ରେଙ୍ଗାଲି : ବୃକକ୍ ସଂକ୍ରମଣରେ ଗତ ୧୯ ତାରିଖ ମୃତ୍ୟୁ ଘଟିଥିବା ସମ୍ବଲପୁର ଜିଲ୍ଲାର ଲଇଡା ଗ୍ରାମର ଅରୁଣ କୁଅଁରଙ୍କ ପରିବାର ବର୍ଗଙ୍କୁ କୋଲାବିରା ବ୍ଲକ ଶିକ୍ଷକ ସଂଘ ଏବଂ କଟାପାଲି ସ୍କୁଲ ଶିକ୍ଷକଙ୍କ ତରଫରୁ ୩୫ହଜାର ଟଙ୍କା ସହାୟତା ପ୍ରଦାନ କରାଯାଇଛି । ଜିଲ୍ଲା ସଭାପତି ଅଶୋକ କୁମାର ସାହୁ,ସମ୍ପାଦକ ଲଳିନ୍ଦ୍ର ଗୋଖରା, କୋଲାବିରା ବ୍ଲକ ଶିକ୍ଷକ ସଂଘ ସଭାପତି ରାଜେନ୍ଦ୍ର ବଟ ସମ୍ପାଦକ ତପନ କରାଲି, କଟାପାଲି ପ୍ରାଥମିକ ସ୍କୁଲର ପ୍ରଧାନ ଶିକ୍ଷକ ଲିଙ୍କନ ନାଏକ ମୃତ ଶିକ୍ଷକଙ୍କ ପରିବାର ବର୍ଗଙ୍କୁ ଭେଟି ଆର୍ଥିକ ସହାୟତା ପ୍ରଦାନ କରିଥିଲେ।
Popular Categories



