ମାଡି ଆସୁଛି ବାତ୍ୟା: ଆଜି ସନ୍ଧ୍ୟା ସୁଦ୍ଧା ପର୍ଯ୍ୟଟକଙ୍କୁ ପୁରୀ ଛାଡ଼ିବାକୁ ପରାମର୍ଶ

ପୁରୀ : ସାମୁଦ୍ରିକ ବାତ୍ୟା ‘ଦାନା’ ପୁରୀରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ଥିବାରୁ ଏହାର ପ୍ରଭାବରେ ପ୍ରବଳ ବର୍ଷା ପବନ ହୋଇପାରେ। ତେଣୁ ସମୁଦ୍ରକୂଳ ନିକଟରେ ରହୁଥିବା ୮୮ ସୁନାମି ପ୍ରବଣ ଗ୍ରାମର ଲୋକଙ୍କୁ ସୁରକ୍ଷିତ…
Read More...

ଆସୁଛି ଭୀଷଣ ବାତ୍ୟା: ଆଜି ଅବପାତର ରୂପ ନେବ ଲଘୁଚାପ

ଭୁବନେଶ୍ୱର : ସମୁଦ୍ରରେ ବଳ ଗୋଟାଉଛି ବାତ୍ୟା ‘ଦାନା’। ଆସନ୍ତା ୨୪ ତାରିଖ ରାତି କିମ୍ବା ୨୫ ତାରିଖ ସକାଳୁ ବାତ୍ୟା ଭୀଷଣ ରୂପରେ ଓଡ଼ିଶାର ପୁରୀ ଏବଂ ପଶ୍ଚିମବଙ୍ଗର ସାଗରଦ୍ବୀପ ମଧ୍ୟରେ ସ୍ଥଳଭାଗ ଛୁଇଁବା ସମ୍ଭାବନା…
Read More...

କାଶ୍ମୀରରେ ଆତଙ୍କୀ ହମଲା: ଜଣେ ଡାକ୍ତର ଓ ୬ ପ୍ରବାସୀ ଶ୍ରମିକଙ୍କୁ ହତ୍ୟା

ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀର ଗାନ୍ଦେରବଲ ଜିଲ୍ଲା ସୋନମାର୍ଗ ଅଞ୍ଚଳରେ ଆତଙ୍କୀ ହମଲା। ଆତଙ୍କବାଦୀମାନେ ଜଣେ ଡାକ୍ତର ଏବଂ ୬ ଜଣ ପ୍ରବାସୀ ଶ୍ରମିକଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଏକ ଘରୋଇ ନିର୍ମାଣ କମ୍ପାନୀରେ…
Read More...

ଛତ୍ରପୁରରେ ୬୫ ତମ ପୁଲିସ ସହିଦ ସ୍ମୃତି ଦିବସ ପାଳନ

ଛତ୍ରପୁର : ଜିଲ୍ଲା ସଦର ମହକୁମା ଛତ୍ରପୁର ପୁଲିସ ପଡିଆ ଠାରେ ଗଞ୍ଜାମ ପୁଲିସ ପକ୍ଷରୁ ୬୫ତମ ପୁଲିସ ସହିଦ୍ ସ୍ମୃତି ଦିବସ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଆରକ୍ଷୀ ଅଧୀକ୍ଷକ ଶୁଭେନ୍ଦୁ କୁମାର…
Read More...

ପୁଲିସ୍ ସହିଦ ଦିବସ ପାଳିତ: ଦେଶ ସୁରକ୍ଷାରେ ବୀର ପୁତ୍ରଙ୍କ ବଳୀଦାନର ସ୍ମୃତି ଚାରଣ

କଟକ :  ଆଜି କଟକ ପୁଲିସ୍ ମୁଖ୍ୟାଳୟରେ ମଧ୍ୟ ୬୫ତମ ପୁଲିସ୍ ସହିଦ ଦିବସ ପାଳନ କରାଯାଇଛି। ଦେଶ ସୁରକ୍ଷାରେ ବୀର ପୁତ୍ରଙ୍କ ବଳୀଦାନର ସ୍ମୃତି ଚାରଣ କରାଯାଇଛି। ସେପଟେ ଦୀର୍ଘ ୧୦ ବର୍ଷ ଧରି ଯବାନଙ୍କ ବୀରତ୍ଵ ପାଇଁ…
Read More...

ସମ୍ଭାବ୍ୟ ବାତ୍ୟା ମୁକାବିଲା: ଆଜି ୧୧ଟାରେ ଜରୁରୀ ବୈଠକ

ଭୁବନେଶ୍ଵର: ଆଜି ସକାଳେ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ମଙ୍ଗଳବାର ଏହା ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ୨୩ ତାରିଖରେ ବାତ୍ୟାର ରୂପ ନେବ ଏବଂ ୨୪…
Read More...

ବୈବାହିକ ଜୀବନ ସୁଖମୟ ହେବ, ସମ୍ମାନ ବୃଦ୍ଧି ପାଇବ: ସୋମବାର ରାଶିଫଳ

ମେଷ: ପରମ ଭାଗ୍ୟଶାଳୀ ହୋଇପାରନ୍ତି। ଶୋଭନ ବ୍ୟକ୍ତିତ୍ବସମ୍ପନ୍ନ ହେବେ। ମଧୁରଭାଷୀ, ସହନଶୀଳ, ଶାନ୍ତିପ୍ରିୟ, ଉଦାର ଚରିତ ଓ ବିଦ୍ୟାପ୍ରେମୀ ହେବେ। ଦାମ୍ପତ୍ୟ ସୁଖ ମିଳିବ। ଧନାଗମ ହେବ। ସୁଖୀ ହେବେ। ବୃଷ: ଶ୍ରୀଚନ୍ଦ୍ର…
Read More...

ଘାଟିରେ ଓଲଟିଲା ବସ୍, ୨୦ ଆହତ

ଗଜପତି: ଘାଟିରେ ଓଲଟିଲା ବସ୍, ୨୦ ଆହତ । ଗଜପତି ଜିଲ୍ଲା ମୋହନା ଥାନା ରାମଗଡ ଘାଟିରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ ବସ ଓ ଗୋଟିଏ ପିକ ଅପ ଭ୍ୟାନକୁ ଧକ୍କା ଦେଇ ରାସ୍ତାରେ ୨୦ ଫୁଟ ତଳକୁ…
Read More...

ଦିଲ୍ଲୀ ପ୍ରଦୂଷଣ ପାଇଁ ୟୁପି ବସ୍‌ ଦାୟୀ: ଆପ୍‌

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ସ୍ଥିତି ସାଙ୍ଘାତିକସ୍ତରରେ ପହଞ୍ଚିଛି। ଆନନ୍ଦ ବିହାର ଅଞ୍ଚଳ​‌ରେ ବାୟୁ ମାନକ ସ୍ଥିତି (ଏକ୍ୟୁଆଇ) ୪୫୪ ଛୁଇଁଛି। ଦିଲ୍ଲୀର ପ୍ରଦୂଷଣସ୍ଥିତି ପାଇଁ ଆମ ଆଦମୀ ପାର୍ଟି…
Read More...

ସିଙ୍ଗାପୁରରେ ପ୍ରବାସୀ ଭାରତୀୟଙ୍କୁ ଭେଟିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ

ଭୁବନେଶ୍ବର: ସିଙ୍ଗାପୁର ଓ ଅଷ୍ଟ୍ରେଲିଆ ସହ ଶିକ୍ଷା କ୍ଷେତ୍ରରେ ସମ୍ପର୍କକୁ ମଜଭୁତ୍ କରିବା ପାଇଁ ୭ ଦିନିଆ ବିଦେଶ ଗସ୍ତରେ ଥିବା କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଥମ ଦିନରେ ସିଙ୍ଗାପୁରରେ ରହୁଥିବା…
Read More...

ଆଜି ଲଘୁଚାପ, ୨୩ରେ ବାତ୍ୟା: ମୁକାବିଲା ପାଇଁ ସରକାର ପ୍ରସ୍ତୁତ, ମୁଖ୍ୟ ସଚିବଙ୍କ ଜରୁରୀ ବୈଠକ

ଭୁବନେଶ୍ବର: ଓଡ଼ିଶା ପୁଣି ଅକ୍ଟୋବରରେ ଆଉ ଏକ ସାମୁଦ୍ରିକ ଝଡ଼କୁ ସାମ୍ନା କରିବାକୁ ଯାଉଛି। ପ୍ରାକୃତିକ ବିପର୍ଯ୍ୟୟ ବାତ୍ୟାରେ ଯୁଝି ହୋଇ ପଡୁଥିବା ଓଡ଼ିଶା ପାଇଁ କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ବଳ ଗୋଟାଉଛି…
Read More...

ବାତ୍ୟା ଆଶଙ୍କାରେ ଆକାଶ ଛୁଆଁ ପରିବା ଦର: ସକାଳେ ୫୦, ରାତିରେ ୧୦୦ ଟଙ୍କାରେ ବିକ୍ରି

ଭୁବନେଶ୍ବର : ବାତ୍ୟା ନେଇ ପାଣିପାଗ ବିଭାଗ ସ୍ପଷ୍ଟ କରିବା ପରେ ଆଗୁଆ ପନିପରିବା ଏବଂ ତେଜରାତି ସାମଗ୍ରୀ ସାଇତି ରଖିବା ଲକ୍ଷ୍ୟରେ ଲୋକଙ୍କ ଭିଡ଼ ହାଟ ଓ ବଜାରରେ ଦେଖିବାକୁ ମିଳିଛି। ସକାଳେ ଯେଉଁ ପରିବା ଦର କିଲୋପିଛା…
Read More...

୨୩ରେ ବାତ୍ୟା! ୨୪ରେ ଲ୍ୟାଣ୍ଡଫଲ୍ : ଆଇଏମ୍‌ଡି

ଭୁବନେଶ୍ଵର: ୨୩ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ବାତ୍ୟା। ଏ ନେଇ ଜନସାଧାରଣଙ୍କୁ ସତର୍କ ସୂଚନା ଜାରି କରାଯାଇଛି। ବର୍ତ୍ତମାନ କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର…
Read More...

୨୪ ଘଣ୍ଟାରେ ଲଘୁଚାପ !

ଭୁବନେଶ୍ବର : କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ତେବେ​‌ ଗତକାଲିର ଘୂର୍ଣ୍ଣିବଳୟ ଆଣ୍ଡାମାନ ସାଗର ଓ ଆଖପାଖରେ ସକ୍ରିୟ ରହିଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ଭିତରେ ପୂର୍ବକେନ୍ଦ୍ରୀୟ…
Read More...

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ନାକଟିଦେଉଳ ବ୍ଲକର ୨ ଜଣଙ୍କୁ ସଫଳତା

ନାକଟିଦେଉଳ : ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାରେ ସମ୍ବଲପୁର ଜିଲ୍ଲାର ଉପାନ୍ତ ନାକଟିଦେଉଳ ବ୍ଲକ ଅଞ୍ଚଳର ଦୁଇ ଜଣ ସଫଳତା ହାସଲ କରିଛନ୍ତି । ସେମାନଙ୍କ ମଧ୍ୟରୁ ନାକଟିଦେଉଳ ବ୍ଲକ ସରାପାଲି ଗାଁର ବିଶ୍ୱକ୍‍ସେନ ପୁରାହିତ…
Read More...

ଅଟୋକୁ ଧକ୍କା ଦେଲା ବସ୍: ୮ ଶିଶୁଙ୍କ ସମେତ ୧୧ ମୃତ

ନୂଆଦିଲ୍ଲୀ: ରାଜସ୍ଥାନ ଧୋଲପୁରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଅଟୋକୁ ଧକ୍କା ଦେଲା ବସ୍। ଏଥିରେ ୮ ଶିଶୁ ସମେତ ୧୧ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସୂଚନା ମୂତାବକ କରୌଲି-ଧୌଲପୁର ଜାତୀୟ ରାଜପଥର ସୁନିପୁର…
Read More...

କେମିତି କଟିବ ଏହି ସପ୍ତାହ: ସାପ୍ତାହିକ ରାଶିଫଳ

ମେଷ:ରବିବାର ଓ ସୋମବାର ସମ୍ବେଦନଶୀଳ ହେବେ। ସତର୍କତା ଅବଲମ୍ବନୀୟ ମନାନ୍ତର ଘଟିପାରେ। ମଙ୍ଗଳବାର ଓ ବୁଧବାର କାର୍ଯ୍ୟକ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିବେ। ଗୁରୁବାର ଓ ଶୁକ୍ରବାର ଆୟ ଅପେକ୍ଷା ବ୍ୟୟ ଅଧିକ ହେବ।…
Read More...

ପୋଡି ହୋଇ ଦମ୍ପତି ଗୁରୁତର

ବାଲେଶ୍ଵର: କିରାସିନ୍ ଢାଳି ଦେହରେ ନିଆଁ ଲଗାଇଲେ ସ୍ତ୍ରୀ। ଆଉ ପତ୍ନୀଙ୍କୁ ବଞ୍ଚାଇବାକୁ ଯାଇ ପୋଡି ହୋଇଗଲେ ସ୍ଵାମୀ। ଏଭଳି କିଛି ଅଭାବନୀୟ ଘଟଣା ଘଟିଛି ବାଲେଶ୍ଵର ଜିଲ୍ଲା ସୋର ଥାନା ଆଡିଆ ଗାଁରେ।  ଗୁରୁତର ଅବସ୍ଥାରେ…
Read More...

ଆଜିଠୁ ସିଙ୍ଗାପୁର ଓ ଅଷ୍ଟ୍ରେଲିଆ ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ: ଶିକ୍ଷାକ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି…

ଭୁବନେଶ୍ୱର : ଆଜିଠୁ ସିଙ୍ଗାପୁର ଓ ଅଷ୍ଟ୍ରେଲିଆ ଗସ୍ତରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ଶିକ୍ଷାକ୍ଷେତ୍ରରେ ଦ୍ୱିପାକ୍ଷିକ ସହଯୋଗ ବୃଦ୍ଧି ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏକ ପ୍ରତିନିଧି ମଣ୍ଡଳୀ ସହ…
Read More...

ଲାଞ୍ଚ ନେବାବେଳେ ଧରାପଡ଼ିଲେ ରାଜସ୍ୱ ନିରୀକ୍ଷକ

ଧର୍ମଶାଳା/ଗଡ଼଼ମଧୁପୁର : ଧର୍ମଶାଳା ତହସିଲ ଅଧୀନସ୍ଥ ବଳାରାମପୁର-୧ ରାଜସ୍ୱ ନିରୀକ୍ଷକ ଜମି ଦାଖଲ ଖାରଜ (ମ୍ୟୁଟେସନ) ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଦୁର୍ନୀତି ନିବାରଣ ହାତରେ ଧରାପଡ଼ିଛନ୍ତି। ବଳରାମପୁର…
Read More...

ଜାନୁଆରୀ ୩ରୁ ବରଗଡ଼ ଧନୁଯାତ୍ରା

ବରଗଡ଼଼: ବରଗଡ଼ ଧନୁଯାତ୍ରା ଜାନୁଆରୀ ୩ରୁ ଆରମ୍ଭ ହୋଇ ପୌଷ ପୂର୍ଣ୍ଣମୀ ୧୩ ରେ ସମାପ୍ତ ହେବ। ଏ ନେଇ ଶନିବାର ଜିଲାପାଳ ତଥା ଧନୁଯାତ୍ରା ମହୋତ୍ସବ କମିଟିର ସଭାପତି ଆଦିତ୍ୟ ଗୋୟଲଙ୍କ ସଭାପତିତ୍ୱରେ ବୈଠକ ଅନୁଷ୍ଠିତ…
Read More...

ଇସ୍ରାଏଲର କ୍ଷତି କରିବାକୁ ଚାହୁଁଥିବା କାହାକୁ ବି ଛଡାଯିବନି : ନେତାନ୍ୟାହୁ

ଜେରୁଜେଲମ : ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଟାର୍ଗେଟ୍ କରି ଡ୍ରୋନ୍ ଆକ୍ରମଣ ପରେ ଇରାନ୍ , ହିଜବୁଲ୍ଲାକୁ କଡା ଚେତାବନୀ ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ । ସେ କହିଛନ୍ତି ଇରାନ୍, ହିଜବୁଲ୍ଲା ବିରାଟ ବଡ ଭୁଲ୍…
Read More...

ମାଓବାଦୀଙ୍କ ଆଇଇଡି ବୋମା ବିସ୍ଫୋରଣ: ୨ ଯବାନ ସହିଦ

ମାଲକାନଗିରି : ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ର ନାରାୟଣପୁର ଜିଲାରେ ମାଓବାଦୀଙ୍କ ଦ୍ବାରା ଆଇଇଡି ବୋମା ବିସ୍ଫୋରଣ କରାଯାଇଛି। ଏଥିରେ ୨ ଯବାନ ସହିଦ ହୋଇଥିବାବେଳେ ୨ ଜଣ ଆହତ ହୋଇଥିବା ସୂଚନା ମିଳିଛି।…
Read More...

ବଜ୍ରପାତ ନେଲା ଜଣଙ୍କ ଜୀବନ

କୋଣାର୍କ : କୋଣାର୍କ ଥାନା ଅଧୀନ ତିରୁଣା ନିକଟରେ ବଜ୍ରପାତ ଘଟି ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ହେଲେ ଧନୀତ୍ରୀ ଜଗନ୍ନାଥପଡ଼ା ଗାଁର ଗଣ୍ଡୁଆ ପ୍ରଧାନ। ସେ ଜହ୍ନିବାଲିଆରୁ କାର୍ଯ୍ୟସାରି ମୋଟର ସାଇକେଲ ଯୋଗେ ଘରକୁ…
Read More...

ସୃଷ୍ଟି ହେଲା ଘୂର୍ଣ୍ଣିବଳୟ, ୨୧ରେ ଲଘୁଚାପ

ଭୁବନେଶ୍ବର : କେନ୍ଦ୍ରୀୟ ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୨୧ତାରିଖ ସୁଦ୍ଧା ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗର ଏବଂ ଏହାର ପାର୍ଶ୍ବବର୍ତ୍ତୀ ଉତ୍ତର ଆଣ୍ଡାମାନ ସାଗରରେ ଏକ…
Read More...

ସ୍ପା ନାଁରେ ଚାଲିଥିଲା ସେକ୍ସ ରାକେଟ୍, ଧରିଲା ପୁଲିସ୍

ଭୁବନେଶ୍ଵର: ରାଜଧାନୀରେ ସେକ୍ସ ରାକେଟ୍ । ରବି ଟକିଜ୍ ଛକର ଏକ ସେଲୁନ୍ ଆଣ୍ଡ ସ୍ପାରେ ସେକ୍ସ ରାକେଟ୍ ଠାବ ହୋଇଛି। ବଡଗଡ ପୁଲିସ୍ କୌଣସି ସୂତ୍ରରୁ ସେଠାରେ ଅନୈତିକ କାର୍ଯ୍ୟ ଚାଲୁଥିବାର ସୂଚନା ପାଇବା ପରେ ଚଢାଉ…
Read More...

ସାପ କାମୁଡାରେ ବାପା, ଝିଅ ମୃତ

ହରଭଙ୍ଗା : ସାପ କାମୁଡାରେ ବାପା, ଝିଅ ମୃତ। ଏଭଳି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସଦର ମହକୁମା ହାଟପଦା ସାହିରେ। ମୃତକ ସୁଶାନ୍ତ କହଁର ଏବଂ ଶୁଭସ୍ମିତା କହଁର ବୋଲି ଜଣାପଡିଛି। ସୂଚନା…
Read More...

୨୪ରେ ମହାପ୍ରଭୁଙ୍କ ଦର୍ଶନ କରିବେ ରାଷ୍ଟ୍ରପତି: ବନ୍ଦ ରହିବ ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ

ପୁରୀ : ଆସନ୍ତା ୨୪ତାରିଖ ଦିନ ରାଷ୍ଟ୍ରପତିଙ୍କ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇଛି। ଏଥିପାଇଁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ତଥା ବ୍ୟବସ୍ଥାବଳୀକୁ ଶୁକ୍ରବାର ଛତିଶା ନିଯୋଗ ବୈଠକରେ…
Read More...

ରାଜନୈତିକ ଶତ୍ରୁତାରୁ ଟାଇଲ୍ସ ଦୋକାନରେ ବୋମାମାଡ !

ଖଲ୍ଲିକୋଟ: ରାଜନୈତିକ ଶତ୍ରୁତାରୁ ବୋମାମାଡ ଅଭିଯୋଗ। ଖଲ୍ଲିକୋଟ ଥାନା କେଶପୁର ଛକ ନିକଟ ଏକ ଟାଇଲ୍ସ ଦୋକାନରେ ବୋମାମାଡ ହୋଇଛି। କିଛି ଦୁର୍ବୁତ୍ତ ଦୋକାନ ଉପରକୁ ୩ଟି ବୋମାମାଡ କରି  ଫେରାର୍ ହୋଇଯାଇଛନ୍ତି। ସୂଚନା…
Read More...

ଆସୁଛି ଲଘୁଚାପ: ୨୩ରୁ ବର୍ଷା, ଓଡିଶାରେ ବାତ୍ୟା ନେଇ ହୋଇନି ସ୍ପଷ୍ଟ

ଭୁବନେଶ୍ବର : ରବିବାର ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ରାଜ୍ୟରେ କିଛି ସ୍ଥାନରେ ପ୍ରବଳ ବର୍ଷା ହେବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ଆଜି…
Read More...

ପାହାଡ଼ ଉପରୁ ମିଳିଲା ନାବାଳକର ମୃତଦେହ: ସଂକ୍ରାନ୍ତିରେ ଶିଶୁବଳି ସନ୍ଦେହ

ବଲାଙ୍ଗିର/ପାଟଣାଗଡ଼଼/ଖପ୍ରାଖୋଲ : ବଲାଙ୍ଗିର ଜିଲା ଲାଠୋର ଥାନା ଅନ୍ତର୍ଗତ ଜଲପାଙ୍କେଲ ଗାଁର ଜଣେ ନାବାଳକକୁ ବଳି ଦିଆଯାଇଥିବା ଅଭିଯୋଗ ହୋଇଛି। ଗୁରୁବାର ଅପରାହ୍ଣରୁ ସଂପୃକ୍ତ ନାବାଳକ ନିଖୋଜ ଥିଲେ। ଆଜି ଗ୍ରାମ…
Read More...

ଜାଣନ୍ତୁ ଆଜି କ’ଣ କହୁଛି ଆପଣଙ୍କ ଭାଗ୍ୟଫଳ: ଶନିବାର ରାଶିଫଳ

ମେଷ: ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। ମିତ୍ରମାନେ କରଛଡ଼ା ଦେବାର ସୂଚନା ମିଳୁଛି। ଧନ ଥାଇ ବି ଚିକିତ୍ସା ସୁଯୋଗ ମିଳି ନ ପାରେ। ରିଷ୍ଟ ଖଣ୍ଡନ ପାଇଁ ଦାନଧର୍ମରେ ଦୀକ୍ଷିତ ହେବେ। ବୃଷ: ଆଜି ଦିନଟି ଆପଣଙ୍କ…
Read More...

ଝାରପଡ଼ା କାରାଗାରରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ : ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ

ଭୁବନେଶ୍ୱର : ଝାରପଡ଼ା କାରାଗାରରେ ବିଚାରାଧୀନ କଏଦୀ ବିଦ୍ୟାଧର ଗୁରୁଙ୍କ ଶୁକ୍ରବାର ସନ୍ଦେହଜନକ ମୃତ୍ୟୁ ଘଟିଛି। କାରାଗାର କର୍ତ୍ତୃପକ୍ଷ ପିଟିପିଟି ମାରି ଦେଇଥିବା ବିଦ୍ୟାଧରଙ୍କ ପରିବାର ଲୋକ ଅଭିଯୋଗ ଆଣିଛନ୍ତି।…
Read More...

ଶ୍ରୀମନ୍ଦିର ସୁପରଭାଇଜରଙ୍କୁ ଆକ୍ରମଣ: ପନ୍ତି ବଡୁ ସେବକ ନିଲମ୍ବିତ

ପୁରୀ : ଶ୍ରୀମନ୍ଦିର ବରିଷ୍ଠ ସୁପର ଭାଇଜରଙ୍କୁ ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ। ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ପନ୍ତିବଡୁ ସେବକ ଚନ୍ଦନ ସାମନ୍ତରାଙ୍କୁ ନିଲମ୍ବିତ କରିଚନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ।…
Read More...

ଭରତପୁର ଥାନା ମାମଲା : ତଦନ୍ତ ରିପୋର୍ଟ ଦାଖଲ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର/କଟକ : ଭରତପୁର ଥାନା ମାମଲାରେ ଜଷ୍ଟିସ ଚିତ୍ତରଞ୍ଜନ ଦାସ କମିଶନଙ୍କୁ କ୍ରାଇମବ୍ରାଞ୍ଚ ଏଡିଜି ବିନୟତୋଷ ମିଶ୍ର ତଦନ୍ତ ରିପୋର୍ଟ ଦାଖଲ କରିଛନ୍ତି। କ୍ରାଇମବ୍ରାଞ୍ଚ ତଦନ୍ତ ଅଗ୍ରଗତି ସମ୍ପର୍କରେ ଏଥିରେ…
Read More...

ଅଭିନେତା ବୁଦ୍ଧାଦିତ୍ୟଙ୍କ ନାଁରେ ଏତଲା

ଭୁବନେଶ୍ୱର : ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତିଙ୍କ ନାଁରେ କ୍ୟାପିଟାଲ ଥାନାରେ ଛାତ୍ର କଂଗ୍ରେସ ପକ୍ଷରୁ ଏତଲା ଦିଆଯାଇଛି। ସାମାଜିକ ଗଣମାଧ୍ୟମରେ ଏକ ପୋଷ୍ଟକୁ ନେଇ ଛାତ୍ର କଂଗ୍ରେସ ଅଭିଯୋଗ କରିଛି। ଏହି ଅଭିଯୋଗକୁ…
Read More...

ବୃନ୍ଦାବତୀ ନିବାସ ଆଗରେ ହବିଷ୍ୟାଳିଙ୍କ ଆନ୍ଦୋଳନ

ପୁରୀ: ୧୮ ତାରିଖରୁ ପୁରୀରେ କାର୍ତ୍ତିକ ବ୍ରତ ଆରମ୍ଭ । ଏଥିଲାଗି ପୁରୀରେ ଉଭୟ ଶ୍ରଦ୍ଧାଳୁ ଓ  ହବିଷ୍ୟାଳିଙ୍କ ଭିଡ ଜମିଛି। ଚଳିତ ବର୍ଷ ୨୫ ଶହ ହବିଷ୍ୟାଳିଙ୍କ ରହିବା, ମହାପ୍ରସାଦ ସେବନ ଏବଂ ଶ୍ରୀମନ୍ଦିର ଦର୍ଶନ ଲାଗି…
Read More...

ହେମଗିରିରେ ‘ସୁରଭି’କୁ ବେଦାନ୍ତ ଆଲୁମିନିୟମର ସହଯୋଗ

ସୁନ୍ଦରଗଡ଼ : ହେମଗିରିରେ ‘ସୁରଭି' କୁ ବେଦାନ୍ତ ଆଲୁମିନିୟମର ସହଯୋଗ। ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ନିକଟରେ  ଶିଶୁ ମହୋତ୍ସବ ‘ସୁରଭି’ କୁ ସହାୟତା ଯୋଗାଇ ଦେଇଛି। ଯାହା ସ୍ଥାନୀୟ…
Read More...

ଖପୁରି ଓ ହାଡ ଜବତ, ହତ୍ୟା ସନ୍ଦେହରେ ଦୁଇ ଅଟକ

ବାସୁଦେବପୁର : ବାସୁଦେବପୁର ବ୍ଲକ ପାଞ୍ଚଘେରିଆ ଗାଁ ନାଳ ନିକଟରୁ ମଣିଷ ଖପୁରୀ ଓ ହାଡ ଜବତ। ଏହି ଘଟଣାରେ ପୁଲିସ୍ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି। ସୂଚନା ଅନୁସାରେ ଗତ ମାସ ୨୭ ତାରିଖରେ…
Read More...

୧୧ ହଜାର ହୀରାରେ ରତନ ଟାଟାଙ୍କ ପ୍ରତିକୃତି

ନୂଆଦିଲ୍ଲୀ: ପ୍ରଖ୍ୟାତ ଉଦ୍ୟୋଗପତି ରତନ ଟାଟାଙ୍କ ପରଲୋକ ହୋଇଯାଇଛି। ଉଦ୍ୟୋଗପତି ସହ ରତନ ଟାଟା ସମାଜସେବାରେ ବେଶ୍‌ ପ୍ରତିଷ୍ଠିତ ଥିଲେ। ତାଙ୍କ ପରଲୋକରେ ଦେଶବ୍ୟାପୀ ଶୋକ ଖେଳି ଯାଇଥିବା ବେଳେ ବିଭିନ୍ନ ମହଲରୁ…
Read More...

ଶନି ମନ୍ଦିରକୁ ମାଡିଗଲା ଟ୍ୟାଙ୍କର, ଡ୍ରାଇଭର ଗୁରୁତର

ବଲାଙ୍ଗୀର: ବଲାଙ୍ଗୀର ଗାନ୍ଧୀନଗର ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ରାସ୍ତାକଡରେ ଥିବା ଏକ ଶନି ମନ୍ଦିର ଭିତରକୁ ଟ୍ୟାଙ୍କର ମାଡିଯାଇଛି। ସୂଚନା ଅନୁସାରେ ବୁଧବାର ବିଳମ୍ବିତ ରାତିରେ ବଲାଙ୍ଗୀର ଜାତୀୟ…
Read More...

ପୋଲ ସମ୍ପ୍ରସାରଣ ଦାବି: ଜାତୀୟ ରାଜପଥ ଅବରୋଧ

ବାଲେଶ୍ଵର: ବାଲେଶ୍ଵର ଜିଲ୍ଲା ସୋରରେ ଜାତୀୟ ରାଜପଥ ଅବରୋଧ। ସୋର ନାଗରିକ ମଞ୍ଚ ପକ୍ଷରୁ ଏହି ଆନ୍ଦୋଳନ କରାଯାଉଛି। ଉତ୍ତରେଶ୍ଵର ଗଳାପୋଲ ଏବଂ କଲେଜ ଛକରେ ଥିବା ପୋଲର ସମ୍ପ୍ରସାରଣ ପାଇଁ ଦାବି କରି ନାଗରିକ ମଞ୍ଚ…
Read More...

ଜାଣନ୍ତୁ ଆଜି କେମିତି କଟିବ ପାରିବାରିକ ଜୀବନ: ଗୁରୁବାର ରାଶିଫଳ

ମେଷ: ବିବାଦୀୟ ବିତର୍କରେ ଭାଗ ନ ନେଇ ନିରବ ଦର୍ଶକ ସାଜିପାରନ୍ତି। ବନ୍ଧୁ ବିରୋଧର ସମ୍ମୁଖୀନ ହେବାର ସୂଚନା ମିଳୁଛି। ହର୍ଷଯୁକ୍ତ, ବିଶୁଦ୍ଧଭାଷୀ, ଓ ଧନଶାଳୀ ହେବେ। ଧର୍ମକାର୍ଯ୍ୟରେ ଧନ ବ୍ୟୟ କରିପାରନ୍ତି। ବୃଷ:…
Read More...

ବିହାରରେ ବିଷାକ୍ତ ମଦ ପିଇ ୧୨ ମୃତ

ପାଟନା : ବିହାରର ସିୱନ ଓ ସରନ୍‌ ଜିଲାରେ ବିଷାକ୍ତ ମଦ ପିଇ ୧୨ ଜଣ ପ୍ରାଣ ହରାଇଥିବା ଜଣାପଡିଛି। ଗୁରୁତର ଅସୁସ୍ଥ ଅନ୍ୟ ୧୪ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ କାର୍ଯ୍ୟାନୁଷ୍ଠାନ ଭୟରେ ଆଉ କେତେକ…
Read More...

ନ୍ୟାୟ ପ୍ରତିମୂର୍ତ୍ତି ଆଖିରୁ ହଟିଲା କଳା ପଟି

ନୂଆଦିଲ୍ଲୀ : ଦୀର୍ଘ ବର୍ଷର ବ୍ୟବଧାନ ପରେ ଭାରତରେ ନ୍ୟାୟର ଦେବୀ ଭାବେ ବିବେଚିତ ପ୍ରତିମୂର୍ତ୍ତିକୁ ପରିବର୍ତ୍ତନ କରାଯାଇଛି। ପୂର୍ବରୁ ପ୍ରଚଳିତ ପ୍ରତିମୂର୍ତ୍ତିର ଆଖିରେ କଳା ରଙ୍ଗର ପଟି ବନ୍ଧା ଯାଇଥିବାବେଳେ ନୂଆରେ…
Read More...

ଆଜି ଶପଥ ନେବେ ନାଏବ ସିଂହ ସୈନି

ଚଣ୍ଡିଗଡ଼ : ବିଜେପି ନେତା ନାଏବ ସିଂହ ସୈନି ଆଜି (ଗୁରୁବାର) ହରିୟାଣା ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ବୋଲି ଜଣାପଡିଛି। ବୁଧବାର ଅନୁଷ୍ଠିତ ବୈଠକରେ ନାଏବ ବିଜେପି ବିଧାୟକ ଦଳର ନେତା ନିର୍ବାଚିତ ହୋଇଛନ୍ତି।…
Read More...

କାର୍ତ୍ତିକରେ ଭିଡ଼ ନିୟନ୍ତ୍ରଣ ଯୋଜନା: ୧୮ରୁ ସିଂହଦ୍ବାର ଏବଂ ପଶ୍ଚିମଦ୍ବାରରେ ପ୍ରବେଶ

ପୁରୀ : କାର୍ତ୍ତିକ ମାସରେ ଶ୍ରୀମନ୍ଦିରରେ ଉଭୟ ଶ୍ରଦ୍ଧାଳୁ ଓ ହବିଷ୍ୟାଳିଙ୍କ ଭିଡ଼ ଲାଗିବ। ଏହାକୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି…
Read More...

ସାମାନ୍ୟ ବଚସା ନେଲା ଉଗ୍ର ରୂପ: ସ୍ତ୍ରୀ ଏବଂ ପୁତୁରାକୁ ହାଣିଲା ନୃଶଂସ ସ୍ଵାମୀ

ପୁରୀ: ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା କୁସୁବେଣ୍ଟି ଗାଁରେ ଅଭାବନୀୟ ଘଟଣା ଘଟିଛି। ଶ୍ଵଶୁର ଘରେ ଜ୍ବାଇଁର ଉନ୍ମତ୍ତ କାଣ୍ଡ ଦେଖିବାକୁ ମିଳିଛି। ସାମାନ୍ୟ ବଚସାକୁ କେନ୍ଦ୍ର କରି ନିଜ ସ୍ତ୍ରୀ ଏବଂ ପୁତୁରାକୁ ହାଣି…
Read More...

ଡ୍ରାଇଭିଂ ଟେଷ୍ଟ ମୂଲ୍ୟାୟନ କରିବ ଏଆଇ

କଟକ : ଏଣିକି ଡ୍ରାଇଭିଂ ଟେଷ୍ଟିଂ (ପରୀକ୍ଷା) ବେଳେ ହେବନି ପାତର ଅନ୍ତର। ପରୀକ୍ଷା ଚାଲିଥିବା ବେଳେ କୌଣସି ମାନବ ହସ୍ତକ୍ଷେପ କରାଯିବ ନାହିଁ। ପରୀକ୍ଷାକୁ ଜଗିବ କୃତ୍ରିମ ବୁଦ୍ଧିମତା ବା ଆର୍ଟିଫିସିଆଲ…
Read More...

ଆଜି ଶ୍ରୀଜୀଉଙ୍କ ବନକ ଲାଗି ନୀତି: ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ

ପୁରୀ : ଆଜି (ବୁଧବାର) ଶ୍ରୀଜୀଉଙ୍କର ବନକ ଲାଗି ନୀତି ଅନୁଷ୍ଠିତ ହେବ। ଏଥିଲାଗି ଶ୍ରୀମନ୍ଦିରରେ ପ୍ରାୟ ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ। ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଆଶ୍ଵିନ ଶୁକ୍ଳ…
Read More...

ଧାନ ମଣ୍ଡି ଜଗିବେ ମନ୍ତ୍ରୀ, ଧାନ କିଣାବେଳେ ସିଲ୍‌ ହେବ ପଡ଼ୋଶୀ ରାଜ୍ୟ ସୀମା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ମିଲରେ ଆଉ କଟଣି ଛଟଣିର ସମ୍ମୁଖୀନ ହେବେ ନାହିଁ ଚାଷୀ। ଆଗରୁ ମଣ୍ଡିରେ ଥରେ ଏବଂ ମିଲରେ ଥରେ ଧାନର ମାନ ଯାଞ୍ଚ ହେଉଥିଲା; କିନ୍ତୁ ଏବେ ଥରେ ମାତ୍ର ଯାଞ୍ଚ ହେବ। ସେହିପରି ଧାନ ବିକ୍ରି ବେଳେ ସିଲ୍‌ ହେବ…
Read More...

ଜନ୍ମ କଲା ଶିଶୁକନ୍ୟାକୁ ଛୁରୀ ଭୁଷି ହତ୍ୟା କଲା ସୈତାନ ବାପା

ଚିତ୍ରକୋଣ୍ଡା: ବାପା ସାଜିଲା ସୈତାନ। ନିଜର ଜନ୍ମ କଲା ଶିଶୁ କନ୍ୟାକୁ ଛୁରୀ ଭୁଷି ହତ୍ୟା କଲା ବାପା।  ଚିତ୍ରକୋଣ୍ଡା ଥାନା ଅନ୍ତର୍ଗତ ଦୋରାଗୁଡ଼ା ପଂଚାୟତ ଆରଏସସି -୧୪ ଗାଁରେ ଅଭାବନୀୟ ଘଟଣା ଘଟିଛି। ଆଜି ସକାଳୁ ୫…
Read More...

କ୍ୟାରିୟରରେ ସଫଳତା ମିଳିବ, ମନ ପ୍ରସନ୍ନ ରହିବ: ବୁଧବାର ରାଶିଫଳ

ମେଷ: ଉତ୍ତମ ବ୍ୟବହାର, ପରମ ଶୁଦ୍ଧ ରୀତି, ନୀତି, ନୈତିକ ପରିପୂର୍ଣ୍ଣତା ଓ ଦିବ୍ୟ ଜ୍ଞାନ ରୂପକ ସଂସ୍କୃତିସମ୍ପନ୍ନ ହୋଇପାରନ୍ତି। ଆୟ ବୃଦ୍ଧିର ସୂଚନା ମିଳୁଥିବାବେଳେ ବ୍ୟୟ ଭାର ଅଧିକ ହେବ। ସୁସ୍ଥ ରହିବେ। ବୃଷ:…
Read More...

ଆଜିଠୁ ବିଜେପିର ସକ୍ରିୟ ସଦସ୍ୟ ସଂଗ୍ରହ ଅଭିଯାନ

ଭୁବନେଶ୍ବର : ବିଜେପିର ସଦସ୍ୟତା ଅଭିଯାନ ଚଳିତ ବର୍ଷ ସେପ୍ଟେମ୍ବର ୨ରୁ ଦେଶବ୍ୟାପୀ ଆରମ୍ଭ ହୋଇଥିବାବେଳେ ଏପର୍ଯ୍ୟନ୍ତ ଚାଲୁରହିଛି। ଆଜିଠୁ ୩୧ ଅକ୍ଟୋବର ପର୍ଯ୍ୟନ୍ତ ସକ୍ରିୟ ସଦସ୍ୟ ଗ୍ରହଣ ପ୍ରକ୍ରିୟା ଚାଲୁ ରହିବ। ଏହି…
Read More...

ଠକ ଲୁଟି ନେଲେ ସୁଭଦ୍ରା ଟଙ୍କା

ଭୁବନେଶ୍ୱର : ସୁଭଦ୍ରା ଯୋଜନାରେ ମିଳିଥିବା ଟଙ୍କା ସାଇବର ଠକ ତାଙ୍କ ଆକାଉଣ୍ଟରୁ ନେଇ ଯାଇଥିବା ଉଲ୍ଲାସ ପ୍ରଧାନ ନାମ୍ନୀ ଜଣେ ବୃଦ୍ଧା ସାଇବର ଥାନାରେ ଅଭିଯୋଗ କରିଛନ୍ତି। ତାଙ୍କ ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା…
Read More...

ଯୁବକଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା : ଗାଁରେ ଉତ୍ତେଜନା, ଅଭିଯୁକ୍ତ ଗିରଫ

କେନ୍ଦୁଝର: ଯୁବକଙ୍କୁ ହତ୍ୟା ପରେ ପ୍ରବଳ ଉତ୍ତେଜନା। କେନ୍ଦୁଝର ଜିଲ୍ଲା ଆନନ୍ଦପୁର ବ୍ଲକ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି। ମଙ୍ଗଳବାର ବିଳମ୍ବିତ ରାତିରେ ପାଣ୍ଡୁଆ ଗାଁରେ ପୂର୍ବ ଶତ୍ରୁତାକୁ…
Read More...

ଶ୍ରୀମନ୍ଦିରରେ ବ୍ୟବହାର ହେବ ଓମ୍‌ଫେଡ ଘିଅ, ନଚେତ୍ କାର୍ଯ୍ୟାନୁଷ୍ଠାନ

ପୁରୀ : ଶ୍ରୀମନ୍ଦିରରେ କେବଳ ଓମଫେଡ୍ ଘିଅ ବ୍ୟବହାର ପାଇଁ ସ୍ଥିର ହୋଇଛି। ଏନେଇ ସହଯୋଗ କରିବାକୁ ଓମଫେଡକୁ ଅନୁରୋଧ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ। ଶ୍ରୀଜଗନ୍ନାଥ ମନ୍ଦିର ଆବଶ୍ୟକତାକୁ ନଜରରେ…
Read More...

ଆଜିଠୁ ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟେଷ୍ଟମ୍ୟାଚ୍‌

ବେଙ୍ଗାଲୁରୁ : ବିଶ୍ବ ଟେଷ୍ଟ ଚମ୍ପିଆନ୍‌ସିପ ପୂର୍ବରୁ ଘରୋଇ ମାଟିରେ ଭାରତ ଅନ୍ତିମ ଟେଷ୍ଟ ଶୃଙ୍ଖଳା ଖେଳିବାକୁ ଯାଉଛି। ଆଜିଠାରୁ ନ୍ୟୁଜିଲାଣ୍ଡ ବିପକ୍ଷ ୩ ମ୍ୟାଚ୍‌ ଟେଷ୍ଟ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ଖେଳାଯିବ। ବିଶ୍ବ…
Read More...

ବୋମା ବିସ୍ଫୋରଣ ଧମକ: କାନାଡ଼ାରେ ଏୟାର ଇଣ୍ଡିଆ ବିମାନର ଜରୁରୀ ଅବତରଣ

ନୂଆଦିଲ୍ଲୀ : ଭାରତର ବିଭିନ୍ନ ସ୍ଥାନରୁ ଉଡାଣ କରିଥିବା କିମ୍ବା ଉଡାଣ କରିବାକୁ ଥିବା ୭ଟି ବିମାନକୁ ବୋମା ବିସ୍ଫୋରଣ ଧମକ ମିଳିଛି। ବୋମା ବିସ୍ଫୋରଣ ଧମକ ମିଳିଥିବା ବିମାନଗୁଡିକ ହେଲା ଏୟାର ଇଣ୍ଡିଆର…
Read More...

ଖଣ୍ଡା ଆକ୍ରମଣରେ ଛିଣ୍ଡିଲା ଯୁବକଙ୍କ ହାତ ପାପୁଲି

ବ୍ରହ୍ମପୁର: ବ୍ରହ୍ମପୁରରେ ଅଭାବନୀୟ ଘଟଣା ଘଟିଛି। ଖଣ୍ଡା ଆକ୍ରମଣରେ ଛିଣ୍ଡିଲା ଯୁବକଙ୍କ ହାତ ପାପୁଲି। ବ୍ରହ୍ମପୁର ବଡ ବଜାର ଥାନା ଅଞ୍ଚଳରେ ଅଜିତ୍ ନାୟକ ନାମକ ଜଣେ ଯୁବକଙ୍କୁ ୪ରୁ ୫ ଜଣ ଦୁର୍ବୁତ୍ତ ଖଣ୍ଡାରେ…
Read More...

ସିମ୍ ନଦୀରେ ବୁଡି ନାବାଳକ ନିଖୋଜ

ମୟୁରଭଞ୍ଜ: ମୟୁରଭଞ୍ଜ ଠାକୁରମୁଣ୍ଡାରେ ଅଘଟଣ। ନଦୀରେ ବୁଡି ନାବାଳକ ନିଖୋଜ। ଆଜି ସକାଳୁ ସାଙ୍ଗ ମାନଙ୍କ  ସହ ସିମ୍ ନଦୀକୁ ଗାଧୋଇବାକୁ ଯାଇଥିବାବେଳେ ଏଭଳି ଅଘଟଣ ଘଟିଥିବା ସୂଚନା ମିଳିଛି। ବର୍ତ୍ତମାନ ପର୍ଯ୍ୟନ୍ତ…
Read More...

ଆଜି ହରିଆଣା ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ମୋହନଚରଣ ମାଝୀ ଆଜି (ବୁଧବାର)ଠାରୁ ହରିଆଣା ଓ ମୁମ୍ବଇ ଗସ୍ତରେ ଯାଉଛନ୍ତି। ୧୬ ତାରିଖ ଅପରାହ୍ଣରେ ସେ ହରିଆଣା ଅଭିମୁଖେ ଗସ୍ତ କରିବେ ଏବଂ ୧୭ରେ ଚଣ୍ଡିଗଡ଼ଠାରେ ନବ ଗଠିତ ହରିଆଣା…
Read More...

ବିଦାୟ ନେଲା ମୌସୁମୀ : ୨୩ରେ ପୁଣି ଲଘୁଚାପ, ନେଇପାରେ ବାତ୍ୟାର ରୂପ

ଭୁବନେଶ୍ବର : ଦେଶରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ବିଦାୟ ନେଇଛି। ଏହାସହିତ ରାଜ୍ୟରୁ ଅକ୍ଟୋବର ୧୩ ରେ ମୌସୁମୀ ଫେରିବା ପ୍ରକ୍ରିୟା ଆରମ୍ଭ କରିଥିବାବେଳେ ୧୫ ତାରିଖରେ ସମ୍ପୂର୍ଣ୍ଣ ହୋଇଛି। ଚଳିତ ବର୍ଷ ଜୁନ ୨୦ରେ…
Read More...

ଜନ୍ମ ବାର୍ଷିକୀରେ ମିସାଇଲ ମ୍ୟାନଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି

ଛତ୍ରପୁର : ଆଜି ଭାରତ ରତ୍ନ ପୂର୍ବତନ ରାଷ୍ଟ୍ରପତି ସ୍ବର୍ଗତ ଡ଼ଃ ଏପିଜେ. ଅବଦୁଲ କାଲାମଙ୍କ ୯୩ ତମ ଜନ୍ମ ବାର୍ଷିକୀ। ଏହି ଅବସରରେ ଛତ୍ରପୁରଠାରେ ମିସାଇଲ ମ୍ୟାନଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।…
Read More...

ଏସ୍‌ସିବିରେ କର୍କଟ ପୀଡ଼ିତଙ୍କୁ ମିଳୁନି କେମୋ !

କଟକ :ରକ୍ତ କର୍କଟ ରୋଗୀଙ୍କୁ ମିଳୁନି କେମୋ। ୪ ଦିନ ହେବ ରୋଗୀ କେମୋ ଅପେକ୍ଷାରେ ରହିଛନ୍ତି। ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟରେ (ଏସସିବି) ହେମାଟୋଲୋଜି ବିଭାଗରେ ଚିକିତ୍ସିତ ରୋଗୀ ଏଭଳି…
Read More...

ଆଜିଠୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ କାର୍ତ୍ତିକ ନୀତି ଆରମ୍ଭ: ବୁଧବାର ବନକଲାଗି ନୀତି

ପୁରୀ : ବୁଧବାର ଶ୍ରୀଜିଉଙ୍କର ବନକ ଲାଗି ନୀତି ଅନୁଷ୍ଠିତ ହେବ। ଏଥିଲାଗି ଶ୍ରୀମନ୍ଦିରରେ ପ୍ରାୟ ୪ ଘଣ୍ଟା ସାଧାରଣ ଦର୍ଶନ ବନ୍ଦ ରହିବ। ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଆଶ୍ଵିନ ଶୁକ୍ଳ…
Read More...

କାବୁ ହେଲା ପାଗଳ ମାଙ୍କଡ: ୭ ଆହତ, ମେଡିକାଲରେ ଭର୍ତ୍ତି

ଆଠଗଡ: ଆଠଗଡ ଖୁଣ୍ଟୁଣୀ ରେଞ୍ଜ ଘଣ୍ଟିଖାଲ ଗାଁରେ ମାଙ୍କଡ ଆତଙ୍କ।  ୭ ଜଣଙ୍କୁ ଗୋଡାଇ ଗୋଡାଇ କାମୁଡିବା ପରେ ପାଗଳ ମାଙ୍କଡକୁ ଟ୍ରାଙ୍କୁଲାଇଜ୍ କରିଛି ବନ ବିଭାଗ। ଏବେ ଆଉ ଏକ ମାଙ୍କଡକୁ ଖୋଜା ଚାଲିଛି। ଦୀର୍ଘ ୧୫ ଦିନ…
Read More...

ଅବକାରୀ କନଷ୍ଟେବଳଙ୍କୁ ମଦ ମାଫିଆଙ୍କ ମାଡ: ଜଣେ ଗିରଫ

ବ୍ରହ୍ମପୁର:ଅବକାରୀ କନଷ୍ଟେବଳଙ୍କୁ ମଦ ମାଫିଆଙ୍କ ମାଡ ଅଭିଯୋଗ। ଚୋରା ମଦ ବେପାର ହେଉଥିବାର ଖବର ପାଇବା ପରେ ଅବକାରୀ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଚଢାଉ କରିଥିଲେ। ଏତିକିବେ​‌ଳେ କିଛି ମଦ ମାଫିଆ ଅବକାରୀ…
Read More...

ମଦ ନିଶାରେ ଯୁବକଙ୍କୁ ମାରି ଫିଙ୍ଗିଦେଲେ !

ମାଲକାନଗିରି : ମାଲକାନଗିରି ଏମଭି-୮ ଗାଁରେ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବକଙ୍କୁ ମଦ ପିଇବା ବାହାନାରେ ଡାକି ବେକ କାଟି ନିର୍ମମ ଭାବରେ ହତ୍ୟା କରାଯାଇଛି। ମୃତକ ମିଲନ ମଜୁମଦାର ବୋଲି ଜଣାପଡିଛି। ତେବେ ମିଲନଙ୍କୁ…
Read More...

ବାକି ଆବେଦନକାରୀଙ୍କୁ ଦୀପାବଳିରେ ମିଳିବ ସୁଭଦ୍ରା ଟଙ୍କା

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କ ତିନିଦିନିଆ କେନ୍ଦୁଝର ଗସ୍ତର ଶେଷ ଦିନରେ ଲୋକଙ୍କ ଅଭିଯୋଗ ଶୁଣିଛନ୍ତି। କେନ୍ଦୁଝର ସର୍କିଟ ହାଉସ ଓ ମଣ୍ଡୁଆସ୍ଥିତ ଅଭିଯୋଗ ଶୁଣାଣି କ୍ୟାମ୍ପ କାର୍ଯ୍ୟାଳୟରେ…
Read More...

ଭସାଣି ବେଳେ ଅଘଟଣ: ଛୁରାମାଡରେ ନାବାଳକ ମୃତ, ୮ ଅଟକ

ନବରଙ୍ଗପୁର: ଛୁରାମାଡରେ ନାବାଳକର ମୃତ୍ୟୁ। ନବରଙ୍ଗପୁରରେ ଭାସାଣି ବେଳେ ଛୁରାମାଡ ହୋଇଛି। ଏଥିରେ ଜଣେ ନାବାଳକର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଅନ୍ୟ ଜଣେ ନାବାଳକକୁ ଗୁରୁତର ଅବସ୍ଥାରେ ଜିଲ୍ଲା ମୁଖ୍ୟ…
Read More...

୧୮ରୁ କାର୍ତ୍ତିକ ବ୍ରତ: ପୁରୀରେ ୨୫ ଶହ ହବିଷ୍ୟାଳୀଙ୍କ ପାଇଁ ରହଣୀ ବ୍ୟବସ୍ଥା

ପୁରୀ : ଆସନ୍ତା ୧୮ରୁ ଆରମ୍ଭ ହେବ କାର୍ତ୍ତିକ ବ୍ରତ। ଶ୍ରୀକ୍ଷେତ୍ରରେ ୨୫ ଶହ ବିଧବା ଓ ବୃଦ୍ଧାଙ୍କୁ ନିଃଶୁଳ୍କ ହବିଷ ବ୍ରତ ପାଳନ ସୁଯୋଗ ଯୋଗାଇଦେବେ ରାଜ୍ୟ ସରକାର। ସେମାନଙ୍କୁ ଏକମାସ ଧରି ମାଗଣା ଆବାସ, ଦିନକୁ ଗୋଟିଏ…
Read More...

କାନାଡାରେ ଅନେକ ଅପରାଧିକ କାର୍ଯ୍ୟକଳାପରେ ଭାରତର ସମ୍ପୃକ୍ତି: ଟ୍ରୁଡୋ

ନୂଆଦିଲ୍ଲୀ: ଭାରତ ଓ କାନାଡା ମଧ୍ୟରେ କୂଟନୈତିକ ସମ୍ପର୍କ ତୀବ୍ର ରୂପ ଧାରଣ କରିଛି । ତେବେ ଏହା ପରେ ଜଷ୍ଟିନ୍ ଟ୍ରୁଡୋ ପ୍ରତିକ୍ରିୟା ରଖିଛନ୍ତି। ସେ ଭାରତ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି। ସେ କହିଛନ୍ତି …
Read More...

ଦୁର୍ଗାପୂଜା ଭସାଣ ବେଳେ ୟୁପିରେ ହିଂସା: ଜଣେ ମୃତ, ଇଣ୍ଟରନେଟ୍ ବନ୍ଦ

ଲକ୍ଷ୍ନୌ : ଦୁର୍ଗାପୂଜା ଭସାଣ ବେଳେ ଉତ୍ତରପ୍ରଦେଶ ବହରାଇଚ ସହରରେ ହିଂସାକାଣ୍ଡ ଘଟିଛି। ହିଂସାକାଣ୍ଡରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନେକ ଆହତ ହୋଇଛନ୍ତି। ସହରର କେତେକ ସ୍ଥାନରେ ଦୋକାନ ବଜାର, ଘର ଓ ଗାଡି ମୋଟର…
Read More...

ଜାମ୍ମୁ-କାଶ୍ମୀରରୁ ରାଷ୍ଟ୍ରପତି ଶାସନ ପ୍ରତ୍ୟାହୃତ: ବୁଧବାର ଓମାରଙ୍କ ଶପଥ ଗ୍ରହଣ

ନୂଆଦିଲ୍ଲୀ : ଜାମ୍ମୁ-କାଶ୍ମୀରରେ ବିଧାନସଭା ନିର୍ବାଚନ ପରେ ଏଠାରେ ନୂଆ ସରକାର ଗଠନ ହେବାକୁ ଯାଉଛି। ନୂଆ ସରକାର ଗଠନ ପ୍ରକ୍ରିୟାକୁ ସୁଯୋଗ ଦେବା କ୍ରମରେ ରବିବାର ଏଠାରୁ ରାଷ୍ଟ୍ରପତି ଶାସନ ପ୍ରତ୍ୟାହାର…
Read More...

ଭସାଣ ଉତ୍ସବ, ବିଦାୟ ନେଲେ ମାଆ ଦଶଭୂଜା

କଟକ: ଧରାପୃଷ୍ଠରେ ଲୀଳାଖେଳା ସାରି ଭକ୍ତଙ୍କ ଗ୍ରହଣରୁ ମେଲାଣି ନେଲେ ମାଆ ଦଶଭୂଜା। ସୋମବାର କଟକ ଏବଂ ଭୁବନେଶ୍ଵର ସମତେ ରାଜ୍ୟର ବିଭିନ୍ନ ସ୍ଥାନରେ ବେଶ୍ ଜାକଜମକରେ ସରିଛି ଭସାଣ ଉତ୍ସବ। ତେବେ  କଟକରେ ଆଉ କିଛି…
Read More...

ଟ୍ରେନ୍ ଧକ୍କାରେ ଚାଲିଗଲା ହାତୀ ଛୁଆର ଜୀବନ

ରାଉରକେଲା: ରାଉରକେଲା ବନ୍ଧମୁଣ୍ଡାରେ ଅଭାବନୀୟ ଘଟଣା ଘଟିଛି। ରାତିରେ କିଛି ସ୍ଥାନୀୟ ଲୋକ ହାତୀ ପଲଙ୍କୁ ଘଉଡାଇବାବେଳେ ହାତୀଙ୍କ ଉପରେ ମାଡିଗଲା ମାଲବାହୀ ଟ୍ରେନ୍। ଚଳନ୍ତା ଟ୍ରେନ୍ ଚକା ତଳେ ଚାଲିଗଲା ଏକ ହାତୀ ଛୁଆର…
Read More...

ତିକ୍ତ ହେଲା ଭାରତ-କାନାଡା ସମ୍ପର୍କ: ଉଚ୍ଚାୟୁକ୍ତଙ୍କୁ ଫେରାଇ ଆଣିଲା ଭାରତ

ନୂଆଦିଲ୍ଲୀ : ଭାରତ ଓ କାନାଡା ମଧ୍ୟରେ କୂଟନୈତିକ ସମ୍ପର୍କ ଜଟିଳ ରୂପ ଧାରଣ କରିଛି। ବିବାଦକୁ ନେଇ କାନାଡାରେ ଅବସ୍ଥାପିତ ନିଜର ଉଚ୍ଚାୟୁକ୍ତ (ହାଇ କମିସନର) ଓ ଅନ୍ୟାନ୍ୟ କୂଟନୈତିକ ଅଧିକାରୀଙ୍କୁ ଫେରାଇ ଆଣିବାକୁ…
Read More...

ଧକ୍କା ଦେଲା ଟ୍ୟାଙ୍କର: ଚାଲିଗଲା ଦୁଇ ସଢୁଙ୍କ ଜୀବନ

କେନ୍ଦ୍ରାପଡା: କେନ୍ଦ୍ରାପଡା ଜିଲ୍ଲା ଅଳାବାଙ୍କ ଛକ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଆଜି ସକାଳେ ଟ୍ୟାଙ୍କର ଧକ୍କାରେ ଦୁଇ ଜଣ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତକ ଭବାନୀ ପ୍ରସାଦ ମହାପାତ୍ର…
Read More...

ଏହି ରାଶିର ଲୋକଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ : ଆଜିର ରାଶିଫଳ

ମେଷ: ନାନା ସୁଖ ଓ ବିଶାଳ ଯଶର ଅଧିକାରୀ ହୋଇପାରନ୍ତି। ବ୍ୟବସାୟରେ ରାତାରାତି ଲାଭବାନ୍‌ ହୋଇପାରନ୍ତି। ଦାନଧର୍ମରେ ନିୟୋଜିତ ହେବେ। ଶତ୍ରୁ ପକ୍ଷଙ୍କୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ। ବୃଷ: ପ୍ରତ୍ୟେକ…
Read More...

ବିପୁଳ ବିଜୟ ସହ ଟି-୨୦ ଶୃଙ୍ଖଳା ଜିତିଲା ଭାରତ

ନୂଆଦିଲ୍ଲୀ: ଟ୍ବେଣ୍ଟି୨୦ ଶୃଙ୍ଖଳାର କ୍ରମାଗତ ୨ୟ ମ୍ୟାଚ୍‌ରେ ବାଂଲାଦେଶ ବିପକ୍ଷରେ ଭାରତ ପ୍ରାଧାନ୍ୟ ବିସ୍ତାର କରି ବଡ଼ ବ୍ୟବଧାନରେ ବିଜୟୀ ହୋଇଛି। ନୀତୀଶ କୁମାର ରେଡ୍‌ଡୀଙ୍କ ଅଲ୍‌ରାଉଣ୍ଡ ସଫଳତା ବଳରେ ବୁଧବାର ୨ୟ…
Read More...

କୂଅରେ ପଡ଼ିଛି ଦନ୍ତା ହାତୀ : ଉଦ୍ଧାର କାର୍ଯ୍ୟରେ ବନ କର୍ମଚାରୀ

ଭବାନୀପାଟଣା: କୂଅରେ ପଡ଼ିଛି ଦନ୍ତା ହାତୀ। ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି କଳାହାଣ୍ଡି ଉତ୍ତର ବନଖଣ୍ଡ ଅନ୍ତର୍ଗତ ନର୍ଲା ରେଞ୍ଜ ର ଜାମପଡ଼ା ଗାଁରେ।  ଏକ ପରିତ୍ୟକ୍ତ କୂଅ ରେ ଗୋଟାଏ ଦନ୍ତା ହାତୀ ପଡ଼ିଥିବା…
Read More...

ଜଗତଜନନୀଙ୍କ ଶାରଦୀୟ ପୂଜା: ଆଜି ମଣ୍ଡପରେ ମହାସପ୍ତମୀ , ପୀଠରେ ମହାଷ୍ଟମୀ ପୂଜା

ଭୁବନେଶ୍ଵର: ଜଗତଜନନୀ ମାଆ ଦୁର୍ଗାଙ୍କ ଶାରଦୀୟ ପୂଜା। ମାଆ ଦୁର୍ଗାଙ୍କ ଆଗମନ ପାଇଁ ଉତ୍ସବମୂଖର ହୋଇଉଠିଛି ଗାଁ ଠୁ ସହର। ଆଜି ଶକ୍ତିପୀଠ ମାନଙ୍କରେ ମା ଦୁର୍ଗାଙ୍କ ମହାଷ୍ଟମୀ ପୂଜା ଧୁମଧାମରେ ଅନୁଷ୍ଠିତ ହେଉଥିବାବେଳେ…
Read More...

ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ

ବାରିପଦା : ଦେଶର ଅଷ୍ଟମ ଜୈବମଣ୍ଡଳ ଭାବେ ଶିମିଳିପାଳ ପର୍ଯ୍ୟଟକଙ୍କ ଲାଗି ବିଶେଷ ଆକର୍ଷଣର କେନ୍ଦ୍ରବିନ୍ଦୁ। ରାଜ୍ୟ, ଦେଶ ତଥା ବିଦେଶରୁ ପ୍ରତିବର୍ଷ ଶହ ଶହ ପର୍ଯ୍ୟଟକ ଶିମିଳିପାଳର ବନ୍ୟ ଜୀବଜନ୍ତୁଙ୍କୁ ଦେଖିବା ସହ…
Read More...

ଭାରତ ଜଣେ ଆଇକନ୍‌ଙ୍କୁ ହରାଇଲା: ରାଷ୍ଟ୍ରପତି, ଝାଡଖଣ୍ଡ ଓ ମହାରାଷ୍ଟ୍ରରେ ଦିନିକିଆ ଶୋକ

ନୂଆଦିଲ୍ଲୀ: ରତନ ଟାଟାଙ୍କ ବିୟୋଗରେ ସାରା ଦେଶ ଆଜି ନୀରବ ହୋଇ ଯାଇଛି। ବିଜନେସ ଟାଇକୋନ ରତନ ଟାଟାଙ୍କ ଦେହାନ୍ତରେ ମହାରାଷ୍ଟ୍ର ଏବଂ ଝାଡଖଣ୍ଡରେ ଆଜି ଦିନିକିଆ ଶୋକ ପାଳନ କରଯିବ ।  ଟାଟା ସନ୍ସର ଅଧ୍ୟକ୍ଷ ରତନ…
Read More...

ରତ୍ନ ହରାଇଲା ଶିଳ୍ପ ଜଗତ

ନୂଆଦିଲ୍ଲୀ: ଭାରତୀୟ ଶିଳ୍ପ ଜଗତର କିମ୍ବଦନ୍ତୀ ପୁରୁଷ ରତନ ଟାଟା ପରଲୋକ ଗମନ କରିବା ସହ ଏକ ଯୁଗର ଅନ୍ତଃ ଘଟିଛି। ରତନ ଟାଟାଙ୍କ ନେତୃତ୍ବରେ ଟାଟା ଗ୍ରୁପ୍‌ ଦେଶରେ ବୈପ୍ଳବିକ ପରିବର୍ତ୍ତନ ଆଣିଥିଲା। ଦେଶର ଧନୀ…
Read More...

ପରଲୋକରେ ରତନ ଟାଟା: ଶୋକ ପ୍ରକାଶ କଲେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ବିଶିଷ୍ଟ ଶିଳ୍ପପତି ରତନ ଟାଟାଙ୍କ ପରଲୋକ। ଜଣେ ରତ୍ନଙ୍କୁ ହରାଇଛି ଭାରତ । ୮୬ ବର୍ଷ ବୟସରେ ମୁମ୍ବାଇର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ଘଟିଛି।  ବାର୍ଦ୍ଧକ୍ୟଜନିତ ଅସୁସ୍ଥତା ଯୋଗୁଁ …
Read More...

ମୁଖ୍ୟମନ୍ତ୍ରୀ ବାଣ୍ଟିଲେ ସୁଭଦ୍ରା ଟଙ୍କା: କହିଲେ ଯାହା ପ୍ରତିଶ୍ରୁତି ଦେଉ, ପାଳନ କରୁ

ବାରିପଦା : ଆଜି ମହିଳାଙ୍କ ଆକାଉଣ୍ଟକୁ ଆସିଛି ସୁଭଦ୍ରା ଟଙ୍କା। ବାରିପଦାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଥମ କିସ୍ତି ଟଙ୍କା ପ୍ରଦାନ କରିଛନ୍ତି। ତେବେ ସୁଭଦ୍ରା ଟଙ୍କା ପ୍ରଦାନ…
Read More...

ମିଳିଲା ଅପହୃତ ଯବାନଙ୍କ ମୃତଦେହ

ନୂଆଦିଲ୍ଲୀ: ମିଳିଲା ଅପହୃତ ଯବାନଙ୍କ ମୃତଦେହ। ମଙ୍ଗଳବାର ଜମ୍ମୁ କଶ୍ମୀରର ଅନନ୍ତନାଗର ଜଙ୍ଗଲରୁ ଆତଙ୍କବାଦୀମାନେ ଦୁଇ ଜଣ ଯବାନଙ୍କୁ ଅପହୃତ କରି ନେଇଯାଇଥିଲେ। ଜଣେ ଯବାନ କୌଶଳ ମତେ ଆତଙ୍କୀଙ୍କ କବଳରୁ ଖସି ପଳାଇ…
Read More...

ବିଧାନସଭାରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର: ଆଜି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୭ତମ ଜନ୍ମ ଜୟନ୍ତୀ। ଏହି ଅବସରରେ ବିଧାନସଭା ପରିସରରେ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାସୁମନ ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ…
Read More...

ପ୍ରେସର ଦେବାବେଳେ ଫାଟିଲା ଟାଙ୍କି: ଗ୍ୟାରେଜ୍ ମାଲିକ ମୃତ, ଦୁଇ ଗୁରୁତର

ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ସଦର ଥାନା ଦଳେଇପୁଟ ଛକ ନିକଟରେ ଅଭାବନୀୟ ଘଟଣା ଘଟିଛି। ଗାଡିରେ ପମ୍ପ ଦେବା ବେଳେ ଫାଟିଲା ଏୟାର ପ୍ରେସର ଟାଙ୍କି । ଘଟଣାସ୍ଥଳରେ ଗ୍ୟାରେଜ୍ ମାଲିକ ମୃତ, ଅନ୍ୟ ଦୁଇ ଜଣ ଗୁରୁତର ହୋଇ…
Read More...

ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୭ତମ ଜନ୍ମ ଜୟନ୍ତୀ ପାଳିତ

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୭ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି। ସାଂସଦ ବଳଭଦ୍ର ମାଝୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ…
Read More...

୧୩୨ କେଭି ଟାଓ୍ବାରରେ ଚଢି ଆତ୍ମହତ୍ୟା ଉଦ୍ୟମ : ଅଳ୍ପକେ ବର୍ତ୍ତିଲେ ମଦ୍ୟପ ଯୁବକ

ଧାମରା: ଧାମରାରେ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ୧୩୨ କେଭି ଟାୱାରରେ ଚଢି ଆତ୍ମହତ୍ୟା ଉଦ୍ୟମ ବେଳେ ଅଳ୍ପକେ ବର୍ତ୍ତିଲେ ମଦ୍ୟପ ଯୁବକ। ବ୍ୟକ୍ତି ଜଣକ ପଶ୍ଚିମବଙ୍ଗ ପୁରୁଲିଆ ଅଞ୍ଚଳର ବାମପଦ ଗୋପେ ବୋଲି ଜଣାପଡିଛି।…
Read More...

ଫୁଲବାଣୀରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମ ଜୟନ୍ତୀ ପାଳିତ 

ଫୁଲବାଣୀ : ଆଜି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ୍‌ଙ୍କ ୧୪୭ ତମ ଜନ୍ମ ଜୟନ୍ତୀ। ଏହି ଅବସରରେ "ସମାଜ" ତରଫରୁ ଏକ  ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି।  ବୁଧବାର ସକାଳ ୮ଟା ସମୟରେ ରୋଟାରୀ କ୍ଲବ୍‌ ଫୁଲବାଣୀ,ଏମ୍‌ କେ…
Read More...

ଦାଣ୍ଡମୁକୁନ୍ଦପୁରରେ ଉତ୍କଳମଣିଙ୍କ ଜନ୍ମ ଜୟନ୍ତୀ ପାଳିତ: ଗୋପବନ୍ଧୁଙ୍କୁ ଭାରତରତ୍ନ ପ୍ରଦାନ ଦାବି

ପିପିଲି :ଓଡିଶାରେ ଜନ୍ମ ନେଇଥିବା ମହାପୁରୁଷଙ୍କ ମଧ୍ୟରୁ ପୂଣ୍ୟଶ୍ଲୋକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ ସର୍ବାଗ୍ରେ ପୂଜିତ । ସେ ଥିଲେ ଏକାଧାରରେ ସମାଜସେବୀ, ସଂସ୍କାରକ, ବିଶିଷ୍ଟ ଶିକ୍ଷାବିତ୍‍, ଓକିଲ, ବ୍ୟବସ୍ଥାପକ…
Read More...

ଛତ୍ରପୁରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ୧୪୭ ତମ ଜନ୍ମ ଜୟନ୍ତୀ ପାଳିତ

ଛତ୍ରପୁର: ଆଜି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୭ତମ ଜନ୍ମ ଜୟନ୍ତୀ। ଏହି ଅବସରରେ ଆଜି ସମାଜ ଓ ରାଧେଶ୍ୟାମ ଫାଉଣ୍ଡେସନ ଆଣ୍ଡ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ଛତ୍ରପୁରଠାରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଦାସଙ୍କ…
Read More...

ଏହି ରାଶିର ଲୋକେ କିଛି ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି : ବୁଧବାର ରାଶିଫଳ

ମେଷ: ପ୍ରାୟ ପ୍ରତ୍ୟେକ କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ମହାକ୍ରମୋ, ମହାକର୍ମା, ମହାତେଜା, ମହୋରଗଃ, ମହାକ୍ରତୁ, ମହାଯଜ୍ଜ୍ବା, ମହାଯଞ୍ଜୋ ଓ ମହାହବିଃ ହୋଇପାରନ୍ତି। ବୃଷ: କ୍ରୋଧର…
Read More...

ସମାଜ ପକ୍ଷରୁ ଗୋପବନ୍ଧୁ ଜୟନ୍ତୀ କାର୍ଯ୍ୟକ୍ରମ: ପୁଣ୍ୟାତ୍ମାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ସହ ଜନ୍ମପୀଠ…

ପୁରୀ : ଆଜି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୧୪୭ତମ ଜନ୍ମ ଜୟନ୍ତୀ। ଏହି ଅବସରରେ ଆଜି ଦୈନିକ ଖବର କାଗଜ ସମାଜ ଓ ଲୋକସେବକ ମଣ୍ଡଳ ପକ୍ଷରୁ କଟକସ୍ଥିତ ଗୋପବନ୍ଧୁ ଭବନରେ ଜନ୍ମ ଜୟନ୍ତୀ ପାଳିତ ହୋଇଛି । ସକାଳେ…
Read More...

ଜଗତଜନନୀ ମାଆ ଦୁର୍ଗାଙ୍କ ଶାରଦୀୟ ପୂଜା: ଆଜି ମହାଷଷ୍ଠୀ ପୂଜା

ଭୁବନେଶ୍ଵର: ଜଗତଜନନୀ ମାଆ ଦୁର୍ଗାଙ୍କ ଶାରଦୀୟ ପୂଜା। ମାଆ ଦୁର୍ଗାଙ୍କ ଆଗମନ ପାଇଁ ଉତ୍ସବମୂଖର ହୋଇଉଠିଛି ଗାଁ ଠୁ ସହର। ଆଜି ପୀଠରେ ମହାସପ୍ତମୀ ପୂଜା ହେଉଥିବାବେଳେ ମଣ୍ଡପରେ ମହାଷଷ୍ଠୀ ପୂଜା ରହିଛି। ସବୁଠି…
Read More...

ଉତ୍ତର ଓଡ଼ିଶାରେ ବର୍ଷା ସମ୍ଭାବନା

ଭୁବନେଶ୍ବର : ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ବର୍ଷା ହୋଇଛି। ମଙ୍ଗଳବାର ସକାଳ ସାଢେ ୮ଟାରୁ ସନ୍ଧ୍ୟା ସାଢେ ୫ଟା ମଧ୍ୟରେ ନୟାଗଡରେ ୧୫.୨ ମି.ମି.ବର୍ଷା ରେକର୍ଡ ହୋଇଥିବାବେଳେ ଢେଙ୍କାନାଳ, ଦାରିଙ୍ଗବାଡି, ଫୁଲବାଣୀ,…
Read More...