ବିପଦଶଙ୍କୁଳ ଅବସ୍ଥାରେ ଚିନାମାଳିପଶି ଅଙ୍ଗନୱାଡି ଗୃହ

ପାଟଣା : ପାଟଣା ବ୍ଲକ ଅନ୍ତର୍ଗତ ଚିନାମାଳିପଶି ଅଙ୍ଗନୱାଡି ଗୃହଟି ବିପଦଶଙ୍କୁଳ ହୋଇପଡିଛି। ଦଦରା କାନ୍ଥ ଓ ଛାତର ପ୍ଲାଷ୍ଟର ଖସୁଥିବା ଗୃହରେ ବାଧ୍ୟ ହୋଇ ଦିଦି କୋମଳମତି ଶିଶୁମାନଙ୍କୁ ପାଠ ପଢ଼ାଉଛନ୍ତି । ଚିନାମାଳିପଶି ଗ୍ରାମର ଲକ୍ଷ୍ମୀନାରାୟଣ ଉଚ୍ଚ ବିଦ୍ୟାଳୟ ଓ ପ୍ରାଥମିକ ବିଦ୍ୟାଳୟ ପରିସରରେ ଥିବା ଏହି ଅଙ୍ଗନୱାଡିଟି ବହୁ ପୁରୁଣା । ଏଠାରେ ଏବେ ୨୮ ଜଣ ଶିଶୁ ପାଠ ପଢୁଛନ୍ତି। ଏହି ଅଙ୍ଗନୱାଡି ଗୃହ ବିପଦଶଙ୍କୁଳ ସ୍ଥିତି ସମ୍ପର୍କରେ ଜିଲ୍ଲାପାଳଙ୍କ ଅଭିଯୋଗ … Continue reading ବିପଦଶଙ୍କୁଳ ଅବସ୍ଥାରେ ଚିନାମାଳିପଶି ଅଙ୍ଗନୱାଡି ଗୃହ