www.samajalive.in
Saturday, December 6, 2025
26.1 C
Bhubaneswar

ଦବଙ୍ଗ-୩ରେ ନୂଆ ନାୟିକା

ମୁମ୍ବଇ : ଅରବାଜ୍ ଖାନ୍ ପ୍ରଯୋଜିତ ଓ ସୁଲତାନ୍ ସଲମାନ୍ ଖାନ୍ ଅଭିନୀତ ଦବଙ୍ଗ ଚଳଚ୍ଚିତ୍ରର ତୃତୀୟ ଭାଗର କାମ ଜୋର୍‌ସୋର୍‌ରେ ଚାଲିଛି। ମୁଖ୍ୟ ଭୂମିକାରେ ସଲମାନ୍, ସୋନାକ୍ଷୀ ସିହ୍ନା ଓ ଅରବାଜ୍ ଖାନ୍ ଦେଖାଦେବେ। ବଲିଉରେ ନୂଆ କଳାକାରଙ୍କ ସୁଯୋଗ ଦେଉଥିବା ସଲମାନ୍ ଏଇ ଚଳଚ୍ଚିତ୍ରରେ ମଧ୍ୟ ଜଣେ ନବାଗତାଙ୍କୁ ପ୍ରଶଂସକଙ୍କ ସମ୍ମୁଖକୁ ଆଣୁଛନ୍ତି। ସେ ହେଲେ ସଲମାନ୍‌‌ଙ୍କ ଘନିଷ୍ଠ ବନ୍ଧୁ ମହେଶ ମଞ୍ଜରେକର୍‌ଙ୍କ ସାନ ଝିଅ ସଇ ମଞ୍ଜରେକର୍। ପ୍ରାରମ୍ଭିକ ପର୍ୟ୍ୟାୟରେ ମହେଶଙ୍କ ବଡ଼ ଝିଅ ସେଇ ଭୂମିକା ପାଇଁ ଅଡିସନ୍ ଦେଇଥିଲେ। ସଲମାନ୍ କିନ୍ତୁ ବହୁ ଭାବିବା ପରେ ତାଙ୍କ ସାନ ଝିଅକୁ ଏଇ ସୁଯୋଗ ଦେଇଥିଲେ। ସଇ ଏଥିରେ ଅତିଥି କଳାକାର ଭୂମିକାରେ ଦେଖାଦେବେ ଓ ସଲମାନ୍‌‌ଙ୍କ ସହ ତାଙ୍କର ଏକ ଗୀତ ଦୃଶ୍ୟର ସୁଟିଂ ମଧ୍ୟ ହୋଇସାରିଛି।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories