www.samajalive.in
Saturday, December 6, 2025
15.1 C
Bhubaneswar

ଭସାଣିରେ ବାଜିବ ଡିଜେ, କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ…

ସମାଜ ଡିଜିଟାଲ ଡେସ୍କ: ରାଜଧାନୀରେ ମା’ ଦୁର୍ଗାଙ୍କ ଭସାଣି ବେଳେ ଡିଜେ ନବାଜିବା ନେଇ କଟକଣା ଲଗାଯାଇଥିଲା। ହେଲେ ଆଜି ଭସାଣି ବେଳେ ଡିଜେ ବଜାଇବା ନେଇ ପୂଜା କମିଟି ଗୁଡିକୁ ଅନୁମତି ଦିଆଯାଇଛି। ଏନେଇ ଭୁବନେଶ୍ୱର ଡିସିପି ପିନକା ମିଶ୍ର ସୂଚନା ଦେଇଛନ୍ତି। କିନ୍ତୁ ଡିସିପି କହିଛନ୍ତି କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଡିଜେ ବଜାଇ ପାରିବେ ପୂଜା କମିିଟି। ନିୟମ ମୁତାବକ ପୂଜା କମିଟି ଗୁଡିକ ଡିଜେ ବଜାଇ ପାରିବେ ବୋଲି ଡିସିପି କହିଛନ୍ତି। ଯେଉଁମାନେ ନିୟମ ଅମାନ୍ୟ କରିବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହାସହିତ ଡିଜେ ଗାଡିକୁ ସିଜ୍‌‌ କରାଯିବ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories