www.samajalive.in
Sunday, December 7, 2025
26.1 C
Bhubaneswar

ବିଧବା ମହିଳାଙ୍କୁ ହତ୍ୟା କରି ଥାନାରେ ଆତ୍ମସର୍ମପଣ କଲା ଅଭିଯୁକ୍ତ

କଟକ: ଆଠଗଡ ତିଗିରିଆ ପାଞ୍ଚଗାଁରେ ଚାଞ୍ଚଲ୍ୟ। ବିଧବା ମହିଳାଙ୍କୁ ହତ୍ୟା କରିବା ପରେ ଥାନାରେ ଆତ୍ମସର୍ମପଣ କଲା ଅଭିଯୁକ୍ତ। ଅଭିଯୁକ୍ତ ଯୁବକ ଜଣକ କାର୍ତ୍ତିକ ସେଠୀ ବୋଲି ଜଣାପଡିଛି। ମିଳିଥିବା ସୂଚନା ଅନୁସାରେ ୧୦ ବର୍ଷ ବୟସରୁ କାର୍ତ୍ତିକ ବିଧବା ମହିଳାଙ୍କ ଘରେ ରହିଆସୁଥିଲେ। ମହିଳାଙ୍କ ଘରେ କେହି ନଥିବାରୁ କାର୍ତ୍ତିକ ତାଙ୍କ ଘରେ ବୁଝାସୁଝା କରନ୍ତି।  ମଝିରେ ମଝିରେ କାର୍ତ୍ତିକ ଓ ବିଧବା ମହିଳାଙ୍କର ଝଗଡ଼ା ହୋଇଥାଏ।ଶୁକ୍ରବାର ରାତିରେ ବିଧବା ମହିଳାଙ୍କ ସହ କାର୍ତ୍ତିକଙ୍କର ବଚସା ହୋଇଥିଲା। ପରେ କାର୍ତ୍ତିକ ବିଧବା ମହିଳାଙ୍କ ତଣ୍ଟି କାଟି ହତ୍ୟା କରିଥିଲା। ପରେ ତିଗିରିଆ ଥାନାରେ ଯାଇ ଆତ୍ମସମର୍ପଣ କରିଥିଲା। ପୁଲିସ କାର୍ତ୍ତିକଙ୍କୁ ଅଟକ ରଖିଛି।

 

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories