ଏୟାର ଇଣ୍ଡିଆ ବିମାନ ଖାଦ୍ୟରୁ ଅସରପା : ତଦନ୍ତ ନିର୍ଦେଶ

ନୂଆଦିଲ୍ଲୀ : ନୂଆଦିଲ୍ଲୀରୁ ନ୍ୟୁୟର୍କ ଅଭିମୁଖେ ଉଡାଣ କରିଥିବା ଏୟାର ଇଣ୍ଡିଆ ବିମାନରେ ଯାତ୍ରୀଙ୍କୁ ଦିଆଯାଇଥିବା ଖାଦ୍ୟରେ ଅସରପା ବାହାରିବା ଅଭିଯୋଗ ହୋଇଛି। ସେପ୍ଟେମ୍ବର ୧୭ରେ ଉଡାଣ କରିଥିବା ବିମାନରେ ଏପରି ଘଟଣା…
Read More...

ଲବଣଗିରି ମନ୍ଦିର ପ୍ରତିଷ୍ଠାରେ ଯୋଗଦେବେ ରାଷ୍ଟ୍ରପତି

ଭୁବନେଶ୍ୱର: ଐତିହାସିକ ଲବଣଗିରି ପାହାଡ଼ ଶୀର୍ଷରେ ନୂତନ ଭାବେ ନିର୍ମିତ ଶ୍ରୀଜଗନ୍ନାଥ ମନ୍ଦିର, ଶିବ ମନ୍ଦିର, ହନୁମାନ ମନ୍ଦିର ଏବଂ ଉଦ୍ୟାନର ଉଦ୍‌ଘାଟନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଡିସେମ୍ବର ୧୨ରେ…
Read More...

ଦିଲ୍ଲୀ ବାୟୁ ପ୍ରଦୂଷଣ ରୋକିବାକୁ ମାର୍ଗଦର୍ଶିକା ଜାରି

ନୂଆଦିଲ୍ଲୀ : ଦିଲ୍ଲୀରେ ବାୟୁ ପ୍ରଦୂଷଣ ଚିନ୍ତାର ବିଷୟ ପାଲଟିଥିବାବେଳେ ଆଗାମୀ ଶୀତ ଋତୁରେ ଏହା ଅଧିକ ସାଙ୍ଘାତିକ ହେବାର ଆଶଙ୍କା ରହିଛି। ବିଶେଷ କରି କୋଠାବାଡ଼ି, ରାସ୍ତାଘାଟ ନିର୍ମାଣ ସମୟରେ ବାହାରୁଥିବା ଧୂଳି…
Read More...

ପଥର ବୋଝେଇ ଡମ୍ପରକୁ ପିଟିଲା ବସ୍: ଚାଲିଗଲା ୬ ଜୀବନ

ମଧ୍ୟପ୍ରଦେଶ: ରାସ୍ତାରେ ଛିଡା ହୋଇଥିବା ଡମ୍ପରକୁ ପିଟିଲା ବସ୍ । ୬ ଯାତ୍ରୀ ମୃତ, ୧୫ରୁ ଅଧିକ ଆହତ । ଏଭଳି କିଛି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶରେ। ଆଜି ସକାଳୁ ଏକ ଯାତ୍ରୀବାହୀ ବସ୍ ଉତ୍ତର ପ୍ରଦେଶରୁ…
Read More...

ମୋଦୀଙ୍କ ମନ କଥାରେ ମୟୂରଭଞ୍ଜ ଯୁବକ ରାମ୍‌ଜିତ

ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୧୧୪ତମ ମନ୍ କି ବାତ୍ କାର୍ଯ୍ୟକ୍ରମ। ଆଜି ଦେଶବାସୀଙ୍କୁ ରେଡିଓ ମାଧ୍ୟମରେ ନିଜ ମନର କଥା କହିଛନ୍ତି ପ୍ରଧାନମନ୍ତ୍ରୀ। ୩ ଅକ୍ଟୋବରକୁ ମନ କି ବାତ କାର୍ଯ୍ୟକ୍ରମକୁ ୧୦…
Read More...

୬୪ ଜୀବନ ନେଲା ସାମୁଦ୍ରିକ ଝଡ଼ ‘ହେଲେନ’

ୱାଶିଂଟନ: ସାମୁଦ୍ରିକ ଝଡ଼ ‘ହେଲେନ’ ଆମେରିକାର ବିଭିନ୍ନ ପ୍ରାନ୍ତରେ ୬୪ଜଣଙ୍କ ଜୀବନ ନେଇଛି। ଗୁରୁବାର ରାତିରେ ହେଲେନ ଫ୍ଲୋରିଡ଼ା ଉପକୂଳ ଛୁଇଁବା ସହ ବ୍ୟାପକ କ୍ଷୟକ୍ଷତି କରିଥିଲା। ହେଲେନ ସ୍ଥଳଭାଗ ଛୁଇଁବା ବେଳକୁ…
Read More...

୧୦୫ତମ ପ୍ରତିଷ୍ଠା ଦିବସ ଉପଲକ୍ଷେ ସମାଜ ଗଣମାଧ୍ୟମ ପୁରସ୍କାର

କଟକ: ଦୈନିକ ଲୋକପ୍ରିୟ ଖବର କାଗଜ ‘ସମାଜ’ର  ୧୦୫ତମ ପ୍ରତିଷ୍ଠା ଦିବସ ଅବସରରେ ପ୍ରଥମ କରି ସମାଜ ଗଣମାଧ୍ୟମ ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି ପରିପ୍ରେକ୍ଷୀରେ ସାମ୍ବାଦିକତା ଛାତ୍ରଛାତ୍ରୀଙ୍କ…
Read More...

ଅକ୍ଟୋବର ୯ରେ ମିଳିବ ଦ୍ଵିତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା

ଭୁବନେଶ୍ଵର: ଅକ୍ଟୋବର ୯ ତାରିଖରେ ଆସିବ ଦ୍ଵିତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା। ପ୍ରଥମ କିସ୍ତିର ଦ୍ଵିତୀୟ ପର୍ଯ୍ୟାୟ ଟଙ୍କା ହିତାଧିକାରୀଙ୍କୁ ଦିଆଯିବ। ବାରିପଦାରେ ଆୟୋଜିତ ସଭାରେ ମୁଖ୍ୟମନ୍ତ୍ରୀ ଏହି ଟଙ୍କା ପ୍ରଦାନ…
Read More...

ଆଇଇଡି ବିସ୍ଫୋରଣ: ୫ ସିଆରପିଏଫ୍‌ ଯବାନ ଆହତ

ନୂଆଦିଲ୍ଲୀ:ଛତିଶଗଡ ବିଜାପୁରରେ ଆଇଇଡି ବିସ୍ଫୋରଣ ଘଟିଛି। ଏଥିରେ ୫ ଜଣ ଯବାନ ଆହତ ହୋଇଥିବା ସୂଚନା ମିଳିଛି। ଟେରାମ୍ -ଗୁଡୁମ୍ ଗାଁ ନିକଟ ଜଙ୍ଗଲରେ ଏଭଳି ଅଘଟଣ ଘଟିଛି। ଚିନ୍ନଗେଲୁର କ୍ୟାମ୍ପଠାରୁ ୫୦୦ ମିଟର ଦୂରରେ…
Read More...

କେମିତି କଟିବ ଏହି ସପ୍ତାହ:ସାପ୍ତାହିକ ରାଶିଫଳ

ମେଷ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସମୟ ଅନୁକୂଳ ରହିବ। ଭାଗ୍ୟବାଦୀ ହେବେ। ପ୍ରତୀକ୍ଷାର ଅନ୍ତ ଘଟିବ। ବୁଧବାର ଓ ଗୁରୁବାର ଲୋକସମ୍ପର୍କ ବୃଦ୍ଧି ହେବ। ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ସଫଳତା ପ୍ରାପ୍ତି ହେବ।…
Read More...

ଦୁଇଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାରଠାରୁ ଝାଡ଼ଖଣ୍ଡ ଯିବାର କାର୍ଯ୍ୟକ୍ରମ ରହିଛି। ପଶ୍ଚିମ ସିଂହଭୂମର ଜଗନ୍ନାଥପୁରରେ ପ୍ରାକ୍ ନିର୍ବାଚନ ଶୋଭାଯାତ୍ରାରେ ଯୋଗଦେବେ।  ୧ ତାରିଖରେ ଚାଇଁବାସାର କୋଲ୍ ହାନ୍…
Read More...

ଭରତପୁର ଥାନା ଘଟଣା: ଆଜି ଗୁଜରାଟ ଯିବେ ନିଲମ୍ବିତ ପୁଲିସ, ହେବ ପଲିଗ୍ରାଫ ପରୀକ୍ଷା

ଭୁବନେଶ୍ବର : ଭରତପୁର ଥାନାରେ ସେନାଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ନିର୍ଯାତନା ମାମଲା। ଆଜି ଗୁଜରାଟ ଯିବେ ନିଲମ୍ବିତ ପୁଲିସ । ସେଠାରେ ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ସମେତ ଅନ୍ୟ ୪ ପୁଲିସ ଅଧିକାରୀଙ୍କର…
Read More...

କାରରୁ ମିଳିଲା ପୁଳା ପୁଳା ଟଙ୍କା: ଖୋଳତାଡ କରୁଛି ପୁଲିସ୍

ଭୁବନେଶ୍ଵର: ଚେକିଂ ବେଳେ କାରରୁ ମିଳିଲା ପୁଳା ପୁଳା ଟଙ୍କା। ଶନିବାର ରାତିରେ ଚନ୍ଦ୍ରଶେଖରପୁର ଥାନା ଓମଫେଡ୍ ଛକ ନିକଟରେ ଚେକିଂ ବେଳେ ଏକ କାର୍‌ରୁ ୪ ଲକ୍ଷ ୭୭ ହଜାର ଟଙ୍କା ଜବତ କରାଯାଇଛି। ଏହି ଘଟଣାରେ…
Read More...

ବିବାଦୀୟ ପୋଷ୍ଟକୁ ନେଇ ଗଣ୍ଡଗୋଳ ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ,ଡିଆଇଜିଙ୍କ ସହ ଭଦ୍ରକ ପୁଲିସର ଫ୍ଲାଗମାର୍ଚ୍ଚ

ଭଦ୍ରକ : ଭଦ୍ରକରେ ପୁଲିସ୍ ଉପରକୁ ଆକ୍ରମଣ ଘଟଣା। ଶାନ୍ତି ବଜାୟ ରଖିବାକୁ ଜିଲ୍ଲାରେ ପ୍ରଶାସନ ଉଦ୍ୟମ ଜାରି ରଖିଛି। ଶନିବାର ବିଳମ୍ବିତ ରାତିରେ ଡିଆଜି ସତ୍ୟଜିତ୍ ନାୟକଙ୍କ ସହ ଭଦ୍ରକ ପୁଲିସ୍ ଫ୍ଲାଗମାର୍ଚ୍ଚ କରିଛି।…
Read More...

ଘର ଭିତରକୁ ମାଡିଗଲା କାର୍: ବର୍ତ୍ତିଗଲେ ପରିବାରର ୭ ସଦସ୍ୟ

ସୋନପୁର : ଘର ଭିତରକୁ ମାଡିଗଲା କାର୍। ଅଳ୍ପକେ ବର୍ତ୍ତିଲେ ଘରେ ଥିବା ୭ ସଦସ୍ୟ। ସୋନପୁର-ବିନିକା ମୁଖ୍ୟରାସ୍ତା ସଂସାମୁରା ଛକରେ ଅଭାବନୀୟ ଘଟଣା ଘଟିଛି। ସୋନପୁର ଆଡୁ ଏକ କାର୍ ଦ୍ରୁତ ଗତିରେ ଆସୁଥିବା ବେଳେ…
Read More...

ମାଲକାନଗିରିରେ ଡିପଥେରିଆ : ଜଣେ ମୃତ, ଆଜି ସ୍ଥିତି ପରଖିବ ସ୍ଵାସ୍ଥ୍ୟ ବିଭାଗ ଟିମ୍

ମାଲକାନଗିରି/କାଲିମେଳା : ମାଲକାନଗିରି ଜିଲାରେ ଜଣେ ଛାତ୍ରଙ୍କ ଡିପଥେରିଆରେ ମୃତ୍ୟୁ ହୋଇଛି ବୋଲି କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରୀ ଅଧିକାରୀ ଡାକ୍ତର ଦୀନବନ୍ଧୁ ମହାନନ୍ଦ ସ୍ପଷ୍ଟ କରିଛନ୍ତି। ଅନ୍ୟ ଜଣେ ଛାତ୍ର…
Read More...

ସେବା ଜାରି ରଖ, ଓଡ଼ିଶାବାସୀ ପୁଣି ସୁଯୋଗ ଦେବେ: ବିଜେଡି ନେତାଙ୍କୁ ନବୀନଙ୍କ ପରାମର୍ଶ

ଭୁବନେଶ୍ବର: ଆଗାମୀ ଦିନରେ ପରିଶ୍ରମ କରି ଲୋକଙ୍କ ନିକଟକୁ ଯାଇ ସେବା କରନ୍ତୁ। ନିଶ୍ଚିତ ଭାବେ ଓଡ଼ିଶାବାସୀ ପୁଣି ସେବା କରିବାର ସୁଯୋଗ ଆମକୁ ଦେବେ। ନୟାଗଡ଼ ଜିଲାର ସାଂଗଠନିକ ବୈଠକରେ ଦଳୀୟ ନେତୃମଣ୍ଡଳୀଙ୍କୁ ଏହି…
Read More...

ଅକ୍ଟୋବରରେ ଭାରତ ଆସିବେ ମାଳଦ୍ଵୀପ ରାଷ୍ଟ୍ରପତି

ନୂଆଦିଲ୍ଲୀ : ଅକ୍ଟୋବର ମାସରେ ଭାରତ ଆସିବେ ମାଳଦ୍ଵୀପ ରାଷ୍ଟ୍ରପତି। ମାଳଦ୍ଵୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ ଅକ୍ଟୋବର ଦ୍ଵିତୀୟ ସପ୍ତାହରେ ଭାରତ ଗସ୍ତରେ ଆସିବେ ବୋଲି ଜଣାପଡିଛି। ୨୦୨୩ ନଭେମ୍ବର ମାସରେ ରାଷ୍ଟ୍ରପତି…
Read More...

ଯକ୍ଷ୍ମା ପ୍ରତିଷେଧକ ଟୀକାକରଣ ଓ ରଥ ଉଦଘାଟନ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାପ୍ତ ବୟସ୍କ ବ୍ୟକ୍ତିଙ୍କ ନିମନ୍ତେ ଯକ୍ଷ୍ମା ପ୍ରତିଷେଧକ ଟୀକାକରଣ କାର୍ଯ୍ୟକ୍ରମ ଶୁଭାରମ୍ଭ ସହ ରଥ ଉଦଘାଟନ ହୋଇଛି…
Read More...

୧୨ ଘଣ୍ଟିଆ ପାଟଣାଗଡ ବନ୍ଦ

ପାଟଣାଗଡ: ୧୨ ଘଣ୍ଟିଆ ପାଟଣାଗଡ ବନ୍ଦ । ଆଜି ଦୁଇ ଦଫା ଦାବି ନେଇ  ସିଟିଜେନ୍ ଫୋରମ୍ ପକ୍ଷରୁ ପାଟଣାଗଡ ବନ୍ଦ ପାଳନ କରାଯାଉଛି। ଦୀର୍ଘ ଦିନରୁ ବଲାଙ୍ଗିର-ନୂଆପଡ଼ା ଭାୟା ପାଟଣାଗଡ଼ ଦେଇ ନୂଆ ରେଳ ଲାଇନ୍ ପାଇଁ ଦାବି…
Read More...

ହସ୍ତକଳାରେ ମାଣିଆବନ୍ଧ ଶ୍ରେଷ୍ଠ ପର୍ଯ୍ୟଟନ ଗାଁ

ମାଣିଆବନ୍ଧ : ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ ଚଳିତ ବର୍ଷର ଶ୍ରେଷ୍ଠ ପର୍ଯ୍ୟଟନ ଗ୍ରାମ ପୁରସ୍କାର ପ୍ରଦାନ କରାଯାଇଛି। କେନ୍ଦ୍ର ପର୍ଯ୍ୟଟନ ବିଭାଗ ଦ୍ବାରା ନୂଆଦିଲ୍ଲୀ ବିଜ୍ଞାନ ଭବନଠାରେ ଆୟୋଜିତ ଉତ୍ସବରେ…
Read More...

୨୦୨୫ରୁ ସିବିଏସ୍‌ଇ ଢାଞ୍ଚାରେ +୨ ପରୀକ୍ଷା

ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ (ସିଏଚଏସଇ) ଶିକ୍ଷାବର୍ଷ ୨୦୨୪-୨୫ରେ +୨ ବୋର୍ଡ ପରୀକ୍ଷାରେ ବ୍ୟାପକ ପରିବର୍ତ୍ତନ କରିବାକୁ ଯାଉଛି। ଦ୍ବାଦଶ ଶ୍ରେଣୀ ବିଜ୍ଞାନ, କଳା ଏବଂ ଧନ୍ଦାମୂଳକ ଶିକ୍ଷା ପରୀକ୍ଷାରେ…
Read More...

ଏହି ରାଶିର ଲୋକଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ : ଆଜିର ରାଶିଫଳ

ମେଷ: ନାନା ସୁଖ ଓ ବିଶାଳ ଯଶର ଅଧିକାରୀ ହୋଇପାରନ୍ତି। ବ୍ୟବସାୟରେ ରାତାରାତି ଲାଭବାନ୍‌ ହୋଇପାରନ୍ତି। ଦାନଧର୍ମରେ ନିୟୋଜିତ ହେବେ। ଶତ୍ରୁ ପକ୍ଷଙ୍କୁ ପରାଜିତ କରି ମାନସିକ ଶାନ୍ତି ଫେରିପାଇବେ। ବୃଷ: ପ୍ରତ୍ୟେକ…
Read More...

ପିଲାଙ୍କୁ ଦିଆଯିବ ସାଇବର ସୁରକ୍ଷା ଶିକ୍ଷା

ଭୁବନେଶ୍ୱର : ଓଡ଼ିଶାରେ ନ୍ୟାସନାଲ ଫରେନ୍‌ସିକ ସାଇନ୍‌ସ ୟୁନିଭରସିଟିର ଏକ କ୍ୟାମ୍ପସ ପ୍ରତିଷ୍ଠା କରାଯିବ। ଏହି କ୍ୟାମ୍ପସ ଓଡ଼ିଶାର ପିଲାମାନଙ୍କୁ ସାଇବର ସୁରକ୍ଷା ଉପରେ ଶିକ୍ଷା ପ୍ରଦାନ କରିବ। ଏହି ଜାତୀୟ…
Read More...

ଅଧୁରା ରହିଲା ଜଗା ଦର୍ଶନ: ଦୁର୍ଘଟଣା ନେଲା ୪ ଜୀବନ

ଜଳେଶ୍ୱର : ଅଧାରେ ରହିଲା ପୁରୀ ତ୍ରୀର୍ଥ ଯାତ୍ରା। କଲିକତାରୁ ପୁରୀ ଆସୁଥିବା କ୍ରିଷ୍ଣା ନାମକ ବସ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି । ଜାତୀୟ ରାଜପଥ ରାସ୍ତା ପାଖ ୨୦ ଫୁଟ ତଳ ବିଲକୁ ଓଲଟିଲା ବସ୍ । ଜଣେ ମହିଳାଙ୍କ ସମେତ ୩…
Read More...

ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର

ସୁବର୍ଣ୍ଣପୁର : ଯୁବକଙ୍କୁ ଗୁଳିମାଡ କଲେ ସରପଞ୍ଚ।  ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ସରପଞ୍ଚଙ୍କ ଗୁଳିମାଡରେ ଜଣେ ଯୁବକ ଗୁରୁତର ହୋଇଛନ୍ତି।  ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା କଷୁରବନ୍ଧ ଗାଁରେ ଏଭଳି କିଛି ଅଭାବନୀୟ…
Read More...

ଭଦ୍ରକ ଉତ୍ତେଜନା: ଇଣ୍ଟରନେଟ୍ ସେବା ବନ୍ଦ, ୯ ଅଟକ

ଭଦ୍ରକ : ଭଦ୍ରକରେ ସୋସିଆଲ ମିଡିଆ ପୋଷ୍ଟ ପରେ ଦେଖାଦେଇଛି ବିବାଦ। ଯାହାକୁ ନେଇ ୧୬୩ ଧାରା ଜାରି କରାଯାଇଛି। ବର୍ତ୍ତମାନ ଭଦ୍ରକ ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି। ସୋସିଆଲ ମିଡିଆ ପୋଷ୍ଟକୁ ନେଇ…
Read More...

ଶଙ୍ଖ ଭବନରେ ବିଜେଡିର ପ୍ରସ୍ତୁତି ବୈଠକ: ଗାନ୍ଧୀ ଜୟନ୍ତୀରୁ ପଦଯାତ୍ରା, ଗୋପବନ୍ଧୁ ଜୟନ୍ତୀରୁ ସଭ୍ୟ ସଂଗ୍ରହ

ଭୁବନେଶ୍ବର: ରାଜ୍ୟ ସରକାରଙ୍କ ବିଫଳତା ଓ ବିଜେପିର ମିଥ୍ୟା ପ୍ରତିଶ୍ରୁତିକୁ ପ୍ରସଙ୍ଗ କରି ବିଜେଡି ମଇଦାନକୁ ଓହ୍ଲାଇବ। ଜନସାଧାରଣଙ୍କୁ ଏ ବିଷୟରେ ସଚେତନ କରିବେ ଦଳୀୟ କର୍ମକର୍ତ୍ତା। ଆସନ୍ତା ଅକ୍ଟୋବର ୨ ତାରିଖ…
Read More...

ଆଜି ରାଜ୍ୟ କ୍ୟାବିନେଟ ବୈଠକ

ଭୁବନେଶ୍ବର: ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ବୈଠକରେ ବିଭିନ୍ନ ବିଭାଗର ପ୍ରସ୍ତାବଗୁଡ଼ିକ ଉପରେ ଆଲୋଚନା ହେବ।…
Read More...

ଏହି ୫ ବର୍ଷ ସମସ୍ତଙ୍କ ପାଇଁ ଗୁରୁତ୍ଵପୂର୍ଣ୍ଣ : ଜେ.ପି ନଡ୍ଡା

ଭୁବନେଶ୍ଵର: ଆଜି ଭୁବନେଶ୍ଵରରେ ସଦସ୍ୟତା ଅଭିଯାନ ଏବଂ ବୁଦ୍ଧିଜୀବୀ ସମ୍ମିଳନୀ ଆୟୋଜିତ ହୋଇଛି। ଏଥିରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା ଯୋଗଦେଇ ନିଜ ବ୍ୟକ୍ତବ୍ୟ ରଖିଛନ୍ତି। ସେ କହିଛନ୍ତି ୨୦୪୭ରେ ଭାରତକୁ ବିକଶିତ…
Read More...

ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କଲେ କେନ୍ଦ୍ର ଜଳ ଓ ଶକ୍ତି ବିଭାଗ ମନ୍ତ୍ରୀ ଚନ୍ଦ୍ରକାନ୍ତ ଆର…

ପୁରୀ: ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ଜନ୍ମମାଟି ସୁଆଣ୍ଡୋ ସ୍ଥିତ ଗୋପବନ୍ଧୁ ସଂଗ୍ରହାଳୟ ପରିସରରେ ଥିବା ପୁଣ୍ୟାତ୍ମା ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ କେନ୍ଦ୍ର ଜଳ ଓ ଶକ୍ତି ବିଭାଗ ମନ୍ତ୍ରୀ ଚନ୍ଦ୍ରକାନ୍ତ ଆର…
Read More...

ଉପମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାକର୍ମୀଙ୍କ ଗାଡ଼ି ଧକ୍କାରେ ୨ ଛାତ୍ରଛାତ୍ରୀ ଆହତ

ଗୋପ : ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ସୁରକ୍ଷାକର୍ମୀଙ୍କ ଗାଡ଼ି ଧକ୍କାରେ ୨ ଛାତ୍ରଛାତ୍ରୀ ଆହତ ହୋଇଛନ୍ତି। ଗୋପ ପାଣିଛତ୍ର ସୋରିଷିଆପଦାଠାରେ ବୁଧବାର ଅନୁଷ୍ଠିତ ବିଜେପି ସଭ୍ୟ ସଂଗ୍ରହ ଅଭିଯାନ କାର୍ଯ୍ୟକ୍ରମରେ…
Read More...

ଆଲୋଚନା ବିଫଳ ପରେ ଆଜି ପୁଣି ଆନ୍ଦୋଳନରେ ନର୍ସ: କାଲିଠୁ ଜରୁରୀକାଳୀନ ସେବା ବନ୍ଦ ଲାଗି ଚେତାବନୀ

ଭୁବନେଶ୍ବର: ନର୍ସିଂ ସଂଘ ସହ ରାଜ୍ୟ ସରକାରଙ୍କ ଆଲୋଚନା ବିଫଳ ହୋଇଛି। ଫଳରେ ଆଜି ବି ନର୍ସିଂ କର୍ମଚାରୀ ମାନେ ଆନ୍ଦୋଳନକୁ ଓହ୍ଲାଇବେ।  ଏସମା ଲାଗୁ ସତ୍ବେ ୧୦ ଦଫା ଦାବି ନେଇ ନର୍ସିଂ କର୍ମଚାରୀମାନେ କାର୍ଯ୍ୟବନ୍ଦ…
Read More...

ନୂଆପଡାରେ ଝାଡାବାନ୍ତି ଆତଙ୍କ: ଦୁଇ ମୃତ, ୩ ଗୁରୁତର

ସିନାପାଲି : ନୂଆପଡ଼ା ଜିଲା ସିନାପାଲି ବ୍ଲକ କେନ୍ଦୁମୁଣ୍ଡା ପଞ୍ଚାୟତ ବଡ଼ଦରଲୀପଡ଼ାରେ ଝାଡ଼ାବାନ୍ତିରେ ୨ଜଣଙ୍କ ମୃତ୍ୟୁ ଅଭିଯୋଗ ହୋଇଛି। ୩ଜଣ ଗୁରୁତରଙ୍କ ଚିକିତ୍ସା ଜାରି ରହିଛି। ମୃତ ବ୍ୟକ୍ତି ଦ୍ବୟ ବଲମତ ମାଝୀ ଓ…
Read More...

ବଜ୍ରପାତରେ ଚାଷୀ ମୃତ

ଗୋପ : ଗୋପ ଥାନା ଅଧୀନ ଅଣ୍ଡରା ଇଚ୍ଛାପୁର ପଞ୍ଚାୟତ ବଡ଼ମଠ ଗାଁରେ ଅଭାବନୀୟ ଘଟଣା ଘଟିଛି। ବଜ୍ରପାତରେ ଜଣେ ଚାଷୀଙ୍କର ମୃତ୍ୟୁ ଘଟିଛି। ମୃତ ଚାଷୀ ବଡ଼ମଠ ଗାଁର ଚିତ୍ରସେନ ରାଉତ ବୋଲି ଜଣାପଡିଛି।  ସକାଳେ ସେ ତାଙ୍କ…
Read More...

ପାରାଦୀପ ମହାନଦୀ ମୁହାଣରେ ଫସିଲେ ୧୪ ମତ୍ସ୍ୟଜୀବୀ

ପାରାଦୀପ: ପାରାଦୀପ ମହାନଦୀ ମୁହାଣରେ ଫସିଲେ ୧୪ ମତ୍ସ୍ୟଜୀବୀ। ମତ୍ସ୍ୟଜୀବୀମାନେ ଏକ ଅଚଳ ଡଙ୍ଗାକୁ ଉଦ୍ଧାର କରିବାକୁ ଯାଇ ଆଉ ଏକ ଟଙ୍କା ଫସିଯାଇଛି। ଅଚଳ ଡଙ୍ଗାକୁ ଟାଣି ଟାଣି ଆଣୁଥିବାବେଳେ ଦଉଡି ଛିଣ୍ଡିଯାଇଛି। ଅନ୍ୟ…
Read More...

ଆଜି ଆୟୁଷ ଛାତ୍ର ସଂଘ ପାଳିବ କଳାଦିବସ: ଜେପି ନଡ୍ଡାଙ୍କୁ ଭେଟିବ ସଙ୍ଗଠନ

ଭୁବନେଶ୍ୱର : ହାଉସ ସର୍ଜନଙ୍କ ଭତ୍ତା ବୃଦ୍ଧି, ପ୍ରତିବର୍ଷ ଆୟୁଷ ଡାକ୍ତରଙ୍କ ସ୍ଥାୟୀ ନିଯୁକ୍ତି, ଆୟୁଷ ଡିସ୍ପେନସାରି ବୃଦ୍ଧି, ସମସ୍ତ ଆୟୁଷ ଭେଷଜ ମହାବିଦ୍ୟାଳୟରେ ପିଜି ଆସନ ବୃଦ୍ଧି ଆଦି ଦାବି କରିଛି ରାଜ୍ୟ ଆୟୁଷ…
Read More...

ଭିଜୁଛି ଓଡିଶା: ୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ, ପୁରୀରେ ସବୁ ସ୍କୁଲ ଛୁଟି ଘୋଷଣା

ପୁରୀ: ପୁରୀ ଜିଲ୍ଲାରେ ସବୁ ସ୍କୁଲ ଛୁଟି ଘୋଷଣା ହୋଇଛି । ବର୍ଷା ଯୋଗୁଁ ସବୁ ସ୍କୁଲକୁ ଛୁଟି ଘୋଷଣା କରିଛନ୍ତି ଜିଲ୍ଲାପାଳ। ଆଜି ପୁରୀ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି।  କେବଳ…
Read More...

ତିନିଦିନ ପରେ କାବୁ ହେଲା ମାରଣାସ୍ତ୍ରଧାରୀ ଯୁବକ

ଲହୁଣୀପଡ଼ା :ତିନିଦିନ ଧରି ଆତଙ୍କ ସୃଷ୍ଟି କରିଥିବା ଯୁବକକୁ ବୁଧବାର ସନ୍ଧ୍ୟାରେ ପୁଲିସ କାବୁ କରିବାରେ ସକ୍ଷମ ହୋଇଛି। ଗତକାଲି ଉନ୍ମତ୍ତ ଯୁବକର ତୀର ମାଡ଼ରେ ଥାନା ଅଧିକାରୀ ଓ ଦୁଇଜଣ କନଷ୍ଟେବଳ ଆହତ ହୋଇଥିବାବେଳେ…
Read More...

ଓଡିଆ ଅସ୍ମିତା ଧ୍ବଂସ କରିଛନ୍ତି ନବୀନ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଦୀର୍ଘ ୨୪ବର୍ଷ ପରେ ବିଜେଡି କ୍ଷମତାରୁ ହଟିଛି। ରାଜ୍ୟରେ ପ୍ରଥମଥର ପାଇଁ ବିଜେପି ଏକାକୀ ସରକାର ଗଠନ କରିଛନ୍ତି। ବିଜେପି ସରକାର ୧୦୦ଦିନ ପୂରଣ କରିଛି। ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ଦାୟିତ୍ବ…
Read More...

୨୭ରେ ବିଜେଡିର ଗୁରୁତ୍ବପୂର୍ଣ୍ଣ ବୈଠକ

ଭୁବନେଶ୍ବର : ଆସନ୍ତା ୨୭ରେ ବିଜେଡିର ଗୁରୁତ୍ବପୂର୍ଣ୍ଣ ବୈଠକ ବସିବ। ଶଙ୍ଖଭବନରେ ହେବାକୁ ଥିବା ଏହି ବୈଠକରେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଯୋଗଦେବେ। ବୈଠକରେ ଦଳର ଆଗାମୀ କାର୍ଯ୍ୟଖସଡ଼ା…
Read More...

ଆଜି ଓଡ଼ିଶା ଗସ୍ତରେ ଆସୁଛନ୍ତି ଜେପି ନଡ୍ଡା

ଭୁବନେଶ୍ୱର : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ତଥା କେନ୍ଦ୍ରମନ୍ତ୍ରୀ ଜେ.ପି.ନଡ୍ଡା ଆଜି (ଗୁରୁବାର) ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ସକାଳେ ସେ ରାଜ୍ୟ କାର୍ଯ୍ୟାଳୟରେ ହେବାକୁ ଥିବା ବିଜେପିର ସଦସ୍ୟତା ଅଭିଯାନ…
Read More...

ପାଗଳ ବିଲୁଆ ଆତଙ୍କ: ୨୦ରୁ ଅଧିକ ଲୋକ ଆହତ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ପୋଲସରା ବନାଞ୍ଚଳ ଅନ୍ତର୍ଗତ ହାତୀଓଟ ପଞ୍ଚାୟତରେ ବିଲୁଆ ଆତଙ୍କ । ଜେମାଦେଇପୁର, ପ୍ରାଣଦେଇପୁର ଓ ହାତୀଓଟ ଗାଁରେ ପାଗଳ ବିଲୁଆ କାମୁଡାରେ ପ୍ରାୟ ୨୦ରୁ ଅଧିକ ଲୋକ ଆହତ ହୋଇଥିବା ଦେଖିବାକୁ…
Read More...

୫ ଦିନ ହେଲା ମାରଣାସ୍ତ୍ରଧାରୀ କବଜାରେ ସ୍କୁଲ !

ଲହୁଣୀପଡା: ୫ ଦିନ ହେଲା ସ୍କୁଲକୁ କବଜା କରି ରଖିଛି ମାରଣାସ୍ତ୍ରଧାରୀ ଯୁବକ। ଗତ ଶନିବାର ପୂର୍ବାହ୍ନରୁ ସୁନ୍ଦରଗଡ ଜିଲ୍ଲା ଲହୁଣୀପଡା ଥାନା ବଡଜଲ ପ୍ରାଥମିକ ସ୍କୁଲକୁ ଯୁବକ ଜଣକ ନିଜ କବଜାକୁ ନେଇଛି । ଯୁବକ ଜଣକ ପାଖ…
Read More...

କଳାପଥରକୁ ଏନଏସି ଘୋଷଣା କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି

କଳାପଥର : କଟକ ଜିଲ୍ଲା ବାଙ୍କୀ ଉପଖଣ୍ଡ ଅନ୍ତର୍ଗତ କଳାପଥରକୁ ଏନଏସି ଘୋଷଣା ଦାବି କରିବାକୁ ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣୀ ପ୍ରକୋଷ୍ଠରେ ଆଞ୍ଚଳିକ ଉନ୍ନୟନ ପରିଷଦ ଆବାହକ…
Read More...

ସଡ଼କ ଦୁର୍ଘଟଣାରେ ଚାଲିଗଲା ଦୁଇ ଜୀବନ

କଳାବାଡିଆ : ୪୯ନମ୍ବର ଜାତୀୟ ରାଜପଥର ବାଙ୍ଗିରିପୋଷି ଓଭର ର୍ବ୍ରିଜ୍ ନିକଟରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍ ସହ ସ୍କୁଟି ଧକ୍କା ହୋଇଛି। ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି।  ମୃତକ…
Read More...

ଗଞ୍ଜେଇ ଚାଷ ରୋକିବାକୁ ସଚେତନତା ଶିବିର

ଫୁଲବାଣୀ : ଖଜୁରୀପଡା ବ୍ଲକ ସଭାଗୃହଠାରେ ଖଜୁରୀପଡା ପୁଲିସ୍ ପକ୍ଷରୁ ଗଞ୍ଜେଇ ଚାଷ ରୋକିବା ଦିଗରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଏସଡିପିଓ ସୁପ୍ରସନ୍ନ ମଲିକ,ତହସିଲଦାର ସୌମ୍ୟ ରଞ୍ଜନ…
Read More...

ବଜ୍ରପାତରେ ଥାନାର ବହୁ ବୈଦ୍ୟୁତିକ ସାମଗ୍ରୀ ନଷ୍ଟ

ଆଠଗଡ : ଲଘୁଚାପ ପ୍ରଭାବରେ କିଛି ଦିନ ହେବ ରାଜ୍ୟର ବିଭିନ୍ନ ସ୍ଥାନରେ ଲଗାଣ ବର୍ଷା ଜାରି ରହିଛି।  ଆଠଗଡ ଅଞ୍ଚଳରେ ମଙ୍ଗଳବାର ଅପରାହ୍ନ ୧୨ ଟାରୁ ପ୍ରାୟ ଏକ ଘଣ୍ଟା ଧରି ପ୍ରବଳ ବର୍ଷା ସାଙ୍ଗକୁ ତୁହା କୁ ତୁହା ବଜ୍ରପାତ…
Read More...

ଆଜିଠୁ ଗୋଆରେ ଦୁଇଦିନିଆ ଜିଏସ୍‌ଟି ଶିଖର ସମ୍ମିଳନୀ

ପାଣାଜି: ଆଜିଠାରୁ ଗୋଆରେ ଦୁଇଦିନିଆ ସାମଗ୍ରୀ ଓ ସେବା କର (ଜିଏସ୍‌ଟି) ଶିଖର ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିରେ ବିହାର ଉପ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ ଅଧ୍ୟକ୍ଷତାରେ ଗଠିତ ୬ଜଣିଆ ମନ୍ତ୍ରୀସ୍ତରୀୟ ପ୍ୟାନେଲ…
Read More...

ଅଜଣା ଗାଡି ଧକ୍କାରେ ଭାଲୁର ମୃତ୍ୟୁ

ନାକଟିଦେଉଳ: ସମ୍ବଲପୁର ଜିଲ୍ଲା ନାକଟିଦେଉଳ ବନାଞ୍ଚଳ ଅନ୍ତର୍ଗତ ବାଟଗାଁ ଫରେଷ୍ଟ ସେକ୍ସନର ବିନ୍ଧପୁର -ଅଙ୍ଗାବିରା ରାସ୍ତା ରୁ ଆଜି ସକାଳୁ ଏକ ଭାଲୁର ମୃତଦେହ ଉଦ୍ଧାର କରାଯାଇଛି । ମଙ୍ଗଳବାର ବିଳମ୍ବିତ ରାତିରେ ଅଜଣା…
Read More...

ଆଜି ଏହି ରାଶିର ଲୋକେ ଆର୍ଥିକ ରୂପେ ଦୃଢ଼ ହେବେ: ବୁଧବାର ରାଶିଫଳ

ମେଷ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖା ଦେବ। ବିବାଦୀୟ ଘଟଣାରେ ବିଜୟୀ ହେବେ। କୀର୍ତ୍ତି, ମର୍ତ୍ତି, ସ୍ବତ୍ବ, ସନ୍ତୋଷ ସବୁକିଛି ମିଳିବ। ସରକାରୀ ସ୍ତରରୁ ଅର୍ଥ ମିଳିପାରେ।…
Read More...

ମନ୍ଦିର ପ୍ରସାଦରୁ ବାହାରୁଛି ମୂଷା ଛୁଆ: ତିରୁପତି ପରେ ସିଦ୍ଧିବିନାୟକ ମନ୍ଦିରକୁ ନେଇ ବିବାଦ…

ମୁମ୍ବଇ : ମୁମ୍ବଇସ୍ଥିତ ସିଦ୍ଧିବିନାୟକ ମନ୍ଦିର ତରଫରୁ ଭକ୍ତଙ୍କୁ ବଣ୍ଟନ କରାଯାଉଥିବା ପ୍ରସାଦ ପ୍ୟାକେଟରୁ ମୂଷା ବାହାରିଥିବାର ଏକ ଭିଡିଓ ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି। ତେବେ ଏହି ପ୍ରସାଦ ଅନ୍ୟ…
Read More...

ଜାମ୍ମୁ-କାଶ୍ମୀରରେ ଦ୍ବିତୀୟ ପର୍ଯ୍ୟାୟ ମତଦାନ: ୨୬ ଆସନ ପାଇଁ ଚାଲିଛି ଭୋଟ୍‌ଗ୍ରହଣ

ଶ୍ରୀନଗର : ଜାମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନ ପରିପ୍ରେକ୍ଷୀରେ ଆଜି (ବୁଧବାର) ଦ୍ବିତୀୟ ପର୍ଯ୍ୟାୟରେ ୨୬ ଆସନ ପାଇଁ ଭୋଟଗ୍ରହଣ କରାଯାଉଛି । ଏଥିମଧ୍ୟରୁ କାଶ୍ମୀର ଅଞ୍ଚଳରେ ୧୫ ଓ ଜାମ୍ମୁ ଅଞ୍ଚଳର ୧୧ ଆସନ…
Read More...

ଭରତପୁର ଥାନାରେ କ୍ରାଇମ୍‌ବ୍ରାଞ୍ଚ ଟିମ୍ : ଆଜି ଗ୍ରାଉଣ୍ଡ ଜିରୋରୁ ତନାଘନା

ଭୁବନେଶ୍ଵର: ଭରତପୁର ଥାନା ମାମଲାରେ ତଦନ୍ତକୁ ଜୋରଦାର କରୁଛି କ୍ରାଇମବ୍ରାଞ୍ଚ। ବିଭିନ୍ନ ଦିଗକୁ ନେଇ ତଦନ୍ତ ଆଗକୁ ବଢୁଛି। ଆଜି ଗ୍ରାଉଣ୍ଡ ଜିରୋରେ ପହଞ୍ଚି ତନାଘନା କରିବ କ୍ରାଇମବ୍ରାଞ୍ଚ ଟିମ୍। ସକାଳୁ ଟିମ୍ ଯାଇ…
Read More...

ଆଜିଠୁ ନର୍ସିଂ ଅଧିକାରୀଙ୍କ ଆନ୍ଦୋଳନ: ୨୭ରୁ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ

ଭୁବନେଶ୍ବର: ଓଡ଼ିଶା ନର୍ସିଂ ଅଧିକାରୀ ସଂଘ ଆଜିଠୁ ପୁଣି ଆନ୍ଦୋଳନ କରିବ। ଦୁଇ ଦିନ ଧରି ଜରୁରୀକାଳୀନ ସେବାକୁ ବାଦ ଦେଇ ଅନ୍ୟ ସବୁ ସେବା ବର୍ଜନ କରିବ ଏବଂ ଏହାପରେ ଯଦି ସରକାର ଦାବି ପୂରଣ ନକରନ୍ତି ୨୭ରୁ ଅନିର୍ଦିଷ୍ଟ…
Read More...

ତିରୁପତି ଲଡୁ ପରେ ବିବାଦରେ ମଥୁରା ପେଡା

ମଥୁରା : ଆନ୍ଧ୍ରପ୍ରଦେଶର ପ୍ରସିଦ୍ଧ ତିରୁପତି ମନ୍ଦିରରେ ଭକ୍ତଙ୍କୁ ପ୍ରସାଦ ଆକାରରେ ଦିଆଯାଉଥିବା ଲଡୁରେ ପଶୁ ଚର୍ବି ମିଶାଯାଉଥିବା ଅଭିଯୋଗକୁ ନେଇ ବିବାଦ ସୃଷ୍ଟି ହୋଇଛି। ତିରୁପତି ମନ୍ଦିର ଲଡୁ ବିବାଦର ସମାଧାନ ହୋଇ…
Read More...

ଧନୁତୀର ଧରି ଯୁବକର ଉନ୍ମତ୍ତକାଣ୍ଡ: ଉଦ୍ଧାର କରିବାକୁ ଯାଇ ପୁଲିସ ଆହତ

ଲହୁଣୀପଡା : ସୁନ୍ଦରଗଡ ଜିଲ୍ଲା ବଣାଇରେ ଅଭାବନୀୟ ଘଟଣା ଘଟିଛି। ବଡଜଲ ସ୍କୁଲ ଛାତ ଉପରେ ରହି ଯୁବକର ଉନ୍ମତ୍ତକାଣ୍ଡ ଦେଖିବାକୁ ମିଳିଛି। କେତେବେଳେ ଧନୁତୀର ଧରି ଡରାଉଛି ତ ଆଉ କେତେବେଳେ ତୀର ମାରୁଛି। ମଙ୍ଗଳବାର ସେହି…
Read More...

ଲଘୁଚାପ ସୃଷ୍ଟି : ଆଜି ୧୦ ଜିଲ୍ଲାରେ ପ୍ରବଳ ବର୍ଷିବ

ଭୁବନେଶ୍ବର : କେନ୍ଦ୍ରୀୟ ବଙ୍ଗୋପସାଗର ଅଞ୍ଚଳରେ ଗତକାଲିର ସକ୍ରିୟ ଘୂର୍ଣ୍ଣିବଳୟ ଅଧିକ ଘନୀଭୂତ ହୋଇ ମଙ୍ଗଳବାର ପଶ୍ଚିମ-କେନ୍ଦ୍ରୀୟ ତତ୍‌ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ବବର୍ତ୍ତୀ ଉତ୍ତର ଆନ୍ଧ୍ରପ୍ରଦେଶ…
Read More...

ଓଡିଶାର ସବୁ ମନ୍ଦିରରେ ଓମ୍‌ଫେଡ୍ ଘିଅ ବ୍ୟବହାର କରିବାକୁ ଦାବି

ଭୁବନେଶ୍ଵର: ଆନ୍ଧ୍ରପ୍ରଦେଶ ସ୍ଥିତ ତିରୁପତି ମନ୍ଦିରରେ ପ୍ରସ୍ତୁତ ଲଡୁରେ ପଶୁ ଚର୍ବି ମିଶାଯାଇଥିବା ଘଟଣା ଏବେ ସାରା ବିଶ୍ଵରେ ହଇଚଇ ସୃଷ୍ଟି କରିଛି। କୋଟି କୋଟି ଭକ୍ତଙ୍କର ଆସ୍ଥା ଓ ବିଶ୍ଵାସ ଦୋହଲି ଯାଇଛି।…
Read More...

ପବିତ୍ର ମୂଳାଷ୍ଟମୀ: ଆଜିଠୁ ଶ୍ରୀମନ୍ଦିରରେ ଷୋଳପୂଜା

ପୁରୀ: ଆଜିଠାରୁ ଶ୍ରୀମନ୍ଦିରରେ ଷୋଳ ପୂଜା। ମୂଳାଷ୍ଟମୀ ଅବସରରେ ସହସ୍ରା କୁମ୍ଭାଭିଷେକ ପରେ ନିଦ୍ରାରୁ ଜାଗ୍ରତ କରାଯାଇ ମାଆଙ୍କର ଘଟ ସ୍ଥାପନ ସହ ଆବାହନ କରାଯାଇଛି। ଏଥିପାଇଁ ଶ୍ରୀନଅରରେ ଗଜପତି ମହାରାଜା ଦିବ୍ୟସିଂହ…
Read More...

ଆନ୍ଦୋଳନରେ ସଫେଇ କର୍ମଚାରୀ: ଦୁର୍ଗନ୍ଧରେ ଫାଟି ପଡୁଛି କ୍ୟାପିଟାଲ ହସ୍ପିଟାଲ

ଭୁବନେଶ୍ଵର: ଦୁର୍ଗନ୍ଧରେ ଫାଟି ପଡୁଛି କ୍ୟାପିଟାଲ ହସ୍ପିଟାଲ । ଚାରିଆଡେ ପଡିଛି କୁଢ କୁଢ ଆବର୍ଜନା। କ୍ୟାପିଟାଲ ହସ୍ପିଟାଲର ସଫେଇ କର୍ମଚାରୀମାନେ ଆନ୍ଦୋଳନ କରିଥିବା ଯୋଗୁଁ ଏଭଳି କିଛି ସ୍ଥିତି ଉପୁଜିଛି।…
Read More...

ବାରିପଦାରେ ଅଘଟଣ: ଦୁଇ ଜଣଙ୍କୁ ଦଳିଦେଲା ଦନ୍ତା

ବାରିପଦା: ଦୁଇ ଜଣଙ୍କୁ ଦଳିଦେଲା ଦନ୍ତା। ବାରିପଦା ବନଖଣ୍ଡର ଦୁଇଟି ସ୍ଥାନରେ ହାତୀ ଆକ୍ରମଣରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି। ଶୁଳିଆପଦା ଥାନା ଅଞ୍ଚଳରେ ଦନ୍ତା ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଦୁଇ ଜଣ…
Read More...

ସୁନିତାଙ୍କୁ ଆଇଏସ୍‌ଏସ୍‌ କମାଣ୍ଡ ଦାୟିତ୍ବ

ଫ୍ଲୋରିଡା : ଭାରତୀୟ ବଂଶୋଦ୍ଭବ ମହାକାଶଚାରୀ ସୁନିତା ୱିଲିୟମ୍‌ସଙ୍କୁ ବର୍ତ୍ତମାନ ଆଇଏସଏସ (ଇଣ୍ଟରନ୍ୟାସନାଲ ସ୍ପେସ୍‌ ସେଣ୍ଟର) କମାଣ୍ଡ ଦାୟିତ୍ବ ଦିଆଯାଇଛି। ରୁଷ୍‌ ମହାକାଶଚାରୀ ଓଲେଗ୍‌ କୋନୋନେଙ୍କୋ ରବିବାର…
Read More...

