକାତା : ପଶ୍ଚିମବଙ୍ଗ ରାଜଧାନୀ କଲକାତାସ୍ଥିତ ଆର.ଜି.କର ମେଡିକାଲ କଲେଜ ଓ ହସ୍ପିଟାଲରେ ଘଟିଥିବା ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣାରେ ସୋମବାର ସିବିଆଇ ପକ୍ଷରୁ ସିଆଲଦାସ୍ଥିତ ଅଦାଲତରେ…
Read More...

କେଜ୍ରିଓ୍ବାଲଙ୍କ ପୁରୁଣା ବଙ୍ଗଳାରେ ରହିବେ ଆତିଶୀ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆତିଶୀ ଫ୍ଲାଗଷ୍ଟାଫ୍ ରୋଡ୍ ବଙ୍ଗଳାରେ ରହିବେ। ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଏହି ବଙ୍ଗଳା ଛାଡିବାର କିଛି ଦିନ ପରେ ଆତିଶୀ ସେଠାକୁ ଯିବେ। ନୂତନ ବାସଭବନକୁ…
Read More...

୯ରେ ମିଳିବ ସୁଭଦ୍ରା ଟଙ୍କା

ଭୁବନେଶ୍ଵର: ୯ ତାରିଖ ( ବୁଧବାର) ସୁଭଦ୍ରା ଯୋଜନାର ପ୍ରଥମ କିସ୍ତିର ଦ୍ଵିତୀୟ ପର୍ଯ୍ୟାୟ ଟଙ୍କା ଦିଆଯିବ। ଗୋପବନ୍ଧୁଙ୍କ ଜନ୍ମ ଦିବସରେ ବାରିପଦାରେ ଏକ ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…
Read More...

ରାସ୍ତା ନିର୍ମାଣ ଦାବି: ପଞ୍ଚାୟତ କାର୍ଯ୍ୟାଳୟ ଆଗରେ ଧାରଣା

ପାଟଣା : କେନ୍ଦୁଝର ଘଟଗାଁ ବ୍ଲକ ତୋରାଣୀ ପୋଖରୀ ଗାଁରେ ରାସ୍ତା ସମସ୍ୟା।  ଦୀର୍ଘ ବର୍ଷ ଧରି ଗାଁ ଲୋକ ଜଙ୍ଗଲ ମଧ୍ୟ ଦେଇ ଧୋବାପିଟଣାକୁ ସଂଯୋଗ କରୁଥିବା ରାସ୍ତାରେ ଯିବା ଆସିବା କରିଆସୁଥିଲେ । ଗ୍ରାମ ପଞ୍ଚାୟତ, ବ୍ଲକ୍…
Read More...

ଦଶହରାରେ ଶୁଖିଲା ରହିବ ପାଗ!

ଭୁବନେଶ୍ଵର: ଲଗାତାର ରାଜ୍ୟରେ ଲଘୁଚାପ ଜନିତ ଲଗାଣ ବର୍ଷା ପରେ ଏଥର ଦଶହରାରେ ପାଗ ଶୁଖିଲା ରହିବା ନେଇ ଆକଳନ କରିଛି ପାଣିପାଗ ବିଭାଗ। ଅଳ୍ପ କିଛି ସ୍ଥାନରେ ବିଜୁଳି, ଘଡଘଡି ସହ ବର୍ଷା ହୋଇପାରେ। ଆସନ୍ତା ୧୧ରୁ ୧୩…
Read More...

ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଯବାନଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ 

ଗୋପାଳପୁର : ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଯବାନଙ୍କ ଶେଷକୃତ ସମ୍ପର୍ଣ୍ଣ । ଗୋପାଳପୁର ଥାନା ଅନ୍ତର୍ଗତ ଡ଼ିଗିପୁର ଗାଁରେ ଆର୍ମି ଯବାନ (ହାବିଲଦାର)ଙ୍କର ରାଷ୍ଟ୍ରୀୟ ମର୍ଯ୍ୟାଦାରେ ଶେଷକୃତ ସମ୍ପର୍ଣ୍ଣ ହୋଇଛି।  ମୃତ ଯବାନ…
Read More...

ଆଜି ଜାମ୍ମୁ-କାଶ୍ମୀର, ହରିୟାଣା ନିର୍ବାଚନ ଭୋଟ୍ ଗଣତି

ନୂଆଦିଲ୍ଲୀ : ଆଜି ଜମ୍ମୁ କାଶ୍ମୀର ଏବଂ ହରିୟାଣା ବିଧାନସଭା ନିର୍ବାଚନ ଫଳ ଘୋଷଣା ହେବ। ଜମ୍ମୁ କାଶ୍ମୀର ଏବଂ ହରିୟାଣା ବିଧାନସଭାର ୯୦ ଲେଖାଏଁ ଆସନରେ ହୋଇଛି ଭୋଟ୍। ନିର୍ବାଚନ ଫଳ ଜାଣିବା ଲାଗି ନାଗରିକ ମାନଙ୍କ…
Read More...

ଓଡିଶାକୁ ଗୌରବ: ପାଓ୍ବାରଲିଫ୍ଟିଂରେ ସ୍ୱର୍ଣ୍ଣ ଜିତିଲେ ଓଡିଆ ପୁଅ ରୋହିତ୍

କୋରାପୁଟ: ରାଜ୍ୟଗୋଷ୍ଠୀ ପାୱାରଲିଫ୍ଟିଂ ଚାମ୍ପିୟନସିପରେ ସ୍ୱର୍ଣ୍ଣ ଓ ରୌପ୍ୟ ପଦକ ଜିତିଲେ  ଓଡିଆ ପୁଅ ରୋହିତ ପାତ୍ର । ରୋହିତ୍ ହେଉଛନ୍ତି ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ, କୋରାପୁଟର ଗଣିତ ବିଭାଗର ପ୍ରଥମ ବର୍ଷର…
Read More...

ତେଲ ନଦୀକୁ ଡେଇଁଲେ ଯୁବତୀ: ଗୁରୁତର ଅବସ୍ଥାରେ ଉଦ୍ଧାର କଲା ପୁଲିସ୍

ସୋନପୁର : ସୋନପୁର ଜିଲ୍ଲା ବାଉଁଶୁଣି ଥାନା ସଦେଇପୁର ଗାଁରେ ଅଭାବନୀୟ ଘଟଣା ଘଟିଛି। ଆଜି ସକାଳୁ ଜଣେ ଯୁବତୀ ହଠାତ୍ ତେଲ ନଦୀକୁ ଡେଇଁ ପଡିଛନ୍ତି। ଯୁବତୀ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସୋନପୁର ମୁଖ୍ୟ…
Read More...

ଫଳ ବୋଝେଇ ଟ୍ରକରୁ ଚୋରା ଗଞ୍ଜେଇ, ୩ ଗିରଫ

ଭୁବନେଶ୍ଵର: ଥମୁନି ଗଞ୍ଜେଇ ଚୋରା ଚାଲାଣ। ତାହା ପୁଣି ଅଭିନବ ଉପାୟ। ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ଵରରେ । ଏକ ଫଳ ବୋଝେଇ ଟ୍ରକରୁ ମିଳିଛି ଚୋରା ଗଞ୍ଜେଇ । ଆନ୍ଧ୍ର ପ୍ରଦେଶରୁ ଏକ ଟ୍ରକ ଫଳ ବୋଝେଇ କରି…
Read More...

କୋଲକାତା ଦୁଷ୍କର୍ମ ଘଟଣା: କନିଷ୍ଠ ଡାକ୍ତରଙ୍କ ଆମରଣ ଅନଶନ

କଲକାତା : କଲକାତାସ୍ଥିତ ଆର.ଜି.କର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ମହିଳା ଟ୍ରେନି ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣା ପ୍ରତିବାଦରେ ପଶ୍ଚିମବଙ୍ଗର କନିଷ୍ଠ ଡାକ୍ତରମାନେ ଶନିବାର ସନ୍ଧ୍ୟାରୁ ଆମରଣ ଅନଶନରେ…
Read More...

ଆଜି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଭେଟିବେ ମୁଇଜୁ

ନୂଆଦିଲ୍ଲୀ : ପର୍ଯ୍ୟଟନ ଶିଳ୍ପ ଭୁଶୁଡିଯିବା ପରେ ଭାରତ ଗସ୍ତରେ ମାଳଦ୍ବୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ। ୪ ଦିନିଆ ଭାରତ ଗସ୍ତରେ ଥିବା ମୁଇଜୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିବାର କାର୍ଯ୍ୟକ୍ରମ…
Read More...

୧୪ ଜିଲ୍ଲାରେ ଗଡିବନି ଘରୋଇ ବସ୍

ଜୟପୁର : ଆଜିଠୁ ରାଜ୍ୟର ଦକ୍ଷିଣାଞ୍ଚଳ ଓ ପଶ୍ଚିମାଞ୍ଚଳରେ ପ୍ରଭାବିତ ହୋଇପାରେ ଗମନାଗମନ ବ୍ୟବସ୍ଥା। ଆଜିଠୁ ୧୪ ଜିଲ୍ଲାରେ ୨୪ ଘଣ୍ଟିଆ ବସ୍ ସେବା ବନ୍ଦ ରଖିବାକୁ ଚେତାବନୀ ଦେଇଛନ୍ତି ପଶ୍ଚିମାଞ୍ଚଳ ଓ ଦକ୍ଷିଣାଞ୍ଚଳର…
Read More...

ମା ଗଜଲକ୍ଷ୍ମୀଙ୍କ ପୂଜା ପାଇଁ ଶୁଭ ଖୁଣ୍ଟି ସ୍ଥାପନ: ଯୋଗଦେଲେ ଛତ୍ରପୁର ବିଧାୟକ

ଛତ୍ରପୁର:  ଛତ୍ରପୁର ଲୋୟର ବସଷ୍ଟାଣ୍ଡ ସ୍ଥିତ ଲକ୍ଷ୍ମୀ କମ୍ପେ୍ଲକ୍ସ ପରିସରରେ ପୂଜା କମିଟି ପକ୍ଷରୁ ଦୀର୍ଘ ୨୫ ବର୍ଷରୁ ଉର୍ଦ୍ଧ୍ୱ ଧରି ମା ଗଜଲକ୍ଷ୍ମୀଙ୍କ ପୂଜା ଧୁମଧାମରେ ପାଳନ କରାଯାଉଛି । ଚଳିତ ବର୍ଷ ମା…
Read More...

ଆଜି ମାଓ ମୁକାବିଲା ବୈଠକ: ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ନୂଆଦିଲ୍ଲୀ: ଦିଲ୍ଲୀରେ ମାଓ ମୁକାବିଲା ବୈଠକରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏଥିପାଇଁ ସେ ରବିବାରଠାରୁ ୩ ଦିନିଆ ଦିଲ୍ଲୀ ଗସ୍ତ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କିଛି କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବାର…
Read More...

ଭୀମସାରରେ ଦୁଇ ଡାକ୍ତରୀ ଛାତ୍ର ଗୋଷ୍ଠୀ ସଂଘର୍ଷ: ୩ ଆହତ

ସମ୍ବଲପୁର: ବୁର୍ଲା ଭିମସାରରେ ସଂଘର୍ଷ । ଦୁଇ ଡାକ୍ତରୀ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଓ ମାରପିଟ୍ ହୋଇଛି। ଏଥିରେ ୩ ଜଣ ଆହତ ହୋଇଥିବା ସୂଚନା ମିଳିଛି। ସେମାନଙ୍କୁ ତୁରନ୍ତ ବୁର୍ଲା ମେଡିକାଲରେ ଭର୍ତ୍ତି…
Read More...

ଇସ୍ରାଏଲ-ହମାସ୍‌ ଯୁଦ୍ଧକୁ ବର୍ଷେ

ତେଲଆଭିଭ୍‌ : ଇସ୍ରାଏଲ ଓ ହମାସ ଆତଙ୍କବାଦୀ ସଂଗଠନ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ଏକବର୍ଷ ପୂରଣ ହୋଇଛି। ୨୦୨୩ ଅକ୍ଟୋବର ୭ରେ ଉଭୟଙ୍କ ମଧ୍ୟରେ ଯୁଦ୍ଧ ଆରମ୍ଭ ହୋଇଥିଲା। ହମାସର ଶତାଧିକ ଆତଙ୍କବାଦୀ ଇସ୍ରାଏଲ ମଧ୍ୟକୁ…
Read More...

‘ଲକ୍ଷ୍ମୀ’ ବସ୍‌କୁ ଘରୋଇ ମାଲିକ ସଂଘର ବିରୋଧ: କାଲି ବସ୍ ଚଳାଚଳ ବନ୍ଦ

ଜୟପୁର : ଲକ୍ଷ୍ମୀ ବସ୍‌ ସେବାକୁ ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ବିରୋଧ କରାଯାଇଛି। ୭ ତାରିଖ ଅର୍ଥାତ୍ ଆସନ୍ତାକାଲି ସନ୍ଧ୍ୟାରୁ ୨୪ ଘଣ୍ଟିଆ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଘରୋଇ ବସ୍‌ ସେବା ବନ୍ଦ କରାଯିବା ପାଇଁ…
Read More...

ମିଠା ଦୋକାନୀଙ୍କୁ ୫ଲକ୍ଷ ଦାଦାବଟି ମାଗିଲେ ଜେଲ ଫେରନ୍ତା: ଅଭିଯୁକ୍ତ ଗିରଫ

ଭୁବନେଶ୍ଵର: ରାଜଧାନୀରେ ଦିନକୁ ଦିନ ଚୋରୀ, ରାହାଜାନୀ ଭଳି ଘଟଣା ବୃଦ୍ଧି ପାଇବାରେ ଲାଗିଛି। କେବଳ ରାତି ନୁହେଁ ଦିନରେ ମଧ୍ୟ ଲୋକ ସୁରକ୍ଷିତ ନୁହଁନ୍ତି।  ଭୁବନେଶ୍ଵର ଏୟାରଫିଲ୍ଡ ଥାନା ଚଣ୍ଡି ବଜାର ନିକଟରେ ଦିନ…
Read More...

ମାଓ ପ୍ରଭାବିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ବୈଠକ କରିବେ ଅମିତ ଶାହା: ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ

ନୂଆଦିଲ୍ଲୀ: ଦିଲ୍ଲୀରେ ମାଓ ମୁକାବିଲା ବୈଠକରେ ଯୋଗଦେବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଏଥିପାଇଁ ସେ ଆଜିଠାରୁ ୩ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ କିଛି କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବାର…
Read More...

ଫରେଷ୍ଟର ଆତ୍ମହତ୍ୟା ମାମଲା: ଡିଏଫଓ ନିଲମ୍ବିତ

ଭବାନୀପାଟଣା : ରାୟଗଡ଼ା ସିଲ୍‌ଭି କଲ୍‌ଚର୍‌ ବନଖଣ୍ଡ ଅନ୍ତର୍ଗତ କଳାହାଣ୍ଡି ଜାରିଂ ହାଇଟେକ୍‌ ନର୍ସରୀ ଦାୟିତ୍ୱରେ ଥିବା ସିଲ୍‌ଭି କଲ୍‌ଚର ଫରେଷ୍ଟର ସଞ୍ଜୟ ନାଏକ ଆତ୍ମହତ୍ୟା ଘଟଣାରେ ବିବାଦୀୟ ଡିଏଫଓ ଦେବେନ୍ଦ୍ର…
Read More...

ହୀରାକୁଦ ଡ୍ୟାମ ପ୍ରକଳ୍ପ କେନାଲର ହେବ ନବୀକରଣ: ୪ବର୍ଷରେ ଖର୍ଚ୍ଚ ହେବ ୮୫୫କୋଟି

ଭୁବନେଶ୍ବର : ହୀରାକୁଦ ସେଚାଞ୍ଚଳର ଜଳପଥଗୁଡିକ ବର୍ତ୍ତମାନ ଜରାଜୀର୍ଣ୍ଣ ଓ ଅଚଳ ହୋଇପଡ଼ିଛି। ଫଳସ୍ବରୂପ ଏହାର ଜଳଧାରଣ କ୍ଷମତା ହ୍ରାସ ପାଇବାରେ ଲାଗିଛି। ଯେଉଁଥିପାଇଁ କେନାଲରେ ସୁଷମ ଜଳ ବଣ୍ଟନ ହୋଇପାରୁ ନାହିଁ। ଏହାର…
Read More...

୩ ଘଣ୍ଟା ପାଇଁ ଟ୍ବିନ୍ ସିଟିକୁ ଅରେଞ୍ଜ ସତର୍କତା

ଭୁବନେଶ୍ଵର: ବିଜୁଳି, ଘଡଘଡି ସହ ବର୍ଷା ନେଇ ୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି ହୋଇଛି। ଆଗାମୀ ୩ ଘଣ୍ଟା ପାଇଁ ପୁରୀ , କଟକ, ଗଞ୍ଜାମ ଓ ଖୋର୍ଦ୍ଧା ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି।…
Read More...

ଭରତପୁର ଥାନା ଘଟଣା: ତଦନ୍ତ କମିସନଙ୍କ ପକ୍ଷରୁ ବିଜ୍ଞପ୍ତି ଜାରି

ଭୁବନେଶ୍ବର : ଭରତପୁର ଥାନା ମାମଲାରେ ବିଚାର ବିଭାଗୀୟ ତଦନ୍ତ ଆରମ୍ଭ ହୋଇଛି। ତଦନ୍ତ ଆୟୋଗଙ୍କ ପକ୍ଷରୁ ସର୍ବସାଧାରଣଙ୍କ ଉଦ୍ଦେଶ୍ୟରେ ବିଜ୍ଞପ୍ତି ପ୍ରକାଶ ପାଇଛି। ଘଟଣା ସମ୍ପର୍କରେ ଯିଏ ଜାଣିଥିବେ ବା କହିବାକୁ…
Read More...

ବୁଥ୍‌ ବାହୁଡା ମତ: ହରିୟାଣା ଓ ଜାମ୍ମୁ-କାଶ୍ମୀ​ର‌ରେ କଂଗ୍ରେସ

ନୂଆଦିଲ୍ଲୀ : ହରିୟାଣା ବିଧାନସଭାର ୯୦ ଆସନ ପାଇଁ ଶନିବାର ଭୋଟଗ୍ରହଣ ଶେଷ ହେବାପରେ ବିଭିନ୍ନ ଚ୍ୟାନେଲ ପକ୍ଷରୁ ବୁଥ୍‌ ଫେରନ୍ତା ମତ ଅର୍ଥାତ୍‌ ଏକ୍‌ଜିଟ ପୋଲ୍‌ କରାଯାଇଛି। ତଦନୁଯାୟୀ ହରିୟାଣାରେ କଂଗ୍ରେସ…
Read More...

ସୁନ୍ଦରଗଡ ଜିଲ୍ଲାରେ ପୁଣି ଠାବ ହେଲା ବ୍ଲାକ ପାନ୍ଥର

ସୁନ୍ଦରଗଡ: ସୁନ୍ଦରଗଡ ଜିଲ୍ଲା ପୁଣି ଥରେ କଳା ପାନ୍ଥର ଦେଖିବାକୁ ମିଳିଛି। ସୁନ୍ଦରଗଡ ହେମଗିରି ଫରେଷ୍ଟ ରେଞ୍ଜ ଗର୍ଜନ ପାହାଡ ଜଙ୍ଗଲରେ ବ୍ଲାକ୍ ପାନ୍ଥର ଠାବ ହୋଇଥିବା ସୁନ୍ଦରଗଡ ବନଖଣ୍ଡ ଅଧିକାରୀଙ୍କ ପକ୍ଷରୁ ସୂଚନା…
Read More...

ମେଘାଳୟରେ ଆକସ୍ମିକ ବନ୍ୟା, ୧୦ ମୃତ

ଶିଲଂ: ଶୁକ୍ରବାର ମଧ୍ୟରାତ୍ରୀରୁ ମେଘାଳୟରେ ପ୍ରବଳ ବର୍ଷା ଲାଗି ରହିଥିବାବେଳେ କେତେକ ସ୍ଥାନରେ ଭୂସ୍ଖଳନ ଘଟିବା ସହ ଆକସ୍ମିକ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଏଥିରେ ୧୦ ଜଣ ପ୍ରାଣ ହରାଇଥିବାବେଳେ ଆଉ କେତେକ ଆହତ…
Read More...

ଆଜି ଭାରତ-ବାଂଲାଦେଶ ପ୍ରଥମ ଟ୍ବେଣ୍ଟି୨୦

ଗ୍ବାଲିୟର : ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ ଲାଗି ଏବେ ସମସ୍ତ ଦଳ ଟେଷ୍ଟମ୍ୟାଚ୍‌ ଉପରେ ଗୁରୁତ୍ବ ଦେଉଛନ୍ତି। ଏହା ମଝିରେ ଭାରତ ଓ ବାଂଲାଦେଶ ୩ ମ୍ୟାଚ୍‌ର ଟି-୨୦ ଶୃଙ୍ଖଳା ଖେଳିବାକୁ ଯାଉଛନ୍ତି। ଆଜି ପ୍ରଥମ ମ୍ୟାଚ୍‌…
Read More...

କେମିତି କଟିବ ଏହି ସପ୍ତାହ:ସାପ୍ତାହିକ ରାଶିଫଳ

ମେଷ: ରବିବାର ମାନସିକ ଅବସାଦ ଦେଖାଦେବ। ସୋମବାର ଓ ମଙ୍ଗଳବାର ଯାତ୍ରାକାଳୀନ ସାବଧାନତା ଲୋଡ଼ା। ଦୂରଯାତ୍ରା ସ୍ଥଗିତ ରଖିବା ଭଲ। ବୁଧବାର ଓ ଗୁରୁବାର ଧାର୍ମିକ କାର୍ଯ୍ୟରେ ଯୋଗଦେବେ। ନୂତନ ବନ୍ଧୁ ଲାଭ ହେବ। ଆୟ ବୃଦ୍ଧି…
Read More...

ଦନ୍ତା ଆକ୍ରମଣରେ ଚାଷୀ ମୃତ

ରିଆମାଳ : ଥମୁନି ଦନ୍ତା ଆତଙ୍କ। ରିଆମାଳ ବନାଞ୍ଚଳ ତୁଙ୍ଗାମାଳ ପଞ୍ଚାୟତ ଅନ୍ତର୍ଗତ କାଞ୍ଜିଆମ୍ବ ଗାଁରେ ଅଭାବନୀୟ ଘଟଣା ଘଟିଛି। ଦନ୍ତା ହାତୀ ଆକ୍ରମଣରେ ଜଣେ ଚାଷୀଙ୍କର ମୃତ୍ୟୁ ଘଟିଛି। ମୃତ ଚାଷୀ ଯାତ୍ରା ପ୍ରଧାନ…
Read More...

କିସିଣ୍ଡା ବନାଞ୍ଚଳସ୍ତରୀୟ ବିଶ୍ବ ବନ୍ୟପ୍ରାଣୀ ସପ୍ତାହ 

ନାକଟିଦେଉଳ : ରାଜ୍ୟ ସରକାରଙ୍କ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଆନୁକୂଲ୍ୟରେ ସମ୍ବଲପୁର ଜିଲ୍ଲା ବାମରା ବନ୍ୟପ୍ରାଣୀ ବନଖଣ୍ଡ କିସିଣ୍ଡା ରେଞ୍ଜ ପକ୍ଷରୁ ଆଜି ୭୦ତମ ବନାଞ୍ଚଳ ସ୍ତରୀୟ ବିଶ୍ବ ବନ୍ୟ ପ୍ରାଣୀ…
Read More...

୨୨ ବର୍ଷ ପରେ ସମାନ ଢଙ୍ଗରେ ପିତୃହତ୍ୟାର ପ୍ରତିଶୋଧ

ନୂଆଦିଲ୍ଲୀ : ଗୁଜରାଟର ଜଣେ ବ୍ୟକ୍ତି ଆଜକୁ ୨୨ ବର୍ଷ ପୂର୍ବେ ଯେଉଁ ଢଙ୍ଗରେ ତାଙ୍କ ପିତାଙ୍କୁ ହତ୍ୟା କରାଯାଇଥିଲା, ଠିକ୍‌ ସେହି ଢଙ୍ଗରେ ଅଭିଯୁକ୍ତକୁ ହତ୍ୟା କରି ପ୍ରତିଶୋଧ ନେଇଛନ୍ତି। ଅକ୍ଟୋବର ୧ରେ ନଖତ୍‌ ସିଂହ…
Read More...

ପାକିସ୍ତାନ ଯିବେ ଏସ୍. ଜୟଶଙ୍କର, SCO ଶିଖର ସମ୍ମିଳନୀରେ ଦେବେ ଯୋଗ

ନୂଆଦିଲ୍ଲୀ: ଦୁଇ ଦିନିଆ ପାକିସ୍ତାନ ଗସ୍ତରେ ଯିବେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର। ସାଙ୍ଘାଇ ସମନ୍ବୟ ସଂଗଠନ ବୈଠକରେ ଯୋଗ ଦେବା ଲାଗି ବୈଦେଶିକ ମନ୍ତ୍ରୀ ଏସ୍‌ ଜୟଶଙ୍କର ଆସନ୍ତା ୧୫ ଓ ୧୬ ତାରିଖରେ ପାକିସ୍ତାନ ଗସ୍ତ…
Read More...

ଓଡ଼ିଆ ସାମ୍ବାଦିକତା ଏବେ ସୁରକ୍ଷିତ ସାମ୍ବାଦିକଙ୍କ ହାତରେ -ଫ୍ୟାକ୍ଟ ଚେକିଂର ତାଲିମ ନେଲେ୩୦ରୁ ଅଧିକ ସାମ୍ବାଦିକ

ଭୁବନେଶ୍ଵର: ଭୁବନେଶ୍ଵର କିଟ୍ କ୍ୟାମ୍ପସରେ ଶୁକ୍ରବାର ଦିନ ସାମ୍ବାଦିକ ମାନଙ୍କ ପାଇଁ ଏକ ତାଲିମ ଶିବିର  ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଓଡିଶାର ୩୦ରୁ ଅଧିକ ବରିଷ୍ଠ ସାମ୍ବାଦିକଙ୍କୁ ସମ୍ବର୍ଦ୍ଧିତ…
Read More...

ଆଜି ହରିୟାଣା ବିଧାନସଭା ନିର୍ବାଚନ ଭୋଟ ଗ୍ରହଣ

ଚଣ୍ଡିଗଡ : ଆଜି ହରିୟାଣା ବିଧାନସଭା ନିର୍ବାଚନ । ଏଥିଲାଗି ଆଜି(ଶନିବାର) ସକାଳ ୭ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ ହେଉଛି । ବିଧାନସଭାର ୯୦ଟି ଆସନ ପାଇଁ ମୋଟ ୧୦୩୧ ଜଣ ପ୍ରାର୍ଥୀ ପ୍ରତିଦ୍ବନ୍ଦ୍ବିତା…
Read More...

କଲକାତା ପୂଜା ମଣ୍ଡପରେ ବଳାତ୍କାର ପୀଡ଼ିତା ଡାକ୍ତରଙ୍କ ପ୍ରତୀକାତ୍ମକ ମୂର୍ତ୍ତି

କଲକାତା : ସ୍ଥାନୀୟ ଆରଜି କର ମେଡିକାଲ କଲେଜର ଟ୍ରେନି ମହିଳା ଡାକ୍ତରଙ୍କୁ ବଳାତ୍କାର ଓ ହତ୍ୟା ଘଟଣାକୁ ନେଇ ଆନ୍ଦୋଳନ ଜାରି ରହିଛି। ଏହି ଘଟଣା ପରେ ପଶ୍ଚିମବଙ୍ଗର କନିଷ୍ଠ ଡାକ୍ତର ସଂଘ ବିଭିନ୍ନ ଦାବି ନେଇ…
Read More...

ଗୁଳି ବିନିମୟରେ ଟଳିଲେ ୩୬ ମାଓବାଦୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡରେ ସୁରକ୍ଷାବଳକୁ ବଡ ସଫଳତା ମିଳିଛି। ଛତିଶଗଡ ସୁକମା ଓ ବିଜାପୁର ଜିଲ୍ଲା ସୀମାବର୍ତ୍ତୀ ଜଙ୍ଗଲରେ ଯବାନ ଓ ମାଓବାଦୀଙ୍କ ମଧ୍ୟ ଗୁଳି ବିନିମୟ ହୋଇଛି। ଏଥିରେ ୩୬…
Read More...

କାରକୁ ପଛରୁ ପିଟିଲା ହାଇଓ୍ବା: କାର ଡ୍ରାଇଭର ସହ ଯାତ୍ରୀ ଗୁରୁତର

ଭୁବନେଶ୍ଵର: ଡମଣା ଛକରେ କାରରୁ ପଛରୁ ପିଟିଲା ହାଇଓ୍ବା। କାର ଡ୍ରାଇଭର ସହ ଯାତ୍ରୀ ଗୁରୁତର ଥିବା ସୂଚନା ମିଳିଛି। ଆଜି ସକାଳୁ ଭୁବନେଶ୍ଵର ସ୍ଥିତ ଡମଣା ଛକରେ ଏକ କାର୍ ରାସ୍ତା କଡରେ ଛିଡା ହୋଇଥିବା ବେଳେ ବିପରୀତ…
Read More...

ଓଡ଼ିଶାରେ ନିର୍ମାଣ ହେବ ଆଉ ୫ ବିମାନବନ୍ଦର: ୨ ବର୍ଷରେ କାମ ସାରିବାକୁ ଲକ୍ଷ୍ୟ

ଭୁବନେଶ୍ବର : ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ନୂଆ ଟର୍ମିନାଲ ନିର୍ମାଣ କରାଯିବ। ପୁରୁଣା ଟର୍ମିନାଲ ପାଖରେ ନୂଆ ଟର୍ମିନାଲ ନିର୍ମାଣ କରିବାକୁ ଯୋଜନା ପ୍ରସ୍ତୁତ ହୋଇଛି। ଆଗାମୀ ଦୁଇବର୍ଷ ମଧ୍ୟରେ…
Read More...

ଓଡ଼ିଆ ଅସ୍ମିତାକୁ ବଜାୟ ରଖିଛି ‘ସମାଜ’ : ରାଜ୍ୟପାଳ

କଟକ: ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତିର ଉନ୍ନତି ଦିଗରେ ‘ସମାଜ’ କାର୍ଯ୍ୟ କରିଆସୁଛି। ଓଡ଼଼ିଆ ଅସ୍ମିତାକୁ ଉଲ୍ଲେଖନୀୟ ରୂପରେ ବଜାୟ ରଖିଛି। ଓଡ଼ିଶାବାସୀଙ୍କ ହୃଦୟରେ ଆସ୍ଥା ଓ ଭରସା ଜନ୍ମାଇବା ପ୍ରଶଂସନୀୟ ବୋଲି…
Read More...

ନିଯୁକ୍ତି ପାଇବେ ୧୬,୦୦୯ କନିଷ୍ଠ ଶିକ୍ଷକ : ଆଜି ନିଯୁକ୍ତି ପତ୍ର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ରାଜ୍ୟର ବିଭିନ୍ନ ପ୍ରାଥମିକ ତଥା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଗୁଡ଼ିକରେ ୧୬,୦୦୯ କନିଷ୍ଠ ଶିକ୍ଷକ-ଶିକ୍ଷୟିତ୍ରୀ (ଯୋଜନାଭିତ୍ତିକ) ନିଯୁକ୍ତ ହେବାକୁ ଯାଉଛନ୍ତି। ଆଜି( ଶନିବାର) ମୁଖ୍ୟମନ୍ତ୍ରୀ ମୋହନ ଚରଣ…
Read More...

ନିଲାମ ହେଲା ଅର୍ପଣ ଚାଉଳ

ପୁରୀ : ଶ୍ରୀମନ୍ଦିର ପରିକ୍ରମା ମାର୍ଗ ଲୋକାର୍ପଣ ପୂର୍ବରୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ଭକ୍ତଙ୍କ ଠାରୁ ସଂଗୃହୀତ ଅର୍ପଣ ଚାଉଳ ନିଲାମ କରାଯାଇଛି। ନିମାପଡ଼ା ଅଞ୍ଚଳର ଜଣେ ମିଲ୍ ମାଲିକ ୧୦ ହଜାର ୩୨୨…
Read More...

ଆସିଲା ବାଘ ଗଣନା ରିପୋର୍ଟ: ଓଡିଶାରେ ଅଛନ୍ତି ୬୯୬ କଲରାପତରିଆ

ଭୁବନେଶ୍ଵର: ରାଜ୍ୟରେ ବଢିଛି କଲରାପତରିଆ ବାଘଙ୍କ ସଂଖ୍ୟା। ଆସିଲା ରାଜ୍ୟର ପ୍ରଥମ କଲରାପତରିଆ ବାଘ ଗଣନା ରିପୋର୍ଟ । ଓଡିଶାରେ ମୋଟ୍ ୬୯୬ଟି କଲରାପତରିଆ ବାଘ ରହିଥିବା ସୂଚନା ମିଳିଛି। ଟ୍ରାପ କ୍ୟାମେରା ଦ୍ଵାରା ବାଘ…
Read More...

ସ୍ଵଚ୍ଛତା ପଖୱଡା କାର୍ଯ୍ୟକ୍ରମ

ଖୋର୍ଦ୍ଧା: ଖୋର୍ଦ୍ଧା ରୋଡ଼ ମଣ୍ଡଳ ପକ୍ଷରୁ ଅକ୍ଟୋବର ୧ ତାରିଖରୁ ୧୫ ତାରିଖ ପର୍ଯ୍ୟନ୍ତ “ସ୍ଵଚ୍ଛତା ପଖୱଡା” ପାଳନ କରାଯାଉଛି।  ଦେଶକୁ ପରିଷ୍କାର, ପରିଛନ୍ନ ରଖିବା ସହ ମହାତ୍ମା ଗାନ୍ଧୀଙ୍କର ସ୍ୱଚ୍ଛ ତଥା ବିକଶିତ…
Read More...

କୂଅରୁ ମହିଳାଙ୍କ ମୃତଦେହ ଉଦ୍ଧାର, ସ୍ୱାମୀ ଅଟକ

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ବାଲିବୋ ଗାଁରେ ଅଭାବନୀୟ ଘଟଣା ଘଟିଛି।  କୂଅରେ ଭାସୁଛି ମହିଳାଙ୍କ ଅର୍ଦ୍ଧ ଉଲଗ୍ନ ମୃତଦେହ। ମୃତ ମହିଳା ଜଣକ ବାସନ୍ତୀ ରାଉତ ବୋଲି ଜଣାପଡିଛି। ଆଜି ସକାଳେ କିଛି ସ୍ଥାନୀୟ…
Read More...

ଗାଁ ପୋଖରୀରୁ ଉଦ୍ଧାର ହେଲା ନିଖୋଜ ନାବାଳିକାର ମୃତଦେହ

କଳାପଥର : ଗାଁ ପୋଖରୀରୁ ଠାବ ହେଲା ନିଖୋଜ ନାବାଳିକାର ମୃତଦେହ । କଟକ ଜିଲ୍ଲା ବାଙ୍କୀ ଥାନା ପାଟପୁର ଭଣ୍ଡାରୀସାହିରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ମୃତକ ଅର୍ଣ୍ଣପୂର୍ଣ୍ଣା ବେହେରା ବୋଲି ଜଣାପଡିଛି।…
Read More...

ସୁରଟରେ ଓଡିଆ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ: ଗଞ୍ଜାମ ପାତ୍ରପୁର ବ୍ଲକରେ ଅଭାବନୀୟ ଘଟଣା ଘଟିଛି। ଜରଡା ଗାଁର ଜଣେ ଯୁବକ କୁଲି ଖଟିବାକୁ ସୁରଟ ଯାଇଥିବାବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ମୃତକ ଶିବ ଦାଶ ବୋଲି ଜଣାପଡିଛି। ଶିବ ସପ୍ତାହ ତଳେ ଏକ…
Read More...

