www.samajalive.in
Monday, December 15, 2025
17.1 C
Bhubaneswar

ଗୋଟିଏ ସ୍କୁଲରେ ୧୪ ଯାଁଳା ଭାଇଭଉଣୀ

ସମାଜ ଡିଜିଟାଲ ଡେସ୍କ: ସ୍କୁଲ କଲେଜରେ ଯାଁଳା ପିଲା ପଢ଼଼ିବାକୁ ଆସିବା କିଛି ନୂଆ କଥା ନୁହେଁ। କିନ୍ତୁ ଗୋଟିଏ ଶିକ୍ଷାନୁଷ୍ଠାନରେ ୧୪ ଯାଁଳା ଭାଇଭଉଣୀ ପାଠ ପଢ଼଼ିବା ନିହାତି ଭାବେ ଏକ ଆଶ୍ଚର୍ଯ୍ୟର ବିଷୟ। ଏଭଳି ଘଟଣା ଦେଖିବାକୁ ମିଳିଛି ଫ୍ଲୋରିଡାର କୁପର ସିଟି ହାଇସ୍କୁଲରେ। ଏହାକୁ ନେଇ ଏବେ ସବୁଠି ଚର୍ଚ୍ଚା। କେବଳ ୧୪ ଯୋଡ଼ା ଯାଁଳା ଭାଇଭଉଣୀ ନୁହନ୍ତି, ଏକ ଟ୍ରିପ୍‌‌ଲେଟ(ଏକକାଳୀନ ଜନ୍ମ ହୋଇଥିବା ୩ ସନ୍ତାନ) ମଧ୍ୟ ଏଠାରେ ପଢ଼ୁଛନ୍ତି।

ଗତ ମାସରେ ଉକ୍ତ ସ୍କୁଲରୁ ଏହି ପିଲାମାନେ ସ୍ନାତକରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ପ୍ରମାଣପତ୍ର ବଣ୍ଟନ ସମୟରେ ପିଲାମାନଙ୍କୁ ଏକକାଳୀନ ଦେଖିବା ପରେ ସ୍କୁଲର ଅଧ୍ୟକ୍ଷ ଭେରା ପର୍କୋଭିକ ବି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। କାରଣ ସେ ପୂର୍ବରୁ କେବେ ସମସ୍ତଙ୍କୁ ଏକକାଳୀନ ଦେଖି ନ ଥିଲେ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories