www.samajalive.in
Friday, December 5, 2025
16.1 C
Bhubaneswar

ରାଜଧାନୀରେ ବାଲ୍ୟ ବିବାହ

ଭୁବନେଶ୍ଵର : ରାଜଧାନୀରେ ବାଲ୍ୟ ବିବାହ। ଆଜି ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ରୁଚିକା ସମାଜ ମଙ୍ଗଳ ସଂଗଠନ ତରଫରୁ ଅକ୍ସେସ୍ ଟୁ ଜଷ୍ଟିସ ପ୍ରକଳ୍ପ ର କର୍ମକର୍ତ୍ତାମାନେ ଏବଂ ଖଣ୍ଡଗିରି ପୁଲିସ୍‌ ଓ ବାଲ୍ୟ ବିବାହ ନିରୋଧ ଅଧିକାରୀ ସରକନ୍ତରା ଗାଁରେ ପହଞ୍ଚିଥିଲେ। ଏବଂ ଖଣ୍ଡୁଆଳ ମନ୍ଦିରରେ ବହାଦଳପୂର୍ ଗାଁର ଜଣେ ୧୬ ବର୍ଷ ବୟସର ଝିଅକୁ ନୟାଗଡର ଜଣେ ଯୁବକ ସହିତ ବିବାହ କରାଯାଉଥିବାବେଳେ ଚଢ଼ାଉ କରିଥିଲେ। ଏହି ଚଢାଉ ସମୟରେ ସୁଯୋଗ କ୍ରମେ ବର୍ ଓ କନ୍ୟାକୁ ସେମାନଙ୍କ ପରିବାର ଲୋକେ ଲୁଚାଇ ଅନ୍ୟତ୍ର ନେଇଯାଇଛନ୍ତି। ବର୍ ଓ କନ୍ୟାକୁ ଖୋଜିବା ପାଇଁ ପୋଲିସ ପଇଁତରା ମରୁଛି।

Hot this week

ରାତି ବଢିବା ସହ ବଢ଼ିଲାଣି ଭିଡ ,କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି

କଟକ :କାଲିଠୁ ବାରବାଟୀରେ ଅଫଲାଇନ ଟିକେଟ ବିକ୍ରି । କିନ୍ତୁ ଆଜିଠୁ...

ସମ୍ପତ୍ତି ଆଗରେ ସମ୍ପର୍କ ତୁଛ , ମା ର ମୃତ ଦେହ ସତ୍କାର ନହୋଇ ପଡ଼ିରହିଛି

କୁଜଙ୍ଗ: କୁଜଙ୍ଗ ବ୍ଲକ ବିଶ୍ୱାଳି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି।...

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଟି-୨୦,କମିଶନରେଟ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର: ଆସନ୍ତା ୯ ତାରିଖରେ ବାରବାଟୀ ଷ୍ଟାଡିୟମ, କଟକ ଠାରେ ଭାରତ-ଦକ୍ଷିଣ...

ଜବତ ଗଞ୍ଜେଇ ହେରଫେର: ଥାନା ଅଧିକାରୀ ନିଲମ୍ବିତ

ଫୁଲବାଣୀ: ଜବତ ଗଞ୍ଜେଇ ହେରଫେର କରିଥିବା ଅଭିଯୋଗରେ କାର୍ଯ୍ୟରୁ ନିଲମ୍ବିତ ହୋଇଛନ୍ତି...

୨ ଶିଶୁ ସହ ୧୫ ଦାଦନ ଶ୍ରମିକ ଉଦ୍ଧାର, ଫେରାର ସର୍ଦ୍ଦାର ଗିରଫ

କଣ୍ଟାବାଞ୍ଜି: ତୁରକେଲା ଥାନା ପୁଲିସ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଗୁରୁବାର...

Related Articles

Popular Categories