www.samajalive.in
Monday, December 8, 2025
24.1 C
Bhubaneswar

ବିଜେପି କାର୍ଯ୍ୟାଳୟରେ ଏନ୍‌ଆର ଆଇ ସମର୍ଥକ

ନୂଆଦିଲ୍ଲୀ : ଶପଥ ଗ୍ରହଣ ସମାରୋହ ପୂର୍ବରୁ ଏକାଧିକ ଏନ୍‌ଆରଆଇ (ବିଦେଶରେ ରହୁଥିବା ଭାରତୀୟ ବଂଶୋଦଭବ) ବିଜେପିର ମୁଖ୍ୟାଳୟ ଗସ୍ତ କରିଥିଲେ। ନ୍ୟୁୟର୍କ ନିବାସୀ ଜଣେ ଏନ୍‌ଆରଆଇ କହିଛନ୍ତି, ମୋଦୀଙ୍କ ନେତୃତ୍ବରେ ଭାରତ ବିଶ୍ବର ଦ୍ରୁତ ବିକାଶୀଳ ଅର୍ଥନୀତିରେ ପରିଣତ ହୋଇଛି। ମୋଦୀ ଜଣେ ବିଶ୍ବ ପ୍ରସିଦ୍ଧ ନେତା। ସେ ତୃଣମୂଳ ସ୍ତରରେ କାର୍ଯ୍ୟ କରିଛନ୍ତି। ସେ ଜଣେ ବିଶ୍ବସ୍ତ ଏବଂ ସଂକଳ୍ପବଦ୍ଦ ନେତା। ୨୦୨୪ ସୁଦ୍ଧା ସେ ନିଜର ସମସ୍ତ ପ୍ରତିଶ୍ରୁତି ପୂରଣ କରିବେ।

Hot this week

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

ମୋଦୀଙ୍କୁ ସାହାଯ୍ୟ ମାଗିଲେ ପାକ୍ ମହିଳା

ନୂଆଦିଲ୍ଲୀ : ଜଣେ ପାକିସ୍ତାନୀ ମହିଳାଙ୍କ ସ୍ବାମୀ ଦିଲ୍ଲୀରେ ଦ୍ବିତୀୟ ବିବାହ...

Related Articles

Popular Categories