www.samajalive.in
Wednesday, December 10, 2025
18.1 C
Bhubaneswar

ମହିମା ଆଶ୍ରମର ବିଭିନ୍ନ ସମସ୍ୟାର ସମାଧାନ ଦାବି

ସମ୍ବଲପୁର : ସ୍ଥାନୀୟ ଚାଉଁରପୁର ବଡସିଙ୍ଗାରି ସ୍ଥିତ ମହିମା ଆଶ୍ରମର ବିଭିନ୍ନ ସମସ୍ୟା ସମାଧାନ ପାଇଁ ଜିଲା ପ୍ରଶାସନ ନିକଟରେ ଦାବି କରାଯାଇଛି । ମଙ୍ଗଳବାର ଆଶ୍ରମର ପ୍ରତିନିଧିମାନେ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଆସି ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ମହିମା ଆଶ୍ରମ ପକ୍ଷରୁ ଆଶ୍ରମରେ ଏକ ମଣ୍ଡପ ନିର୍ମାଣ, ଶୌଚାଳୟ ନିର୍ମାଣ, ବିଦ୍ୟୁତିକରଣ, ପାଚେରୀ ସହିତ ଆନୁସଙ୍ଗିକ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି । ଏଥି ସହ ପାନୀୟ ଜଳର ମଧ୍ୟ ଅସୁବିଧା ଥିବାରୁ ଆଶ୍ରମରେ ତାହାର ସୁବିଧା ପାଇଁ ପୁର୍ବରୁ ମଧ୍ୟ ଅନେକବାର ଦାବି କରାଯାଇଥିଲେ ସୁଦ୍ଧା ତାହା ଆଜି ପର୍ଯ୍ୟନ୍ତ କରାଯାଇ ନ ଥିବାରୁ ସେମାନେ ପୁର୍ନବାର ଏକ ଦାବିପତ୍ର ଜିଲା ପ୍ରଶାସନକୁ ଦେଇଛନ୍ତି ।

ସେଣ୍ଟ୍ରାଲ ବ୍ୟାଙ୍କରେ ଅଗ୍ନିକାଣ୍ଡ

Hot this week

ଆପଣଙ୍କ ବିଦ୍ୟୁତ୍‌ ବିଲ୍‌ କମାଇଦେବ AI

ନୂଆଦିଲ୍ଲୀ - ଏବେ ଏଆଇ ବା କୃତ୍ରିମ ବୁଦ୍ଧିମତାକୁ ନେଇ ଅନେକ...

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

Related Articles

Popular Categories