www.samajalive.in
Monday, December 15, 2025
27.1 C
Bhubaneswar

ରାଜଭବନରେ ଚିତ୍ରଶିଳ୍ପୀ ଜୟଶଙ୍କର

ଭୁବନେଶ୍ୱର: ରାଜଭବନରେ ଚିତ୍ରଶିଳ୍ପୀ ଜୟଶଙ୍କର ମହାରଣା। ବୁଧବାର ଭୁବନେଶ୍ୱରସ୍ଥିତ ରାଜଭବନରେ ରାଜ୍ୟପାଳ ଡ. ଗଣେଶୀଲାଲଙ୍କୁ ସାକ୍ଷାତ କରିଛନ୍ତି ଚିତ୍ରଶିଳ୍ପୀ ଜୟଶଙ୍କର ମହାରଣା। ସାକ୍ଷାତ କରିବା ସହ ରାଜ୍ୟପାଳଙ୍କୁ ନିଜ ହାତଅଙ୍କା ତୈଳଚିତ୍ର ପ୍ରଦାନ କରିଛନ୍ତି ଜୟଶଙ୍କର। ଏହି ସମୟରେ ତାଙ୍କ ସହ ପତ୍ନୀ ସ୍ନିଗ୍ଧାରାଣୀ ଓ ପୁତ୍ର ଅମରନାଥ ମଧ୍ୟ ଉପସ୍ଥିତ ଥିଲେ।

Hot this week

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

ମେସିଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଦିଲ୍ଲୀରେ ପ୍ରବଳ ମାତ୍ରାରେ ପ୍ରଦୂଷଣ ଯୋଗୁଁ...

ବିଶିଷ୍ଟ ଦନ୍ତ ଚିକିତ୍ସକ ପ୍ରୋଫେସର ଡକ୍ଟର ସୁଶାନ୍ତ ମହାନ୍ତି ISPPD ଅଧ୍ୟକ୍ଷ ଭାବେ ନିର୍ବାଚିତ

ଭୁବନେଶ୍ୱର: ଇଣ୍ଡିଆନ୍‌ ସୋସାଇଟି ଅଫ୍‌ ପେଡୋଡଣ୍ଟିକ୍ସ ଏଣ୍ଡ ପ୍ରିଭେନ୍ଟିଭ୍‌ ଡେଣ୍ଟିଷ୍ଟ୍ରି (ISPPD)...

ମଣ୍ଡେଇ ସାଂସ୍କୃତିକ ମଞ୍ଚରେ ବାଘ-ଛେଳି ଛକାପଞ୍ଝା

ନବରଙ୍ଗପୁର: ସାଂସ୍କୃତିକ ମଞ୍ଚ ପାଲଟିଲା ରାଜନୈତିକ ମଞ୍ଚ । ଲକ୍ଷାଧିକ ଦର୍ଶକ...

Related Articles

Popular Categories