www.samajalive.in
Monday, December 15, 2025
17.1 C
Bhubaneswar

ବିମାନ ଭଳି ସୁବିଧା: ଖୁବ୍ ଶୀଘ୍ର ଗଡିବ ବନ୍ଦେ ଭାରତ ସ୍ଲିପର ଓ ବନ୍ଦେ ମେଟ୍ରୋ ଟ୍ରେନ୍

ନୂଆଦିଲ୍ଲୀ : ଭାରତୀୟ ରେଳ ଖୁବ୍ ଶୀଘ୍ର ନୂଆ ଟ୍ରେନ୍ ଆରମ୍ଭ କରିବାକୁ ଯାଉଛି । ରେଳବାଇ ସ୍ଲିପର ବନ୍ଦେ ଭାରତ ଏକ୍ସପ୍ରେସ, ବନ୍ଦେ ମେଟ୍ରୋକୁ ନେଇ ନୂଆ ଅପଡେଟ୍ ଜାରି କରିଛି । ଖୁବ୍ ଶୀଘ୍ର ବନ୍ଦେ ଭାରତ ସ୍ଲିପର ଓ ବନ୍ଦେ ଭାରତ ମେଟ୍ରୋ ରେଳ ଦୌଡିବା ଆରମ୍ଭ କରିବ । ବନ୍ଦେ ଭାରତକୁ ଦୂର ଯାତ୍ରା ପାଇଁ ଚଳାଇବା ପାଇଁ ରେଳବାଇ ଖୁବଶୀଘ୍ର ଏହାକୁ ସ୍ଲିପର କୋଚ୍ ସହିତ ଆରମ୍ଭ କରିବାକୁ ଯାଉଛି । ଏହା ସହିତ କମ୍ ଦୂର ସହର ମଧ୍ୟରେ ଇଣ୍ଟରସିଟି ଟ୍ରେନ୍ ରୂପେ ମେଟ୍ରୋ ଚାଲିବା ପାଇଁ ଯୋଜନା ରହିଛି ।

- Advertisement -

ଭାରତୀୟ ରେଳ ସ୍ଲିପର ବନ୍ଦେ ଭାରତ ଏକ୍ସପ୍ରେସ ଏବଂ ବନ୍ଦେ ମେଟ୍ରୋର ଶୁଭାରମ୍ଭ କରିବାକୁ ଯାଉଛି । ଟ୍ରେନ୍ ସମ୍ପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇସାରିଛି ଏବଂ ଏହାର ପ୍ରଥମ ଝଲକ ସାମ୍ନାକୁ ଆସିସାରିଛି । ଫଟୋରୁ ସ୍ପଷ୍ଟ ଜଣାପଡୁଛି ଯେ ଟ୍ରେନ୍ ଯାତ୍ରୀଙ୍କୁ ବିମାନ ଯାତ୍ରୀ ଭଳି ଅନୁଭୂତି ମିଳିବ । ରେଳବାଇର ସୂଚନା ଅନୁସାରେ ଖୁବ ଶୀଘ୍ର ଏହି ଟ୍ରେନଗୁଡିକର ଟ୍ରାଏଲ ଆରମ୍ଭ କରି ଯାତ୍ରୀଙ୍କ ପାଇଁ ଚଳାଯିବ ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories