ପାୟୋନିୟର ପକ୍ଷରୁ ଧାନ ଫସଲ ଦିବସ ପାଳିତ

ପାଟଣା : କେନ୍ଦୁଝର ଜିଲା ପାଟଣା ବ୍ଲକ ଅନ୍ତର୍ଗତ ମିରିଗିଖୋଜି ପଞ୍ଚାୟତ ଭାଲିଆଡାଳ ଗ୍ରାମରେ ପାୟୋନିୟର ବିହନ କମ୍ପାନୀ ପକ୍ଷରୁ ଅମଳ ଦିବସ ପାଳିତ ହୋଇଛି। ପାୟୋନିୟର କମ୍ପାନୀର କେନ୍ଦୁଝର ଜିଲା କ୍ଷେତ୍ରି ମୁଖ୍ୟ…
Read More...

ସାପ କାମୁଡ଼ାରେ ନାବାଳକ ମୃତ

ପାଟଣା : ପାଟଣା ଥାନା ଅଞ୍ଚଳ ସାହାରପଡା ବ୍ଲକ ହରିଡ଼ାଗୋଠ ଗ୍ରାମର ଜଣେ ନାବାଳକ ବିଷାକ୍ତ ସାପ କାମୁଡ଼ାରେ ମୃତ୍ୟୁବରଣ କରିଛି। ଗ୍ରାମର ସାମୁ ମୁଣ୍ଡା ପରିବାର ସହ ଘରେ ଖାଇ ପିଇ ଶୋଇଥିବା ସମୟରେ ଗତ ମଧ୍ୟ ରାତ୍ରରେ…
Read More...

ଛାତ୍ରୀମାନଙ୍କ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ ପ୍ରତିଯୋଗିତା 

ପାଟଣା : କେନ୍ଦୁଝର ଜିଲା  ପାଟଣା ବ୍ଲକ ସ୍ଥିତ ମୁରୁସୁଆଁ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଶନିବାର ସ୍ଵେଚ୍ଛାସେବୀ ସଂଗଠନ ପିପୁଲସ୍ କଲଚରାଲ୍ ସେଣ୍ଟର (ପିକକ୍) ଦ୍ଵାରା ଏଇଆଇଏନର ସହଯୋଗରେ ପାଟଣା ଓ ଘଟଗାଁ ବ୍ଲକର ୬ଟି…
Read More...

ସୁରକ୍ଷାକର୍ମୀଙ୍କ ଏନକାଉଣ୍ଟରରେ ୧୧ ସନ୍ଦିଗ୍ଧ ଆତଙ୍କୀ ସଫା

ମଣିପୁର: ମଣିପୁରରେ ସେନାକୁ ବଡ ସଫଳତା ମିଳିଛି । ଜିରିବାମ୍ ଅଞ୍ଚଳରେ ସିଆରପିଏଫ୍ ଯବାନଙ୍କ ଏନକାଉଣ୍ଟରରେ ୧୧ ସନ୍ଦିଗ୍ଧ ଆତଙ୍କୀ ନିହତ ହୋଇଛନ୍ତି ।  ପ୍ରତି ଆକ୍ରମଣରେ ଜଣେ ସିଆରପିଏଫ୍ ଯବାନ ଗୁରୁତର ଆହତ ହୋଇଛନ୍ତି ।
Read More...

ଚୁନୁକୋଳି ବସ୍ତିରେ ଥିବା ବାଣ ଗୋଦାମରେ ଅଗ୍ନିକାଣ୍ଡ

ଭୁବନେଶ୍ବର : ଚୁନୁକୋଳି ବସ୍ତିରେ ଥିବା ବାଣ ଗୋଦାମରେ ଅଗ୍ନିକାଣ୍ଡ ଘଟିଛି । ବାଣ ବିସ୍ଫୋରଣରେ ଘରର କାନ୍ଥ ଭାଙ୍ଗିବା ସହ ନିକଟରେ ଥିବା ଏକ ଲେଡିଜ୍ ହଷ୍ଟେଲରେ ବ୍ୟାପକ କ୍ଷୟକ୍ଷତି ଘଟିଛି । ନିଆଁ ଆୟତ୍ତ ପାଇଁ…
Read More...

ନିଜକୁ ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ବୋଲି ପରିଚୟ ଦେଲେ ପାକିସ୍ତାନ ଯୁବତୀ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କ ବିଜୟ ପରେ ସାରା ବିଶ୍ବରେ ତାଙ୍କ ନୀତି ଓ ଆଦର୍ଶକୁ ନେଇ ଚର୍ଚ୍ଚା ଚାଲିଛି । ଏହା ମଧ୍ୟରେ ପାକିସ୍ତାନରୁ ଚକିତ କରିଦେବା ଭଳି ଏକ ଭିଡିଓ ସାମାଜିକ…
Read More...

ଆସିଲା ନୂଆ ଡିଜେୟାର, ମାଇଲେଜ୍ ୩୪

ନୂଆଦିଲ୍ଲୀ : ଦେଶର ସବୁଠାରୁ ବଡ କାର ନିର୍ମାତା କମ୍ପାନୀ ମାରୁତି ସୁଜୁକି ଅନେକ ଦିନର ପ୍ରତୀକ୍ଷା ପରେ ନିଜ ସବୁଠାରୁ ସୁରକ୍ଷିତ କାର୍ ମାରୁତି ଡିଜେୟାର ଚତୁର୍ଥ ଜେନେରେସନ ମଡେଲ ବିକ୍ରି ପାଇଁ ବଜାର ପ୍ରବେଶ…
Read More...

ଦିଲ୍ଲୀ ମେଟ୍ରୋରେ ଝଗଡା କଲେ ୨ ଯୁବକ, ମାରପିଟର ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମରେ ଅନେକ ଭିଡିଓ ଭାଇରାଲ ହୋଇଥାଏ । ଅନେକ ସମୟରେ ଝଗଡା ଭିଡିଓ ଦେଖିବାକୁ ମିଳେ । ଏବେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଦିଲ୍ଲୀ ମେଟ୍ରୋରେ ୨ ଜଣ ଯୁବକ ମାରପିଟ୍ କରୁଛନ୍ତି ।…
Read More...

ମାଟି ମାଆର କଥା ଆଲୋଚନା ଚକ୍ର ଉଦଯାପିତ  

ପାଟଣା : ବିଶ୍ୱ ଭ୍ରାତୃତ୍ୱ ଦିବ୍ୟାତ୍ମା ପରିଷଦ କ୍ଷିତିଜ୍ୟୋତିଃ ଆଶ୍ରମ ଘଟଗାଁ ଶାଖା ଓ ସଂଯୋଗୀ ସାହିତ୍ୟ ସଂସଦ କୁଣ୍ଡାପିଠାର ମିଳିତ ଆନୁକୂଲ୍ୟରେ ଗୁରୁସ୍ୱାମୀଙ୍କ ବିଜେସ୍ଥଳୀ ଘଟଗାଁ ସମର୍ପଣ କ୍ଷେତ୍ରରେ ବରିଷ୍ଠ…
Read More...

୧୬ ଲକ୍ଷ ଟଙ୍କାର ସୁନା ଲୁଟିନେଲେ ମହିଳା, ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମରେ ଚୋରିର ଭିଡିଓ ଆପଣ ଦେଖିଥିବେ ନିଶ୍ଚୟ । ଏବେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ମହିଳା ଗହଣା ଦୋକାନରୁ ସୁନା ଚୋରି କରୁଛନ୍ତି । ପ୍ରାୟ ୧୬ ଲକ୍ଷ ଟଙ୍କାର ସୁନା…
Read More...

ପ୍ରାରମ୍ଭିକ ମଧୁମେହ ନିର୍ଣ୍ଣୟ ଏବଂ ସୁସ୍ଥ ଜୀବନଶୈଳୀକୁ ପ୍ରୋତ୍ସାହିତ କରିବା ପାଇଁ ବିଶ୍ୱ ମଧୁମେହ ଦିବସ ଉପଲକ୍ଷେ…

ଭୁବନେଶ୍ୱର : ଭାରତ ବିଶ୍ୱର ମଧୁମେହ ରାଜଧାନୀଭାବେ ପରିଚିତ, ଯେଉଁଠି ମଧୁମେହ ଓ ଆନୁଷଙ୍ଗିକ ଜଟିଳତା ଅଧିକ ମାତ୍ରାରେ ଦେଖାଦେଇଥାଏ । ଖରାପ ଜୀବନଶୈଳୀ ପସନ୍ଦ ଏବଂ ଅପର୍ଯ୍ୟାପ୍ତ ରୋଗ ନିର୍ଣ୍ଣୟ ଏହି ମହାମାରୀର ମୁଖ୍ୟ…
Read More...

ରେଳ କର୍ମଚାରୀଙ୍କ ମୃତ୍ୟୁ, ସ୍ତବ୍ଧ କଲା ଭିଡିଓ

ପାଟଣା : ବିହାରର ବରୋନୀ ଜଙ୍କସନରେ ଏକ ଦୁଃଖଦ ଘଟଣା ଘଟିଛି । ଜଣେ ରେଳ କର୍ମଚାରୀଙ୍କ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରିଛି । ଟ୍ରେନର ଇଞ୍ଜିନରେ କୋଚ୍ ସଂଯୋଗ ହେବା ସମୟରେ ମଝିରେ ଚାପି ହୋଇ ତାଙ୍କ ମୃତ୍ୟୁ ଘଟିଛି ।…
Read More...

ସାପ କାମୁଡିବାରୁ ସାପକୁ କାମୁଡିଦେଲେ ଯୁବକ, ଭିଡିଓ ଦେଖି ଲୋକେ କହିଲେ ଏମିତି..

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମରେ ଅନେକ ସମୟରେ ଅଜବ ଭିଡିଓ ଭାଇରାଲ ହୋଇଥାଏ ଯାହା ଲୋକଙ୍କୁ ଚକିତ କରିଥାଏ । ଏବେ ଏମିତି ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ଯାହା ସମସ୍ତଙ୍କୁ ହସର ଖୋରାକ ଯୋଗାଉଛି । ଭିଡିଓରେ…
Read More...

ଏହି କମ୍ପାନୀର ମୋଟରସାଇକେଲକୁ ଅଧିକ ପସନ୍ଦ କରୁଛନ୍ତି ଗ୍ରାହକ, ଜାଣନ୍ତୁ..

ନୂଆଦିଲ୍ଲୀ : ଦୁଇଚକିଆ ଗାଡିର ଚାହିଦା ଲଗାତର ବଢିବାରେ ଲାଗିଛି । ଭାରତୀୟ ଗ୍ରାହକ ଦୁଇଚକିଆ ଯାନକୁ ଅଧିକ ପସନ୍ଦ କରୁଛନ୍ତି । ଗତ ମାସରେ ହିରୋ ମୋଟୋକର୍ପ ବିକ୍ରିରେ ସର୍ବୋଚ୍ଚ ସ୍ଥାନ ହାସଲ କରିଛି । ରିପୋର୍ଟ…
Read More...

ଶୁଭ୍ରାଂଶୁ ପଣ୍ଡା ପାଇବେ ୪ର୍ଥ ଅକ୍ଷୟ ସ୍ମାରକୀ ଉପନ୍ୟାସ ପୁରସ୍କାର

ଭୁବନେଶ୍ବର: ପ୍ରତିଭା ରାୟ ଟ୍ରଷ୍ଟ ଓ ଆଦ୍ୟା ପ୍ରକାଶନୀ ପକ୍ଷରୁ ୨୦୨୪ ମସିହା ପାଇଁ ଚତୁର୍ଥ ‘ଅକ୍ଷୟ ସ୍ମାରକୀ ଉପନ୍ୟାସ ପୁରସ୍କାର’ ଘୋଷିତ ହୋଇଛି। ଚଳିତ ବର୍ଷର ଏହି ମର୍ଯ୍ୟାଦାଜନକ ପୁରସ୍କାର ପାଇଁ କଥାଶିଳ୍ପୀ…
Read More...

ପାକିସ୍ତାନରେ ଏମିତି ପାଳନ ହେଲା ଦୀପାବଳି, ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ କଣ୍ଟେଣ୍ଟ କ୍ରିଏଟର କରାଚୀରେ ପ୍ରଥମ ଥର ଦୀପାବଳି ପାଳନ କରି ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ସେୟାର କରିଛନ୍ତି ଯାହା ଏବେ ଭାଇରାଲ ହେବାରେ ଲାଗିଛି । ବିଲାଲ ହସନଙ୍କ ଦ୍ବାରା…
Read More...

ଓଲଟିଲା ବସ୍: ଜଣେ ମୃତ, ୩୦ ଆହତ

ଦଶପଲ୍ଲା : ଏକ ଯାତ୍ରୀବାହୀ ବସ୍ ଗଛକୁ ଧକ୍କା ଦେଇ ରାସ୍ତା କଡକୁ ଓଲଟି ପଡିବା ଫଳରେ ଚାଳକଙ୍କ ମୃତ୍ୟୁ ହେବା ସହ ୩୦ରୁ ଅଧିକ ଆହତ ହୋଇଛନ୍ତି । ଜୟ ମା' ତାରିଣୀ ବସ୍ ରାଇକିଆରୁ ଭୁବନେଶ୍ବର ଆସିବା ସମୟରେ ନୂଆ ଗାଁ ଥାନା…
Read More...

ଘର ଆଗରେ ହତ୍ୟା କରି ଚାଲିଗଲେ ଦୁର୍ବୃତ୍ତ, ସିସିଟିଭି ଫୁଟେଜ୍ ଭାଇରାଲ

ନୂଆଦିଲ୍ଲୀ : ଗ୍ବାଲିୟର ସିଟି ଥାନା ଅଞ୍ଚଳ ଗୋପାଳ ବାଗରେ ଗୁରୁବାର ରାତିରେ ୨ ଜଣ ଦୁର୍ବୃତ୍ତ ଜଣଙ୍କୁ ଗୁଳି କରି ହତ୍ୟା କରିଛନ୍ତି । ଆକ୍ରମଣକାରୀ ଗୁଳି ଚଳାଇ ୨୦ ସେକେଣ୍ଡରେ ହତ୍ୟା କରି ଫେରାର ହୋଇଯାଇଛନ୍ତି । ଏହି…
Read More...

ଥରେ ଚାର୍ଜ କଲେ ଯିବ ୧୭୫ କିଲୋମିଟର, ଦାମ୍ ମାତ୍ର..

ନୂଆଦିଲ୍ଲୀ : ଓବନ ଇଲେକ୍ଟ୍ରିକ୍ ଭାରତରେ ନିଜ ପ୍ରଥମ ଇ-ବାଇକ୍ ରୋର୍ ଇଜେଡର ବଜାର ପ୍ରବେଶ କରିଦେଇଛି । ଦମଦାର ଡିଜାଇନ ସହିତ ଏହାର ଦାମ୍ ୮୯,୯୯୯(ଏକ୍ସ-ଶୋରୁମ୍) ରଖିଛି କମ୍ପାନୀ । ଏଥିରେ ୩ ବ୍ୟାଟେରୀ ଭେରିଏଣ୍ଟ ୨.୬…
Read More...

ସଲମାନ ଖାନଙ୍କୁ ପୁଣି ହତ୍ୟା ଧମକ

ନୂଆଦିଲ୍ଲୀ : ସଲମାନ ଖାନଙ୍କୁ ପୁଣି ଥରେ ଧମକପୂର୍ଣ୍ଣ କଲ୍ ଆସିଛି । ଏହା ପରେ ତାଙ୍କ ସୁରକ୍ଷାକୁ ନେଇ ପୁଣି ଫ୍ୟାନ୍ସ ଓ ପୁଲିସର ଚିନ୍ତା ବଢିଯାଇଛି । ମୁମ୍ବାଇ ଟ୍ରାଫିକ୍ କଣ୍ଟ୍ରୋଲ ରୁମକୁ ଏକ ଧମକପୂର୍ଣ୍ଣ କଲ୍…
Read More...

ବାତ୍ୟା, ବର୍ଷା କାରଣରୁ ଶୀତ ଉଭାନ

ଭୁବନେଶ୍ବର : ଗୋଟିଏ ସପ୍ତାହ ପରେ କାର୍ତ୍ତିକ ସରିବ, କିନ୍ତୁ କାର୍ତ୍ତିକର ଶୀତ ଏପର୍ଯ୍ୟନ୍ତ ଅନୁଭୂତ ହୋଇନାହିଁ। ପାହାଡିଆ ଅଞ୍ଚଳ ସେମିଳିଗୁଡା, ଦାରିଙ୍ଗବାଡି ଏବଂ ଜି.ଉଦୟଗିରିର କିଛି ଅଞ୍ଚଳରେ ସର୍ବନିମ୍ନ…
Read More...

ବାଂଲାଦେଶରେ ହିଂସା, ୮୦ ଅଟକ

ଢାକା: ବାଂଲାଦେଶରେ ପୁଣି ଥରେ ହିନ୍ଦୁ ଓ ମୁସଲମାନଙ୍କ ମଧ୍ୟରେ ହିଂସା ଆରମ୍ଭ ହୋଇଛି। ଇଣ୍ଟରନ୍ୟାସନାଲ ସୋସାଇଟି ଫର କୃଷ୍ଣ କନସିଅସ୍‌ନେସ୍ (ଇସ୍କନ)କୁ ଏକ ଆତଙ୍କବାଦୀ ସଂଗଠନ ବୋଲି ଦର୍ଶାଇ ସୋସିଆଲ ମିଡିଆରେ ହୋଇଥିବା…
Read More...

ସୀମାନ୍ତରେ ଘୂରୁଛି ଆନ୍ଧ୍ରର ଘରୋଇ ଆମ୍ବୁଲାନ୍ସ, ସ୍ବାସ୍ଥ୍ୟବୀମା ଅର୍ଥ ଲୁଟୁଛନ୍ତି ବେସରକାରୀ ହସ୍ପିଟାଲ

ରାୟଗଡ଼ା: ଓଡ଼ିଶାର ରାୟଗଡ଼ା ଜିଲା ସୀମାନ୍ତରେ ପ୍ରତିଦିନ ପଇଁତରା ମାରୁଛି ଆନ୍ଧ୍ରର ଘରୋଇ ଆମ୍ବୁଲାନ୍ସ। ରୋଗୀଙ୍କୁ ଖୋଜି ଖୋଜି ଆନ୍ଧ୍ରର ବେସରକାରୀ ହସ୍ପିଟାଲକୁ ନିଆଯାଉଛି। ଯେଉଁ ହସ୍ପିଟାଲ ଗୁଡିକ ବିଜୁ ସ୍ବାସ୍ଥ୍ୟ…
Read More...

ଶୁକ୍ରବାର ରାଶିଫଳ : ସାରା ଦିନ ସତର୍କ ହୋଇ ଚଳିବାକୁ ପଡିବ, ଏହି ରାଶିର ଲୋକଙ୍କ ପାଇଁ ଅଶୁଭ

ମେଷ- ଆୟୁଷ୍ମାନ୍‌ ହୋଇପାରନ୍ତି। ବ୍ୟବସାୟ ଲାଭଜନକ ହେବ। ସୁସ୍ଥ ଓ ନିରାମୟ ରହିବେ। ଦୟାର୍ଦ୍ରଚିତ୍ତ ହୋଇପାରନ୍ତି। ମନ ପ୍ରସନ୍ନ ରହିବ। କୁଳ ଉଦ୍ଧାରକ ହେବେ। ପାରିବାରିକ ସ୍ନେହ ଅତୁଟ ରହିବ। ବୃଷ- ଧର୍ମାତ୍ମା,…
Read More...

ଗୋପବନ୍ଧୁ ଚିକିତ୍ସାଳୟ ପରିସରରୁ ପ୍ଲାଷ୍ଟିକ ପାଇପ ଚୋରି ଅଭିଯୋଗରେ ୨ ଅଟକ

ଗୁରୁଡିଝାଟିଆ : ମାଧବପୁର ସ୍ଥିତ ଗୋପବନ୍ଧୁ ଚିକିତ୍ସାଳୟ ପରିସରରୁ ଦୁର୍ବୃତ୍ତମାନେ ଚୋରି କରିନେଇଥିଲେ ଜଳଯୋଗାଣ ପାଇପ । ପ୍ରାୟ ୨୦ ହଜାର ଟଙ୍କା ମୂଲ୍ୟର ଜଳଯୋଗାଣ ପାଇପକୁ ଦୁର୍ବୃତ୍ତମାନେ ୩ ତାରିଖ ରାତିରେ ଚୋରି…
Read More...

ଚୋରି ବାଇକ ଉଦ୍ଧାର, ଅଭିଯୁକ୍ତ ଗିରଫ

ଗୁରୁଡିଝାଟିଆ : ଗୁରୁଡିଝାଟିଆ ଥାନା ଅନ୍ତର୍ଗତ ଲିଙ୍ଗାପଦା ଗ୍ରାମରୁ ଗତ ୧ ତାରିଖ ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ନିରାକାର ସାହୁଙ୍କ ମୋଟରସାଇକଲକୁ ଲୁଟିନେଇଥିଲେ । ଏ ନେଇ ଥାନାରେ ଅଭିଯୋଗ ହୋଇଥିଲା । ଅଭିଯୋଗକୁ…
Read More...

ଏକ ତରଫା ପ୍ରେମର କରୁଣ ପରିଣତି, ଅଙ୍ଗନବାଡ଼ି କର୍ମୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା

ସୁନ୍ଦରଗଡ଼ : ଏକ ତରଫା ପ୍ରେମରୁ ବୀଭତ୍ସ ହତ୍ୟାକାଣ୍ଡ । ଜଣେ ଅଙ୍ଗନବାଡ଼ି କର୍ମୀକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ଯୁବକ । ହତ୍ୟାକାଣ୍ଡ ପରେ ଯୁବକ ଜଣକ ଫେରାର ହୋଇଯାଇଥିବାବେଳେ ପୁଲିସ ଘଟଣାର ତଦନ୍ତ କରୁଛି ।…
Read More...

ତୈଳ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ

ପାଟଣା : କେନ୍ଦୁଝର ଜିଲା ତୁରୁମୁଙ୍ଗା ଥାନା ଅନ୍ତର୍ଗତ ତୁରୁମୁଙ୍ଗା-ଚମ୍ପୁଆ ରାସ୍ତାର ନେଉଳିପଶି ନିକଟରେ ସୋମବାର ବିଳମ୍ବିତ ରାତିରେ ଏକ ତୈଳ ଟ୍ୟାଙ୍କର ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଗଛକୁ ଧକ୍କା ଦେଇ…
Read More...

ସାକ୍ଷୀଗୋପାଳ କଲେଜରେ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଶ୍ରାଦ୍ଧ ଦିବସ ପାଳିତ

ପୁରୀ : ଉତ୍କଳମଣି ଗୋପବନ୍ଧୁ ସ୍ମୃତି ମହାବିଦ୍ୟାଳୟ, ସାକ୍ଷୀଗୋପାଳର ସଭାଗୃହରେ ଜାତୀୟ ସେବା ଯୋଜନା ତରଫରୁ ପଣ୍ଡିତ ନୀଳକଣ୍ଠ ଦାସଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ସର୍ବପ୍ରଥମେ ପୁଣ୍ୟାତ୍ମା ପଣ୍ଡିତ ଗୋପବନ୍ଧୁ…
Read More...

ବିପଦସଙ୍କୁଳ ଅବସ୍ଥାରେ ବିଦ୍ୟୁତ୍ ତାର

ଲଡୁଗାଁ : କୋକସରା ବ୍ଲକର ବିଭିନ୍ନ ଜନବହୁଳ ଅଞ୍ଚଳରେ ବିଦ୍ୟୁତ୍‌ ସରବରାହ ସ୍ଥିତି ଦୟନୀୟ ଅବସ୍ଥାରେ ରହିଛି। କୋକସରା ପଞ୍ଚାୟତ ଅଧୀନସ୍ଥ ପଟ୍ଟନାୟକ ପଡ଼ାଠାରେ ଜନବସତି ଉପରେ  ବିଦ୍ୟୁତ୍‌ ତାର ଅତ୍ୟନ୍ତ ବିପଦପୂର୍ଣ୍ଣ…
Read More...

ଗଙ୍ଗା ସଫେଇ ସଚେତନତା ଅଭିଯାନରେ ଓଡ଼ିଆ ଝିଅ ଦୀପ୍ତିମୟୀ

ପୁରୀ : ଗଙ୍ଗା ସଫେଇ ସଚେତନତା ଅଭିଯାନରେ ସାମିଲ ହୋଇଛନ୍ତି ଓଡ଼ିଆ ଝିଅ ଦୀପ୍ତିମୟୀ ତରାଇ । ଦୀପ୍ତିମୟୀ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଓରା ଗାଁର ଝିଅ । ସେ ଗଙ୍ଗା ସାଗର ଅଭିମୁଖେ ବାହାରିଛନ୍ତି । ପ୍ରାୟ ୨୫ ହଜାର…
Read More...

ଏତେ ଟଙ୍କା କମିଲା ସୁନା ଦାମ୍, ରୂପା ମଧ୍ୟ ଖସିଲା

ନୂଆଦିଲ୍ଲୀ : ବୁଧବାର ସୁନା-ରୂପା ଦାମ୍ ହ୍ରାସ ପାଇଛି । ୧୦ ଗ୍ରାମ ୨୪ କ୍ୟାରେଟ୍ ସୁନା ଦାମ୍ ୪୩୦ ଟଙ୍କା ହ୍ରାସ ପାଇ ୭୮,୧୩୬ ଟଙ୍କାକୁ ଖସିଆସିଛି । ମଙ୍ଗଳବାର ଏହାର ଦାମ୍ ୭୮,୫୬୬ ଟଙ୍କା ଥିଲା । ସେହିଭଳି ରୂପା…
Read More...

ସ୍କୋଡା ଆଣିଲା ନୂଆ ଏସୟୁଭି, କମ୍ ଦାମରେ ରହିଛି ଅନେକ ଫିଚର୍

ନୂଆଦିଲ୍ଲୀ : ସ୍କୋଡା ନିକ କ୍ୟଲାକ୍ କମ୍ପାକ୍ଟ ଏସୟୁଭିରୁ ପରଦା ଉଠାଇଛି । ଭାରତୀୟ ବଜାରକୁ ନଜରରେ ରଖି ଏହାକୁ ପ୍ରସ୍ତୁତ କରାଯାଇଛି । କମ୍ପାନୀ ୭.୮୯ ଲକ୍ଷ ଟଙ୍କା)ଏକ୍ସ-ଶୋରୁମ୍) ଦାମରେ ଏହାର ବଜାର ପ୍ରବେଶ କରାଇଛି…
Read More...

ଆମେରିକାରେ ଟ୍ରମ୍ପଙ୍କ ବିଜୟର ପ୍ରଭାବ, ସେୟାର ବଜାରରେ ବୃଦ୍ଧି..

ମୁମ୍ବାଇ : ଘରୋଇ ସେୟାର ବଜାରରେ ବୁଧବାର ଜବରଦସ୍ତ ଗତି ଦେଖିବାକୁ ମିଳିଛି । ଦମଦାର ଗ୍ଲୋବାଲ ସଙ୍କେତ ସହ ଜୋରଦାର ତୀବ୍ରତା ସହ ବନ୍ଦ ହୋଇଛି ବଜାର । ନିଫ୍ଟି ୨୭୦ ପଏଣ୍ଟ ବୃଦ୍ଧି ପାଇ ୧୪,୪୮୪ରେ ବନ୍ଦ ହୋଇଛି ।…
Read More...

ପାଟଣାରେ କାଳୀପୂଜା ମହୋତ୍ସବ ଉଦଯାପିତ

ପାଟଣା : ପାଟଣା ବ୍ଲକ ମୁଖ୍ୟାଳୟ ବଜାର ଅଞ୍ଚଳରେ କାଳୀପୂଜା କମିଟି ପକ୍ଷରୁ ୬ ଦିନିଆ ୫୬ ତମ ବାର୍ଷିକ କାଳୀପୂଜା ମହୋତ୍ସବ ଆଜି ଭସାଣି ସହ ଉଦଯାପିତ ହୋଇଛି। ଶେଷ ସନ୍ଧ୍ୟାରେ ଅନୁଷ୍ଠିତ ସାଂସ୍କୃତିକ ଓ ସମ୍ବର୍ଦ୍ଧନା…
Read More...

ବିଦ୍ୟାଳୟରେ ପୋଷାକ ବଣ୍ଟନ ମେଳା

ପାଟଣା : ପାଟଣା ବ୍ଲକ ମୁଖ୍ୟାଳୟ ପାଟଣା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବଣ୍ଟନ ମେଳା ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ କ୍ଷେତ୍ରମୋହନ ମହାନ୍ତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପୋଷାକ ବଣ୍ଟନ ମେଳାରେ…
Read More...

ପାଟଣା ବନାଞ୍ଚଳରେ ହାତୀ ଉପଦ୍ରବରେ ଅତିଷ୍ଠ ହେଲେଣି ଚାଷୀ 

ପାଟଣା : କେନ୍ଦୁଝର ଜିଲା ପାଟଣା ବନାଞ୍ଚଳରେ ଥମୁନି ହାତୀ ଆତଙ୍କ । ଏକ ୨୮ ଟିକିଆ ହାତୀପଲ ଖିରେଇଟାଙ୍ଗିରୀ ସେକ୍ସନ ଅଞ୍ଚଳରେ ଏକର ଏକର ଧାନ ଫସଲ ନଷ୍ଟ କରିଛନ୍ତି। ଏହି ହାତୀପଲ ପଦ୍ମପୁର ବାରଡାଙ୍ଗୁଆ ,କୋଡ଼ଖମଣ,…
Read More...

ପବନରେ ଚାଲୁଛି ଗାଡି ! ଅଜବ ବାଇକର ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ପୁଅମାନଙ୍କୁ ବାଇକ୍ ବହୁତ ପସନ୍ଦ । ନୂଆ ନୂଆ ମଡେଲ ବାଇକ୍ କିଣିବା ପାଇଁ ଯୁବପିଢି ବହୁତ ପସନ୍ଦ କରନ୍ତି । କିଛି ଯୁବକ ନିଜ ବାଇକକୁ ମୋଡିଫାଏ ମଧ୍ୟ କରାଇଥାନ୍ତି । ଏମିତି ଏକ ବାଇକ ଏବେ ସାମାଜିକ…
Read More...

