bjd gruha runa banner

ଏବେ ଏକ୍ସ ବା ଟ୍ୱିଟରରେ ଲାଇକ୍‌ ଏବଂ ରିପ୍ଲାଏ ପାଇଁ ଦେବାକୁ ହେବ ଟଙ୍କା

bjd  ek lkhya koti banner

ନୂଆଦିଲ୍ଲୀ –   ଟ୍ୱିଟର ରୁ ଏକ୍ସ ପାଲଟିଥିବା ବିଶ୍ୱର ଅନ୍ୟତମ ଲୋକପ୍ରିୟ ସୋସିଆଲ୍‌ ମିଡିଆ ପ୍ଲାଟଫର୍ମରେ ଲାଇକ୍ ଏବଂ ରିପ୍ଲାଏ ଦେବା ପାଇଁ ଟଙ୍କା ଦେବା ପାଇଁ ପଡିବ । ଏଲନ୍‌ ମସ୍କ ଏହାର ମାଲିକାନା ନେବା ପରେ ଏଥିରୁ କିପରି ଟଙ୍କା ରୋଜଗାର କରି ହେବ ସେଥିପ୍ରତି ଧ୍ୟାନ ଦେଉଛନ୍ତି । ପ୍ରଥମେ ସେ ଟଙ୍କା ଦେଇ ଭେରିଫାଏଡ୍‌ ଏବଂ ବ୍ଲୁଟିକ୍‌ ନେବା ବ୍ୟବସ୍ଥା ଆରମ୍ଭ କରିଥିଲେ ।

ଏବେ ନୂଆ ୟୁଜର୍ସମାନଙ୍କୁ ଟଙ୍କା ଦେବା ପାଇଁ ପଡିବ । ଏଲନ୍‌ ମସ୍କଙ୍କ ଅନୁସାରେ ଫେକ୍‌ ଆକାଉଣ୍ଟକୁ ରୋକିବା ପାଇଁ ସେ ଏପରି କରିଛନ୍ତି । ଏଥିପାଇଁ ଅତି ଅଳ୍ପ ଟଙ୍କା ଦେବା ପାଇଁ ପଡିବ ବୋଲି ସେ ସୂଚନା ଦେଇଛନ୍ତି ।

କେବଳ ମାଗଣାରେ କୌଣସି ଆକାଉଣ୍ଟକୁ ଫଲୋ କରିପାରିବେ।

Comments are closed.