www.samajalive.in
Saturday, December 13, 2025
26.1 C
Bhubaneswar

ଅଙ୍ଗଦାନ କରିବେ ଏହି ଓଡ଼ିଆ ଅଭିନେତ୍ରୀ ଓ ତାଙ୍କ ସ୍ୱାମୀ

ଭୁବନେଶ୍ୱର: ନିଆରା ଢଙ୍ଗରେ ବିବାହ ବାର୍ଷିକୀ ପାଳନ କରିବା ସହ ଅଭିନେତ୍ରୀ ପିଙ୍କି ପ୍ରଧାନ ଓ ତାଙ୍କ ସ୍ୱାମୀ କର୍ଣ୍ଣେଲ୍‌‌ ସବ୍ୟସାଚୀ ଦାଶ ଅଙ୍ଗଦାନ କରିବାକୁ ନିଷ୍ପତି ନେଇଛନ୍ତି। ଏନେଇ ଉଭୟ କ୍ୟାପିଟାଲ ହସ୍ପିଟାଲରେ ଅଙ୍ଗଦାନର ଫର୍ମ ପୂରଣ କରି ନିଜ ସ୍ୱୀକୃତି ଦେଇଛନ୍ତି। ଏହାସହିତ ଦୁହେଁ ରକ୍ତଦାନ କରିଛନ୍ତି।

ଏହି ଅବସରରେ ପିଙ୍କି କହିଛନ୍ତି ଯେ ନିଜ ବାପାଙ୍କର କିଡନୀ ଟ୍ରାନ୍ସପ୍ଲାଣ୍ଟ ନହେବାରୁ ତାଙ୍କୁ ହରାଇଥିଲି। ଏଭଳି ସ୍ଥିତିରେ ଆତ୍ମୀୟଙ୍କୁ ହରାଇବାର ଦୁଃଖ କଣ ସେ ଭଲ ଭାବରେ ଅନୁଭବ କରିଛନ୍ତି। ତେଣୁ ତାଙ୍କ ଭଳି କଷ୍ଟ ଆଉ କାହାକୁ ନହେଉ ଏଭଳି ଭାବି ଅଙ୍ଗଦାନ କରିବାକୁ ନିଷ୍ପତି ନେଇଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories