ସିବଲ, ସିଂଘଭୀ, ତନ୍‌ଖାଙ୍କୁ ପ୍ରଧାନ ବିଚାରପତିଙ୍କ ଅଦାଲତ ମନା

ନୂଆଦିଲ୍ଲୀ : ସୁପ୍ରିମକୋର୍ଟର ତିନିଜଣ ବରିଷ୍ଠ ଆଇନଜୀବୀ କପିଲ ସିବଲ, ଅଭିଷେକ ମନୁ ସିଂଘଭୀ ଓ ବିବେକ ତନ୍‌ଖାଙ୍କୁ ପ୍ରଧାନ ବିଚାରପତି ଜଷ୍ଟିସ ଦୀପକ ମିଶ୍ରଙ୍କ ଅଦାଲତରେ ମାମଲା ଲଢିପାରିବେ ନାହିଁ ବୋଲି ବାର୍‌…
Read More...

ଦଳିତ ସଂଗଠନ ପକ୍ଷରୁ ଆଜି ଭାରତ ବନ୍ଦ ଡାକରା

ନୂଆଦିଲ୍ଲୀ : ଅନୁସୂଚିତ ଜାତି ଓ ଜନଜାତି (ଏସସି/ଏସଟି) ଅତ୍ୟାଚାର ନିରୋଧ ଆଇନ ୧୯୮୯ ଉପରେ ସୁପ୍ରିମକୋର୍ଟ ଦେଇଥିବା ନିର୍ଦେଶକୁ ବିରୋଧ କରି ବିଭିନ୍ନ ଦଳିତ ସଂଗଠନ ପକ୍ଷରୁ (ଏପ୍ରିଲ ୨) ସୋମବାର ଭାରତ ବନ୍ଦ ଡାକରା…
Read More...

ଏଣିକି ଟ୍ରେନରେ ସ୍ୱଚ୍ଛତା ମୂଲ୍ୟାୟନ କରିବେ ଯାତ୍ରୀ

ନୂଆଦିଲ୍ଲୀ : ବଗି ମଧ୍ୟରେ ପରିମଳ ବ୍ୟବସ୍ଥାକୁ କିଭଳି ପରିଚାଳନା କରାଯାଉଛି, ସେ ସମ୍ପର୍କରେ ଯାତ୍ରୀଙ୍କ ମୂଲ୍ୟାୟନକୁ ଆଧାର କରି ଏଣିକି ଯାତ୍ରୀବାହୀ ଟ୍ରେନଗୁଡିକୁ ମାନ୍ୟତା ପ୍ରଦାନ କରାଯିବ। ଯାତ୍ରୀଙ୍କ ରିପୋର୍ଟକୁ…
Read More...

କର୍ଣ୍ଣାଟକରେ ୫୦ରୁ ୫୫ ଆସନରେ ଲଢିବ ଶିବସେନା

ବେଙ୍ଗାଲୁରୁ : କର୍ଣ୍ଣାଟକ ବିଧାନସଭା ନିର୍ବାଚନ ମଇଦାନକୁ ଓହ୍ଲାଇବା ଲାଗି ଶିବସେନା ଘୋଷଣା କରିଛି। ରବିବାର ଦଳର ମୁଖପାତ୍ର ସଞ୍ଜୟ ରାଉତଙ୍କ ଘୋଷଣା ଅନୁଯାୟୀ ବିଧାନସଭା ନିର୍ବାଚନରେ ଶିବସେନା ୫୦ରୁ ୫୫ଟି ଆସନରେ…
Read More...

ସତ୍‌ ସାହିତ୍ୟ ସୃଷ୍ଟି ଧେୟ ହେଉ :ପ୍ରଫେସର ମନୋଜ ଦାସ

କଟକ: ଅନ୍ୟ ଦିନର ସକାଳଠାରୁ ଆଜିର ସକାଳ ଥିଲା ଅଲଗା। ଋତୁରାଜ ବସନ୍ତ ବିଦାୟ ନେଇଥିଲେ ହେଁ ଖରାର ପ୍ରକୋପ  ବଢ଼ି ନ ଥାଏ। କାଉ ଓ କୋଇଲିର ସହର କଟକରେ ଶୁଭୁଥାଏ  କୋଇଲିର କୁହୁକୁହୁ। ବିଜୁ ପଟ୍ଟନାୟକଛକସ୍ଥିତ ସାରଳା ଭବନ…
Read More...

ଆଧାରରୁ ଧରାପଡିବେ ଦୁର୍ନୀତିଗ୍ରସ୍ତ ଅଧିକାରୀ

ନୂଆଦିଲ୍ଲୀ : କେନ୍ଦ୍ରୀୟ ସତର୍କତା ଆୟୋଗ (ସିବିସି) ‘ଆଧାର’ ଜରିଆରେ ଦୁର୍ନୀତିଗ୍ରସ୍ତ ସରକାରୀ ଅଧିକାରୀଙ୍କୁ ଧରିବା ପାଇଁ କାର୍ଯ୍ୟ ଆରମ୍ଭ କରିଛି । ଭିଜିଲାନ୍ସ କମିଶନର କେବି ଚୌଧୁରୀ ରିବବାର ସୂଚନା ଦିଆଯାଇଛି ଯେ…
Read More...

 ବାଲିଆପାଳରେ ଟ୍ରକ ଧକ୍କାରେ ଜଣେ ମୃତ

ବାଲିଆପାଳ:  ବାଲିଆପାଳ ବ୍ଲକ କୁଣ୍ଡୁଳି ପଞ୍ଚାୟତ ଅନ୍ତର୍ଗତ ଦାଣ୍ଡିପଦା କଲେଜ ନିକଟରେ  ସଡକ ଦୁର୍ଘଟଣା ଘଟି ଜଣଙ୍କର ମୃତ୍ୟୁ । ସାଇକେଲରେ ଯାଉଥିବା ସଞ୍ଜୟ ପଣ୍ଡାଙ୍କୁ ଏକ ଦଶଚକିଆ ଟ୍ରକ ପଛ ପଟୁ ଧକ୍କା ଦେଇଥିଲା । ।…
Read More...

ଗଜପତି ଜିଲାରୁ ନକଲି ୫୦୦ଟଙ୍କିଆ ନୋଟ ଜବତ, ୩ ଅଭିଯୁକ୍ତ ଗିରଫ

ପାରଳାଖେମୁଣ୍ଡି/ଗୁମ୍ମା: ଗଜପତି ଜିଲା ଗୁମ୍ମା ବ୍ଲକ ଅନ୍ତର୍ଗତ କେଶିପୁରରୁ ପୁଲିସ ଜାଲ ନୋଟ ଜବତ କରିବା ସହ, ଜାଲ ନୋଟ କାରବାର କରୁଥିବା ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନଙ୍କ ଠାରୁ ନକଲି ୫୦୦…
Read More...

ଅପ୍ରେଲ ୫ରେ ଡିଏମ୍‌କେର ତାମିଲନାଡୁ ବନ୍ଦ ଡାକରା

ଚେନ୍ନଇ : କାବେରୀ ଜଳବିବାଦ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ କାର୍ଯ୍ୟକାରୀ କରିବାରେ କେନ୍ଦ୍ର ସରକାରଙ୍କ ବିଫଳତାକୁ ନେଇ ଡିଏମ୍‌କେ ଅପ୍ରେଲ ୫ରେ ତାମିଲନାଡୁ ବନ୍ଦ ଡାକରା ଦେଇଛି । ରବିବବାର ଡିଏମ୍‌କେ…
Read More...

ଆସାନସୋଲରେ ବିଜେପି ପ୍ରତିନିଧି ଦଳ

କଲକାତା : ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ଦ୍ୱାରା ନିଯୁକ୍ତ ବିଜେପିର ୪ ସଦସ୍ୟ ବିଶିଷ୍ଟ ପ୍ରତିନିଧି ଦଳ ରବିବାର ପଶ୍ଚିମବଙ୍ଗର ଦଙ୍ଗା ପ୍ରଭାବିତ ଆସନସୋଲ ଅଞ୍ଚଳ ବୁଲି ଦେଖିବା ସହ ସ୍ଥିତି ଅନୁଧ୍ୟାନ…
Read More...

କୋଣାର୍କରେ ବିଶ୍ୱମାନର ପର୍ଯ୍ୟଟକ ସୁବିଧା ଓ ବ୍ୟାଖାନ କେନ୍ଦ୍ରକୁ   ଲୋକାର୍ପିତ କଲେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର…

କୋଣାର୍କ:  କୋଣାର୍କର ପ୍ରସିଦ୍ଧ ସୂର୍ଯ୍ୟମନ୍ଦିର ନିକଟରେ ଅତ୍ୟାଧୁନିକ ପର୍ଯ୍ୟଟକଙ୍କ ସୁବିଧା କେନ୍ଦ୍ର  ଓ କୋଣାର୍କ ବ୍ୟାଖ୍ୟାନ କେନ୍ଦ୍ର ବା ଇଣ୍ଟରପ୍ରିଟେସନ୍‌ କେନ୍ଦ୍ରକୁ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ…
Read More...

ବିହାର ସାମ୍ପ୍ରଦାୟିକ ହିଂସା; ୨୧୫ ଗିରଫ

ପାଟନା : ବିହାରର ବିଭିନ୍ନ ଜିଲାରେ ସାମ୍ପ୍ରଦାୟିକ ହିଂସାକୁ ନେଇ ଏପର୍ଯ୍ୟନ୍ତ ୧୫ଟି ମାମଲା ରୁଜୁ କରାଯାଇଛି ଓ ୨୧୫ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି ବୋଲି ପୁଲିସ୍‌ ଡିଜି କେଏସ୍‌ ଦ୍ୱିବେଦୀ ପ୍ରକାଶ କରିଛନ୍ତି ।…
Read More...

ପେଟ୍ରୋଲ ଓ ଡିଜେଲ ଦର ଆକାଶଛୁଅାଁ

ନୂଆଦିଲ୍ଲୀ : ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର ବୃଦ୍ଧିର ପ୍ରଭାବ ଭାରତର ତୈଳ ବଜାର ଉପରେ ପଡିଛି । ଆର୍ଥିକ ବର୍ଷର ପ୍ରଥମ ଦିନରେ ଜାତୀୟ ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇ ୪ ବର୍ଷର…
Read More...

ଭାଗଲପୁର ହିଂସା; ବିଚାର ବିଭାଗୀୟ ଜେଲକୁ ଗଲେ କେନ୍ଦ୍ର ମନ୍ତ୍ରୀଙ୍କ ପୁଅ

ଭାଗଲପୁର : ଭାଗଲପୁର ନାଥନଗର ହିଂସାକାଣ୍ଡ ମାମଲାରେ ଅଭିଯୁକ୍ତ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ଚୌବେଙ୍କ ପୁଅ ଅର୍ଜିତ ଶନିବାର ବିଳମ୍ବିତ ରାତିରେ ପାଟନାଠାରେ ଏଏସ୍‌ପି ଏବଂ ସ୍ୱତନ୍ତ୍ର କ୍ରାଇମବ୍ରାଞ୍ଚ ଦଳ ସମ୍ମୁଖରେ…
Read More...

ଗୁଜରାଟ ରାଜ୍ୟପାଳଙ୍କ ବାସଭବନରୁ ଚୋରି

ନୋଏଡା: ସେକ୍ଟର -୫୦ସ୍ଥିତ ଗୁଜରାଟ ରାଜ୍ୟପାଳ ଓପି କୋହଲିଙ୍କ ବାସଭବନରୁ ଚୋରି ହୋଇଛି। ଶନିବାର ଦିନଦ୍ୱିପ୍ରହରେ ଘର ତାଲା ଭାଙ୍ଗି କେହି ଗହଣା ଏବଂ ଟଙ୍କା ଚୋରି କରିଥିବା ରାଜ୍ୟପାଳଙ୍କ ପୁଅ ଜଣାଇଛନ୍ତି। ଉକ୍ତ ଘରେ…
Read More...

ଉତ୍କଳ ଦିବସ ପାଳନରେ ବିଭ୍ରାଟ

ନୀଳଗିରି: ଧାର୍ୟ୍ୟ ସମୟରେ ସରକାରୀ ଅଧିକାରୀ ପହଞ୍ଚିଲେନି କି ଉପଜିଲାପାଳଙ୍କ ଫାଟକରୁ ତାଲା ଖୋଲାଗଲାନି। ଏନେଇ ନୀଳଗିରିରେ ଉତ୍କଳ ଦିବସ ପାଳନରେ ବିଭ୍ରାଟ ଘଟିଛି। ଫାଟକରେ ତାଲା ଯୋଗୁ ବରପୁତ୍ରଙ୍କ ବେକରେ ଫୁଲମାଳ…
Read More...

ନିଆଁରେ ପୋଡ଼ି ହୋଇ ମହିଳା ଗୁରୁତର

ବ୍ରହ୍ମପୁର: ହିଞିଳି ଥାନା ଅନ୍ତର୍ଗତ ସମରଝୋଳ ଗାଁରେ ଅଘଟଣ। ନିଆଁରେ ପୋଡି ହୋଇ ଜଣେ ମହିଳା ଗୁରୁତର ହୋଇପଡିଛନ୍ତି। ସେ ହେଲେ କୃଷ୍ଣଚନ୍ଦ୍ର ସେଠୀଙ୍କ ସ୍ତ୍ରୀ ଭାଗ୍ୟଲତା । ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ବଡ…
Read More...

ଆମ୍ବ ବଗିଚାରୁ ୧୧ଟି ଅଫୁଟା ବୋମା ଉଦ୍ଧାର

ଖୋର୍ଦ୍ଧା: ଲୋକେଶ୍ୱରପୁର ନିକଟ ବିକାଶନଗର ଆମ୍ବ ବଗିଚାରୁ ଖୋର୍ଦ୍ଧା ଟାଉନ ଥାନା ପୁଲିସ ଆଜି ୧୧ଟି ଅଫୁଟା ବୋମା ଉଦ୍ଧାର କରିଛି। ଏକ ପେଟି ମଧ୍ୟରେ ବୋମାଗୁଡ଼ିକ ରଖାଯାଇଥିଲା। ଖବରପାଇ ପୁଲିସ ଓ ବୋମା ନିଷ୍କ୍ରିୟକାରୀ…
Read More...

୮୩ତମ ପୁଲିସ ପ୍ରତିଷ୍ଠା ଦିବସ ପାଳିତ

ଅନୁଗୁଳ: ସ୍ଥାନୀୟ ପିଟିସି ପଡ଼ିଆରେ ୮୩ତମ ପୁଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ଏଥିରେ ଡିଆଇଜି ନରସିଂହ ଭୋଳ ଯୋଗଦେଇ ପରେଡ ଅଭିବାଦନ ଗ୍ରହଣ କରିଥିଲେ। ଏହି ଅବସରରେ ୧୨ଜଣଙ୍କୁ ଉଲ୍ଲେଖନୀୟ ସେବା ପାଇଁ ସମ୍ବର୍ଦ୍ଧିତ…
Read More...

ଉତ୍‌କ୍ଷେପଣ ହେବାର ୪୮ ଘଣ୍ଟା ପରେ ଜିଏସ୍‌ଏଟି-୬ଏରେ ତ୍ରୁଟି, ଇସ୍ରୋର ଜରୁରୀ ବୈଠକ

ବେଙ୍ଗାଲୁରୁ: ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ) ଗୁରୁବାର ଶ୍ରୀହରିକୋଟାରେ ଜିଏସ୍‌ଏଟି୍‌ ୬ଏ ସାଟେଲାଇଟ ଉତ୍‌କ୍ଷେପଣ କରିଥିଲା। ଏହାକୁ ୪୮ ଘଣ୍ଟା ବିତିଯାଇଥିଲେ ମଧ୍ୟ ସଫଳ ଉତ୍‌କ୍ଷେପଣ ନେଇ ସନ୍ଦେହ…
Read More...

ସିବିଏସ୍‌ଇ ପ୍ରଶ୍ନପତ୍ର ପ୍ରଘଟ ମାମଲା; କୋଚିଂ ସେଣ୍ଟର ମାଲିକଙ୍କ ସହ ୨ ଶିକ୍ଷକ ଗିରଫ

ନୂଆଦିଲ୍ଲୀ: ସିବିଏସ୍‌ଇ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଦିଲ୍ଲୀ ପୁଲିସ କ୍ରାଇମବ୍ରାଞ୍ଚ ୩ଜଣଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ଜଣେ କୋଚିଂ ସେଣ୍ଟର ମାଲିକ ଓ ଦୁଇଜଣ ବେସରକାରୀ ଶିକ୍ଷକ ରହିଛନ୍ତି। ଶନିବାର…
Read More...

୧୧ ଆତଙ୍କବାଦୀ ନିହତ; ୩ ଯବାନ ସହିଦ

ଶ୍ରୀନଗର : ଜାମ୍ମୁ କାଶ୍ମୀରର ତିନିଟି ସ୍ଥାନରେ ନିରାପତ୍ତାରକ୍ଷୀଙ୍କ ସହ ଗୁଳିବିନିମୟରେ ୧୧ ଜଣ ଆତଙ୍କବାଦୀ ପ୍ରାଣ ହରାଇଥିବାବେଳେ ତିନି ଜଣ ଯବାନ ସହିଦ ହୋଇଛନ୍ତି। ଅପରପକ୍ଷରେ ଆତଙ୍କବାଦୀଙ୍କୁ ସୁରକ୍ଷା ଯୋଗାଇବାକୁ…
Read More...

ଇନ୍ଦୋରରେ ହୋଟେଲ ଭୁଶୁଡ଼ି ୧୦ ମୃତ

ଇନ୍ଦୋର: ମଧ୍ୟପ୍ରଦେଶ ଇନ୍ଦୋର ସହରରେ ଶନିବାର ରାତିରେ ଏକ ୪ ମହଲା ବିଶିଷ୍ଟ ହୋଟେଲ ଭୁଶୁଡ଼ି ପଡ଼ିବାରୁ ଏଥିରେ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟ କେତେଜଣ ଆହତ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।…
Read More...

ଶିଶୁକୁ ମାଙ୍କଡ ନେଇଯିବା ଘଟଣା; ପଡୋଶୀଙ୍କ କୂଅରୁ ମିଳିଲା ଶିଶୁ ମୃତଦେହ

କଟକ: ବାଙ୍କୀ ଡମପଡ଼ା ବ୍ଲକ ଅନ୍ତର୍ଗତ ତାଳବସ୍ତ ଗ୍ରାମ ପୁଟ୍ଟସାହିରୁ ୧୬ ଦିନର ଶିଶୁପୁତ୍ରକୁ ମାଙ୍କଡ଼ ନେଇଯିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଥିବାବେଳେ ରବିବାର ସକାଳେ ନିଖୋଜ ଶିଶୁର ମୃତଦେହ ଉଦ୍ଧାର କରାଯାଇଛି। ଘର…
Read More...

ଆଜିଠାରୁ ଇ-ୱେ ବିଲ୍‍ ବ୍ୟବସ୍ଥା

ନୂଆଦିଲ୍ଲୀ : ଆନ୍ତଃ ରାଜ୍ୟ ମଧ୍ୟରେ ଜିନିଷପତ୍ର ନେବା ଆଣିବା କ୍ଷେତ୍ରରେ ଏପ୍ରିଲ୧, ୨୦୧୮ (ରବିବାର) ଠାରୁ ଇ-ୱେ ବିଲ୍‍ ବ୍ୟବସ୍ଥା ଲାଗୁ କରାଯିବ ବୋଲି ଶନିବାର ସରକାର ଘୋଷଣା କରିଛନ୍ତି। ଜିନିଷପତ୍ର ନେବା ଆଣିବା…
Read More...

ଶତାବ୍ଦୀର ସମ୍ଭାବନା

ଆଜି ଉତ୍କଳ ଦିବସ । ଭାଷାଭିତ୍ତିରେ ଗଢା ଓଡ଼ିଶାକୁ ଆଜି ୮୨ ପୂରି ୮୩ ବର୍ଷ ଚାଲିଲା। ଅଶୀତିପର ଓଡ଼ିଶା ଓ ଏହାର ଅଧିବାସୀ ଓଡ଼ିଆଙ୍କ ମହାପାର୍ବଣର ଏଇ ଦିନଟି ସ୍କୃତି ସାଉଁଟିବା ଓ ସଙ୍କଳ୍ପର ମହାର୍ଘ ମୁହୂର୍ତ୍ତ। ଆଉ ମାତ୍ର…
Read More...

ବିକାଶର ଧାରା ଅଧିକ ତ୍ୱରାନ୍ୱିତ ହେବ

କଟକ  : ସରକାର ରାଜ୍ୟବାସୀଙ୍କ ବିକାଶ ପାଇଁ ନିରନ୍ତର ପ୍ରୟାସ ଚଳାଇଛନ୍ତି। ଅନେକ କ୍ଷେତ୍ରରେ ରାଜ୍ୟ ଦେଶର ଅନ୍ୟ ରାଜ୍ୟଠାରୁ ବେଶ୍‌ ଆଗରେ ରହିଛି। ରାଜ୍ୟର ବିକାଶ ଦେଶର ଅଭିବୃଦ୍ଧିରେ ସହାୟକ ହୋଇଛି। ରାଜ୍ୟବାସୀଙ୍କ…
Read More...

ବେଙ୍ଗାଲୁରୁ-ଗୋକୁଳମ୍‍; ଚର୍ଚ୍ଚିଲ-ମୋହନ ବାଗାନ ମୁକାବିଲା ଆଜି

ଭୁବନେଶ୍ୱର : ସୁପର କପ୍‍ ଫୁଟ୍‍ବଲ ଟୁର୍ଣ୍ଣାମେଣ୍ଟରେ ଶନିବାର ୨ଟି ପ୍ରିକ୍ୱାର୍ଟରଫାଇନାଲ ମ୍ୟାଚ୍‍ ଖେଳାଯିବ। ଅପରାହ୍ନ ୫ଟାରେ ୨ୟ ପ୍ରିକ୍ୱାର୍ଟରରେ ବେଙ୍ଗାଲୁରୁ ଏଫ୍‍ସି-ଗୋକୁଳମ୍‍ ଏଫ୍‍ସିକୁ ଏବଂ ରାତି ୮ଟାରେ ମୋହନ…
Read More...

ଶ୍ରୀମନ୍ଦିର ସଂସ୍କାର କମିସନ ବନ୍ଦ ବିରୋଧରେ ବିକ୍ଷୋଭ

କଟକ  : ଶ୍ରୀମନ୍ଦିର ସଂସ୍କାର କମିସନ ବନ୍ଦ ବିରୋଧରେ ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ଆରଡିସିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶନିବାର ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ପରିଷଦର କାର୍ଯ୍ୟକାରୀ ଅଧ୍ୟକ୍ଷ ଡଃ ବଦ୍ରିନାଥ…
Read More...

ଚିଲ ଛିଣ୍ଡାଇନେଲା ପତିତପାବନ ବାନା

ପୁରୀ  : ଚିଲ ଛିଣ୍ଡାଇ ନେଲା ଶ୍ରୀମନ୍ଦିର ପତିତପାବନ ବାନା। ଶନିବାର ଏପରି ଅସ୍ୱାଭାବିକ ଘଟଣା ଦେଖିବାକୁ ମିଳିଛି। ନୀଳଚକ୍ରରୁ ପତିତପାବନ ବାନା ଚିଲ ଛିଣ୍ଡାଇ ନେବା ଅଶୁଭ ଲକ୍ଷଣ ବୋଲି ବରିଷ୍ଠ ସେବକ କହୁଛନ୍ତି। ତେବେ…
Read More...

ବଜେଟ ଅଧିବେଶନ ପ୍ରଥମ ପର୍ଯ୍ୟାୟ ଶେଷ

ଚାଷୀ ସମସ୍ୟା, ଅଭାବୀ ବିକ୍ରି, ବିଜେପି ନେତାଙ୍କ ଗିରଫ ଓ ଲୋକାୟୁକ୍ତ ନିଯୁକ୍ତିକୁ ନେଇ ଉଠିଥିଲା ଝଡ ଭୁବନେଶ୍ୱର : ମାର୍ଚ୍ଚ ୨୦ ତାରିଖରୁ ଆରମ୍ଭ ହୋଇଥିବା ବିଧାନସଭା ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ବୈଠକ ଶନିବାର…
Read More...

 ଚିନ୍ତା ବଢ଼ାଉଛି ଦୁର୍ଘଟଣା

- ପାଞ୍ଚବର୍ଷରେ ୫୧,୨୫୭ ଦୁର୍ଘଟଣା ,-୨୧,୫୪୯ଜଣଙ୍କ ପ୍ରାଣହାନି ଭୁବନେଶ୍ୱର : ରାସ୍ତା ଦୁର୍ଘଟଣା ଦିନକୁ ଦିନ ବଢ଼ୁଛି। ଏହାକୁ ରୋକିବା ଏବେ ଚିନ୍ତାର କାରଣ ହୋଇଛି। ଗତ ପାଞ୍ଚ ବର୍ଷ ଭିତରେ ୫୧,୨୫୭ଟି ଦୁର୍ଘଟଣାରେ…
Read More...

ଚେନ୍ନଇୟିନ୍‍କୁ ହରାଇ କ୍ୱାର୍ଟରରେ ଆଇଜଲ୍‍

ଭୁବନେଶ୍ୱର : ରୋମାନିଆ ମଧ୍ୟପନ୍ଥି ଖେଳାଳି ଆନ୍ଦ୍ରେ÷ ଇଓନେସ୍କ୍ୟୁଙ୍କ ଡବଲ ଗୋଲ୍‍ ବଳରେ ଆଇଜଲ୍‍ ଏଫ୍‍ସି ସୁପର କପ୍‍ ଫୁଟ୍‍ବଲ ଟୁର୍ଣ୍ଣାମେଣ୍ଟର କ୍ୱାର୍ଟରଫାଇନାଲରେ ପ୍ରବେଶ କରିଛି। ଶନିବାର କଳିଙ୍ଗ ଷ୍ଟାଡିୟମରେ…
Read More...

କୋଣାର୍କ ପାରିପାର୍ଶ୍ବିକ ବିକାଶ ପ୍ରକଳ୍ପ ଲୋକାର୍ପଣ ଉତ୍ସବ ଆଜି; ଯୋଗଦେବେ ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର

ଗୋପ  : ବିଶ୍ୱ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ କୋଣାର୍କଠାରେ ଇଣ୍ଡିଆନ୍‌ ଅଏଲ୍‌ ଫାଉଣ୍ଡେସନ୍‌ ପକ୍ଷରୁ ୪୫ କୋଟି ଟଙ୍କା ବ୍ୟୟରେ ନିର୍ମାଣ କରାଯାଉଛି ପାରିପାର୍ଶ୍ୱିକ ବିକାଶ ପ୍ରକଳ୍ପ। ରବିବାର ଏହାକୁ କେନ୍ଦ୍ର…
Read More...

ରବିବାର ରାଶିଫଳ

ମେଷ: ପାରିବାରିକ ବୁଝାମଣା ଠିକ୍‍ ରହିବ। ଶତ୍ରୁ ନାଶ କରି ଆଶ୍ୱସ୍ତି ମିଳିବ। ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି। ଦୁଶ୍ଚିନ୍ତା ଦୂର ହୋଇପାରେ। ସ୍ୱାସ୍ଥ୍ୟ ଭଲ ରହିବ। ଚାକିରି କ୍ଷେତ୍ରରେ ସୁନାମ ଅର୍ଜନ କରିବେ।…
Read More...

ଗଛର ଅଧିକାର ସାବ୍ୟସ୍ତ କରିବ ପ୍ରଶାନ୍ତ ନନ୍ଦଙ୍କ ‘ବୃକ୍ଷମ୍‍’

କଟକ : ଗଛର ବାକ୍‍ଶକ୍ତି ନଥିଲେ ବି ଜିଇବାର ଅଧିକାର ରହିଛି। ସୃଷ୍ଟିର ସ୍ଥିତି ଲାଗି ଗଛର ଅବଦାନ ଗୁରୁତ୍ୱପୂର୍ଣ୍ଣ ଥିଲେ ସୁଦ୍ଧା ଅତ୍ୟାଧୁନିକତାର ଚାକଚକ୍ୟରେ ଅନ୍ଧ ମଣିଷ ଅପରିଣାମଦର୍ଶୀ ଭାବେ ଗଛ କାଟି ଚାଲିଛି। ନିଜ…
Read More...

ଆଇପିଏଲ୍‍ : ୱାର୍ଣ୍ଣରଙ୍କ ସ୍ଥାନନେଲେ ହେଲ୍‍ସ

ନୂଆଦିଲ୍ଲୀ:ଏପ୍ରିଲ୍‍ ୭ରୁ ଆରମ୍ଭ ହେବାକୁ ଯାଉଥିବା ଆଇପିଏଲ୍‍ର ୧୧ତମ ସଂସ୍କରଣରେ ସନ୍‍ରାଇଜର୍ସ ଦଳରେ ଅଷ୍ଟ୍ରେଲିଆର ଡେଭିଡ୍‍ ୱାର୍ଣ୍ଣରଙ୍କ ସ୍ଥାନ ନେଇଛନ୍ତି ଇଂଲଣ୍ଡର ବ୍ୟାଟସମ୍ୟାନ୍‍ ଆଲେକ୍‍ସ ହେଲ୍‍ସ। ବଲ୍‍…
Read More...

୧୬,୫୦୦କୋଟିର ବ୍ୟୟ ମଞ୍ଜୁରୀ ବିଧେୟକ ପାରିତ

ଭୁବନେଶ୍ୱର :  ରାଜ୍ୟ ସରକାରଙ୍କ ପକ୍ଷରୁ ଶନିବାର ଅପରାହ୍ନ ଅଧିବେଶନରେ ୨୦୧୮-୧୯ବର୍ଷ ବଜେଟ୍‍ର ଏପ୍ରିଲ ମାସ ପାଇଁ ଆବଶ୍ୟକ ପଡୁଥିବା ୧୬ହଜାର ୫୦୦କୋଟି ଟଙ୍କାର ଲେଖାନୁଦାନ ଉପରେ ବ୍ୟୟମଞ୍ଜୁରୀ ବିଧେୟକ ଆଗତ ହୋଇଥିଲା।…
Read More...

ଇର୍ଫାନ ଜାମ୍ମୁକାଶ୍ମୀର କ୍ରିକେଟ୍‌ ଦଳ ପ୍ରଶିକ୍ଷକ

ଶ୍ରୀନଗର- ଭାରତୀୟ ଦଳର ପୂର୍ବତନ ଅଲରାଉଣ୍ଡର ଇର୍ଫାନ ପଠାନ୍‌ଙ୍କୁ ଜାମ୍ମୁକାଶ୍ମୀର ସିନିୟର କ୍ରିକେଟ୍‌ ଦଳର ପ୍ରଶିକ୍ଷକ ଭାବେ ନିଯୁକ୍ତ କରାଯାଇଛି। ଗଣମାଧ୍ୟମକୁ ସୂଚନା ଦେଇ ଜାମ୍ମୁକାଶ୍ମୀର କ୍ରିକେଟ୍‌ ଆସୋସିଏସନ୍‌ର…
Read More...

୫୨ ଭାରତୀୟ ମତ୍ସ୍ୟଜୀବୀଙ୍କୁ ଗିରଫ କଲା ପାକିସ୍ତାନ

କରାଚି : ପାକିସ୍ତାନ କର୍ତ୍ତୃପକ୍ଷ ଶନିବାର ଭାରତର ୫୨ଜଣ ମତ୍ସ୍ୟଜୀବୀଙ୍କୁ ଗିରଫ କରିଛନ୍ତି। ଆନ୍ତର୍ଜାତିକ ଜଳସୀମା ଉଲ୍ଲଙ୍ଘନ କରିବା ଅଭିଯୋଗରେ ପାକିସ୍ତାନ ସାମୁଦ୍ରିକ ସୁରକ୍ଷା ବାହିନୀ ଭାରତୀୟ ମତ୍ସ୍ୟଜୀବୀଙ୍କୁ…
Read More...

୧୦ଲକ୍ଷର ଜାଲ୍‌ ୨୦୦୦ଟଙ୍କିଆ ନୋଟ୍‌ ଜବତ

ହାଇଦରାବାଦ : ରାଜସ୍ୱ ଗୁଇନ୍ଦା ନିର୍ଦେଶାଳୟ (ଡିଆରଆଇ) ୧୦ଲକ୍ଷ ଟଙ୍କା ମୂଲ୍ୟର ୨୦୦୦ଟଙ୍କିଆ ନୋଟ୍‌ ଜବତ କରିଛି। ଏହି ମାମଲାରେ ୨ଜଣଙ୍କୁ ଗିରଫ କରାଯାଇଛି। ଏହି ନୋଟଗୁଡିକ ବାଲାଂଦେଶରୁ ଚାଲାଣ ହୋଇଥିଲା। ମେ ୧୨ରେ…
Read More...

ଦଲାଇଲାମାଙ୍କ ଉତ୍ସବରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

ଧର୍ମଶାଳା : ଚୀନର ବିରୋଧ ସତ୍ତ୍ୱେ ଧର୍ମଗୁରୁ ଦଲାଇଲାମାଙ୍କ ଉଦ୍ଦେଶ୍ୟରେ ଆୟୋଜିତ ଉତ୍ସବରେ କେନ୍ଦ୍ରମନ୍ତ୍ରୀ ଯୋଗଦେଇଛନ୍ତି। ଚୀନ ସହିତ ସୁସମ୍ପର୍କ ସ୍ଥାପନ ଉଦ୍ଦେଶ୍ୟରେ ଦଲାଇଲାମାଙ୍କ ଉତ୍ସବରୁ ଦୂରେଇ ରହିବା ଲାଗି…
Read More...

କାବେରୀ ଜଳ ବିବାଦ : ୩ ମାସ ସମୟ ମାଗିଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ : କାବେରୀ ଜଳବିବାଦ ପ୍ରସଙ୍ଗରେ ସୁପ୍ରିମକୋର୍ଟ ଦେଇଥିବା ରାୟକୁ କାର୍ଯ୍ୟକାରୀ କରିବାକୁ କେନ୍ଦ୍ର ସରକାର ତିନି ମାସ ଅଧିକ ସମୟ ଲୋଡିଛନ୍ତି। ମେ’ ୧୨ରେ କର୍ଣ୍ଣାଟକରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ…
Read More...

ବଢିଲା ନନ୍ଦନ କାନନ ଟିକେଟ ଦର

ଭୁବନେଶ୍ୱର: ନନ୍ଦନ କାନନର  ପ୍ରାଣୀ ଉଦ୍ୟାନରେ ପ୍ରବେଶ ପାଇଁ ଟିକେଟ ଦର ବୃଦ୍ଧି କରାଯାଇଛି । ଆଗରୁ ନନ୍ଦନ କାନନ ପ୍ରାଣୀ ଉଦ୍ୟାନରେ ପ୍ରବେଶ ପାଇଁ ୪୦ ଟଙ୍କା ଥିବା ବେଳେ ଏବେ ପର୍ଯ୍ୟଟକମାନଙ୍କୁ ୫୦ ଟଙ୍କା ଦେବାକୁ…
Read More...

ଘରେ ନିଆଁ ଲଗାଇ ଟ୍ରିପଲ ମର୍ଡର ଘଟଣା: ଅଭିଯୁକ୍ତ ବାପ-ପୁଅ ଜେଲ୍‍ ଗଲେ

ପିପିଲି:ରାଜ୍ୟବ୍ୟାପୀ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ପିପିଲିର ବହୁଚର୍ଚ୍ଚିତ ଦାନୋଗହିର ଟ୍ରିପଲ ମର୍ଡର ଘଟଣାରେ ଗିରଫ ମୁଖ୍ୟ ଅଭିଯୁକ୍ତ ଇମତିଆଜ ଅଲ୍ଲୀ ଖାଁ (୬୦) ଓ ତାଙ୍କ ପୁଅ ଇଲିଆଜ ଅଲ୍ଲୀ ଖାଁ (୨୦)କୁ ଶନିବାର…
Read More...

‘ଭବିଷ୍ୟତରେ ଅଷ୍ଟ୍ରେଲିଆ ତରଫରୁ ଖେଳିବା ଆଶା ନାହିଁ’

ସିଡନୀ- ଦକ୍ଷିଣ ଆଫି୍ରକା ବିପକ୍ଷ ୩ୟ ଟେଷ୍ଟ ମ୍ୟାଚ୍‌ରେ ବଲ୍‌ ଟାମ୍ପରିଂ କରିଥିବା ଅଷ୍ଟ୍ରେଲିଆ ଦଳର ୩ ଖେଳାଳି ଷ୍ଟିଭେନ୍‌ ସ୍ମିଥ୍‌, ଡେଭିଡ୍‌ ୱାର୍ଣ୍ଣର ଓ କାମେରନ୍‌ ବାନ୍‌କ୍ରଫ୍ଟଙ୍କୁ କ୍ରିକେଟ୍‌ ଅଷ୍ଟ୍ରେଲିଆ…
Read More...

ନାବାଳିକାର ବଳାତ୍କାରୀକୁ  ପିଟି ପିଟି ହତ୍ୟା

ଗାଜିଆବାଦ:  ଜଣେ ନାବାଳିକାକୁ ବଳାତ୍କାର କରିଥିବା ଅଭିଯୁକ୍ତକୁ ସର୍ବସାଧାରଣରେ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି ।  ଜଣେ ଆଠ ବର୍ଷର ନାବାଳିକୁ ୨୪ ବର୍ଷିୟ ଅଭିଯୁକ୍ତ ବଳାତ୍କାର କରିଥିବା ଅଭିଯୋଗ…
Read More...

ଭିଡିଓକନ୍‌-ଆଇସିଆଇସିଆଇ ଋଣ ମାମଲାର ସିବିଆଇ ତଦନ୍ତ

ନୂଆଦିଲ୍ଲୀ : ଭିଡିଓକନ୍‌ କମ୍ପାନୀକୁ ଆଇସିଆଇସିଆଇ ବ୍ୟାଙ୍କ ଋଣ ପ୍ରଦାନରେ ଅନିୟମିତତା ଅଭିଯୋଗକୁ ନେଇ ସିବିଆଇ ମାମଲା ରୁଜୁ ପୂର୍ବକ ତଦନ୍ତ ଆରମ୍ଭ କରିଛି। ଏହି ଋଣ ଅନିୟମିତତା ପଛରେ ଆଇସିଆଇସିଆଇ ବ୍ୟାଙ୍କ ପରିଚାଳନା…
Read More...

ରେଳବାଇରେ ୯୦,୦୦୦ ପଦ ପାଇଁ ୨.୮ କୋଟି ପ୍ରାର୍ଥୀ

ନୂଆଦିଲ୍ଲୀ : ରେଳବାଇ ପକ୍ଷରୁ ବିଭିନ୍ନ ବିଭାଗରେ ପ୍ରାୟ ୯୦,୦୦୦ ପଦ ପାଇଁ ଅନଲାଇନରେ ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ଏଥିପାଇଁ ୨.୮ କୋଟି ପ୍ରାର୍ଥୀ ଆବେଦନ କରିଥିବା ଜଣାପଡିଛି। ଏହା ବିଶ୍ୱର ସର୍ବବୃହତ…
Read More...

ରାହୁଲଙ୍କ ବିରୋଧରେ ମାନହାନି ମକଦ୍ଦମା

ଗୋରଖପୁର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବା ଅଭିଯୋଗରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ବିରୋଧରେ ଏକ ମାନହାନି ମକଦ୍ଦମା ରୁଜୁ କରାଯାଇଛି। ନିକଟରେ ନୂଆଦିଲ୍ଲୀରେ…
Read More...

ଆତଙ୍କବାଦୀ ଆକ୍ରମଣରେ ପୁଲିସ ଗୁରୁତର

ଶ୍ରୀନଗର : ଜାମ୍ମୁ କାଶ୍ମୀରର ଅନନ୍ତନାଗ ଜିଲାରେ ଶନିବାର ଆତଙ୍କବାଦୀ ଆକ୍ରମଣରେ ଜଣେ ପୁଲିସ କର୍ମୀ ଗୁରୁତର ଆହତ ହୋଇଛନ୍ତି। ତ୍ରିଲୋକ ସିଂହ ନାମକ ଏହି ଏସ୍‌ପିଓ ଖାନାବଲ୍‌ ଅଞ୍ଚଳରେ କର୍ତ୍ତବ୍ୟରତ ଥିବାବେଳେ ବାଇକରେ…
Read More...

ଜାକିର ନାଏକର ପ୍ରତ୍ୟର୍ପଣ ଦାବି କଲା ଭାରତ

ନୂଆଦିଲ୍ଲୀ : ବିବାଦୀୟ ଇସଲାମ ଧର୍ମପ୍ରଚାରକ ଜାକିର ନାଏକକୁ ପ୍ରତ୍ୟର୍ପଣ କରିବାକୁ ଭାରତ ପକ୍ଷରୁ ମାଲେସିଆ ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରାଯାଇଛି। ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଇତିମଧ୍ୟରେ ମାମଲା…
Read More...

ଏପ୍ରିଲ ୩ ରେ ରୁଷ ଯିବେ ନିର୍ମଳା

ନୂଆଦିଲ୍ଲୀ : ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଏପ୍ରିଲ ୩ରେ ରୁଷ ଗସ୍ତରେ ଯିବେ ବୋଲି ଜଣାପଡିଛି। ଆନ୍ତର୍ଜାତିକ ସୁରକ୍ଷା ପ୍ରସଙ୍ଗରେ ରାଜଧାନୀ ମସ୍କୋରେ ଅନୁଷ୍ଠିତ ହେବାକୁ ଥିବା ସପ୍ତମ ମସ୍କୋ ସମ୍ମିଳନୀରେ…
Read More...

ଆଇଏନଏକ୍ସ ମିଡିଆ ମାମଲା : ଏପ୍ରିଲ ୧୩ ପର୍ଯ୍ୟନ୍ତ ହାଜତକୁ ଗଲେ ପିଟର

ନୂଆଦିଲ୍ଲୀ : ଆଇଏନଏକ୍ସ ମିଡିଆ ମାମଲାରେ ଦିଲ୍ଲୀର ଏକ ଅଦାଲତ ଶନିବାର ପିଟର ମୁଖାର୍ଜୀଙ୍କୁ ଏପ୍ରିଲ ୧୩ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତ ପଠାଇବାକୁ ନିର୍ଦେଶ ଦେଇଛନ୍ତି। ପୂର୍ବରୁ ଅଦାଲତ ପିଟରଙ୍କୁ ମାର୍ଚ୍ଚ ୩୧…
Read More...

ମନ୍ଦିର ମଞ୍ଚ ଭୁଶୁଡି ୪ ଶ୍ରଦ୍ଧାଳୁ ମୃତ

ଅମରାବତୀ : ଆନ୍ଧ୍ରପ୍ରଦେଶର କଡପ୍ପା ଜିଲା ଅନ୍ତର୍ଗତ ଓଣ୍ଟିମିଟା ସହରରେ ଥିବା ଏକ ରାମ ମନ୍ଦିରରେ ଶୁକ୍ରବାର ଭକ୍ତଙ୍କ ପାଇଁ ଉଦ୍ଦିଷ୍ଟ ଅସ୍ଥାୟୀ ମଞ୍ଚ ଭୁଶୁଡି ପଡିବା ଫଳରେ ୪ ଜଣ ପ୍ରାଣ ହରାଇଛନ୍ତି ଓ ୫୦ରୁ ଊର୍ଦ୍ଧ୍ବ…
Read More...

ବରଗଡରେ ବିଜେପି ଯୁବନେତାଙ୍କୁ ଆକ୍ରମଣ ଅଭିଯୋଗ

ବରଗଡ: ବରଗଡ ଜିଲା  ସୋହଲାରେ ବିଜେପି ନେତା ରଞ୍ଜନ ପଟେଲ ଓ  ରାଜ୍ୟ ଯୁବ ମୋର୍ଚ୍ଚାର ସମ୍ପାଦକ ଈରାଶିଷ ଆଚାର୍ଯ୍ୟଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି । ଏହି ଆକ୍ରମଣରେ ହୀରାଶିଷ ଗୁରୁତର ହୋଇଛନ୍ତି । ତାଙ୍କୁ…
Read More...

ଚଳିତବର୍ଷ ଶେଷରେ ବିବାହ କରିବେ ରଣବୀର-ଦୀପିକା

ନୂଆଦିଲ୍ଲୀ : ଚଳିତବର୍ଷ ଶେଷ ଆଡକୁ ବିବାହ କରିବେ ବଲିଉଡର ଚର୍ଚ୍ଚିତ ଯୋଡି ରଣବୀର ସିଂ ଓ ଦୀପିକା ପାଦୁକୋନ। ଦୀପବୀରଙ୍କ ବିବାହ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର ଧରିଛି। ମୁମ୍ବଇ ମିରର ରିପୋର୍ଟ ମୁତାବକ,…
Read More...

ଜୈତାରାନରେ ଦଙ୍ଗା, ଇଣ୍ଟରନେଟ ସେବା ବନ୍ଦ

ଜୟପୁର : ରାଜସ୍ଥାନର ପାଲି ଜିଲା ଜୈତାରାନ ସହରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରାରୁ ଦୁଇ ସମ୍ପ୍ରଦାୟ ମଧ୍ୟରେ ଦଙ୍ଗା ଆରମ୍ଭ ହୋଇଯାଇଛି । ଫଳରେ ସହରରେ ବ୍ୟାପକ ପୁଲିସ୍‌ ମୁତୟନ କରାଯିବା ସହ ଇଣ୍ଟରନେଟ ସେବା ବନ୍ଦ…
Read More...

ଭାଗଲପୁର ହିଂସା ମାମଲା; କେନ୍ଦ୍ର ମନ୍ତ୍ରୀଙ୍କ ପୁଅର ଜାମିନ ଆବେଦନ ଖାରଜ

ଭାଗଲପୁର : ଭାଗଲପୁର ହିଂସାକାଣ୍ଡ ମାମଲାରେ ଅଭିଯୁକ୍ତ କେନ୍ଦ୍ର ମନ୍ତ୍ରୀ ଅଶ୍ୱିନୀ ଚୌବେଙ୍କ ପୁଅ ଅର୍ଜିତଙ୍କ ଆଗୁଆ ଜାମିନ୍‌ ଆବେଦନ ଶନିବାର କୋର୍ଟେରେ ଖାରଜ ହୋଇଯାଇଛି । ପ୍ରକାଶ ଯେ ଗିରଫଦାରୀ ପାଇଁ ୱାରେଣ୍ଟ ଜାରି…
Read More...

ଘୋଡ଼ା ଚଢିବାରୁ ଦଳିତଙ୍କୁ ହତ୍ୟା ଅଭିଯୋଗ

ନୂଆଦିଲ୍ଲୀ : ଅସ୍ପୃଶ୍ୟତା ଭଳି ସାମାଜିକ ବ୍ୟାଧି କବଳିତ ମନୁଷ୍ୟଙ୍କ ଅମାନବୀୟ କାଣ୍ଡର ଆଉ ଏକ କରୁଣ ନିଦର୍ଶନ ଦେଖିବାକୁ ମିଳିଛି ଗୁଜରାଟର ଭାବନଗର ଜିଲାରେ। ଘୋଡ଼ା ପାଳିବା ଏବଂ ଚଢିବା ଅଭିଯୋଗରେ ପ୍ରଦୀପ ରାଠୋର ନାମକ…
Read More...

ଉତ୍ତର କୋରିଆର ୨୧ କମ୍ପାନୀ କଳା ତାଲିକାଭୁକ୍ତ

ନୂଆଦିଲ୍ଲୀ : ମିଳିତ ଜାତିସଂଘ ଉତ୍ତର କୋରିଆକୁ ଏକ ବଡ଼ ଝଟକା ଦେଇଛି। ମିଳିତ ଜାତିସଂଘର ନିୟମ ଉଲ୍ଲଙ୍ଘନ ପାଇଁ ସୁରକ୍ଷା ପରିଷଦ ଉତ୍ତର କୋରିଆର ୨୭ଟି ଜାହାଜ, ୨୧ଟି ନୌପରିବହନ (ଶିପିଂ) କମ୍ପାନୀ ଏବଂ ଜଣେ ବ୍ୟକ୍ତିଙ୍କୁ…
Read More...

ଆଫଗାନିସ୍ତାନ ; ୨୪ ଘଣ୍ଟାରେ ୨୩ ଆତଙ୍କବାଦୀ ମୃତ

କାବୁଲ : ଆଫଗାନିସ୍ତାନ ସୁରକ୍ଷା କର୍ମୀଙ୍କ ଅଭିଯାନରେ ୨୪ ଘଣ୍ଟା ମଧ୍ୟରେ ଆଇଏସ୍‌ ଆତଙ୍କବାଦୀଙ୍କୁ ମିଶାଇ ଅନ୍ୟୁନ୍‌ ୨୩ ଜଣ ଆତଙ୍କବାଦୀ ପ୍ରାଣ ହରାଇଛନ୍ତି । ଆଫଗାନିସ୍ତାନ ପ୍ରତିରକ୍ଷା ମନ୍ତ୍ରଣାଳୟ ସୂତ୍ରରୁ…
Read More...

ସିବିଏସ୍‌ଇ ପ୍ରଶ୍ନ ପତ୍ର ପ୍ରଘଟ ମାମଲାରେ  ୯ ଜଣ ନାବାଳକଙ୍କ ସହ ୧୨ ଜଣ ଗିରଫ

ନୂଆଦିଲ୍ଲୀ: ସିବିଏସ୍‌ଇ ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଝାରଖଣ୍ଡ ପୁଲିସ ୯ ଜଣ ନାବାଳକଙ୍କ ସହ ମୋଟି ୧୨ ଜଣଙ୍କୁ ଗିରଫ କରିଛି ।ଝାରଖଣ୍‍ର ଛାତ୍ରାରେ ପୁଲସ ୯ ଜଣ ନାବାଳଙ୍କୁ ଅଟକ ରଖଥିବା ଛାତ୍ରା ଏସ୍‌ପି ସୂଚନା…
Read More...

ଦିଲ୍ଲୀରେ ଏସ୍‌ଏସ୍‌ସି ପରୀକ୍ଷାର୍ଥୀଙ୍କ ବିକ୍ଷୋଭ, ପୁଲିସ୍‌ର ଲାଠିଚାର୍ଜ

ନୂଆଦିଲ୍ଲୀ : ଏସ୍‌ଏସ୍‌ସିର କମ୍ପାଇନ ଗ୍ରାଜୁଏଟ ଲେବୁଲ୍‌ (କର୍ମଚାରୀ ଚୟନ ଆୟୋଗ) ପରୀକ୍ଷା ଦୁର୍ନୀତିକୁ ନେଇ ଦେଶର ବିଭିନ୍ନ କୋଣରୁ ହଜାର ହଜାର ଏସ୍‌ଏସ୍‌ସି ପରୀକ୍ଷାର୍ଥୀ ଦିଲ୍ଲୀରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ…
Read More...

ବିରାଟଙ୍କୁ ଇନଷ୍ଟାଗ୍ରାମ୍‍ ଆୱାର୍ଡ, ପ୍ରଶଂସକଙ୍କୁ କହିଲେ ଧନ୍ୟବାଦ

ନୂଆଦିଲ୍ଲୀ: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ଆରମ୍ଭ ହେବାକୁ ଆଉ ମାତ୍ର ଏକ ସପ୍ତାହ। ଏହି ସମୟରେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲି ବେଶ୍‍ ଆରାମ କରୁଛନ୍ତି। ଶନିବାର ସନ୍ଧ୍ୟାରେ ବିରାଟ ଏକ ଫଟୋ ନିଜ…
Read More...

ଶେଷ ଦିନରେ ବି ଚାଲି ପାରିଲାନି ବିଧାନସଭା ପ୍ରଶ୍ନ କାଳ

ଭୁବନେଶ୍ୱର: ବିଧାନ ସଭାର ବଜେଟ ଅଧିବେଶନର ଶେଷ ଦିନରେ ପ୍ରଶ୍ନକାଳ ଅନୁଷ୍ଠିତ ହୋଇ ପାରି ନାହିଁ । ପ୍ରଶ୍ନକାଳରେ ବିରୋଧି ଦଳର ସଦସ୍ୟମାନେ ହୋ ହଲ୍ଲା କରିବାରୁ ବାଚସ୍ପତି  ଗୃହ କାର୍ଯ୍ୟକୁ ଦିନ ୧୧ଟା ୩୦ ପର୍ଯ୍ୟନ୍ତ…
Read More...

ମହିଳା କ୍ରିକେଟ: ଇଂଲଣ୍ଡକୁ ହରାଇ ତ୍ରିରାଷ୍ଟ୍ରୀୟ ଟି୨୦ ସିରିଜ୍‍ ଜିତିଲା ଅଷ୍ଟ୍ରେଲିଆ

ମୁମ୍ବଇ: ଅଷ୍ଟ୍ରେଲିଆ ମହିଳା କ୍ରିକେଟ ଦଳର ଅଧିନାୟିକା ମେଗ୍‍ ଲେନିଂଙ୍କ ଦ୍ରୁତ ଅର୍ଦ୍ଧଶତକ ଓ ମେଗାନ ସ୍କଟଙ୍କ ଆକର୍ଷଣୀୟ ବୋଲିଂ ଯୋଗୁ ଦଳ ତ୍ରିରାଷ୍ଟ୍ରୀୟ ଟି୨୦ ସିରିଜ ଜିତି ନେଇଛି। ଶନିବାର ଖେଳାଯାଇଥିବା ଫାଇନାଲ…
Read More...

ବିହାର : ମନ୍ତ୍ରୀ ଓ ବିଧାୟକଙ୍କ ପୋଷାକ ଧୋଇବେନି ରଜକ

ପାଟନା : ଜନପ୍ରତିନିଧି ଓ ଉଚ୍ଚପଦସ୍ତ ସରକାରୀ ଅଧିକାରୀଙ୍କ ପୋଷାକ ନ ଧୋଇବାକୁ ପାଟନା ଜିଲା ରଜକ ସଂଘ ନିଷ୍ପତ୍ତି ନେଇଛି । ନିଷ୍ପତ୍ତି ଅନୁସାରେ ଅପ୍ରେଲ ୧ରୁ ରଜକମାନେ ରାଜଧାନୀ ପାଟନାରେ ରହୁଥିବା ମନ୍ତ୍ରୀ, ବିଧାୟକ…
Read More...

ୟୁପିରେ ଆମ୍ବେଦକରଙ୍କ ୨ଟି ପ୍ରତିମୂର୍ତ୍ତି ଭଙ୍ଗ, ବିରୋଧ ପ୍ରଦର୍ଶନ

ଲକ୍ଷ୍ନୌ : ଉତ୍ତର ପ୍ରଦେଶରେ ୨୪ ଘଣ୍ଟା ମଧ୍ୟରେ ଆମ୍ବେଦକରଙ୍କ ୨ଟି ପ୍ରତିମୂର୍ତ୍ତି ଭଙ୍ଗାଯିବା ଘଟଣା ଦେଶ ବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଛି। ଏଭଳି ଘଟଣା ଉପରେ ଅଙ୍କୁଶ ଲଗାଯାଇପାରି ନ ଥିବାବେଳେ ଲୋକେ ଏହାକୁ ନେଇ…
Read More...

ଏଠି ଭଡ଼ାରେ ମିଳନ୍ତି ଗାର୍ଲଫ୍ରେଣ୍ଡ, କିନ୍ତୁ ସର୍ତ୍ତ ଲାଗୁ

ଯଦି ଆପଣ ନିସଙ୍ଗ ଅଛନ୍ତି ଅଥବା ଆପଣଙ୍କ ଦ୍ୱାରା କୌଣସି ଝିଅ ପଟୁନାହାନ୍ତି, ତେବେ ଆଉ ଚିନ୍ତା କରନ୍ତୁ ନାହିଁ। କାହିଁକି ନା ଏବେ ଗାର୍ଲଫ୍ରେଣ୍ଡ (ବାନ୍ଧବୀ) ମଧ୍ୟ ଭଡ଼ାରେ ମିଳୁଛନ୍ତି। ଏଥିପାଇଁ ଆପଣଙ୍କ ପକେଟରୁ କିଛି…
Read More...

ଚୀନ ସୀମାରେ ସୈନ୍ୟ ସଂଖ୍ୟା ବଢାଉଛି ଭାରତ

କିବିଥୁ : ଡୋକଲାମ ବିବାଦକୁ ନେଇ ଚୀନର ଧମକପୂର୍ଣ୍ଣ ବୟାନବାଜି ପରେ ଅରୁଣାଚଳପ୍ରଦେଶ ସୀମାନ୍ତରେ ଭାରତ ସୈନ୍ୟ ସଂଖ୍ୟା ବୃଦ୍ଧି କରିବା ସହ ପାଟ୍ରୋଲିଂ ବ୍ୟବସ୍ଥାକୁ କଡ଼ା କଡି କରିଛି । ଚୀନର ତିବ୍‌ବତ ସଲଗ୍ନ ଅରୁଣାଚଳ…
Read More...

୯ଟି ଜିଲାରେ କାଳବୈଶାଖୀ ସହ ବର୍ଷା ସମ୍ଭାବନା

ଭୁବନେଶ୍ବର: ରାଜ୍ୟର ୯ଟି ଜିଲାରେ କାଳବୈଶାଖୀ ସହ ବର୍ଷା ହେବାର ସମ୍ଭାବନା ରହିଛି । ସନ୍ଧ୍ୟା ସାଢେ ୭ଟା ମଧ୍ୟରେ ବରଗଡ, ସମ୍ବଲପୁର, ଝାରସୁଗୁଡା, ନୂଆପଡା, କଳାହାଣ୍ଡି, ବଲାଙ୍ଗିର, ନବରଙ୍ଗପୁରଏ ଗଞ୍ଜାମ, ନୟାଗଡ ଆଦି…
Read More...

ଦିନ ଦ୍ବିପହରରେ ଲୁଟ୍, ୨୭ ଲକ୍ଷ ଟଙ୍କା ଛଡାଇ ନେଲେ ଦୁର୍ବୃତ୍ତ

କଟକ: ଦିନ ଦ୍ବିପହରରେ ଲୁଟ୍ ଅଭିଯୋଗ । ଜଗତପୁରରେ ଆହ୍ଲାବାଦ୍ ବ୍ୟାଙ୍କ ନିକଟରେ ଲୁଟ୍ ହୋଇଥିବା ନେଇ ଅଭିଯୋଗ ହୋଇଛି । ଆହ୍ଲାବାଦ୍ ବ୍ୟାଙ୍କରୁ ଟଙ୍କା ଉଠାଇ ଡନେଇ ଯାଉଥିବା ବେଳେ ଦୁଇ ଦୁର୍ବୃତ୍ତ ବାଇକରେ ଆସି ଟଙ୍କା…
Read More...

ବିଶ୍ବର ସବୁଠୁ ଦାମୀ ବଜାର

ଯେ କୌଣସି ପ୍ରାନ୍ତକୁ ଯିବେ, ସେଠାରେ ଭିନ୍ନଭିନ୍ନ ଦ୍ରବ୍ୟ ଶସ୍ତାଠାରୁ ମହରଗ ମୂଲ୍ୟରେ ମିଳିଥାଏ । ଆମ ଭାରତୀୟ ଲୋକେ ଭଲ ଓ ଦାମୀ ଜିନିଷ କିଣିବା ନିମନ୍ତେ ବିଦେଶ ଯାତ୍ରା କରନ୍ତି । ହେଲେ ଖୁବ୍ କମ୍ ଲୋକେ ଜାଣନ୍ତି ଯେ…
Read More...

ଆମେରିକୀୟ ସୁପରମାର୍କେଟରେ ୩ହଜାର ପାଉଣ୍ଡ ଖାଦ୍ୟ ନଷ୍ଟ

ଯୁକ୍ତରାଷ୍ଟ୍ର ଆମେରିକା, ବିଶ୍ବର ଅନ୍ୟତମ ସମୃଦ୍ଧିଶାଳୀ ରାଷ୍ଟ୍ର ଭାବେ ଜଣାଯାଏ। ପ୍ରତ୍ୟେକ କ୍ଷେତ୍ରରେ ଏମାନେ ଅଗ୍ରଗତି କରିଚାଲିଛନ୍ତି। ଆମେରିକାର ସ୍ଥାୟୀ ବାସିନ୍ଦାଙ୍କ ରୋଜଗାର ଭଲ ହୋଇଥିବାବେଳେ ଏମାନଙ୍କ…
Read More...