ଖୋର୍ଦ୍ଧା ରୋଡ଼ ମଣ୍ଡଳର ୯ଟି ରେଳ ଷ୍ଟେସନକୁ “ପରିବେଶ ପରିଚାଳନା ସିଷ୍ଟମ ଷ୍ଟାଣ୍ଡାର୍ଡ” ପ୍ରମାଣପତ୍ର ପ୍ରଦାନ 

ଭୁବନେଶ୍ବର : ଉନ୍ନତ ପରିବେଶ ପ୍ରଦର୍ଶନ ପାଇଁ,  ଖୋର୍ଦ୍ଧା ରୋଡ୍ ମଣ୍ଡଳର ନଅଟି ରେଳ ଷ୍ଟେସନକୁ “ପରିବେଶ ପରିଚାଳନା ସିଷ୍ଟମ ଷ୍ଟାଣ୍ଡାର୍ଡ ପ୍ରମାଣପତ୍ର” ପ୍ରଦାନ କରାଯାଇଛି। ଏହି ଷ୍ଟେସନ ଗୁଡ଼ିକ ହେଲା ପୁରୀ,…
Read More...

ରଣଥମ୍ଭୋର ଜାତୀୟ ଉଦ୍ୟାନରୁ ୨୫ ବାଘ ନିଖୋଜ, ଯାଞ୍ଚ କମିଟି ଗଠିତ

ନୂଆଦିଲ୍ଲୀ : ରାଜସ୍ଥାନର ରଣଥମ୍ଭୋର ଜାତୀୟ ଉଦ୍ୟାନରେ ଏକ ବାଘର ମୃତ୍ୟୁ ହେବା ସହ ୨୫ ବାଘ ନିଖୋଜ ଅଛନ୍ତି । ନିଖୋଜ ବାଘମାନଙ୍କ ସନ୍ଧାନ ପାଇଁ କମିଟି ଗଠନ ହୋଇଥିଲା । ଯାଞ୍ଚ ପରେ କୁହାଯାଇଛି କି ୧୧ଟି ବାଘ କ୍ୟାମେରା…
Read More...

ରୟାଲ ଏନଫିଲ୍ଡ ଆଣିଲା ନିଜ ପ୍ରଥମ ଇଲେକ୍ଟ୍ରିକ୍ ବାଇକ୍

ନୂଆଦିଲ୍ଲୀ : ବାଇକ୍ ନିର୍ମାତା କମ୍ପାନୀ ରୟାଲ ଏନଫିଲ୍ଡ ଶେଷରେ ଇଲେକ୍ଟ୍ରିକ୍ କ୍ଷେତ୍ରରେ ପାଦ ଥାପିଛି । କମ୍ପାନୀ ଇଟଲୀର ମିଲାନରେ ହେଉଥିବା EICMA-୨୦୨୪ ଅଟୋ ଶୋରେ ନିଜ ପ୍ରଥମ ଇଲେକ୍ଟ୍ରିକ୍ ବାଇକ ପ୍ରଦର୍ଶିତ…
Read More...

ଆମ୍ବ ଟାକୁଆ ଖାଇ ୨ ଜଣଙ୍କ ମୃତ୍ୟୁ ଘଟଣାରେ ରାଜ୍ୟପାଳଙ୍କୁ ଭେଟିଲା କଂଗ୍ରେସ ପ୍ରତିନିଧି ଦଳ

ଭୁବନେଶ୍ବର : କନ୍ଧମାଳରେ ଆମ୍ବ ଟାକୁଆ ଖାଇ ୨ ଜଣଙ୍କ ମୃତ୍ୟୁ ଘଟଣାରେ ରାଜ୍ୟ ସରକାରଙ୍କ ଅପାରଗତାକୁ ଦାୟୀ କରି ରାଜ୍ୟପାଳଙ୍କୁ ଭେଟିଛି କଂଗ୍ରେସ ପ୍ରତିନିଧି ଦଳ। ଶ୍ରୀକାନ୍ତ ଜେନା, ମହମ୍ମଦ ମୋକିମ୍, ସନ୍ତୋଷ ସିଂ…
Read More...

ସାରା ରାଜ୍ୟରେ ନାଗ ଚତୁର୍ଥୀ

ଭୁବନେଶ୍ବର : ଆଜି କାର୍ତ୍ତିକ ଶୁକ୍ଳ ଚତୁର୍ଥୀରେ ସମଗ୍ର ରାଜ୍ୟରେ ବିଶେଷତଃ ଦକ୍ଷିଣ ଓଡିଶାରେ ନାଗ ଚତୁର୍ଥୀ ଉତ୍ସବ ପାଳନ ହୋଇଛି । ହିନ୍ଦୁ ଧର୍ମ ଧାରାରେ ବିଭିନ୍ନ ଜୀବଜନ୍ତୁଙ୍କ ଲାଗି ପୂଜା ଆୟୋଜନ ଅନନ୍ତ କାଳରୁ…
Read More...

ଏହି ଦେଶରେ ବିକ୍ରି ହେବନି ଆଇଫୋନ୍ ୧୬ ଓ ଗୁଗଲ ପିକ୍ସେଲ, ସରକାର ଆଣିଲେ ଏମିତି ନିୟମ

ନୂଆଦିଲ୍ଲୀ : ବିଶ୍ବର ଚତୁର୍ଥ ସବୁଠାରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ଦେଶ ଇଣ୍ଡୋନେସିଆ ଆପଲର ଆଇଫୋନ୍ ୧୬ ଓ ଗୁଗଲର ବିକ୍ସେଲ ଫୋନକୁ ନିଜ ଦେଶରେ ବିକ୍ରି ନେଇ ପ୍ରତିବନ୍ଧକ ଲଗାଇଦେଇଛି । ଏହାର ଅର୍ଥ ଏଣିକି ଇଣ୍ଡୋନେସିଆରେ…
Read More...

ଗେଣ୍ଡୁ ଫୁଲ ଚାଷ ନିମନ୍ତେ ତାଲିମ ପ୍ରଦାନ

ଫୁଲବାଣୀ : କନ୍ଧମାଳ ଜିଲା ବାଲିଗୁଡ଼ା ସମନ୍ନିତ ଆଦିବାସୀ ଉନ୍ନୟନ ସଂସ୍ଥା ବିଭାଗ ପକ୍ଷରୁ କ ନୂଆଗାଁ ବ୍ଲକ ମହାସିଂ ପଞ୍ଚାୟତ ଲିମାର ପଦର ଗ୍ରାମଠାରେ ମୁଖ୍ୟମନ୍ତ୍ରୀ ଜନ ଜାତି ଜୀବିକା ମିଶନ ଜରିଆରେ ଗେଣ୍ଡୁ ଫୁଲ ଚାଷ…
Read More...

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କ୍ରୀଡ଼ା ପରିଷଦ ପକ୍ଷରୁ ମହିଳା ବକ୍ସିଂ ଦଳ ଚୟନ

ଗୋପାଳପୁର : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ କ୍ରୀଡ଼ା ପରିଷଦ ପକ୍ଷରୁ ଆଜି ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ମହିଳା ବକ୍ସିଂ ଦଳ ଚୟନ ପାଇଁ ହୋଇଛି । ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଅଧୀନରେ ଥିବା ୬ ଟି ମହାବିଦ୍ୟାଳୟର ୮ ଜଣ ଯୋଗ…
Read More...

ସମୁଦ୍ରକୂଳରେ ଷ୍ଟଣ୍ଟ କରୁଥିଲା ମହିନ୍ଦ୍ରା ଥାର୍: ଓଲଟି ପଡିବା ପରେ..

ନୂଆଦିଲ୍ଲୀ : ମହିନ୍ଦ୍ରା ଥାର୍ ନିଜ ଅଫ୍-ରୋଡିଂ କ୍ଷମତା ପାଇଁ ଜଣାଯାଏ । ଅନେକ ଥର ଥାର୍ ଚାଳକ ବିପଜ୍ଜନକ ଷ୍ଟଣ୍ଟ କରୁଥିବା କ୍ୟାମେରାରେ କଏଦ ହୁଏ । ଷ୍ଟଣ୍ଟ ସମୟରେ ଅଘଟଣ ମଧ୍ୟ ଘଟିଥାଏ । ଏମିତି ଏକ ଘଟଣା ନିକଟରେ…
Read More...

ଟପ୍ ମଡେଲ୍ ଶୋ’ ଓ ବ୍ୟବସାୟ ପୁରସ୍କାର ସମ୍ମିଳନୀ

ଭୁବନେଶ୍ଵର : ଏଚ୍.ଏଚ୍.ଆଇ ହୋଟେଲରେ ଶ୍ରୀ ଶକ୍ତି ଫାଉଣ୍ଡେସନ ଦ୍ବାରା ଆୟୋଜିତ ହୋଇଯାଇଛି  ଟପ୍ ମଡେଲ୍ ଶୋ' ଓ ବ୍ୟବସାୟ ପୁରସ୍କାର ସମ୍ମିଳନୀ । ଯେଉଁଠାରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ବଲିଉଡ୍ ଅଭିନେତ୍ରୀ…
Read More...

ଏକାମ୍ର ମିଡ଼ିଆର ଦୁଇଟି ଚ୍ୟାନେଲ ଲୋକାର୍ପିତ, ଚଳଚ୍ଚିତ୍ରର ନାଁ ଘୋଷଣା

ଭୁବନେଶ୍ବର : ପ୍ରାୟ ୨୫ ବର୍ଷ ପୂର୍ବରୁ ଗଢିଉଠିଥିବା ଚ୍ୟାନେଲ ଏକାମ୍ର ମିଡ଼ିଆ ଦ୍ୱାରା ଦୁଇଟି ଚ୍ୟାନେଲ ଜୀବନ ଟିଭି ଏବଂ ରଙ୍ଗ ରଙ୍ଗୋଲି ଲୋକାର୍ପଣ ହୋଇଛି ଯାହା ସମ୍ପୂର୍ଣ୍ଣ ମନୋରଞ୍ଜନଧର୍ମୀ । ଏହା ସହିତ ଦୁଇଟି…
Read More...

ସାପ ସହିତ ଖେଳ, ଭିଡିଓ ଦେଖି ଲୋକେ କହିଲେ ଏମିତି..

ନୂଆଦିଲ୍ଲୀ : ଇନଷ୍ଟାଗ୍ରାମରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖି ସମସ୍ତେ ଚକିତ ହେଉଛନ୍ତି । ଭିଡିଓରେ ଜଣେ ବ୍ୟକ୍ତି ବେକରେ ଏକ ସାପ ପକାଇଥିବା ନଜର ଆସୁଛି । ଖାସ୍ କଥା ହେଉଛି ସାପଟି ତାଙ୍କ ଜିଭକୁ…
Read More...

ନଭେମ୍ବର ୨୧ରୁ ଧାନ କିଣା ଆରମ୍ଭ ହେବ

ଭୁବନେଶ୍ବର : ଚଳିତ ଖରିଫ୍ ଋତୁରେ ଧାନ କିଣା ନେଇ ମନ୍ତ୍ରିସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ନଭେମ୍ବର ମାସ ୨୧ ତାରିଖରୁ ଧାନ କିଣା ଆରମ୍ଭ ହେବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏନେଇ ରାଜସ୍ବ ମନ୍ତ୍ରୀ…
Read More...

୭ ନଭେମ୍ବରରେ ଖୋଲିବ ଏହି କମ୍ପାନୀର ଆଇପିଓ, ଜାଣନ୍ତୁ..

ନୂଆଦିଲ୍ଲୀ : ନିଭା ବୁପା ହେଲ୍ଦ ଇନସ୍ୟୁରାନ୍ସ କମ୍ପାନୀ ଲିମିଟେଡ୍ ନିଜ ଆଇପିଓ ପାଇଁ ପ୍ରାଇସ ବ୍ୟାଣ୍ଡ୍ ନିର୍ଦ୍ଧାରିତ କରିଦେଇଛି । ୨୨୦୦ କୋଟି ଟଙ୍କାର ଏହି ଆଇପିଓ ୭ ନଭେମ୍ବରରେ ଖୋଲିବ ଏବଂ ୧୧ ନଭେମ୍ବରରେ ବନ୍ଦ…
Read More...

ଉଦଯାପିତ ହେଲା ନୁଆଁପଦରଠାରେ ଚାଲିଥିବା ପ୍ରସିଦ୍ଧ ଶ୍ୟାମାକାଳୀ ପୂଜା 

ଫୁଲବାଣୀ : କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ଅଧୀନରେ ଥିବା ନୁଆଁପଦରଠାରେ ଚାଲିଥିବା ପ୍ରସିଦ୍ଧ ଶ୍ୟାମାକାଳୀ ପୂଜା ଉଦଯାପିତ ହୋଇଯାଇଛି । ନୁଆଁପଦର ଓ ଡ଼ିମିରିଗୁଡା ପଂଚାୟତ ବାସୀଙ୍କ ମିଳିତ ଉଦ୍ୟମରେ ଚଳିତ ବର୍ଷ ଏହି…
Read More...

ଗ୍ୟାସ୍ ଟାଙ୍କି ଫାଟି ଜଳିଗଲା ଘର

ଆଳି : ୨ଟି ଗ୍ୟାସ୍ ଟାଙ୍କି ଫାଟି ୨ ଆଜବେଷ୍ଟସ ଘର ଜଳିଯାଇଛି । ଆଳି ଥାନା ନାଟରା ଗାଁରେ ଘଟିଛି ଏମିତି ଦୁର୍ଘଟଣା । ଚା’ କରିବାବେଳେ ଗ୍ୟାସ୍ ଟାଙ୍କି ଫାଟିବାରୁ ଘର ଜଳିଯାଇଛି । ତେବେ ପରିବାର ଲୋକେ ଏହି ଦୁର୍ଘଟଣାରେ…
Read More...

କୁଇ ସମାଜ ଯୁବପରିଷଦର କ୍ରୀଡ଼ା ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ବୈଠକ

ଫୁଲବାଣୀ : କନ୍ଧମାଳ ଜିଲାର କୁଇ ସମାଜ ଯୁବ ପରିଷଦ ତରଫରୁ କ୍ରୀଡ଼ା ପ୍ରତିଯୋଗିତା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସୂଚନା ପ୍ରକାରେ କନ୍ଧମାଳ ଜିଲାରେ କୁଇ ସମାଜ ଯୁବ ପରିଷଦ ଦ୍ୱାରା ଆଦିବାସୀ ସମାଜର…
Read More...

ପ୍ରତ୍ୟାଶା ରାୟଙ୍କୁ ମିଳିଲା ଏକଲବ୍ୟ ପୁରସ୍କାର

ଭୁବନେଶ୍ବର : ଓଡ଼ିଶାର ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ସନ୍ତରଣକାରୀ ପ୍ରତ୍ୟାଶା ରାୟଙ୍କୁ ସମ୍ମାନଜନକ ‘ଏକଲବ୍ୟ ପୁରସ୍କାର’ ପ୍ରଦାନ କରାଯାଇଛି। ପ୍ରତ୍ୟାଶା ଜୁନିଅର ଓ ସିନିଅର ବର୍ଗରେ ଜାତୀୟ ଓ ଆନ୍ତର୍ଜାତୀୟ ପଦକ…
Read More...

ଶ୍ରୀନଗରରେ ଆତଙ୍କୀ ଆକ୍ରମଣ, ୬ ଆହତ

ନୂଆଦିଲ୍ଲୀ : ଜମ୍ମୁ-କଶ୍ମୀରର ଶ୍ରୀନଗରରେ ରବିବାର ବଜାର ନିକଟରେ ଗ୍ରେନେଡ୍ ବିସ୍ଫୋରଣରେ ୬ ଜଣ ଆହତ ହୋଇଛନ୍ତି । ଗ୍ରେନେଡ୍ ବିସ୍ଫୋରଣରେ ଆହତ ହୋଇଥିବା ସମସ୍ତଙ୍କର ହସ୍ପିଟାଲରେ ଚିକିତ୍ସା ଚାଲିଛି । ଏହି ବିସ୍ଫୋରଣ…
Read More...

ସାଇକେଲକୁ ଚୌକି କରିଦେଲେ ଯୁବକ, ଭିଡିଓ ଦେଖି ଲୋକେ କହିଲେ ଏମିତି..

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମରେ ଅନେକ ସମୟରେ ଅଜବ ଭିଡିଓ ଭାଇରାଲ ହୋଇଥାଏ । କେତେବେଳେ ସିଲାଇ ମେସିନରେ ମିକ୍ସର ପ୍ରସ୍ତୁତ ହେଉଥିବା ନଜର ଆସେ, ଆଉ କେତେବେଳେ ପେଟିଏମ୍ କ୍ୟୁଆର କୋଡ୍ ସ୍କାନରକୁ ରେଡିଓ ଭାବେ…
Read More...

ଟଙ୍କା ପାଇଁ ମାମୁଁଙ୍କୁ ହତ୍ୟା କଲା ଭଣଜା

ଯାଜପୁର: ଟଙ୍କା ପାଇଁ ମାମୁଁଙ୍କୁ ହତ୍ୟା କଲା ସମ୍ପର୍କୀୟ ଭଣଜା । ମୃତକ ଜେନାପୁର ଥାନା ତୋଟାବଣ ଗାଁର ବୋଲି ଜଣାପଡିଛି । ଗତ କାଲି ସେ ଭଣଜା ସହ ଏକ ନୂଆ ବାଇକ କିଣିବାକୁ ଚଣ୍ଡିଖୋଲ ଆସିଥିଲେ । କିନ୍ତୁ ଘରକୁ…
Read More...

ଦୁବାଇ ଅନ୍ତର୍ଜାତୀୟ ଯୁବ ସମ୍ମିଳନୀରେ ଯୋଗଦେବେ ଲିଟିଲ ମିସ ୟୁନିଭର୍ସ ପଦ୍ମାଳୟା ନନ୍ଦ

କଟକ : ଦୁବାଇଠାରେ ଅନୁଷ୍ଠିତ ୧୯ ତମ ଅନ୍ତର୍ଜାତୀୟ  ଯୁବ ସମ୍ମିଳନୀରେ ନିମନ୍ତ୍ରିତ ଅତିଥି ଭାବେ ଯୋଗ ଦେବାର ସୌଭାଗ୍ୟ ଅର୍ଜନ କରିଛନ୍ତି ‘ଲିଟିଲ ମିସ ୟୁନିଭର୍ସ ଇଣ୍ଟରନେଟ୍’ ପଦ୍ମାଳୟା ନନ୍ଦ । ନଭେମ୍ବର ୪ ତାରିଖ…
Read More...

ମିଶନ ଶକ୍ତି କାର୍ଯ୍ୟାଳୟରେ ତାଲା ପକାଇଲେ ମହିଳା

ସିମୁଳିଆ : ପଞ୍ଚାୟତ ସ୍ତରୀୟ ସଂଘରେ ଦୁର୍ନୀତି ହୋଇଥିବା ନେଇ ମିଶନ ଶକ୍ତି କାର୍ଯ୍ୟାଳୟରେ ତାଲା ପକାଇଲେ ସ୍ୱୟଂସହାୟିକା ମହିଳା । ବାଲେଶ୍ବର ଜିଲା ସିମୁଳିଆ ବ୍ଳକ ଶ୍ୟାମସୁନ୍ଦରପୁର ପଞ୍ଚାୟତର ସଂଘର ଇସି ସଭ୍ୟା…
Read More...

ଅଜଣା ଟ୍ରକ୍ ଧକ୍କାରେ ଦୁଇ ବାଇକ ଆରୋହୀ ଗୁରୁତର 

ପାଟଣା : କେନ୍ଦୁଝର ଜିଲା ଘଟଗାଁ ଥାନା ୨୦ ନମ୍ବର ଜାତୀୟ ରାଜପଥର ଢେଙ୍କିକୋଟ ଭାରତ ପେଟ୍ରୋଲ ପମ୍ପ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ଅଜଣା ଟ୍ରକ ଧକ୍କାରେ ଦୁଇ ବାଇକ ଆରୋହୀ ଗୁରୁତର ହୋଇଛନ୍ତି। ଗୁରୁତର…
Read More...

ପୁରୀ ରେଳ ଷ୍ଟେସନରୁ ୧୫୦ଟି ଗୁଳି ଜବତ

ପୁରୀ : ପୁରୀ ରେଳ ଷ୍ଟେସନରୁ ୧୫୦ଟି ଗୁଳି ଜବତ ହୋଇଛି । ପୁରୁଷୋତ୍ତମ ଏକ୍ସପ୍ରେସର ଏସ୨ ସ୍ଲିପର କୋଚରେ ସିଟ୍ ତଳେ ଥିବା ଏକ ବ୍ୟାଗରୁ ଗୁଳି ଜବତ କଲା ଆରପିଏଫ୍ । ତେବେ ଏ ଗୁଳି ଏଠାକୁ କେମିତି ଆସିଲା ଓ କିଏ ଆଣିଲା…
Read More...

ପୋଇପାଣି ଜଙ୍ଗଲରେ ୨୮ ଟିକିଆ ହାତୀପଲ, ଭାଙ୍ଗିଲେ ଘର

ପାଟଣା : ପାଟଣା ବନାଞ୍ଚଳ ଅନ୍ତର୍ଗତ ପୋଇପାଣି ଜଙ୍ଗଲରେ ୨୮ ଟିକିଆ ହାତୀପଲ ଡେରା ପକାଇଛନ୍ତି। ୩ ଦିନ ହେଲା ଏହି ହାତୀପଲ ତୋରାଣୀପୋଖରୀ ଧୋବାପିଟଣା, ପୋଇପାଣି ଓ ଭଣ୍ଡାରିପଶି ଆଦି ଗ୍ରାମର ଚାଷ ଜମିରେ ପଶି ବ୍ୟାପକ ଧାନ…
Read More...

ଭାଇ ହତ୍ୟାକାରୀକୁ ଆଜୀବନ କାରାଦଣ୍ଡ

ଆଠଗଡ : ଆଠଗଡ ସହରର ରାସରସିକପୁର ସାହିରେ ସାନ ଭାଇ ନିଜ ବଡ ଭାଇକୁ ପଥର ଛେଚି ହତ୍ୟା କରିବା ଭଳି ଏକ ଲୋମହର୍ଷଣକାରୀ ଘଟଣା ଗତ ୨୦୨୩ ଜୁନ ୪ ତାରିଖରେ ଘଟିଥିଲା । ଏହି ମାମଲାର ବିଚାର କରୁଥିବା ଆଠଗଡ ଅତିରିକ୍ତ ଜିଲା ଓ…
Read More...

ବାଣ ବିସ୍ଫୋରଣରେ ଜଳିଗଲା ବାଇକ୍

ଜଟଣୀ : ବାଣ ବିସ୍ଫୋରଣରେ ଏକ ବାଇକରେ ଅଗ୍ନିକାଣ୍ଡ ଘଟିଛି । ବାଣ ନେଇ ଯିବାବେଳେ ଗୋବିନ୍ଦପୁର ଛକରେ ଏକ ବାଇକରେ ସାଇଲେନ୍ସରରେ ବାଣ ଲାଗି ବିସ୍ଫୋରଣ ଘଟିଛି । ବିସ୍ଫୋରଣରେ ବାଇକ୍ ସମ୍ପୂର୍ଣ୍ଣ ଜଳିଯାଇଛି । ବାଇକରେ…
Read More...

କୂଅରୁ ଉଦ୍ଧାର ପରେ ଆକ୍ରମଣ କଲା ବାରହା, ଜଣେ ଗୁରୁତର

ଆଠଗଡ : କୂଅରେ ପଡିଥିବା ଏକ ବାରହାକୁ ଉଦ୍ଧାର କରିବା ପରେ ତା ଆକ୍ରମଣରେ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡଛି। ଗୁରୁତର ଆହତ ଜଳନ୍ଧର ଲେଙ୍କାଙ୍କୁ ପ୍ରଥମେ ଆଠଗଡ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ କଟକ…
Read More...

ତରଭୁଜରେ ଚିତ୍ର ଆଙ୍କିଲେ ସପନ

ଭବାନୀପାଟଣା : ସ୍ଥାନୀୟ ହିଲ ଟାଉନରେ ଥିବା ପ୍ରିନ୍ସି ହଙ୍ଗର ଗେରେଜ ନାମକ ରେଷ୍ଟୁରାଣ୍ଟରେ ଆଜି ଫ୍ରୁଟ କାର୍ଭିଂ ବା ଫଳରେ ଚିତ୍ର ପ୍ରଦର୍ଶନୀ ହେଇଥିଲା। ବେଙ୍ଗାଲୁରୁର ହୋଟେଲ କ୍ଲର୍କ ଇନରେ କାର୍ଯ୍ୟରତ ଓଡ଼ିଆ ପୁଅ…
Read More...

ବିଶ୍ୱ ଷ୍ଟ୍ରୋକ ଦିବସ: ପରିବର୍ତ୍ତିତ ଜୀବନଶୈଳୀ ପାଲଟିଛି ବ୍ରେନ୍ ଷ୍ଟ୍ରୋକର ପ୍ରମୁଖ କାରଣ

ଭୁବନେଶ୍ୱର : ବ୍ରେନ୍‌ ଷ୍ଟ୍ରୋକ୍ ବା ମସ୍ତିଷ୍କାଘାତ ଆଜି ସାରା ବିଶ୍ୱରେ ଏକ ବଡ଼ ଜନସ୍ୱାସ୍ଥ୍ୟ ଆହ୍ୱାନ ହୋଇଛି। ବିଭିନ୍ନ ଅଣସଂକ୍ରାମକ ରୋଗ ମଧ୍ୟରେ ଷ୍ଟ୍ରୋକ୍ ସର୍ବାଧିକ ମୃତ୍ୟୁର କାରଣ ପାଲଟିଛି। ସେହିପରି ଷ୍ଟ୍ରୋକ…
Read More...

ବନ୍ଧୁକ କାରଖାନା ଠାବ, ଜଣେ ଗିରଫ

ନୟାଗଡ : ନୟାଗଡ ସଦର ଥାନା ମାଳିସାହିରେ ଏକ ବନ୍ଧୁକ କାରଖାନା ଠାବ ହୋଇଛି । କାରଖାନାରେ ଚଢାଉ କରି ପୁଲିସ ୪ଟି ବନ୍ଧୁକ ସହ ବିଭିନ୍ନ ଯନ୍ତ୍ରାଂଶ ଜବତ କରିଛି । ଏହା ସହ ଜଣଙ୍କୁ ଗିରଫ କରି ଆଗାମୀ ତଦନ୍ତ ଜାରି ରଖିଛି…
Read More...

ପାଣିରେ ଚାଲିବ ଗାଡି, ୧ ଲିଟର ପାଣିରେ ୧୫୦ କିଲୋମିଟର !

ନୂଆଦିଲ୍ଲୀ : ପାଣିରେ ଗାଡି ଚାଲିବ । ଏକଥା ଶୁଣିଲେ ହୁଏତ ବିଶ୍ବାସ ହୋଇନପାରେ । କିନ୍ତୁ ଏହା ସତ । ପେଟ୍ରୋଲ-ଡିଜେଲ ଦାମ୍ ବଢିବା ପରେ ଲୋକେ ଇଲେକ୍ଟ୍ରିକ୍ ଗାଡି ଆଡେ ଆଗଭର ହେଉଥିଲେ । କିନ୍ତୁ ଏବେ ସେହି ଖର୍ଚ୍ଚରୁ…
Read More...

ଭାରତର ସବୁଠାରୁ ମହଙ୍ଗା ମିଠା, ଦାମ୍ ଶୁଣିଲେ ଉଡିବ ହୋସ୍

ନୂଆଦିଲ୍ଲୀ : ଦୀପାବଳି ପର୍ବର ଖୁସିକୁ ଦ୍ବିଗୁଣିତ କରିଥାଏ ମିଠା । ପାର୍ବଣ ସମୟରେ ଘରେ  ଘରେ ମିଠାର ଆସର ଜମିଥାଏ । ପରସ୍ପରକୁ ମିଠା ଦେଇ ସମସ୍ତେ ଶୁଭେଚ୍ଛା ଜଣାଇଥାନ୍ତି । ମିଠା ଅନେକ ପ୍ରକାର ହୋଇଥାଏ । ସାଧାରଣତଃ…
Read More...

ବାତ୍ୟା ଅଞ୍ଚଳ ପରିଦର୍ଶନ କଲେ ବିଧାୟକ

ନୀଳଗିରି : ନୀଳଗିରି ବିଧାୟକ ସନ୍ତୋଷ ଖଟୁଆ ନିର୍ବାଚନ ମଣ୍ଡଳୀର ବିଭିନ୍ନ ବାତ୍ୟା ଅଞ୍ଚଳ ପରିଦର୍ଶନ କରି ସମୀକ୍ଷା କରିଛନ୍ତି । ଘରଦ୍ୱାର ଭାଙ୍ଗି, ଚାଷ ଜମି ଉଜୁଡ଼ି ନିର୍ବାଚନ ମଣ୍ଡଳୀରେ ବ୍ୟାପକ କ୍ଷତି ଘଟିଥିବା ନେଇ…
Read More...

କଲେଜ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିଯୋଗିତା

ଆଠଗଡ : ଭୋଟର ତାଲିକା ସଂକ୍ଷିପ୍ତ ସଂଶୋଧନ ଅଭିଯାନ ଆସନ୍ତା ଅକ୍ଟୋବର ୨୯ ତାରିଖରୁ ନଭେମ୍ବର ୨୮ ପର୍ଯ୍ୟନ୍ତ ଏକମାସ ବ୍ୟାପୀ ଚାଲିବାକୁ ଯାଉଛି । ଏହି ପରିପ୍ରେକ୍ଷୀରେ ଆଠଗଡର ବିଭିନ୍ନ କଲେଜ ଛାତ୍ରଛାତ୍ରୀଙ୍କ ମଧ୍ଯରେ…
Read More...

ବାଣ ଦୋକାନରେ ଚଢ଼ାଉ

ଗୋପାଳପୁର : ଗୋପାଳପୁର ପୁଲିସ ପକ୍ଷରୁ ଦିଗିପୁର ଗ୍ରାମରେ ଏକ ବେଆଇନ ବାଣ ଦୋକାନ ଉପରେ ଚଢ଼ାଉ କରି ବାଣ ଜବତ ହେବା ସହ ଜଣକୁ ଗିରଫ କରିଛି । ଜବତ ବାଣର ଆନୁମାନିକ ମୂଲ୍ୟ ପ୍ରାୟ ୧୫ ହଜାର ଟଙ୍କା ହେବ ବୋଲି ପୁଲିସ…
Read More...

ପାଟଣାରେ ଦୁର୍ନୀତି ନିବାରଣ ଶପଥ ପାଠ କାର୍ଯ୍ୟକ୍ରମ 

ପାଟଣା : ସୋମବାର ପୂର୍ବାହ୍ନ ୧୦ ଟା ସମୟରେ ପାଟଣା ବ୍ଲକ ସମ୍ମିଳନୀ କକ୍ଷରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଉପଲକ୍ଷେ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପ୍ରଥମେ ଏନେଇ ରାଜ୍ୟ ସ୍ତରରେ ଅନୁଷ୍ଠିତ…
Read More...

ଅଲୋଡା ହେଲା ଶିଶୁ କନ୍ୟା, ବୁଦା ମୂଳରୁ ଉଦ୍ଧାର କଲେ ମହିଳା 

ପାଟଣା : ପୁଣି ଅଲୋଡା ହେଇ ପଡିଛି ଶିଶୁ କନ୍ୟା। ପାଟଣା ବ୍ଲକ ଖିରେଇଟାଙ୍ଗୀରୀ ଗ୍ରାମରେ ପୁଣି ଏଭଳି ଘଟଣା ଦେଖିବାକୁ ମିଳିଛି । ଖିରେଇଟାଙ୍ଗୀରୀ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ପଛପଟ ଏକ ପୋଖରୀ ନିକଟ ବୁଦାମୂଳରୁ ଏକ…
Read More...

ଜନ୍ମଦିନ କେକ୍ ପାଲଟିଲା ଏଟିଏମ୍, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଲୀ : ଜନ୍ମଦିନରେ ସମସ୍ତେ କେକ୍ କାଟିବାକୁ ପସନ୍ଦ କରନ୍ତି । ସାମାଜିକ ଗଣମାଧ୍ୟମରେ ଏବେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଜଣେ ଯୁବତୀ ନିଜ ଜନ୍ମଦିନରେ କେକ୍ କାଟୁଛନ୍ତି । କିନ୍ତୁ କେକରୁ ଟଙ୍କା…
Read More...

ସଫେଇ ନାଁରେ ସୁନା ଲୁଟ୍, ୯ ଗିରଫ

ରାଉରକେଲା : ଗହଣା ସଫା ନାଁରେ ଲୁଟ୍ କରୁଥିବା ଗ୍ୟାଙ୍ଗର ପର୍ଦ୍ଦାଫାସ କରିଛି ପୁଲିସ । ବିହାର ଭାଗଲପୁରର ୯ ଜଣଙ୍କୁ ଗିରଫ କଲା ରାଉରକେଲା ପୁଲିସ । ଅଭିଯୁକ୍ତଙ୍କ ନିକଟରୁ ୧୦୩ ଗ୍ରାମ ସୁନା ସହ ସ୍ବତନ୍ତ୍ର ପାଉଡର ଜବତ…
Read More...

ମାତ୍ର ୮୨୪ ଟଙ୍କାରେ ଘରକୁ ନିଅନ୍ତୁ ରିୟଲମିର ଏହି ଫୋନ୍, ଚାଲିଛି ଅଫର

ନୂଆଦିଲ୍ଲୀ : ଦୀପାବଳି ପାଇଁ ଅନେକ ଇ-କମର୍ସ ଓ୍ବେବସାଇଟ୍ ଗ୍ରାହକଙ୍କୁ ଅନେକ ଅଫର ଦେଉଛନ୍ତି । ଏବେ ରିୟଲମି ନାର୍ଜୋ ୭୦ ଟର୍ବୋ ୫ଜି ଫୋନକୁ ଆପଣ ମାତ୍ର ୮୨୪ ଟଙ୍କା ଦେଇ କିଣିପାରିବେ । ଆମାଜନର ଦୀପାବଳି ସେଲରେ ଏହି…
Read More...

କମୁଛି ଇଲେକ୍ଟ୍ରିକ୍ କାର୍ ଚାହିଦା, ଆସିଲା ରିପୋର୍ଟ

ନୂଆଦିଲ୍ଲୀ : ଭାରତୀୟ ଅଟୋ ବଜାରରେ ଏକ ନୂଆ ଯୁଗ ଆରମ୍ଭ ହୋଇଛି । ଗାଡି କମ୍ପାନୀମାନଙ୍କ ତରଫରୁ ଲଗାତର ନୂଆ ନୂଆ ମଡେଲ ଲଞ୍ଚ୍ କରାଯାଉଛି । ଏଥିରେ ହାଇବ୍ରିଡ୍ କାର୍, ପେଟ୍ରୋଲ କାର ଓ ଇଲେକ୍ଟ୍ରିକ୍ କାର ସାମିଲ । ଏହି…
Read More...

ଭୁବନେଶ୍ବରରେ ୨୫ ସ୍ଥାନରେ ଖୋଲିବ ବାଣ ଦୋକାନ, ୩୦୦ କେ.ଜି.ରୁ ଅଧିକ ବାଣ ମନା

ଭୁବନେଶ୍ବର : ବାଣ ଦୋକାନରେ ୩୦୦ କେଜିରୁ ଅଧିକ ବାଣ ରଖିପାରିବେନି ଦୋକାନୀ । ରାଜଧାନୀ ଭୁବନେଶ୍ବରରେ ୨୫ଟି ସ୍ଥାନରେ ଅସ୍ଥାୟୀ ବାଣ ଦୋକାନ ଖୋଲିବ । ପ୍ରତି ଦୋକାନରେ ୩୦୦ କେଜି ଭିତରେ ହିଁ ବାଣ ରହିପାରିବ ବୋଲି…
Read More...

ପାଟଣା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପୁର୍ନଗଠିତ:  ନନ୍ଦ କିଶୋର ସଭାପତି, କମଳାକାନ୍ତ ସମ୍ପାଦକ

ପାଟଣା : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ଅନୁବନ୍ଧିତ ପାଟଣା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ଏକ ସାମ୍ବିଧାନିକ ବୈଠକ ଓ ନୂତନ କର୍ମକର୍ତ୍ତା ନିର୍ବାଚନ ବିଜନ କୁମାର ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ…
Read More...

ଗ୍ରାହକଙ୍କୁ ଉପହାର ଦେଲା ରିଲାଏନ୍ସ, ମାତ୍ର ୬୯୯ ଟଙ୍କାରେ ମିଳିବ 4G ଫୋନ୍

ନୂଆଦିଲ୍ଲୀ : ଦେଶର ପ୍ରସିଦ୍ଧ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ କମ୍ପାନୀ ରିଲାଏନ୍ସ ଜିଓ ଏହି ଦୀପାବଳିରେ ଜିଓଭାରତ ୪ଜି ଫୋନର ଦାମ୍ ହ୍ରାସ କରିଛି । ୩୦ ପ୍ରତିଶତ ରିହାତି ଦେଇ କମ୍ପାନୀ ଗ୍ରାହକଙ୍କୁ ଦୀପାବଳି ଉପହାର…
Read More...

ରେଙ୍ଗାଳବେଡାଠାରେ ପଞ୍ଚମ ବାର୍ଷିକ ଫୁଟବଲ ପ୍ରତିଯୋଗିତା ଉଦଯାପିତ

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ଏରେଣ୍ଡେଇ ପଞ୍ଚାୟତ ରେଙ୍ଗାଳବେଡା ଗ୍ରାମର ଡ଼ିଭାଇନ ଆର୍ଟ୍ସ ଏଣ୍ଡ ସ୍ପୋର୍ଟସ କ୍ଲବ ତରଫରୁ ଅନୁଷ୍ଠିତ ପଞ୍ଚମ ବାର୍ଷିକ ଫୁଟବଲ ପ୍ରତିଯୋଗିତା ଉଦଯାପିତ ହେଇଯାଇଛି । ଆଜି ଫାଇନାଲ…
Read More...

ସିପିଏମର ଆଞ୍ଚଳିକ କମିଟି ସମ୍ମିଳନୀ 

ଗଞ୍ଜାମ : ଗଞ୍ଜାମ ବ୍ଲକ ଅନ୍ତର୍ଗତ ସାନ ଗୋପାଳପୁର କଲ୍ୟାଣ ମଣ୍ଡପ ପରିସରରେ ସିପିଏମ ଆଞ୍ଚଳିକ କମିଟି ସମ୍ମିଳନୀ ରବିବାର ଦିନ ଅନୁଷ୍ଠିତ ହୋଇଯାଇଛି । ଡି . ପଦ୍ମ ଚରଣ ପ୍ରଧାନ ଓ ପୁଷ୍ପାଞ୍ଜଳି ଜେନାଙ୍କୁ ନେଇ ସଭାପତି…
Read More...

ପେଟ୍ରୋଲ ପମ୍ପରେ ନିଆଁ ଲଗାଇଦେଲେ ନିଶାସକ୍ତ ଯୁବକ, ଭିଡିଓ ଭାଇରାଲ

ହାଇଦ୍ରାବାଦ : ହାଇଦ୍ରାବାଦରେ ଶନିବାର ସନ୍ଧ୍ୟାରେ ଏକ ପେଟ୍ରୋଲ ପମ୍ପରେ ଜଣେ ନିଶାସକ୍ତ ଯୁବକ ନିଆଁ ଲଗାଇ ଦେଇଛନ୍ତି । ଅଭିଯୁକ୍ତ ଯୁବକର ନାଁ ଚିରଣ । କୁହାଯାଉଛି କି ଯୁବକ ଜଣକ ନିଶାସକ୍ତ ଅବସ୍ଥାରେ ହାତରେ ଏକ…
Read More...

କେତେ ସିସି ହୋଇଥାଏ ଜେଟ୍ ପ୍ଲେନ୍ ଇଞ୍ଜିନ ? ଜାଣନ୍ତୁ..

ନୂଆଦିଲ୍ଲୀ : ଜେଟ୍ ଇଞ୍ଜିନର କ୍ଷମତାକୁ କାର୍ ଇଞ୍ଜିନ ଭଳି ସିସି(କ୍ୟୁବିକ୍ ସେଣ୍ଟିମିଟର) ରେ ମପାଯାଏନି କାରଣ ଏହା ଇଣ୍ଟରନାଲ୍ କମ୍ବଶନ ଇଞ୍ଜିନରୁ ଭିନ୍ନ କାମ କରିଥାଏ । ଜେଟ୍ ଇଞ୍ଜିନରେ ଥ୍ରଷ୍ଟ(ପୁଶ୍ ଦେଉଥିବା…
Read More...

ଗୁଜରାଟ ପରେ ଏବେ ଲକ୍ଷ୍ନୌରେ ଏକାଧିକ ହୋଟେଲକୁ ବୋମା ଧମକ

ଲକ୍ଷ୍ନୌ : ଗୁଜରାଟ ପରେ ଏବେ ଲକ୍ଷ୍ନୌର ହୋଟେଲକୁ ମଧ୍ୟ ବୋମାରେ ଉଡାଇ ଦେବାର ଧମକ ମିଳିଛି । ମେଲ୍ ପଠାଇ ହୋଟେଲକୁ ବୋମାରେ ଉଡାଇ ଦେବାକୁ ଧମକ ଦିଆଯାଇଛି । ଏହି ମେଲ୍ ହୋଟେଲ ଫର୍ଚ୍ୟୁନ, ହୋଟେଲ ଲେମନ ଟ୍ରି, ହୋଟେଲ…
Read More...

ସରକାରଙ୍କ ନୂଆ ପଦକ୍ଷେପ, ନକଲି ହେଲମେଟ୍ ବିରୁଦ୍ଧରେ ଚାଲିବ ଅଭିଯାନ

ନୂଆଦିଲ୍ଲୀ : ନକଲି କମ୍ପାନୀ ବା ଖରାପ ଗୁଣବତ୍ତା ବିଶିଷ୍ଟ ହେଲମେଟକୁ ନେଇ ସରକାର ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଉଠାଇଛନ୍ତି । ବିଆଇଏସ୍ ରାଜ୍ୟ ଓ ଜିଲାଧିକାରୀଙ୍କୁ ଚିଠି ଲେଖିଛନ୍ତି । ବିଆଇଏସ୍ ଏହାର ନିୟନ୍ତ୍ରଣ ଓ…
Read More...

ଗାଧୋଇବାକୁ ଯାଇ ନଦୀରେ ଭାସିଗଲେ ଛାତ୍ର

ଜଳେଶ୍ବର : ଗାଧୋଇବାକୁ ଯାଇ ନଦୀରେ ଜଣେ ଛାତ୍ର ଭାସିଯାଇ ନିଖୋଜ ଅଛନ୍ତି । ଜଳେଶ୍ବର ବ୍ଲକ ଗଡସାହି ବାଲିଆପାଳ ପଞ୍ଚାୟତର ଜଣେ ଦଶମ ଶ୍ରେଣୀ ଛାତ୍ର ଶୁକ୍ରବାର ସକାଳେ ଗାଧୋଇବାକୁ ଯାଇ ସୁବର୍ଣ୍ଣରେଖା ନଦୀରେ…
Read More...

ଭୁବନେଶ୍ବରରେ ବିମାନସେବା ସ୍ବାଭାବିକ

ଭୁବନେଶ୍ବର : ଭୁବନେଶ୍ବରରେ ବିମାନସେବା ସ୍ବାଭାବିକ ହୋଇଛି । ବାତ୍ୟା ପାଇଁ ଗତକାଲି ସନ୍ଧ୍ୟାରୁ ବିମାନ ସେବା ବାତିଲ କରାଯାଇଥିବାବେଳେ ପରିସ୍ଥିତି ସ୍ବାଭାବିକ ହେବାରୁ ଶୁକ୍ରବାର ସକାଳ ୮ଟାରୁ ବିମାନ ସେବା ପୁଣି…
Read More...

ଶୁକ୍ରବାର ରାଶିଫଳ: ଖୁସି ଖବର ମିଳିବା ସହ ଧନଲାଭ ଯୋଗ, ଏହି ରାଶିର ଲୋକଙ୍କ ପାଇଁ ଶୁଭ

ମେଷ- କୃଷି କାର୍ଯ୍ୟରେ ତତ୍ପରତା ପ୍ରକାଶ ପାଇବ। ଯାନବାହନ ସୁଖ ମିଳିପାରେ। ଗୃହ ପରିବେଶକୁ ଉତ୍ତମ ମାନର କରିପାରନ୍ତି। ଅଧିକ ଶ୍ରମ ସ୍ବୀକାର କରିପାରନ୍ତି। ବେଳେବେଳେ ଭୁଲ ବୁଝାମଣା ଘଟିପାରେ। ବୃଷ- କୃଷି କର୍ମରେ…
Read More...

ବସ୍ତା ବାତ୍ୟା ଆଶ୍ରୟସ୍ଥଳୀରେ ଅନିୟମିତତା ଧରିଲେ ମନ୍ତ୍ରୀ ଓ ସାଂସଦ

ଅମର୍ଦ୍ଦାରୋଡ଼ : ବାତ୍ୟା ସ୍ଥିତି ପରଖିବା ପାଇଁ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ଓ ସାଂସଦ ପ୍ରତାପ ଚନ୍ଦ୍ର ଷଡ଼ଙ୍ଗୀ ବାଲେଶ୍ଵର ଜିଲା ବସ୍ତା ବ୍ଲକ ସାହାଡ଼ା ପଞ୍ଚାୟତର ବାତ୍ୟା ଥଇଥାନ କେନ୍ଦ୍ରରେ ପହଞ୍ଚି…
Read More...

୯ ଜିଲାକୁ ରେଡ୍ ଆଲର୍ଟ

ଭୁବନେଶ୍ବର :  ବାତ୍ୟା ପ୍ରଭାବରେ ଆଜି ମଧ୍ୟ  ବର୍ଷା ଲାଗି ରହିବ । ଏହାକୁ ନଜରରେ ରଖି ୯ ଜିଲାକୁ ରେଡ୍ ଆଲର୍ଟ ଜାରି ହୋଇଛି । ଏନେଇ ଆଞ୍ଚଳିକ ପାଣିପାଗ କେନ୍ଦ୍ର ନିର୍ଦ୍ଦେଶିକା ମନୋରମା ମହାନ୍ତି ସୂଚନା ଦେଇଛନ୍ତି ।…
Read More...

ପ୍ରଭୁ ଜଗନ୍ନାଥଙ୍କ ଆଶୀର୍ବାଦରେ ବାତ୍ୟା ମୁକାବିଲାରେ ଆମେ ସଫଳ ହେବା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବିଳମ୍ୱିତ ରାତ୍ରୀରେ ସ୍ଵତନ୍ତ୍ର ରିଲିଫ କମିଶନରଙ୍କ କାର୍ଯ୍ୟାଳୟରେ ବାତ୍ୟା ପରିସ୍ଥିତି ଓ ମୁକାବିଲା ପ୍ରସ୍ତୁତି ସଂପର୍କରେ ସମୀକ୍ଷା କରିଛନ୍ତି।ସମୀକ୍ଷା ପରେ ଗଣ…
Read More...

‘ଦାନା’ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ

ଭୁବନେଶ୍ବର : ବାତ୍ୟା 'ଦାନା'ର ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ଭିତରକନିକା- ଧାମରା ଅଞ୍ଚଳରେ ଲ୍ୟାଣ୍ଡଫଲ୍ କରୁଛି ବାତ୍ୟା ଦାନା । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଲ୍ୟାଣ୍ଡଫଲ୍…
Read More...

ଓଏଏସ ଟପ୍ପର ଆଜାଦ ସାହୁଙ୍କୁ ସମ୍ବର୍ଦ୍ଧନା 

ଘଣ୍ଟାପଡା : କଣ୍ଟାମାଳ ବ୍ଲକ ଖୁଣ୍ଟିଗୋରାଠାରେ ମା’ ବରୁଲ ବୁଢା ବଣିକ ସଙ୍ଘ ପକ୍ଷରୁ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି । ସଙ୍ଘ ସଭାପତି ବଳରାମ ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଓଏଏସ କୃତିତ୍ୱ ଯୁବକ…
Read More...

ବାତ୍ୟା ଆଶ୍ରୟସ୍ଥଳୀରେ ପହଁଞ୍ଚିଲେ ଆଦିବାସୀ

ପାତ୍ରପୁର : ପାତ୍ରପୁର ବ୍ଲକର ଆଦିବାସୀ ବହୁଳ ପାହାଡ଼ ଉପରେ ଥିବା ଗାଁରେ ବର୍ଷା ହେଲେ ଭୁସ୍ଖଳନ ହୋଇ ଅସୁବିଧାର ଆଶଙ୍କା ଥିବାରୁ ପାତ୍ରପୁର ବ୍ଲକ ପ୍ରଶାସନ ଉକ୍ତ ଗାଁର ଆଦିବାସୀ ମାନଙ୍କୁ ନିକଟସ୍ଥ ବାତ୍ୟା…
Read More...

ଗଞ୍ଜାମ ବ୍ଲକରେ ବାତ୍ୟା ‘ଦାନା’କୁ ନେଇ ପ୍ରସ୍ତୁତି

ଗଞ୍ଜାମ : ଗଞ୍ଜାମ ବ୍ଲକ ପ୍ରଶାସନ ପକ୍ଷରୁ ବାତ୍ୟା ଦାନାକୁ ନେଇ ଜୋରସୋର ପ୍ରସ୍ତୁତି ଆରମ୍ଭ ହୋଇଛି । ବ୍ଲକର ବିଭିନ୍ନ ସ୍ଥାନରୁ ପ୍ରାୟ ୮୨୨ ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ପ୍ରାୟ ନଅଟି ସ୍ଥାନରେ ଲୋକଙ୍କ ପାଇଁ…
Read More...