ବାଲେଶ୍ଵର ମେଡିକାଲରେ ପାଣି ସମସ୍ୟା, ହନ୍ତସନ୍ତ ରୋଗୀ

ବାଲେଶ୍ଵର: ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟରେ ଅବ୍ୟବସ୍ଥା। ବୁଧବାର ରାତିରୁ ମେଡିକାଲରେ ପାଣି ନାହିଁ, ଯାହାଫଳରେ ରୋଗୀ ଏବଂ ସମ୍ପର୍କୀୟ ମାନେ ପାଣି ଟୋପାଏ ପାଇଁ ଡହଳବିକଳ ହେଉଥିବା ଦେଖିବାକୁ ମିଳିଛି। ବୁଧବାର ରାତିରୁ…
Read More...

ନବରାତ୍ରୀର ପ୍ରଥମ ଦିନରେ ଶୁଭ ଯୋଗ ପ୍ରଭାବରୁ ଉପକୃତ ହେବେ ୫ ରାଶିର ବ୍ୟକ୍ତି

ମେଷ : ସତ୍‌କର୍ମ କରି ଲୋକପୂଜ୍ୟ ହୋଇପାରନ୍ତି। ଚାକିରି ଓ ବ୍ୟବସାୟ ଉଭୟ ଦିଗରୁ ଧନ ଲାଭ ହୋଇପାରେ। ସ୍ପଷ୍ଟବାଦୀ ହେତୁ ବହୁ ଶତ୍ରୁ ସୃଷ୍ଟି ହେବେ। ଶେଷରେ ସେମାନେ ବି ନାଶ ଯିବେ। ବୃଷ: କନ୍ୟା ସନ୍ତାନ ପାଇଁ ଗର୍ବିତ…
Read More...

ଆଜିଠୁ ନବରାତ୍ର ପୂଜା ଆରମ୍ଭ: ଉତ୍ସବମୁଖର ଶକ୍ତିିପୀଠ

କଟକ: ଶାରଦୀୟ ଦୁର୍ଗା ପୂଜା ଅବସରରେ ଆଜିଠାରୁ ଆରମ୍ଭ ହୋଇଛି ନବରାତ୍ର ପୂଜା। ଏଥିଲାଗି ରାଜ୍ୟର ପ୍ରାୟ ସମସ୍ତ ଶକ୍ତିପୀଠ ଗୁଡିକ ଉତ୍ସବମୂଖର ହୋଇଉଠିଛି। ମାଆ କଟକ ଚଣ୍ତୀଙ୍କ ପୀଠରେ ଧୁମଧାମ ସହକାରେ ନବରାତ୍ର ପୂଜା…
Read More...

୪ରେ ଉତ୍ତର ବଙ୍ଗୋପସାଗରରେ ଲଘୁଚାପ

ଭୁବନେଶ୍ବର : ଦକ୍ଷିଣ-ପୂର୍ବ ବାଂଲାଦେଶ ଏବଂ ଏହାର ପାର୍ଶ୍ବବର୍ତ୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଘୂର୍ଣ୍ଣିବଳୟ ସହ ଏକ ନିମ୍ନଚାପରେଖା ଦକ୍ଷିଣ-ପୂର୍ବ ବାଂଲାଦେଶ ଏବଂ ପାର୍ଶ୍ବବର୍ତ୍ତୀ ଉତ୍ତର ଆଣ୍ଡାମାନ…
Read More...

ବନ୍ଧୁକ ଦେଖାଇ ଲୁଟିନେଲେ ବସ୍ତା ବସ୍ତା କେନ୍ଦୁପତ୍ର

ନୟାଗଡ଼: ନୟାଗଡ ଜିଲ୍ଲା ଦଶପଲ୍ଲା ବନାଞ୍ଚଳ ସାକେଣି କେନ୍ଦୁ ପତ୍ର ଫଡ଼ିରେ ବଡ ଧରଣର ଲୁଟ୍ ହୋଇଛି। ବନ ବିଭାଗର ଏହି କେନ୍ଦୁ ପତ୍ର ଫଡି ଅର୍ଥାତ୍ ଗୋଦାମରେ ବୁଧବାର ରାତିରେ ମୁଖାପିନ୍ଧା ୧୦ ଜଣ ଡକାୟତ ଫଡି ଭିତରକୁ ପଶି…
Read More...

ଲେବାନନରେ ଇସ୍ରାଏଲ ସେନାର ଗ୍ରାଉଣ୍ଡ ଅପରେସନ୍ ଜାରି : ୮ ଇସ୍ରାଏଲୀ ସେନା ନିହତ

ତେଲ୍‌ଆଭିଭ୍‌ : ମଧ୍ୟପ୍ରାଚ୍ୟ ସ୍ଥିତି ଜଟିଳ ହେବାରେ ଲାଗିଛି। ଲେବାନନରେ ଇସ୍ରାଏଲ ସେନାର ଗ୍ରାଉଣ୍ଡ ଅପରେସନ୍ ଜାରି ରହିଛି। ରାଜଧାନୀ ବେରୁତର ୭ଟି ସ୍ଥାନରେ ଜୋରଦାର ହମଲା ହୋଇଛି। ଇସ୍ରାଏଲ ବାୟୁସେନା ଦ୍ଵାରା ଏୟାର…
Read More...

ଘରେ ପଶି ଲୁଟ୍‌ ସହ ମହିଳାଙ୍କୁ ଦୁଷ୍କର୍ମ ମାମଲା: ୩ ଅଭିଯୁକ୍ତ ଗିରଫ

ଭୁବନେଶ୍ବର : ଘରେ ପଶି ଲୁଟ୍‌ ସହ କୁନି ଝିଅ ସମ୍ମୁଖରେ ମହିଳାଙ୍କୁ ବଳାତ୍କାର ମାମଲାରେ କମିଶନରେଟ୍ ପୁଲିସ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ସେମାନଙ୍କ ନିକଟରୁ ପୁଲିସ ବ୍ୟବହୃତ ଛୁରି, ମୋବାଇଲ…
Read More...

ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ: ଆଜି ନିବେଶକ ସମ୍ମିଳନୀରେ ହେବେ ସାମିଲ

ଭୁବନେଶ୍ୱର/ନୂଆଦିଲ୍ଲୀ : ରାଜ୍ୟରେ ଆଗାମୀ ୫ବର୍ଷରେ ୫ଲକ୍ଷ କୋଟି ଟଙ୍କାର ପୁଞ୍ଜିବିନିଯୋଗ ହେବା ପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି। ଅଧିକରୁ ଅଧିକ ଶିଳ୍ପ କାରଖାନା ସ୍ଥାପନ କରିବା ସକାଶେ ନିବେଶକଙ୍କୁ ଆମନ୍ତ୍ରଣ କରିବା…
Read More...

ସରକାରଙ୍କ ଉପରେ ଲୋକଙ୍କ ଭରସା ନାହିଁ: ନବୀନ

ଭୁବନେଶ୍ଵର: ବିଜେଡି ସଙ୍ଗଠନକୁ ସୁଦୃଢ କରିବା ନିମନ୍ତେ ପ୍ରୟାସ ଆରମ୍ଭ ହୋଇଛି। ସାଧାରଣ ନିର୍ବାଚନରେ ଦଳର ପରାଜୟ ପରେ କିଭଳି ଭାବେ ପୁର୍ନବାର ଦଳ ଲୋକଙ୍କ ଆସ୍ଥାଭାଜନ ହୋଇପରିବ , ତାକୁ ଦୃଷ୍ଟିରେ ରଖି ଆଜିଠାରୁ…
Read More...

କାର୍ଯ୍ୟରେ ଅବହେଳା ପାଇଁ ୫ ପୁଲିସ୍ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ

କନ୍ଧମାଳ: କନ୍ଧମାଳ ପୁଲିସ୍ ବିରୋଧରେ ଆସିଥିବା ସାଂଘାତିକ ଅଭିଯୋଗ ଘଟଣାରେ କାର୍ଯ୍ୟାନୁଷ୍ଠାନ ହୋଇଛି। ଗୋଚ୍ଛାପଡା ଥାନା ଡାଙ୍ଗଣାମ୍ ଘାଟିରୁ ଜ୍ୟେଷ୍ଠ ବଣ୍ଡକୀ ନାମକ ବ୍ୟକ୍ତିଙ୍କ ମୃତଦେହ ମିଳିବା ଘଟଣାରେ ୫ ପୁଲିସ୍…
Read More...

ରାଜଧାନୀରେ ଚାଞ୍ଚଲ୍ୟ, ମହିଳାଙ୍କୁ ଦୁଷ୍କର୍ମ ଅଭିଯୋଗ: ଦୁଇ ଅଟକ

ଭୁବନେଶ୍ଵର: ରାଜଧାନୀରେ ଲଜ୍ଜା। ଘରୁ ଲୁଟ୍ କରିବାକୁ ଆସିଲେ, ଛୁରୀ ଦେଖାଇ ମହିଳାଙ୍କୁ ଦୁଷ୍କର୍ମ କରିଥିବାର ଅଭିଯୋଗ ଆସିଛି। ଆପାର୍ଟମେଣ୍ଟରେ ପଶିଲେ , ଚୋରୀ ବି କଲେ ଆଉ ଶେଷରେ ଏଭଳି ଲଜ୍ଜାଜନକ ଘଟଣା ବି ଘଟାଇଛନ୍ତି…
Read More...

କାଠ ବୋଝେଇ ଟ୍ରକ୍-ବସ୍ ଧକ୍କା: ଏକାଧିକ ଆହତ

କୋରାପୁଟ: କାଠ ବୋଝେଇ ଟ୍ରକ ସହ ବସର ମୁହାଁମୁହିଁ ଧକ୍କା ହୋଇଛି। ୩୨୬ନଂ ଜାତୀୟ ରାଜପଥର କୋରାପୁଟ ଲକ୍ଷ୍ମୀପୁର ଥାନା ତୋୟାପୁଟ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଏକାଧିକ ଯାତ୍ରୀଙ୍କ ସହ ଟ୍ରକ୍ ଡ୍ରାଇଭର…
Read More...

ତିରୁପତି ଲଡୁ ବିବାଦ: ୩ ଦିନ ପାଇଁ ଏସ୍‌ଆଇଟି ତଦନ୍ତ ସ୍ଥଗିତ

ହାଇଦ୍ରାବାଦ : ତିରୁପତି ଲଡୁ ବିବାଦର ଏସଆଇଟି ତଦନ୍ତକୁ ତିନିଦିନ ପାଇଁ ବାତିଲ କରାଯାଇଛି। ଆନ୍ଧ୍ରପ୍ରଦେଶ ପୁଲିସ ମହାନିର୍ଦେଶକ (ଡିଜିପି) ଦ୍ବାରକା ତିରୁମାଲା ରାଓଙ୍କ ନିର୍ଦେଶ ଅନୁଯାୟୀ ଅକ୍ଟୋବର ୩ ତାରିଖ…
Read More...

ଜାଣନ୍ତୁ ଆଜି କେମିତି ରହିବ ଏସବୁ ରାଶିର ପାରିବାରିକ ଜୀବନ:ବୁଧବାର ରାଶିଫଳ

ମେଷ: ଅଶ୍ବିନୀ ଓ କୃତ୍ତିକା ନକ୍ଷତ୍ରଜାତ ବ୍ୟକ୍ତି ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରି ପାଇବେ। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ। ଶୁଭ କାର୍ଯ୍ୟ ସମ୍ପାଦିତ ହେବ। ଦ୍ବିଜା ନକ୍ଷତ୍ରଜାତ ବ୍ୟକ୍ତିଙ୍କ ସାମାନ୍ୟ ଶୁଭ…
Read More...

ହବିଷ୍ୟାଳୀଙ୍କ ପାଇଁ ଅଢେଇ କୋଟି

ଭୁବନେଶ୍ୱର : କାର୍ତ୍ତିକ ମାସରେ ହବିଷ୍ୟାଳୀଙ୍କ ବ୍ରତ ପାଳନ ନିମନ୍ତେ ରାଜ୍ୟ ସରକାର ୨ କୋଟି ୫୭ ଲକ୍ଷ ୫୦ ହଜାର ଟଙ୍କା ଅନୁମୋଦନ କରିଛନ୍ତି। ଏହା ସହିତ ହବିଷ୍ୟାଳୀ ମା’ଙ୍କୁ କାର୍ତ୍ତିକ ବ୍ରତ ପାଳନ ନିମନ୍ତେ ସମସ୍ତ…
Read More...

ପବିତ୍ର ମହାଳୟା: ଆଜି ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି ମା’ ସମଲେଶ୍ବରୀ

ସମ୍ବଲପୁର: ଆଜି ପବିତ୍ର ମହାଳୟା । ମାଆ ଜଗତଜନନୀ ଦୁର୍ଗାଙ୍କ ଆଗମନ। ଆଜିଠୁ ଆରମ୍ଭ ହୋଇଛି ନବରାତ୍ର ପୂଜା। ବିଭିନ୍ନ ଶକ୍ତିପୀଠ ଗୁଡିକରେ ମାଆଙ୍କୁ ଭିନ୍ନ ଭିନ୍ନ ରୂପରେ ଆରାଧନା କରାଯାଉଛି। ସମ୍ବଲପୁରର ଅଧିଷ୍ଠାତ୍ରୀ…
Read More...

ଭୁବନେଶ୍ୱରରେ ଲଜ୍ଜା: ଚୋରି କରିବାକୁ ଘରେ ପଶି ମହିଳାଙ୍କୁ ଦୁଷ୍କର୍ମ କଲେ

ଭୁବନେଶ୍ବର : କମିଶନରେଟ ପୁଲିସକୁ ଅପରାଧୀ ଖୋଲା ଆହ୍ବାନ ଦେଇଛନ୍ତି। ସମ୍ପତ୍ତି ଲୁଟିବାକୁ ଘରେ ପଶିବା ସହ ‌ଛୁରି ଦେଖାଇ ମହିଳାଙ୍କୁ ଜଣେ ପରେ ଜଣେ ବଳାତ୍କାର କରିଛନ୍ତି। ଶିଶୁ କନ୍ୟା ସମ୍ମୁଖରେ ବଳାତ୍କାର କରି ଫେରାର…
Read More...

ଆଜିଠାରୁ ୨ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର :  ଆଜିଠାରୁ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ ଏବଂ ଶିଳ୍ପ ବିଭାଗର ବରିଷ୍ଠ ଅଧିକାରୀ ନୂଆଦିଲ୍ଲୀ ଯାତ୍ରା କରିବେ ବୋଲି…
Read More...

ଝାଡଖଣ୍ଡରେ ଡବଲ୍‌ ଇଞ୍ଜିନ୍ ସରକାର: ମୋହନ ମାଝୀ

ଭୁବନେଶ୍ଵର: ଝାଡଖଣ୍ଡ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ଆଜି ଝାଡଖଣ୍ଡ ଗସ୍ତର ଦ୍ଵିତୀୟ ଦିନରେ ଚାଇଁବାସାର କୋଲହାନ୍ ଯାଇ ସେଠାରେ ଆୟୋଜିତ ବିଜେପିର ପରିବର୍ତ୍ତନ ଯାତ୍ରାରେ ଯୋଗଦେଇଛନ୍ତି । ଏବଂ…
Read More...

ପୁଣି ବଢ଼ିଲା ଗ୍ୟାସ୍‌ ସିଲିଣ୍ଡର ଦର

ନୂଆଦିଲ୍ଲୀ : ପାର୍ବଣ ସମୟରେ ଗ୍ରାହକଙ୍କୁ ଝଟକା। ଅକ୍ଟୋବର ମାସ ଆରମ୍ଭରୁ ପୁଣି ବଢିଲା କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ଦର। ୧୯ କେଜି ସିଲିଣ୍ଡର ଦର ୪୮ ଟଙ୍କା ୫୦ ପଇସା ବଢ଼ିଛି । ଘରୋଇ ଗ୍ୟାସ୍ ସିଲିଣ୍ଡର ଦରରେ…
Read More...

ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ବୁଧବାରଠାରୁ ଦୁଇ ଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୁଖ୍ୟମନ୍ତ୍ରୀଙ୍କ ସହ ଶିଳ୍ପ ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ। ଦିଲ୍ଲୀରେ ନିବେଶକ ସମ୍ମିଳନୀରେ ଯୋଗଦେବାର କାର୍ଯ୍ୟକ୍ରମ…
Read More...

ବୌଦ୍ଧରୁ ପୁରୁଣାକଟକକୁ ଗଡ଼ିଲା ଟ୍ରେନ୍‌

ହରଭଙ୍ଗା : ଦୀର୍ଘ ବର୍ଷର ପ୍ରତୀକ୍ଷା ପରେ ଖୋର୍ଦ୍ଧା-ବଲାଙ୍ଗିର ରେଳପଥରେ ବୌଦ୍ଧରୁ ପୁରୁଣାକଟକକୁ ପରୀକ୍ଷାମୂଳକ ଭାବେ ରେଳ ଇଞ୍ଜିନ ଗଡ଼଼ିଛି। ଅଞ୍ଚଳରେ ପ୍ରଥମ କରି ରେଳ ଗଡ଼଼ିବା ଦେଖିବା ପାଇଁ ଲୋକଙ୍କ ଭିଡ଼…
Read More...

ଓଡ଼ିଶା ଛାଡ଼ିବାରେ ବିଳମ୍ବ କରୁଛି ମୌସୁମୀ: ୫ ପ୍ରତିଶତ ନିଅଣ୍ଟିଆ ବର୍ଷା

ଭୁବନେଶ୍ବର: ଦେଶର ଗୋଟିଏ ପରେ ଗୋଟିଏ ଅଞ୍ଚଳରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରତ୍ୟାବର୍ତ୍ତନ କରୁଛି। ଆଗାମୀ ଦୁଇଦିନ ମଧ୍ୟରେ ରାଜସ୍ଥାନ, ପଞ୍ଜାବ ଏବଂ ହରିୟାନା ରାଜ୍ୟରୁ ମୌସୁମୀ ସମ୍ପୂର୍ଣ୍ଣ ପ୍ରତ୍ୟାବର୍ତ୍ତନ…
Read More...

ଟେଣ୍ଡର ମାଧ୍ୟମରେ ବିକ୍ରି ହେବ ଅର୍ପଣ ଚାଉଳ: ଜିଲ୍ଲାପାଳ

ପୁରୀ : ବିକ୍ରି ହେବ ଅର୍ପଣ ଚାଉଳ। କ୍ଵିଣ୍ଟାଲ କ୍ଵିଣ୍ଟାଲ କି ଦୁଇ କ୍ଵିଣ୍ଟାଲ ନୁହେଁ, ପୁରା ୧୦ ହଜାର କ୍ଵିଣ୍ଟାଲ ଅର୍ପଣ ଚାଉଳ ବିକ୍ରି ହେବା ନେଇ ସୂଚନା ଦେଇଛନ୍ତି ପୁରୀ ଜିଲ୍ଲାପାଳ।  ସ୍ପଟ୍ ଭିଜିଟ୍ କରି ଟେଣ୍ଡର…
Read More...

ଭଦ୍ରକ ଉତ୍ତେଜନା: ଗିରଫ ସଂଖ୍ୟା ୨୭କୁ ବୃଦ୍ଧି

ଭଦ୍ରକ/ଧାମନଗର : ସାମାଜିକ ଗଣମାଧ୍ୟମରେ ବିବାଦୀୟ ପୋଷ୍ଟକୁ ନେଇ ଭଦ୍ରକ ଓ ଧାମନଗରରେ ହୋଇଥିବା ଗଣ୍ଡଗୋଳ ଘଟଣାରେ ଗିରଫ ବ୍ୟକ୍ତିଙ୍କ ସଂଖ୍ୟା ୨୭କୁ ବୃଦ୍ଧି ପାଇଛି ବୋଲି ଆଇଜି ପି. ସତ୍ୟଜିତ ନାୟକ ସୂଚନା ଦେଇଛନ୍ତି।…
Read More...

କଟକ କ୍ଲବର ବାର୍ଷିକ ନିର୍ବାଚନ

କଟକ: ଓଡିଶାର ସର୍ବ ପୁରାତନ କ୍ଲବ କଟକ କ୍ଲବର ବାର୍ଷିକ ନିର୍ବାଚନ ତଥା ବାର୍ଷିକ ସାଧାରଣ ବୈଠକ ରବିବାର ଦିନ ଅନୁଷ୍ଠିତ ହୋଇଛି। ପ୍ରତ୍ୟେକ ବର୍ଷ ପରି ଚଳିତବର୍ଷ ମଧ୍ୟ ୨୦୨୪-୨୫ ପାଇଁ  ସଭାପତି ଭାବେ ଓଡିଶାର ଜଣାଶୁଣା…
Read More...

ବିଶ୍ବରେ ଆତଙ୍କବାଦର ସ୍ଥାନ ନାହିଁ : ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ : ମଧ୍ୟପ୍ରାଚ୍ୟରେ ଲାଗି ରହିଥିବା ଉତ୍ତେଜନା କ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ତାଙ୍କ ଇସ୍ରାଏଲ ପ୍ରତିପକ୍ଷ ବେଞ୍ଜାମିନ ନେତାନ୍ୟାହୁଙ୍କ ସହିତ କଥା ହୋଇଛନ୍ତି। କଥାବାର୍ତ୍ତା ସମୟରେ ମୋଦୀ…
Read More...

ମହାରାଷ୍ଟ୍ରରେ ଗାଈକୁ ‘ରାଜ୍ୟମାତା-ଗୋମାତା’ ମାନ୍ୟତା

ମୁମ୍ବଇ : ମହାରାଷ୍ଟ୍ର ସରକାର ଗାଈକୁ ‘ରାଜ୍ୟମାତା-ଗୋମାତା’ ମାନ୍ୟତା ପ୍ରଦାନ କରିଛନ୍ତି। ବୈଦିକ ଯୁଗରୁ ଗାଈଙ୍କ ମହତ୍ତ୍ବକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି ବୋଲି ସରକାର କାରଣ ଦର୍ଶାଇଛନ୍ତି। ଏହାବ୍ୟତୀତ…
Read More...

ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ୧୪୭କିମି ରାସ୍ତାର ଶିଳାନ୍ୟାସ କରିବେ ମୋଦୀ

ଭୁବନେଶ୍ଵର: ଗାନ୍ଧୀ ଜୟନ୍ତୀ​‌ରେ ଓଡିଶାକୁ ଆଉ ଏକ ବଡ ଉପହାର ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ପିଏମ ଜନମନ ଯୋଜନାରେ ଓଡିଶାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ୧୪୭ କିମି ରାସ୍ତାର ଶିଳାନ୍ୟାସ କରିବେ…
Read More...

ଅକ୍ଟୋବର ୫ରେ ପିଏମ୍ କିଷାନ ଟଙ୍କା

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ୫ ତାରିଖରେ ଚାଷୀଙ୍କୁ ମିଳିବ ପିଏମ୍ କିଷାନ ଟଙ୍କା। ମହାରାଷ୍ଟ୍ରରୁ ପ୍ରଧାନମନ୍ତ୍ରୀ ମୋଦୀ ଚାଷୀଙ୍କ ଆକାଉଣ୍ଟକୁ ଯୋଜନାର ୧୮ତମ କିସ୍ତି ପଠାଇବେ। ୯ କୋଟି ୫୦ ଲକ୍ଷ ଚାଷୀଙ୍କ ଖାତାକୁ…
Read More...

ଜାମ୍ମୁ-କାଶ୍ମୀରରେ ଅନ୍ତିମ ପର୍ଯ୍ୟାୟ ଭୋଟ୍

ଶ୍ରୀନଗର : ଆଜି ଜାମ୍ମୁ ଓ କାଶ୍ମୀରରେ ତୃତୀୟ ତଥା ଶେଷ ପର୍ଯ୍ୟାୟ ଭୋଟଗ୍ରହଣ। କଡା଼ ସୁରକ୍ଷାରେ ବଳୟରେ ୪୦ ସିଟ୍‌ରେ ଚାଲିଛି ମତଦାନ।  ଏଥିରୁ ଜାମ୍ମୁ ଡିଭିଜନର ୨୪ ଓ କାଶ୍ମୀର ଡିଭିଜନର ୧୬ଟି ଆସନ ରହିଛି। ଏହି…
Read More...

ବିଶ୍ବ ଶାକାହାରୀ ଦିବସ

ନୂଆଦିଲ୍ଲୀ: ଆଜି ବିଶ୍ବ ଶାକାହାରୀ ଦିବସ । ପ୍ରତିବର୍ଷ ଅକ୍ଟୋବର ୧ରେ ବିଶ୍ବ ଶାକାହାରୀ ଦିବସ ପାଳନ କରାଯାଏ। ଶାକାହାରୀ ଖାଦ୍ୟର ଉପକାରିତା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇବା ଉଦ୍ଦେଶ୍ୟରେ ଏହି ଦିବସ ପାଳିତ…
Read More...

ଏହି ସବୁ ରାଶିଙ୍କ ପାଇଁ ମଙ୍ଗଳମୟ ହେବ ମଙ୍ଗଳବାର

ମେଷ: ଧନଧାନ୍ୟରେ ଭଣ୍ଡାର ପରିପୂର୍ଣ୍ଣ ହେବ। ଭ୍ରାତୃଭାବ ଅତୁଟ ରହିବ। ତେଜସ୍ବୀ ଓ ଧାର୍ମିକ ହେବେ। ଶତ୍ରୁବିନାଶ, ବହୁ ଧନ, ଉତ୍ତମ ବଂଶରୁ କନ୍ୟା ଆଣିପାରନ୍ତି। ସୁସ୍ଥ ରହିବେ। ସୁଖୀ ଓ ନିରଳସ ହେବେ। ବୃଷ:…
Read More...

ଜିଲ୍ଲାପାଳଙ୍କ ଅଫିସରେ ନିଆଁ: କେହି ଆହତ ହୋଇନଥିବା ସୂଚନା

ଖୋର୍ଦ୍ଧା: ଜିଲ୍ଲାପାଳଙ୍କ ଅଫିସରେ ନିଆଁ। ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଅଫିସିରେ ଇନଭର୍ଟର ଫାଟି ଅଗ୍ନିକାଣ୍ଡ ଘଟିଛି। ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଏଭଳି ଅଘଟଣ ଘଟିଥିବା ଜଣାପଡିଛି ।ଏଥିରେ କେହି ଆହତ ହୋଇନାହାନ୍ତି।…
Read More...

ମୁହାଁମୁହିଁ ଧକ୍କା ହୋଇ ଜଳିଗଲା ଦୁଇ ବାଇକ୍‌, ଚାଳକ ଜୀବନ୍ତ ଦଗ୍ଧ

ସୁନ୍ଦରଗଡ଼: ସୁନ୍ଦରଗଡ ଜିଲ୍ଲା ବୀରମିତ୍ରପୁର ଥାନା ଅଞ୍ଚଳରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି।  କୁଡପାନି ରାସ୍ତାରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହୋଇଛି। ଦୁର୍ଘଟଣା ପରେ ବିଚ୍‌ ରାସ୍ତାରେ ଦୁଇ ବାଇକ୍ ହୁତହୁତ୍…
Read More...

ଶିକ୍ଷକଙ୍କ ମାଡ଼ରେ ଛାତ୍ରୀ ଲହୁଲୁହାଣ

ଦେଓଗାଁ : ଯେଉଁ ସ୍କୁଲ କୁ ଗଲେ ସେଠାରେ ବଡ ବଡ ଅକ୍ଷରରେ କାନ୍ଥରେ ଲେଖାଯାଇଛି ଯେ ଦଣ୍ଡମୁକ୍ତ ବିଦ୍ୟାଳୟ । କିନ୍ତୁ ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଳକରେ ଥିବା ଏକ ହାଇସ୍କୁଲରେ ଜଣେ ଛାତ୍ରୀ ଙ୍କୁ ଶିକ୍ଷକ ମାଡ଼ ମାରି…
Read More...

ଡିପଥେରିଆ ନେଲା ଜଣଙ୍କ ଜୀବନ: ସ୍ଥିତି ଅନୁଧ୍ୟାନ କଲେ ଡାକ୍ତରୀ ଟିମ୍

ମାଲକାନଗିରି: ମାଲକାନଗିରି ଜିଲ୍ଲାରେ ଡିପଥେରିଆ ଆତଙ୍କ। ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହେବା ପରେ ମେଡିକାଲ ଟିମ୍ ଗାଁରେ ପହଂଚି ସ୍ଥିତି ଯାଞ୍ଚ କରିଛି।  ମୃତ ଛାତ୍ର ଜଣଙ୍କ ମାଲକାନଗିରି ଜିଲା କାଲିମେଳା ବ୍ଲକ…
Read More...

ଗଣେଶ ପୂଜା ଭସାଣିରେ ବାଣ ବିସ୍ଫୋରଣ: ଜଣେ ମୃତ

ଉମରକୋଟ : ନବରଙ୍ଗପୁର ଜିଲା ଉମରକୋଟ ସହରରେ ଏକ ଅଭାବନୀୟ ଘଟଣା ଘଟିଛି। ଶିବାଜୀ ନଗର ଗଣେଶ ପୂଜା ଭସାଣିରେ ବା‌ଣ ଫୁଟାଇବା ସମୟରେ ବିସ୍ଫୋରଣ ଘଟି ଦୀପକ ହରିଜନଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ଆହତ ହୋଇଛନ୍ତି।…
Read More...

ନେପାଳରେ ବର୍ଷା ବିତ୍ପାତ, ୧୧୨ ମୃତ

କାଠମାଣ୍ଡୁ : ନେପାଳର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଭୂସ୍ଖଳନ ଏବଂ ବର୍ଷାଜନିତ କାରଣରୁ ୧୧୨ ଜଣ ପ୍ରାଣ ହରାଇଥିବାବେଳେ ୬୪ ଜଣ ନିଖୋଜ ଥିବା କୁହାଯାଇଛିି। ଗତ…
Read More...

କଲକାତାରୁ ହଟିବ ୧୫୦ ବର୍ଷ ପୁରୁଣା ଟ୍ରାମ୍‌ ସେବା

କଲକାତା : ପଶ୍ଚିମବଙ୍ଗ ରାଜଧାନୀ କଲକାତା ସହରର ରାସ୍ତାରୁ ୧୫୦ ବର୍ଷ ପୁରୁଣା ଟ୍ରାମ୍‌ ବ୍ୟବସ୍ଥାକୁ ହଟାଇ ଦିଆଯିବ ବୋଲି ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ଜଣାପଡିଛି। ତେବେ ଏସ୍‌ପ୍ଲାନେଡ-ମଇଦାନ ରୁଟ୍‌ରେ ଏହି ସେବା…
Read More...

ଆଜି ଏହି ରାଶିର ଲୋକଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ : ସୋମବାର ରାଶିଫଳ

ମେଷ: ରାଜନୀତି କ୍ଷେତ୍ରରେ ଉଚ୍ଚାସନ ଲାଭ କରିପାରନ୍ତି। ଶିକ୍ଷାବିତ୍‌ ହୋଇପାରନ୍ତି। ମାତୃ କଲ୍ୟାଣ ସଦାସର୍ବଦା ରହିବ। ଆୟୁଷ୍ମାନ୍‌ ଓ ବିଦ୍ବାନ୍‌ ହେବେ। ବ୍ୟବସାୟ ଲାଭଦାୟକ ହେବ। ସୁସ୍ଥ ରହିବେ। ବୃଷ: ପ୍ରଭାବଶାଳୀ…
Read More...

ବସ୍-ଟ୍ରକ୍ ଧକ୍କା: ଜଣେ ମୃତ, ୨୦ ଆହତ

ଯାଜପୁର: ଯାଜପୁର ଏନଏଚ୍ ୧୬ ଜାରକା ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଆଜି ସକାଳୁ ଏକ ଟ୍ରକ ଏବଂ ମୁହାଁମୁହିଁ ଧକ୍କା ହୋଇଚନ୍ତି। ,ଥିରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨୦ରୁ ଅଧିକ ଲୋକ ଆହତ ହୋଇଥିବା…
Read More...

ଭରତପୁର ଥାନା ମାମଲା: ଆଜି ନିଲମ୍ବିତ ପୁଲିସ କର୍ମଚାରୀଙ୍କ ମିଛଧରା ପରୀକ୍ଷା

ଭୁବନେଶ୍ବର : ଭରତପୁର ଥାନାରେ ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲା । ଆଜି(ସୋମବାର) ନିଲମ୍ବିତ ଥାନା ଅଧିକାରୀ ଦୀନକୃଷ୍ଣ ମିଶ୍ରଙ୍କ ସମେତ ଅନ୍ୟ ୪ ପୁଲିସ ଅଧିକାରୀଙ୍କ ମିଛଧରା ପରୀକ୍ଷା ହେବ।…
Read More...

ପୁଲିସ୍ ନାଁରେ ହତ୍ୟା ଅଭିଯୋଗ !

ଫୁଲବାଣୀ: କନ୍ଧମାଳ ପୁଲିସ୍ ବିରୋଧରେ ସଙ୍ଗୀନ୍ ଅଭିଯୋଗ ଆସିଛି। ଜଣେ ବ୍ୟକ୍ତିଙ୍କୁ ପ୍ରଥମେ ଗାଡି ଚଢାଇ ଗୁରୁତର କଲେ ଏବଂ ତାପରେ ରାସ୍ତାରେ ପିଟି ପିଟି ଜୀବନରୁ ମାରି ଦେଇଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ମୃତକଙ୍କ…
Read More...

ଆଜିଠୁ ଦୁଇ ଦିନିଆ ଝାଡଖଣ୍ଡ ଗସ୍ତରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜିଠାରୁ ଝାଡ଼ଖଣ୍ଡ ଯିବାର କାର୍ଯ୍ୟକ୍ରମ ରହିଛି। ପଶ୍ଚିମ ସିଂହଭୂମର ଜଗନ୍ନାଥପୁରରେ ପ୍ରାକ୍ ନିର୍ବାଚନ ଶୋଭାଯାତ୍ରାରେ ଯୋଗଦେବେ।  ୧ ତାରିଖରେ ଚାଇଁବାସାର କୋଲ୍ ହାନ୍…
Read More...

ଆଉ ୪୮ ଘଣ୍ଟା ପାଇଁ ଇଣ୍ଟରନେଟ୍ ସେବା ବନ୍ଦ

ଭଦ୍ରକ/ଧାମନଗର : ସାମାଜିକ ଗଣମାଧ୍ୟମରେ ଏକ ବିବାଦୀୟ ପୋଷ୍ଟକୁ ନେଇ ଭଦ୍ରକରେ ଗଣ୍ଡଗୋଳର ପରବର୍ତ୍ତୀ ସ୍ଥିତି ନିୟନ୍ତ୍ରଣାଧୀନ ରହିବା ସତ୍ତ୍ବେ କଟକଣା ହଟିନି। ଭଦ୍ରକ ସହରର ପୁରୁଣା ବଜାର ଥାନା ସମେତ ଧାମନଗର ଏବଂ ଦୋବଲ…
Read More...

ଆସୁଛି ଆଉ ଏକ ଲଘୁଚାପ: ଭିଜିପାରେ ଦଶହରା

ଭୁବନେଶ୍ୱର: ଆସୁଛି ଦଶହରା। ବର୍ଷାରେ ପୂଜା ବଜାର ଭିଜିବା ସମ୍ଭାବନା ରହିଛି। ଆସନ୍ତା ୬ତାରିଖ ବେଳକୁ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ। ଏହା ଆନ୍ଧ୍ରପ୍ରଦେଶ ଓ ତେଲଙ୍ଗାନା…
Read More...