www.samajalive.in
Sunday, December 7, 2025
14.1 C
Bhubaneswar

ଶ୍ରାବଣ ମାସରେ ପ୍ରଭୁ ମହେଶ୍ୱରଙ୍କ ପୂଜାରେ ଏହି ଦ୍ରବ୍ୟର ବ୍ୟବହାର କରନ୍ତୁ ନାହିଁ

ପ୍ରଭୁ ଭୋଳାଶଙ୍କରଙ୍କର ପ୍ରିୟ ମାସ ଶ୍ରାବଣ ମାସ ଆରମ୍ଭ ହୋଇସାରିଲାଣି। ଏହି ମାସରେ ମହେଶ୍ୱରଙ୍କୁ ପୂଜା କଲେ ବହୁ କୃପା ଓ ପ୍ରଭୁଙ୍କ ଆଶୀର୍ବାଦ ପ୍ରାପ୍ତି ହୋଇଥାଏ। ମାତ୍ର ଜାଣନ୍ତୁ ଶ୍ରାବଣ ମାସରେ ପ୍ରଭୁ ଶଙ୍କରଙ୍କୁ କେଉଁ ଦ୍ରବ୍ୟ ଅର୍ପଣ କରିବା ଉଚିତ ନୁହେଁ….
ଭଗବାନ ଶିବଙ୍କ ପୂଜାରେ ତୁଳସୀ ପତ୍ରର ବ୍ୟବହାର କରନ୍ତୁ ନାହିଁ।
ପ୍ରଭୁଙ୍କ ପୂଜାରେ କୁଙ୍କୁମର ବ୍ୟବହାର କରନ୍ତୁ ନାହିଁ।
ପ୍ରଭୁଙ୍କୁ ହଳଦୀ ଅର୍ପଣ କରନ୍ତୁ ନାହିଁ, ମାତ୍ର ଚନ୍ଦନ ଅର୍ପଣ କରିପାରିବେ।
ପୂଜାରେ କେତକୀ ଫୁଲର ବ୍ୟବହାର କରନ୍ତୁ ନାହିଁ।
ଚାଉଳର ବ୍ୟବହାର କରନ୍ତୁ ନାହିଁ।
ଶିବଙ୍କ ନିକଟରେ ସମ୍ପୂର୍ଣ୍ଣ ପରିକ୍ରମା ନକରି ଅଧା ପରିକ୍ରମା କରିବା ଉଚିତ।

Hot this week

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

Related Articles

Popular Categories