ଜାଣନ୍ତୁ ସଙ୍ଗୀତର କରାମତି ବିଷୟରେ….

ଶ୍ରୁତିମଧୁର ସଙ୍ଗୀତ ଶୁଣିବାକୁ ଅବା କାହାକୁ ଭଲ ନଲାଗେ? ଏକ ସର୍ବେକ୍ଷଣରୁ ଜଣାପଡ଼ିଛି ଯେ ସଙ୍ଗୀତର ତାଳ, ଲୟ ଜାଣିନଥିବା ସତ୍ତ୍ବେ ୯୨%ଲୋକେ ଗୁଣୁଗୁଣୁ ହୋଇ ଗୀତ ଗାଇଥାନ୍ତି। ମାତ୍ର ୨%ଲୋକେ ହିଁ ଗୀତ ଗାଇବାକୁ ଉଚିତ୍…
Read More...

କଂଗ୍ରେସ ଦଳ ଛାଡିଲେ ବ୍ରହ୍ମପୁର ମହାନଗର ନିଗମର ଆଉ ୫ କର୍ପୋରେଟର

ବ୍ରହ୍ମପୁର: ବ୍ରହ୍ମପୁର ମହାନଗର ନିଗମର ଆଉ ୫ଜଣ କର୍ପୋରେଟର ଦଳ ଛାଡିବା ନେଇ ସ୍ପଷ୍ଟ ହୋଇଛି । ପୂର୍ବରୁ ୫ଜଣ କର୍ପୋରେଟର ଦଳରୁ ଇସ୍ତଫା ଦେଇଥିଲେ । ୪୦ସଦସ୍ୟ ବିଶିଷ୍ଟ ବ୍ରହ୍ମପୁର ମହାନଗର ନିଗମରେ କଂଗ୍ରେସର ୧୪ଜଣ…
Read More...

ସଡକ ଦୁର୍ଘଟଣାରେ ଜଣେ ପଥଚାରୀଙ୍କ ମୃତ୍ୟୁ

ଗଞ୍ଜାମ: ହିଂଜିଳି ବ୍ଲକ ତଥା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଡି ପାଟପୁର ଗାଁରେ ସଡକ ଦୁର୍ଘଟଣା ଘଟିଛି । ପଥର ବୋଝେଇ ହାଇୱା ସହ ଅଟୋ ରିକ୍ସା ଧକ୍କା ହୋଇଛି । ଫଳରେ ଘଟଣାସ୍ଥଳରେ ଜଣେ ପଥଚାରୀଙ୍କ ମୃତ୍ୟୁ ଘଟିଛି ।…
Read More...

ଘୋଡା ଚଢି ଜୀବନ ହାରିଲେ ଦଳିତ ଯୁବକ

ଗୁଜୁରାଟ: ଘୋଡା ଚଢିବା ହେଲା କାଳ । ଘୋଡା ଚଢିବା ପ୍ରତିବଦଳରେ ଜଣେ ଦଳିତ ଯୁବକଙ୍କୁ ଜୀବନ ହାରିବାକୁ ପଡିଛି । ରାଜପୁତ ସମ୍ପ୍ରଦାୟର ଲୋକମାନେ ଏହି ଦଳିତ ଯୁବକଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଏଭଳି ଏକ…
Read More...

ମହିଳା କନେଷ୍ଟବଳଙ୍କୁ ଆକ୍ରମଣ ଘଟଣା; ଜଣେ ଗିରଫ

ପୁରୀ: ଜଣେ ମହିଳା କନେଷ୍ଟବଳଙ୍କୁ ଆକ୍ରମଣ ଘଟଣାରେ ଟାଉନ ପୁଲିସ ଜଣଙ୍କୁ ଗିରଫ କରିଛି । ଶୁକ୍ରବାର ରାତିରେ ଶ୍ରୀମନ୍ଦିର ଆଡ଼କୁ ଏକ ନମ୍ବର ବିହୀନ କାର ଯାଉଥିବା ବେଳେ ମାର୍କେଟ ଛକ ଟ୍ରାଫିକ ପୋଷ୍ଟ ନିକଟରେ ଜଣେ ମହିଳା…
Read More...

ବିମାନବନ୍ଦରରୁ ପୁଣି ଜବତ ହେଲା ୧୫ ଲକ୍ଷ ଟଙ୍କାର ସୁନା

ଭୁବନେଶ୍ୱର : ଆଜି ପୁଣି ଭୁବନେଶ୍ୱର ବିମାନବନ୍ଦରରୁ ୧୫ ଲକ୍ଷ ଟଙ୍କାର ସୁନା ଜବତ ହୋଇଛି । ଏହି ଘଟଣାରେ ପୁଲିସ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା ଚଳାଇଛି । ଏୟାର ଇଣ୍ଡିଆ ବିମାନରେ ବ୍ୟାଙ୍କକକ୍ ରୁ ଭୁବନେଶ୍ବର…
Read More...

ବାପା କୋଳରୁ ଶିଶୁପୁତ୍ରକୁ ନେଇ ଚମ୍ପଟ୍ ମାରିଲା ମାଙ୍କଡ

କଟକ: ୧୫ ଦିନର ଶିଶୁପୁତ୍ରକୁ ବାପା କୋଳରୁ ଉଠାଇ ନେଇ ଚମ୍ପଟ୍ ମାରିଛି ମାଙ୍କଡ । ଏଭଳି ଏକ ଅଭାବନୀୟ ଘଟଣା କଟକ ଜିଲ୍ଲା ବାଙ୍କୀ ଥାନା ଅର୍ନ୍ତଗତ ତାଳବସ୍ତ ଗାଁରେ ଘଟିଛି । ଆଜି ସକାଳେ ଖୋଲା ଘରେ ବାପା କୋଳରେ…
Read More...

ମୁକ୍ତିଲାଭ କଲା ‘ବାଗୀ-୨’

କଟକ : ଏହି ଫିଲ୍ମ ସପ୍ତାହରେ ମହାନଗରୀର ସିନେମାଘରକୁ ଆସିଛି ଟାଇଗର ଶ୍ରଫ୍‍ ଓ ଦିଶା ପଟାନୀଙ୍କ ଅଭିନୀତ ଆକ୍‍ସନ୍‍ ଥ୍ରୀଲର ସିନେମା "ବାଗୀ-୨'। ଏଥିରେ ରହିଛି ଏକାକୀ ଜଣେ ସୈନିକର ନିଶା ମାଫିଆଙ୍କ ସହ ସଂଘର୍ଷ।…
Read More...

ନୂଆ ଅଙ୍କ କଷୁଛି ପୁଲିସ

ଉତ୍ତରଭୁବନେଶ୍ୱର : କୁଆଖାଇ ନଦୀପଠାରେ ବହୁ ଚର୍ଚ୍ଚିତ ଉନ୍ମୟ ପାଢ଼ୀଙ୍କ ହତ୍ୟା ଘଟଣା ଏବେବି ଅନ୍ଧାରରେ ରହିଛି। ୧୧ଦିନ ବିତିଯାଇଥିବା ବେଳେ ପୁଲିସ ହତ୍ୟାକାଣ୍ଡର ରହସ୍ୟ ଖୋଲି ପାରିନଥିବା ବେଳେ ହତ୍ୟାକାରୀଙ୍କ ପାଖରେ…
Read More...

ନନ୍ଦନକାନନ ପ୍ରାଣୀ ଉଦ୍ୟାନ: ୧ରୁ ବର୍ଦ୍ଧିତ ପ୍ରବେଶ ଶୁକ୍ଳ

ନନ୍ଦନକାନନ  : ଆସନ୍ତା ଏପ୍ରିଲ ୧ରୁ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଲାଗୁ ହେବ ବର୍ଦ୍ଧିତ ପ୍ରବେଶ ଶୁଳ୍କ। ପ୍ରାଣୀ ଉଦ୍ୟାନ ବୁଲିବାକୁ ହେଲେ ଏଣିକି ୪୦ ଟଙ୍କା ବଦଳରେ ଦେବାକୁ ପଡ଼ିବ ୫୦ଟଙ୍କା। ଏ ସମ୍ପର୍କରେ ଶୁକ୍ରବାର…
Read More...

ସୁନା ୬୫୦, ରୁପା ମୂଲ୍ୟରେ ୬୦୦ ଟଙ୍କା ହ୍ରାସ

ନୂଆଦିଲ୍ଲୀ : ବିଶ୍ୱ ବଜାରରେ କାରବାର ମାନ୍ଦା ରହିବା ଏବଂ ଚାହିଦାରେ ହ୍ରାସ ଯୋଗୁ ଆଜି ଘରୋଇ ବଜାରରେ ସୁନା ଏବଂ ରୂପା ମୂଲ୍ୟରେ ହ୍ରାସ ଘଟିଛି। ଗହଣା ନିର୍ମାତାଙ୍କ ନିକଟରେ ଚାହିଦାରେ ହ୍ରାସ ଯୋଗୁ ବଜାରରେ ସୁନା…
Read More...

ମା’ ହିଙ୍ଗୁଳାଙ୍କ ଯାତ୍ରାରେ ୨ ଲକ୍ଷରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ

ତାଳଚେର : ତାଳଚେରର ଅଧିଷ୍ଠାତ୍ରୀ ଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ଶୁକ୍ରବାର ପ୍ରସିଦ୍ଧ ଯାତ୍ରାରେ ୨ ଲକ୍ଷରୁ ଊର୍ଦ୍ଧ୍ବ ଭକ୍ତଙ୍କ ସମାଗମ ହୋଇଥିବା ଜଣାପଡ଼ିଛି। ମା’ଙ୍କର ଉଭା ସ୍ଥଳୀ ଏବଂ ପୀଠସ୍ଥଳୀରେ ଶ୍ରଦ୍ଧାଳୁଙ୍କର…
Read More...

ନିଶାସକ୍ତ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ

ଅଣଓଡ଼ିଆ ପ୍ରେମିକ ଥାନାରେ ଅଟକ ଚନ୍ଦ୍ରଶେଖରପୁର: ରାଜଧାନୀରେ ଜଣେ ନିଶାସକ୍ତ ମହିଳାଙ୍କ ସନ୍ଦେହଜନକ ମୃତ୍ୟୁ ଚର୍ଚ୍ଚାର ବିଷୟ ହୋଇଛି। ଏହି ଘଟଣା ଘଟିଛି ଚନ୍ଦ୍ରଶେଖରପୁର ଥାନା ଅନ୍ତର୍ଗତ ଶ୍ରୀବିହାରରେ ଥିବା…
Read More...

ଉତ୍କଳ ଦିବସରେ ଚନ୍ଦ୍ରଭାଗାରେ ଶପଥ ନେବେ ଦଶ ହଜାରରୁ ଊର୍ଦ୍ଧ୍ବ ଯୁବକ

ଭୁବନେଶ୍ୱର/ଗୋପ : ଚନ୍ଦ୍ରଭାଗା ସମୁଦ୍ର ବେଳାଭୂମିରେ ସାମାଜିକ ସଙ୍ଗଠନ ପ୍ରାଚୀ ଟ୍ରଷ୍ଟ ତରଫରୁ ଉତ୍କଳ ଦିବସରେ ବ୍ରାହ୍ମ ମୁହୂର୍ତ୍ତରେ ନୂଆ ଓଡିଶା ନିର୍ମାଣ ଅଭିଯାନର ଶୁଭାରମ୍ଭ କରାଯିବ। ଏହି ଦିନ ସୂର୍ଯେ୍ୟାଦୟ…
Read More...

କାଳବୈଶାଖୀରେ ଭୁଶୁଡ଼ିଲା ପାର୍ବଣ ମଞ୍ଚ: ୪ ମୃତ, ୭୦ ଆହତ

କାଡାପା: ଶୁକ୍ରବାର ରାମନବମୀ ଶୋଭାଯାତ୍ରାରେ ଏକ ଅଘଟଣ ଘଟି ୪ ଜଣଙ୍କ ପ୍ରାଣହାନି ହୋଇଥିବା ବେଳେ ପ୍ରାୟ ୭୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଏହି ଅଘଟଣଟି ଆନ୍ଧ୍ରପ୍ରଦେଶର କଡାପ୍ପା ଜିଲାର ଭୋଣ୍ଟିମିଟାର ଐତିହାସିକ…
Read More...

ଆଇପିଏଲ୍‍ରୁ ବାଦ୍‍ପଡ଼ିଲେ ଷ୍ଟାର୍କ

ନୂଆଦିଲ୍ଲୀ : ଇଣ୍ଡିଆନ୍‍ ପ୍ରିମିୟର ଲିଗ୍‍ (ଆଇପିଏଲ୍‍)ର ଚଳିତ ସଂସ୍କରଣରେ ଖେଳିବାରୁ ବାଦ୍‍ ପଡ଼ିଛନ୍ତି ଅଷ୍ଟ୍ରେଲିଆର ଦ୍ରୁତ ବୋଲର ମିଚେଲ୍‍ ଷ୍ଟାର୍କ। କଲକାତା ନାଇଟ୍‍ ରାଇଡର୍ସ ଦଳ ତରଫରୁ ଖେଳିବାକୁ ଚୁକ୍ତି…
Read More...

କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ଟିକସ ଛାଡ଼ ସୀମା ୨୦ ଲକ୍ଷ ହେଲା

ନୂଆଦିଲ୍ଲୀ : ସଂଗଠିତ କ୍ଷେତ୍ରରେ କାର୍ଯ୍ୟରତ କର୍ମଚାରୀଙ୍କ ପାଇଁ ଭଲ ଖବର। କାରଣ କେନ୍ଦ୍ର ସରକାର ପେମେଣ୍ଟ ଅଫ୍‍ ଗ୍ରାଚ୍ୟୁଇଟି (ସଂଶୋଧନ) ବିଲ୍‍ ୨୦୧୭ ଆଇନରେ ସଂଶୋଧନ କରିଛନ୍ତି। ଏହା ଫଳରେ ଘରୋଇ କ୍ଷେତ୍ରର…
Read More...

ଥାଲାସେମିଆ ରୋଗୀଙ୍କୁ ୨୫ହଜାର ସାହାଯ୍ୟ

ଏଥର ୪୫୦ ଷ୍ଟଲ  କଟକ : ଆସନ୍ତା ୨ତାରିଖଠାରୁ ବୈଶାଖୀ ବାଣିଜ୍ୟ ମେଳା ଆରମ୍ଭ ହୋଇ ୯ ତାରିଖରେ ଉଦ୍‍ଯାପିତ ହେବ। ଚଳିତବର୍ଷ ମେଳାରେ ୪୫୦ଟି ଷ୍ଟଲ୍‍ ଖୋଲାଯିବ। ୪୫୦ଟି ଷ୍ଟଲରୁ ୯୦ଟି କର୍ପୋରେଟ୍‍ ଷ୍ଟଲ ରହିବ୍‍।…
Read More...

ଗଡୁଛି ଟମାଟୋ, ଶଢୁଛି ଚାଷୀ

ଗୁଦେରପାଲି : ମରୁଡ଼ି ପ୍ରପୀଡ଼ିତ ପଦ୍ମପୁର ଉପଖଣ୍ଡର ଗାଇସିଲେଟ ବ୍ଲକ କ୍ରମାଗତ ମରୁଡ଼ିର ଶିକାର ହୋଇ ଚାଷୀର ମେରୁଦଣ୍ଡକୁ ଦୋହଲାଇ ଦେଇଥିବା ସମୟରେ ଏବେ ଟମାଟୋ କିଲା ପିଛା ୫୦ ପଇସା ଓ ବାଇଗଣ କିଲୋ ପିଛା ଏକଟଙ୍କା ଚାଷୀର…
Read More...

ସେଫିଲ୍ଡ ସିଲଡ୍‍ରେ ବଲ୍‍ ଟାମ୍ପରିଂର ପ୍ରୟାସ କରିଥିଲେ ସ୍ମିଥ୍‍, ୱାର୍ଣ୍ଣର !

ସିଡ଼ନୀ : ଦକ୍ଷିଣ ଆଫ୍ରିକା ବିପକ୍ଷ ୩ୟ ଟେଷ୍ଟ ମ୍ୟାଚ୍‍ରେ ବଲ୍‍ ଟାମ୍ପରିଂ ପ୍ରୟାସ କରି କ୍ରିକେଟ୍‍ରୁ ୧୨ ମାସ ପାଇଁ ବାସନ୍ଦ ହୋଇଛନ୍ତି ଅଷ୍ଟ୍ରେଲିଆର ଷ୍ଟିଭେନ୍‍ ସ୍ମିଥ୍‍ ଓ ଡେଭିଡ୍‍ ୱାର୍ଣ୍ଣର। ତେବେ ଏହି ଦୁଇ…
Read More...

ଶନିବାର ରାଶିଫଳ

ମେଷ: ତରବର ନ ହୋଇ ଅପେକ୍ଷା କଲେ ସଫଳତା ପାଇବେ। ଶତ୍ରୁ ନିପାତ କରିବାରେ ସକ୍ଷମ ହେବେ। ଆଶ୍ୱସ୍ତ ହେବେ। ଶୁଭ ଖବର ପାଇ ଖୁସି ହେବେ। ପ୍ରତି କାର୍ଯ୍ୟରେ ଶୁଭ ହେବ। ଋଣ ପରିଶୋଧ କରିପାରନ୍ତି। ବୃଷ: ସୁ-ସମ୍ବାଦ ପାଇ…
Read More...

ବଦଳିବ ‘ଆସ୍କା-୪୦’ ଚେହେରା

ଭୁବନେଶ୍ୱର  : ‘ଆସ୍କା ଫଟି’ ଜୀବନ ମାଟି । ଏହି କଥାକୁ ନେଇ ଗାଁ ଗଣ୍ଡାରେ ଲୋକେ ନିଶା ସେବନକାରୀଙ୍କୁ ସଚେତନ କରାଇଥାନ୍ତି। ମାତ୍ର ନିଶାସକ୍ତମାନେ ଏହାକୁ ତିଳେ ହେଲେ ଖାତିର କରି ନଥାନ୍ତି। ଯାହାଫଳରେ ଗରିବ…
Read More...

ଆଜିଠାରୁ ସୁପର କପ୍‍ ଫୁଟ୍‍ବଲ

ଭୁବନେଶ୍ୱର : କଳିଙ୍ଗ ଷ୍ଟାଡିୟମରେ ଶନିବାରଠାରୁ ଏପ୍ରିଲ ୨୦ ପର୍ଯ୍ୟନ୍ତ ସର୍ବଭାରତୀୟ ଫୁଟବଲ ମହାସଂଘ (ଏଆଇଏଫଏଫ)ର ଅନ୍ୟତମ ପେସାଦାର ପ୍ରତିଯୋଗିତା ସୁପର କପ୍‍ ଫୁଟ୍‍ବଲ ପ୍ରଥମ ସଂସ୍କରଣ ଆରମ୍ଭ ହେଉଛି ।  ୧୬ ଦଳ, ୧୫…
Read More...

କୂଟନୀତିଜ୍ଞ ବିବାଦର ସମାଧାନ ପାଇଁ ଭାରତ ଓ ପାକିସ୍ତାନ ରାଜି

ନୂଆଦିଲ୍ଲୀ : ଭାରତ ଓ ପାକିସ୍ତାନ କୂଟନୀତିଜ୍ଞ ସମ୍ପର୍କିତ ବିବାଦର ସମାଧାନ ପାଇଁ ସହମ୍ମତି ପ୍ରକାଶ କରିଛନ୍ତି । ଉଭୟ ଦେଶ ପରସ୍ପର ବିରୋଧରେ ଉଚ୍ଚାୟୁକ୍ତ ଏବଂ ଅନ୍ୟ କୂଟନୀତିଜ୍ଞଙ୍କୁ ହଇରାଣ କରାଯାଉଥିବା ଅଭିଯୋଗ…
Read More...