www.samajalive.in
Sunday, December 14, 2025
19.1 C
Bhubaneswar

ରାଜସ୍ଥାନରେ ଆହୁରି ୧୯ଟି ନୂଆ ଜିଲ୍ଲା ଘୋଷଣା

ଜୟପୁର – ରାଜସ୍ଥାନରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲତ ଏକ ବଡ ଘୋଷଣା କରିଛନ୍ତି । ରାଜସ୍ଥାନରେ ଆହୁରି ୧୯ଟି ଜିଲ୍ଲା ଘୋଷଣା କରାଯାଇଛି ।

ପୂର୍ବରୁ ରଜସ୍ଥାନରେ ୩୩ଟି ଜିଲ୍ଲା ରହିଛି । ଏହା ସହ ତିନୋଟ ନୂଆ ଡିଭିଜନ୍‌ ପାଇଁ ଘୋଷଣା କରାଯାଇଛି ।

- Advertisement -

ରାଜଧାନୀ ଜୟପୁରକୁ ଜୟପୁର ଉତ୍ତର, ଜୟପୁର ଦକ୍ଷିଣ, ଜୋଧପୁର ପୂର୍ବ, କୋଟପୁତଲି,ବହରୋଡ, ଡିଡିବନା,ସାଂଚୌର ଡିଗ, ଶାହପୁରା, କୈକଡି, ସଲୁଂବର, ଅନୁପଗଡ, ଗଙ୍ଗାପୁର ସିଟି,ଫଲୌଦି ଏହିପରି ୧୯ଟି ନୂଆ ଜିଲ୍ଲାର ନାମ ଘୋଷଣା କରାଯାଇଛି ।

Hot this week

under19 ଏସିଆ କପ୍ ରେ ଭାରତଠୁ ହାରିଲା ପାକିସ୍ତାନ, ବୋଲିଂରେ କମାଲ ଦେଖାଇଲେ ବୈଭବ ସୂର୍ଯ୍ୟବଂଶୀ

ସମାଜ ନ୍ୟୁଜ ଡେସ୍କ- ପୁଣି ଭାରତଠାରୁ ହାରିଲା ପାକିସ୍ତାନ । under-19...

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

Related Articles

Popular Categories