www.samajalive.in
Monday, December 15, 2025
14.1 C
Bhubaneswar

ସନ୍ଧ୍ୟା ୬ଟା ମୁଖ୍ୟ ଖବର

କେନ୍ଦ୍ର କ୍ୟାବିନେଟ୍ ନିଷ୍ପତ୍ତି.. ବଢିବନି ୟୁରିଆ ଦର.. ସାର ସବସିଡି ଜାରି ରହିବ..

ସମ୍ବଲପୁରରେ ବିନା ଶୋଭାଯାତ୍ରାରେ ଦେବୀ ଦୁର୍ଗାଙ୍କ ବିସର୍ଜନ.. ଜିଲା ପ୍ରଶାସନର ନିଷ୍ପତ୍ତି ଅନୁଯାୟୀ ବିନା ଶୋଭାଯାତ୍ରାରେ ଚାଲିଛି ମା’ଙ୍କ ବିସର୍ଜନ..

- Advertisement -

ଏଣିକି ଲୋକଙ୍କୁ ଭୋଟ୍‌ ଦେବାକୁ ନିବେଦନ କରିବେ ରାଜକୁମାର ରାଓ.. ରାଜକୁମାରଙ୍କୁ ନିଜ ନେସନାଲ ଆଇକନ୍ କରିଛନ୍ତି ନିର୍ବାଚନ ଆୟୋଗ..

ଚିଲିକାରେ ପର୍ଯ୍ୟଟକଙ୍କୁ ଡଲଫିନ୍‌ ଦେଖାଉଥିଲେ.. ଯାତ୍ରୀବାହୀ ‌ଡଙ୍ଗାରୁ ଖସିପଡ଼ିଲେ ନାବିକ..

ଭୁବନେଶ୍ୱରରେ ଅପରାହ୍ନ ୩ଟାରୁ ଆରମ୍ଭ ହୋଇଛି ଭସାଣ.. ରାତି ୧ଟା କିମ୍ବା ଭସାଣ ଶେଷ ପର୍ଯ୍ୟନ୍ତ ଯାନବାହନ କଟକଣା..

ଧୁମ୍‌ଧାମରେ କଟକରେ ଚାଲିଛି ମା’ଙ୍କ ଭସାଣି ଉତ୍ସବ.. ଟ୍ରାଫିକ କଟକଣା ଲାଗୁ..

କୋରାପୁଟ କୁନ୍ଦୁଲି ହାଟପଦାରେ ଗଣ୍ଡଗୋଳରେ ୨ ମୃତ..

ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତିରେ ବିଭ୍ରାଟ.. ମଙ୍ଗଳ ଆଳତି ପରଠାରୁ ବନ୍ଦ ରହିଛି ନୀତିକାନ୍ତି..

NCERT ବହିରେ ‘ଇଣ୍ଡିଆ’ ପରିବର୍ତ୍ତେ ‘ଭାରତ’ ଲେଖିବାକୁ ସୁପାରିସ.. ବହିରେ ‘ଭାରତ’ କରିବାକୁ NCERT ପ୍ୟାନେଲର ସର୍ବସମ୍ମତି ନିଷ୍ପତ୍ତି..

ନୂଆପଡ଼ା ବୋଡେନ୍‌ ଥାନା ରାଜପୁର ଛକରେ ୨ ବାଇକ୍‌ ମୁହାଁମୁହିଁ ଧକ୍କା, ୪ ମୃତ..

ବାଲେଶ୍ୱର ଫରେଷ୍ଟ ଡିଭିଜନରେ ବାଘ ଗଣନା ଆରମ୍ଭ.. ୫ ଦିନ ଧରି ଚାଲିବ ବାଘ ଗଣନା..

ଝାରସୁଗୁଡ଼ାରେ ଛାତ୍ରଙ୍କ ମାଡରେ ଗୁରୁତର କଲେଜ ଅଧ୍ୟାପକଙ୍କ ମୃତ୍ୟୁ.. ଗତ ଫେବୃଆରୀ ମାସରେ ଘଟିଥିଲା ଘଟଣା..

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories