www.samajalive.in
Monday, December 15, 2025
16.1 C
Bhubaneswar

ଆଶିର ମୁନୀରଙ୍କ ପ୍ରମୋଶନ, ଫିଲ୍ଡ ମାର୍ଶଲ ହେବା ନେଇ ମଜା ଉଡାଇଲେ ଲୋକେ

ନୂଆଦିଲ୍ଲୀ : ପାକିସ୍ତାନର ଶହବାଜ ଶରିଫ ମଙ୍ଗଳବାର ବଡ ନିଷ୍ପତ୍ତି ଘୋଷଣା କରେ ଆସିମ ମୁନିରଙ୍କୁ ବଡ ଦାୟିତ୍ବ ପ୍ରଦାନ କରିଛନ୍ତି । ଶହବାଜ ଶରିଫ କ୍ୟାବିନେଟ୍ ଆର୍ମି ମୁଖ୍ୟ ଆସିମ ମୁନୀରଙ୍କୁ ଫିଲ୍ଡ ମାର୍ଶଲ ପଦରେ ପ୍ରମୋଟ କରିଛନ୍ତି । ଆସିମ ମୁନୀର ପାକିସ୍ତାନର ଦ୍ବିତୀୟ ଫିଲ୍ଡ ମାର୍ଶଲ ହେବେ । ପୂର୍ବରୁ ଜେନେରାଲ ଅୟୁବ ଖାନ ଫିଲ୍ଡ ମାର୍ଶଲ ପଦ ପର୍ଯ୍ୟନ୍ତ ପହଞ୍ଚିଥିଲେ ।

ଶହବାଦ ଓ ତାଙ୍କ ମନ୍ତ୍ରୀମାନେ ଆସିମ ମୁନୀରଙ୍କୁ ଭାରତ ବିରୁଦ୍ଧରେ ଲଞ୍ଚ୍ କରାଯାଇଥିବା ଅପରେସନ ବୁନିୟାଲ-ଅଲ୍-ମରସୁସର ଉତ୍ତମ ରଣନୀତି ପାଇଁ ଏହି ପଦବୀ ପ୍ରଦାନ କରିଛନ୍ତି । ଏହା ବିଶ୍ବସ୍ତରରେ ସମସ୍ତଙ୍କୁ ଚକିତ କରୁଛି । କାରଣ ଭାରତ ପହଲଗାମ ଆକ୍ରମଣର ପ୍ରତିଶୋଧରେ ପାକିସ୍ତାନର ଅନେକ ଆତଙ୍କୀ ଆଡ୍ଡା ଧ୍ବସଂ କରିଥିଲା । ଏହା ସହିତ ପାକିସ୍ତାନଆଡୁ ଆସିଥିବା ସମସ୍ତ ଡ୍ରୋନକୁ ନଷ୍ଟ କରିଥିଲା ଭାରତ । ଏହା ସତ୍ତ୍ବେ ଆସିମ ମୁନୀରଙ୍କୁ ଫିଲ୍ଡ ମାର୍ଶଲ ପଦରେ ବସାଇବା ସାମାଜିକ ଗଣମାଧ୍ୟମରେ ଏବେ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି ।

- Advertisement -

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories