ଆଳି: ଦେଢ଼ ମାସର ଶିଶୁ କନ୍ୟାର ତଣ୍ଟି ଚିପି ହତ୍ୟା କଲା ମା’। ଆଳି ଥାନା ପଦନୀପାଳ ଗାଁରେ ଝିଅକୁ ମାରି ଦେଇଥିବା ଅଭିଯୋଗ ହୋଇଛି। ଜେଜେ ମା’ ଆଧାରରେ ଶିଶୁ କନ୍ୟାର ତଣ୍ଟି ଚିପି ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗ ଆଧାରରେ ଶିଶୁ କନ୍ୟାକୁ ହତ୍ୟା କରିଥିବା ମା’କୁ ଥାନାରେ ଅଟକ ରଖାଯାଇଛି। ପୁଲିସ ଘଟଣାର ତଦନ୍ତ ଜାରି ରହିଛି।
Popular Categories