ଲେବାନନ ଉପରେ ଇସ୍ରାଏଲର ବିମାନ ଆକ୍ରମଣ: ୪୯୨ ମୃତ

ବେରୁଟ୍‌ : ଲେବାନନ୍‌ସ୍ଥିତ ହେଜବୋଲ୍ଲା ଆତଙ୍କବାଦୀଙ୍କ ଆଡ୍ଡାସ୍ଥଳ ଉପରେ ଇସ୍ରାଏଲ ବଡ ଧରଣର ଆକ୍ରମଣ କରିଛି। ଲେବାନନ୍‌ ଉପରେ ଇସ୍ରାଏଲର ବିମାନ ଆକ୍ରମଣରେ ୪୯୨ ଜଣଙ୍କର ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୩୫ ଶିଶୁ ଓ…
Read More...

ଜଳନ୍ତା ଟ୍ରକ୍‌ରେ ନିଆଁ: ଜଳିଗଲା ୩୦ ଟନ୍ ଡାଲି

ଭୁବନେଶ୍ଵର: ଚାହୁଁ ଚାହୁଁ ଜଳିଗଲା ଡାଲି ବୋଝେଇ ଟ୍ରକ୍। ଭୁବନେଶ୍ଵର ଉପକଣ୍ଠ ବାଲିପାଟଣା ଥାନା ଅମଣାକୁଦ ଛକ ନିକଟରେ ଅଘଟଣ ଘଟିଛି। ରାୟପୁରରୁ ଡାଲି ନେଇ କୋଣାର୍କ ଯାଉଥିବା ସମୟରେ ସୋମବାର ବିଳମ୍ବିତ ରାତିରେ ହୁତ୍…
Read More...

ଆସନ୍ତା ୩ ଦିନ ରାଜ୍ୟରେ ପ୍ରବଳ ବର୍ଷିବ: ୨୭ ପରେ ପାଗରେ ପରିବର୍ତ୍ତନ

ଭୁବନେଶ୍ଵର: ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟରେ ଜାରି ରହିଛି ବର୍ଷା। ଆସନ୍ତା ୩ଦିନ ରାଜ୍ୟରେ ପ୍ରବଳ ବର୍ଷିବ। ଆଜି ଅଧାରୁ ଅଧିକ ଜିଲ୍ଲାକୁ ପାଣିପାଗ ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। କିଛି ସ୍ଥାନରେ…
Read More...

ଲଗାଣ ବର୍ଷାରେ ଧସିଲା ମାଟି ଅତଡା : ରାସ୍ତା ଅବରୋଧ

ଲକ୍ଷ୍ମୀପୁର: ଲଗାଣ ବର୍ଷାରେ ଧସିଲା ମାଟି ଅତଡା। କୋରାପୁଟ ଜିଲ୍ଲା ନାରାୟଣପାଟଣା ବିଜାଘାଟି ରାସ୍ତାରେ ସୋମବାର ରାତିରୁ ମାଟି ଅତଡା ଧସି ରାସ୍ତା ଅବରୋଧ ହୋଇଛି। ରାସ୍ତା ଉପରେ ପଡିଛି ମାଟି ଓ ପଥର ଖଣ୍ଡ। …
Read More...

୨୫ରୁ ନର୍ସିଂ ଅଧିକାରୀଙ୍କ ଆନ୍ଦୋଳନ: ୨୭ରୁ ସମ୍ପୂର୍ଣ୍ଣ କାର୍ଯ୍ୟବନ୍ଦ

ଭୁବନେଶ୍ବର: ଓଡ଼ିଶା ନର୍ସିଂ ଅଧିକାରୀ ସଂଘ ଆସନ୍ତା ୨୫ରୁ ପୁଣି ଆନ୍ଦୋଳନ କରିବ। ଦୁଇ ଦିନ ଧରି ଜରୁରୀକାଳୀନ ସେବାକୁ ବାଦ ଦେଇ ଅନ୍ୟ ସବୁ ସେବା ବର୍ଜନ କରିବ ଏବଂ ଏହାପରେ ଯଦି ସରକାର ଦାବି ପୂରଣ ନକରନ୍ତି ୨୭ରୁ…
Read More...

ଦୁଇ ନାବାଳିକାଙ୍କୁ ଗଣବଳାତ୍କାର ମାମଲା : ୩ ଗିରଫ

ରାଉରକେଲା : ଦୁଇଦିନ ତଳେ ଦୁଇ ଆଦିବାସୀ ନାବାଳିକାଙ୍କୁ ଗଣବଳାତ୍କାର ଘଟଣାରେ ଅଟକ ତିନିଜଣ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଛି। ପୁଲିସ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍‌ ଟିମ୍‌ ସହ ସୋମବାର ମୁଖ୍ୟ ଅଭିଯୁକ୍ତକୁ…
Read More...

୪୪୭୫ ବୋତଲ କଫସିରପ ଜବତ, ୧୭ ଗିରଫ

ବରଗଡ଼ : ବରଗଡ଼ ପୁଲିସ ୧୭ ଜଣ କଫ ସିରପ ଚାଲାଣକାରୀଙ୍କୁ ଗିରଫ କରିଛି। ବରଗଡ଼ ଦେଇ ବିପୁଳ ପରିମାଣରେ କଫ ସିରପ ଚୋରାଚାଲାଣ ହେଉଥିବା ସମ୍ପର୍କରେ ପୁଲିସକୁ ଖବର ପାଇଥିଲା। ସେହି ସୂଚନା ଆଧାରରେ ବରଗଡ଼ ପୁରୁଣା ରିଜର୍ଭ…
Read More...

ଏହି ସବୁ ରାଶିରେ ବହୁତ ଶୁଭ, ବ୍ୟବସାୟରେ ଲାଭ ହେବ, କାମ ଅଟକିବନି!

ମେଷ: ସୌହାର୍ଦ୍ୟପୂର୍ଣ୍ଣ ବାତାବରଣ ମାଧ୍ୟମରେ ଆଜି ଦିନଟି ଅତିବାହିତ କରିପାରନ୍ତି। ଭାଗ୍ୟଶାଳୀ ହେବେ। ଜୀବନ ସୁଖସମୃଦ୍ଧିପୂର୍ଣ୍ଣ ହେବ। ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ପତ୍ନୀଙ୍କ ସହଯୋଗ ମିଳିବ। ବୃଷ: ଈର୍ଷାଳୁ…
Read More...

ରେଳପଥରେ ଡିଟୋନେଟର: ଗ୍ୟାସ ସିଲିଣ୍ଡର ଦୁର୍ଘଟଣାରୁ ବର୍ତ୍ତିଲା ୨ ଟ୍ରେନ

ନୂଆଦିଲ୍ଲୀ : ମଧ୍ୟପ୍ରଦେଶର ବୁରହନପୁର ଜିଲାସ୍ଥିତ ସାଗଫତା ଷ୍ଟେସନ ନିକଟରେ ରେଳଧାରଣା ଉପରେ କୌଣସି ଦୁବୃର୍ତ୍ତ ୧୦ଟି ଡିଟୋନେଟର ଖଞ୍ଜିଥିବା ଜଣାପଡିଛି। ଜାମ୍ମୁ-କାଶ୍ମୀରରୁ ଯବାନଙ୍କୁ ନେଇ କର୍ଣ୍ଣାଟକ ଯାଉଥିବା ଏକ…
Read More...

ଯୁବକଙ୍କୁ ସଂଘବଦ୍ଧ ଆକ୍ରମଣ, କଟକ ଏସସିବିରେ ଭର୍ତ୍ତି

ପାରାଦୀପ: ପାରାଦୀପ  କୁଜଙ୍ଗ ଅଞ୍ଚଳରେ ଅଭାବନୀୟ ଘଟଣା ଘଟିଛି।  କୋଠିଆସାହି ହମ୍ପ୍ସ ନିକଟରେ ଜଣେ ଯୁବକଙ୍କୁ ମରଣାନ୍ତକ ଭାବେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ସୂଚନା ଅନୁଯାୟୀ ରବିବାର ବିଳମ୍ବିତ ରାତିରେ…
Read More...

ସାତ ଦିନରେ ୧୦୦୦ ନୂଆ ଡେଙ୍ଗୁ ରୋଗୀ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଗତ ସାତ ଦିନରେ ୧୦୦୦ ନୂଆ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି। ଏହାଦ୍ବାରା ମୋଟ ରୋଗୀଙ୍କ ସଂଖ୍ୟା ୬୪୪୦ରେ ପହଞ୍ଚିଛି। ସେହିପରି ଡେଙ୍ଗୁ ଜନିତ ମୃତ୍ୟୁ ଅଭିଯୋଗ ବଢୁଥିଲେ ହେଁ ଏପର୍ଯ୍ୟନ୍ତ ବିଭାଗ…
Read More...

ଆଜି ଏହି ରାଶିର ଲୋକେ ଆର୍ଥିକ ରୂପେ ଦୃଢ଼ ହେବେ: ସୋମବାର ରାଶିଫଳ

ମେଷ: କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହୋଇପାରନ୍ତି। ଅଧିକ କ୍ଷମତା ହାସଲ କରି ତା’ର ସଦ୍‌ ବ୍ୟବହାର କରି ଲୋକପ୍ରିୟତା ଅର୍ଜନ କରିପାରନ୍ତି। ବିବାଦୀୟ ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିବେ। ବୃଷ:…
Read More...

ଜିଏସ୍‌ଟି ହାର ପରିବର୍ତ୍ତନ, ବୁଧବାର ନିଷ୍ପତ୍ତି

ନୂଆଦିଲ୍ଲୀ: ସେପ୍ଟେମ୍ବର ୨୫ ବୁଧବାର ଗୋଆରେ ଅନୁଷ୍ଠିତ ହେବାକୁ ଥିବା ମନ୍ତ୍ରୀସ୍ତରୀୟ ପ୍ୟାନେଲ ବୈଠକରେ ଜିଏସ୍‌ଟି ହାରର ଯୁକ୍ତିଯୁକ୍ତତା ଉପରେ ନିଷ୍ପତ୍ତି ନିଆଯିବ। ବିହାର ଉପ ମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କ…
Read More...

ଭୂସ୍ଖଳନ: କେଦାରନାଥ ଯାତ୍ରା ସ୍ଥଗିତ

ରୁଦ୍ରପ୍ରୟାଗ : ଉତ୍ତରାଖଣ୍ଡର ପ୍ରସିଦ୍ଧ ଶୈବପୀଠ କେଦାରନାଥକୁ ସଂଯୋଗ କରୁଥିବା ମୁଖ୍ୟ ରାସ୍ତାରେ ଭୂସ୍ଖଳନ ଘଟିଥିବାରୁ ପ୍ରଶାସନ ପକ୍ଷରୁ କେଦାରନାଥ ଯାତ୍ରାକୁ ସ୍ଥଗିତ ରଖାଯାଇଛି। ଫଳରେ ଏହି ରାସ୍ତାର ଉଭୟପାର୍ଶ୍ବରେ…
Read More...

ଭାରତକୁ ଇଲିଶି ରପ୍ତାନି କଟକଣା ହଟାଇଲା ବାଂଲାଦେଶ

ଢାକା: ବାଂଲାଦେଶର ଅନ୍ତରୀଣ ସରକାର ଇତିମଧ୍ୟରେ ଭାରତକୁ ଇଲିଶି ରପ୍ତାନି ପ୍ରସଙ୍ଗରେ ଲାଗୁ କରିଥିବା କଟକଣାକୁ ହଟାଇ ଦେଇଥିବା ଜଣାପଡ଼ିଛି। ଇଲିଶି ବ୍ୟବସାୟୀଙ୍କ ଦାବିକୁ ସମ୍ମାନ ଜଣାଇ ବାଂଲାଦେଶ ସରକାର ଶନିବାର ଏଭଳି…
Read More...

କ୍ବାଡ୍‌ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଆହ୍ବାନ: ସବୁ ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନ ହେଉ

ୱାଶିଂଟନ : ଯୁଦ୍ଧ ଦ୍ବାରା କୌଣସି ସମସ୍ୟାର ସମାଧାନ ସମ୍ଭବ ନୁହେଁ। ତେଣୁ ପ୍ରତ୍ୟେକ ସମସ୍ୟାକୁ ଶାନ୍ତିପୂର୍ଣ୍ଣ ଉପାୟରେ ସମାଧାନ ଲାଗି ଗୁରୁତ୍ବ ଦିଆଯାଉ ବୋଲି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କ୍ବାଡ୍ ଶିଖର…
Read More...

ପ୍ରବଳ ବର୍ଷାର ପୂର୍ବାନୁମାନ କରିବ ହାଇବ୍ରିଡ୍ ପ୍ରଯୁକ୍ତି

ଭୁବନେଶ୍ବର : ପାଣିପାଗ ବିଭାଗ ସହିତ ବହୁ ଘରୋଇ ସଂସ୍ଥା ବର୍ଷା, ବାତ୍ୟା, ଖରା ଓ ଶୀତ ନେଇ ଆକଳନ କରୁଛନ୍ତି। କିନ୍ତୁ ୪ଦିନ ପୂର୍ବରୁ ବର୍ଷାର ଠିକ୍‌ ଆକଳନ ନେଇ ପୂର୍ବାନୁମାନ କରିବା ପାଇଁ ଆଇଆଇଟି ଭୁବନେଶ୍ବର…
Read More...

ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଛାତ୍ରାବାସରେ ରାଗିଂ ଅଭିଯୋଗ

ଗୋପାଳପୁର : ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଛାତ୍ରଵାସରେ ପ୍ରଥମ ବର୍ଷର କିଛି ଛାତ୍ରଙ୍କୁ ଦ୍ବିତୀୟ ବର୍ଷର ଛାତ୍ରମାନେ ରାଗିଂ କରିଥିବା ଅଭିଯୋଗ ହୋଇଛି।  ରବିବାର ସନ୍ଧ୍ୟାରେ ହଷ୍ଟେଲ ଅଧୀକ୍ଷକ ଛାତ୍ରାବାସରେ ତଦନ୍ତ…
Read More...

ଆଜି ଲଘୁଚାପ: ୪ ଦିନ ପ୍ରବଳ ବର୍ଷିବ, ୭ ଜିଲ୍ଲାକୁ ୩ ଘଣ୍ଟିଆ ୟେଲୋ ସତର୍କତା

ଭୁବନେଶ୍ବର : ଆଜି ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଆଗାମୀ ୩ ଘଣ୍ଟା ପାଇଁ  ୭ ଜିଲ୍ଲାକୁ ୩ ଘଣ୍ଟିଆ ୟେଲୋ ସତର୍କତା ଜାରି କରାଯାଇଛି।  ମୟୁରଭଞ୍ଜ, କେନ୍ଦୁଝର, ଭଦ୍ରକ , ବାଲେଶ୍ଵର,…
Read More...

ଅଙ୍ଗନବାଡି ଦିଦିଙ୍କୁ ମାଡ ମାରିବା ଘଟଣା: ୩ ମହିଳା ଗିରଫ, ୬ ଫେରାର୍

ବାଲେଶ୍ୱର: ବାଲେଶ୍ଵର ଜିଲ୍ଲା ବାଲିଆପାଳ ବ୍ଲକ ମହାପଦା ଅଙ୍ଗନବାଡ଼ି କେନ୍ଦ୍ର କର୍ମୀଙ୍କୁ ଗଛରେ ବାନ୍ଧି ମାଡ ମାରିବା ଘଟଣା। ସିଂଲା ଥାନା ପୁଲିସ୍ ଏହି ଘଟଣାରେ ୩ ମହିଳାଙ୍କୁ ଗିରଫ କରିଥିବାବେଳେ ୬ ଜଣ ଫେରାର୍…
Read More...

ଭରତପୁର ଥାନା ଲଜ୍ଜା ଘଟଣା: ୨୪ରେ ବିଜେଡିର ୬ ଘଣ୍ଟିଆ ବନ୍ଦ ଡାକରା

ଭୁବନେଶ୍ଵର: ଭରତପୁର ଥାନାରେ ସେନା ଅଧିକାରୀ ଏବଂ ତାଙ୍କ ବାନ୍ଧବୀଙ୍କୁ ଆକ୍ରମଣ ଘଟଣା। ଏହାର ପ୍ରତିବାଦରେ ଆସନ୍ତା ୨୪ ତାରିଖରେ ୬ ଘଣ୍ଟିଆ ଭୁବନେଶ୍ଵର ବନ୍ଦ ଡାକରା ଦେଇଛି ବିଜେଡି। ଭରତପୁର ଥାନା ଲଜ୍ଜା ଘଟଣା ଯୋଗୁଁ…
Read More...

ଅଙ୍ଗନବାଡି କର୍ମୀଙ୍କୁ ଗଛରେ ବାନ୍ଧି ମାଡ ମାରିବା ଘଟଣା: କଥା ହେଲେ ଉପମୁଖ୍ୟମନ୍ତ୍ରୀ

ବାଲେଶ୍ୱର : ବାଲେଶ୍ବର ଜିଲା ବାଲିଆପାଳ ବ୍ଲକ୍‌ ସିଂଲା ଥାନା ଅନ୍ତର୍ଗତ ମହାପଦା ଅଙ୍ଗନବାଡ଼ି କେନ୍ଦ୍ର କର୍ମୀ ଊର୍ମିଳା ସାମଲଙ୍କୁ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିବାର ଭିଡିଓ ପ୍ରଘଟ ହୋଇଛି। ଏହି ଘଟଣାରେ…
Read More...

ଲୁହାପଥର ବୋଝେଇ ଟ୍ରକ୍ ଅଟକାଇ ଚାଳକଙ୍କୁ ନିସ୍ତୁକ ମାଡ

ବାସୁଦେବପୁର : ବାସୁଦେବପୁର ବେତଡା ବଜାରରେ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ହଠାତ୍ କିଛି ଅସାମାଜିକ ଯୁବକ ଏକ ଲୁହାପଥର ବୋଝେଇ ଟ୍ରକକୁ ଅଟକାଇ ଚାଳକଙ୍କୁ ନିସ୍ତୁକ ମାଡ ମାରିଥିବା ଦେଖିବାକୁ ମିଳିଛି। ଏବଂ ଟ୍ରକ୍…
Read More...

କେମିତି କଟିବ ଏହି ସପ୍ତାହ:ସାପ୍ତାହିକ ରାଶିଫଳ

ମେଷ: ରବିବାରଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସମୟ ଅନୁକୂଳ ରହିବ। ଭାଗ୍ୟବାଦୀ ହେବେ। ପ୍ରତୀକ୍ଷାର ଅନ୍ତ ଘଟିବ। ବୁଧବାର ଓ ଗୁରୁବାର ଲୋକସମ୍ପର୍କ ବୃଦ୍ଧି ହେବ। ପ୍ରଯୁକ୍ତି ବିଦ୍ୟା କ୍ଷେତ୍ରରେ ସଫଳତା ପ୍ରାପ୍ତି ହେବ।…
Read More...

ମହୁମାଛି ଆକ୍ରମଣରେ ଜଣେ ମୃତ, ୪ ଗୁରୁତର

ବିଶ୍ୱନାଥପୁର : କଳାହାଣ୍ଡି ଜିଲା ବିଜେପୁର ଥାନା ବେତିଆପଡ଼ା ଗାଁରେ ମହୁମାଛି ଆକ୍ରମଣରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଛି। ଅନ୍ୟ ୪ ଗୁରୁତରଙ୍କୁ ବେନଗାଁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଥିଲା। ବେତିଆପଡ଼ା ଗାଁର…
Read More...

ଭିମ୍‌ସାରକୁ ୧୧ ଲକ୍ଷ ଟଙ୍କାର ଜୋରିମାନା

ବୁର୍ଲା : ବର୍ଜ୍ୟବସ୍ତୁ ପରିଚାଳନାରେ ବିଫଳ ହୋଇଥିବାରୁ ଭିମ୍‌ସାରକୁ କେନ୍ଦ୍ରୀୟ ପ୍ରଦୂଷଣ ବୋର୍ଡ ୧୧ ଲକ୍ଷ ଟଙ୍କାର ଜୋରିମାନା କରିଛି।  କେନ୍ଦ୍ରୀୟ ବିଦ୍ୟାଳୟ-୨ ନିକଟରେ ପ୍ରବାହିତ ମହାନଦୀରେ ଭିମ୍‌ସାରର…
Read More...

୪୮ଘଣ୍ଟାରେ ଲଘୁଚାପ, ୨୬ପର୍ଯ୍ୟନ୍ତ ବର୍ଷା

ଭୁବନେଶ୍ବର : ପଶ୍ଚିମ-କେନ୍ଦ୍ରୀୟ ବ‌େ‌ଙ୍ଗାପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଏହା ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତି କରୁଛି। ଅଧିକ ଘନୀଭୂତ ହୋଇ ୪୮ଘଣ୍ଟାରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ରହିଛି।…
Read More...

ରତ୍ନଭଣ୍ଡାର ଯାଞ୍ଚର ଦ୍ବିତୀୟ ଦିନ: ଆଜି ବି ଚାଲିବ ସର୍ଭେ

ପୁରୀ: ଆଜି ପୁଣି ରତ୍ନଭଣ୍ଡାର ଚଟାଣର ଯାଞ୍ଚ କରାଯିବ। ଖୋଲିବ ଶ୍ରୀମନ୍ଦିର ଭିତର ରତ୍ନଭଣ୍ଡାର ରହସ୍ୟ। ଗୁପ୍ତ କୋଠରୀ ଏବଂ ସୁଡଙ୍ଗ ରହସ୍ୟ ଉନ୍ମୋଚନ ପାଇଁ ପ୍ରଥମ ଦିନରେ ପେନିଟ୍ରେଟିଂ ରାଡାର ସର୍ଭେ ସରିଛି । ଉଭୟ…
Read More...

ଜାତିସଂଘ ସୁରକ୍ଷା ପରିଷଦର କଳେବରରେ ଆସିବ ସଂସ୍କାର: ବଢିବ ସ୍ଥାୟୀ ଓ ଅସ୍ଥାୟୀ ସଦସ୍ୟ ସଂଖ୍ୟା

ନୂଆଦିଲ୍ଲୀ: ଜାତିସଂଘର ସୁରକ୍ଷା ପରିଷଦର କଳେବରରେ ଆସିବ ସଂସ୍କାର। ଉଭୟ ସ୍ଥାୟୀ ଏବଂ ଅସ୍ଥାୟୀ ସଦସ୍ୟଙ୍କ ସଂଖ୍ୟା ବୃଦ୍ଧି ସହ ସୁରକ୍ଷା ପରିଷଦକୁ ଅଧିକ ଦକ୍ଷ, ଶକ୍ତିଶାଳୀ କରାଯିବ। ଆମେରିକାରେ ଆୟୋଜି କ୍ଵାଡ୍ ଶିଖର…
Read More...

୭ ରୋଡ୍ ରୋମିଓଙ୍କୁ ନେଇ କ୍ରାଇମ୍ ସିନ୍ ରିକ୍ରିଏସନ୍ କଲା ପୁଲିସ୍

ଭୁବନେଶ୍ଵର: ମେଜର ଏବଂ ବାନ୍ଧବୀଙ୍କୁ ରୋଡ୍ ରୋମିଓ ଦୁର୍ବ୍ୟବହାର କରିବା ଘଟଣା ଦିନକୁ ଦିନ ତୀବ୍ର ହେବାରେ ଲାଗିଛି। ଆଜି ୭ ଯୁବକଙ୍କୁ ନେଇ ଚନ୍ଦକା ପୁଲିସ୍  ସୁନ୍ଦରପୁରରେ ସିନ୍ ରିକ୍ରିଏସନ୍ କରିଛି। ପୁଲିସ୍ ଘଟଣାରେ…
Read More...

ରତ୍ନଭଣ୍ଡାର ଯାଞ୍ଚ ପାଇଁ ଗଲା ଏଏସଆଇ ଓ ବିଶେଷଜ୍ଞ ଟିମ୍

ପୁରୀ: ରତ୍ନଭଣ୍ଡାର ଯାଞ୍ଚ ପାଇଁ ଗଲା ଏଏସଆଇ ଓ ବିଶେଷଜ୍ଞ ଟିମ୍।  ଆଜିଠାରୁ ୨୩ ତାରିଖ ପର୍ଯ୍ୟନ୍ତ ଏହି  କାର୍ଯ୍ୟକ୍ରମ ଚାଲିବ। ବିଶେଷଜ୍ଞ ଟିମ୍ ଗୁପ୍ତ ରତ୍ନଭଣ୍ଡାର ଓ ସୁଡଙ୍ଗ ନେଇ ଯାଞ୍ଚ କରୁଥିବା ସୂଚନା ମିଳିଛି।…
Read More...

ଗିରଫ ହେଲେ ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ ଯନ୍ତ୍ରୀ : ନଗଦ ୪୬ଲକ୍ଷ ଟଙ୍କା,ଏକାଧିକ ଘର ଓ ପ୍ଲଟ ଠାବ

ବାଲେଶ୍ୱର: ବାଲେଶ୍ଵର ଗ୍ରାମ୍ୟ ଉନ୍ନୟନ ବିଭାଗର ମୁଖ୍ୟ ଯନ୍ତ୍ରୀ ଗିରଫ।  ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଏନ.ଭି ହରିହର ରାଓଙ୍କୁ ଭିଜିଲାନ୍ସ ବିଭାଗ ଗିରଫ କରିଛି। ଆଜି ତାଙ୍କୁ କୋର୍ଟ ଚାଲାଣ କରାଯିବା ନେଇ…
Read More...

ହାତୀର ମୃତଦେହ ଠାବ, ମୃତ୍ୟୁର କାରଣ ଅସ୍ପଷ୍ଟ

ବାରିପଦା : ମୟୂରଭଞ୍ଜ ଜିଲାରେ ପୁଣି ଏକ ହାତୀର ମୃତ୍ୟୁ ଘଟିଛି। ବାରିପଦା ବନଖଣ୍ଡ ଶିମିଳିପାଳ ଅଭୟାରଣ୍ୟର ବାଙ୍ଗିରିପୋଷି ରେଞ୍ଜ ବାଲିଆଢିପା ଗାଁ ଚାଷ ଜମି ନିକଟରେ ଏକ ମାଈ ହାତୀର ମୃତ ଦେହ ବନବିଭାଗ ଠାବ କରିଛି।…
Read More...

ଡିସେମ୍ବରରେ ଭଙ୍ଗାଯିବ ଓଡିଶା ଭବନ

ନୂଆଦିଲ୍ଲୀ: ଡିସେମ୍ବର ତୃତୀୟ ସପ୍ତାହରେ ଭଙ୍ଗାଯିବ ଓଡିଶା ଭବନ। ଏ ନେଇ ପ୍ରଶାସନିକ  ସ୍ତରରେ ପ୍ରକ୍ରିୟା ଆରମ୍ଭ ହୋଇଚି। ୧୯୮୦ ମସିହାରେ ନିର୍ମାଣ ହୋଇଥିବା ଚାଣକ୍ୟପୁରୀସ୍ଥିତ ଓଡିଶା ଭବନ ବିପଦ ସଙ୍କୁଳ ଅବସ୍ଥାରେ…
Read More...

ଏହି ରାଶି ଲୋକଙ୍କର ଆୟ ବଢ଼ିବ, ଖର୍ଚ୍ଚ ମଧ୍ୟ ବଢ଼ିବ: ଶନିବାର ଭାଗ୍ୟଫଳ

ମେଷ: ଯେତେ ସ୍ନେହ, ଶ୍ରଦ୍ଧା ଭାବ ପ୍ରଦର୍ଶନ କଲେ ବି ଚତୁର ବନ୍ଧୁଙ୍କର ବିରାଗ ଭାଜନ ହୋଇପାରନ୍ତି। ସ୍ବାଭିମାନୀ ହେବେ। ସହଯୋଗୀ ବ୍ୟବସାୟ ଲାଭଦାୟକ ହେବ। ସାରାଦିନ ସତର୍କରେ ଚଳିବାକୁ ପଡ଼ିବ। ବୃଷ: ଜଣେ…
Read More...

ଟ୍ରଲରକୁ ପଛରୁ ପିଟିଲା ବସ୍: ୧୦ ଆହତ

କଟକ: ଟ୍ରଲର ପଛରୁ ପିଟିଲା ବସ୍। ଡ୍ରାଇଭର ସମେତ ୧୦ ଜଣ ଆହତ। ଏଭଳି ଅଭାବନୀୟ ଘଟଣା ଘଟିଛି ୧୬ ନଂ ଜାତୀୟ ରାଜପଥ କଟକ ଭାଣପୁର ନିକଟରେ। କୁନାଲ ନାମକ ଏକ ଘରୋଇ ବସ୍ ସୁନ୍ଦରଗଡରୁ ଭୁବନେଶ୍ଵର ଆସୁଥିଲା। ଏହି ସମୟରେ…
Read More...

ଚାଏ ପେ ଚର୍ଚ୍ଚାରେ ମୁଖ୍ୟମନ୍ତ୍ରୀ: କହିଲେ ଜାତୀୟସ୍ତରର ବଡ ଷ୍ଟାଡିୟମ୍‌ ପାଇଁ ଯୋଜନା

କେନ୍ଦୁଝର ସଦର/କେନ୍ଦୁଝରଗଡ଼: କେନ୍ଦୁଝରରେ ମୁଖ୍ୟମନ୍ତ୍ରୀଙ୍କ ଚାଏ ପେ ଚର୍ଚ୍ଚା । ୩ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତ ଅବସରରେ ଆଜି ଚାଏ ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ଯୋଗଦେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।…
Read More...