ଅଂଶୁଘାତରେ ଶ୍ରମିକ ମୃତ !

0

ବ୍ରହ୍ମପୁର: ସହରର ଆମ୍ବ ବଜାରରେ କେତେକ ଶ୍ରମିକ ମିଳିତ ଭାବେ କାମ କରୁଥିବା ବେଳେ ନକୁଳ ଦାସ ନାମକ ଜଣେ ଶ୍ରମିକ ବେହୋସ ହୋଇ ତଳେ ପଡିଯାଇଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଅଂଶୁଘାତକରେ ମୃତ୍ୟୁଘଟିଥିବା ସନ୍ଦେହ କରାଯାଉଛି ।

Leave A Reply