www.samajalive.in
Monday, December 15, 2025
16.1 C
Bhubaneswar

ଏବେ ଏକ୍ସ ବା ଟ୍ୱିଟରରେ ଲାଇକ୍‌ ଏବଂ ରିପ୍ଲାଏ ପାଇଁ ଦେବାକୁ ହେବ ଟଙ୍କା

ନୂଆଦିଲ୍ଲୀ –   ଟ୍ୱିଟର ରୁ ଏକ୍ସ ପାଲଟିଥିବା ବିଶ୍ୱର ଅନ୍ୟତମ ଲୋକପ୍ରିୟ ସୋସିଆଲ୍‌ ମିଡିଆ ପ୍ଲାଟଫର୍ମରେ ଲାଇକ୍ ଏବଂ ରିପ୍ଲାଏ ଦେବା ପାଇଁ ଟଙ୍କା ଦେବା ପାଇଁ ପଡିବ । ଏଲନ୍‌ ମସ୍କ ଏହାର ମାଲିକାନା ନେବା ପରେ ଏଥିରୁ କିପରି ଟଙ୍କା ରୋଜଗାର କରି ହେବ ସେଥିପ୍ରତି ଧ୍ୟାନ ଦେଉଛନ୍ତି । ପ୍ରଥମେ ସେ ଟଙ୍କା ଦେଇ ଭେରିଫାଏଡ୍‌ ଏବଂ ବ୍ଲୁଟିକ୍‌ ନେବା ବ୍ୟବସ୍ଥା ଆରମ୍ଭ କରିଥିଲେ ।

ଏବେ ନୂଆ ୟୁଜର୍ସମାନଙ୍କୁ ଟଙ୍କା ଦେବା ପାଇଁ ପଡିବ । ଏଲନ୍‌ ମସ୍କଙ୍କ ଅନୁସାରେ ଫେକ୍‌ ଆକାଉଣ୍ଟକୁ ରୋକିବା ପାଇଁ ସେ ଏପରି କରିଛନ୍ତି । ଏଥିପାଇଁ ଅତି ଅଳ୍ପ ଟଙ୍କା ଦେବା ପାଇଁ ପଡିବ ବୋଲି ସେ ସୂଚନା ଦେଇଛନ୍ତି ।

- Advertisement -

କେବଳ ମାଗଣାରେ କୌଣସି ଆକାଉଣ୍ଟକୁ ଫଲୋ କରିପାରିବେ।

Hot this week

ପିକନିକ୍‌ରୁ ଫେରିବାବେଳେ ଦୁର୍ଘଟଣା..

ଛତ୍ରପୁର: ଛତ୍ରପୁର ଜାତୀୟ ରାଜପଥ ଏକାମ୍ରନଗରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। କୋରାପୁଟରୁ...

ବହିଷ୍କୃତ ପରେ ମୁହଁ ଖୋଲିଲେ ମୋକିମ୍‌: ମୋ ବିଚାରଧାରା କଂଗ୍ରେସ ସହ ଅଛି

ସମାଜ ଡିଜିଟାଲ ଡେସ୍କ: କଂଗ୍ରେସରୁ ବହିଷ୍କୃତ ହେବା ପରେ ପ୍ରତିକ୍ରିୟା ରଖିଛନ୍ତି...

ମୁମ୍ବଇରେ ମେସି ମାନିଆ

ମୁମ୍ବଇ : ବିଶ୍ବବିଜେତା ଆର୍ଜେଣ୍ଟିନା ଫୁଟ୍‌ବଲ ଦଳର ଅଧିନାୟକ ଲିଓନେଲ୍ ମେସି...

ମେସିଙ୍କୁ ଜର୍ସି ଉପହାର ଦେଲେ ସଚିନ

ମୁମ୍ବଇ :କ୍ରିକେଟ୍ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କୁ କ୍ରିକେଟ ଜଗତର ସବୁଠାରୁ ବଡ...

ବର୍ଦ୍ଧିତ ବେତନ ଦାନ କରିବେ ବରଗଡ଼ ବିଧାୟକ

ବରଗଡ଼ : ଓଡ଼ିଶା ସରକାର ବିଧାୟକ ଓ ମନ୍ତ୍ରୀମାନଙ୍କ ଦରମା ବୃଦ୍ଧି...

Related Articles

Popular Categories