bjd gruha runa banner

ସେଣ୍ଟ୍ରାଲ ବ୍ୟାଙ୍କରେ ଅଗ୍ନିକାଣ୍ଡ

bjd  ek lkhya koti banner

ବୌଦ୍ଧ : ବୌଦ୍ଧ ସେଣ୍ଟ୍ରାଲ ବ୍ୟାଙ୍କରେ ସର୍ଟ ସର୍କିଟ ଯୋଗୁଁ ଅଗ୍ନିକାଣ୍ଡ । ରାତି ୧୦ ଘଣ୍ଟା ସମୟରେ ବ୍ୟାଙ୍କ ଭିତରୁ ଧୁଆଁ ବାହାରୁଥିବା ଦେଖି ଲୋକମାନେ ଅଗ୍ନିଶମ ବିଭାଗକୁ ସୂଚନା ଦେଇଥିଲେ । ସୂଚନା ପାଇ ବ୍ୟାଙ୍କ କର୍ମଚାରୀ ମଧ୍ୟ ପହଞ୍ଚିଛନ୍ତି । ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଉଦ୍ୟମ ଚଳାଇଛି । ପ୍ରାଥମିକ ଭାବରେ ସର୍ଟ ସର୍କିଟରୁ ଏହି ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । କ୍ଷୟ କ୍ଷତି ସମ୍ପର୍କରେ କୌଣସି ସୂଚନା ମିଳିପାରିନାହିଁ ।

ବିପଦଶଙ୍କୁଳ ଅବସ୍ଥାରେ ଚିନାମାଳିପଶି ଅଙ୍ଗନୱାଡି ଗୃହ

Comments are closed.