www.samajalive.in
Monday, December 8, 2025
16.1 C
Bhubaneswar

ଗୃହରେ ସକରାତ୍ମକ ଶକ୍ତି ପାଇଁ ଆପଣାନ୍ତୁ ସରଳ ବାସ୍ତୁ ଟିପ୍ସ

ଗୃହକୁ ନକରାତ୍ମକ ଶକ୍ତିର ପ୍ରଭାବରୁ ରକ୍ଷା କରିବା ପାଇଁ ବାସ୍ତୁ ଅନୁଯାୟୀ କେତେକ ଉପାୟ ରହିଛି। ବାସ୍ତୁରେ ବର୍ଣ୍ଣିତ ହୋଇଥିବା ଉପାୟ ଗୁଡ଼ିକୁ ଅବଲମ୍ବନ କରିବା ଦ୍ୱାରା ଗୃହରେ ସକରାତ୍ମକ ଶକ୍ତି ଆସିଥାଏ। ଜାଣନ୍ତୁ ସେଭଳି କିଛି ସହଜ ଉପାୟ….
ସମ୍ପୂର୍ଣ୍ଣ ବାସ୍ତୁ ଦୋଷ ନାଶକ ଯନ୍ତ୍ରକୁ ଘରର ପୂର୍ବ ଉତ୍ତର ଦିଗରେ ସ୍ଥାପନ କରନ୍ତୁ। ଏହି ଯନ୍ତ୍ରର ପ୍ରଭାବରେ ଗୃହର ସମସ୍ତ ବାସ୍ତୁ ଦୋଷ ଦୂର ହୋଇଥାଏ।
ଘରର ଐଶାନ୍ୟ କୋଣରେ ଘଣ୍ଟି ଡ଼ିଜାଇନର ୱିଙ୍ଗ ଚାଇମ୍‍ ଲଗାନ୍ତୁ। ଏପରି କରିବା ଦ୍ୱାରା ଗୃହରେ ସକରାତ୍ମକ ଶକ୍ତି ସର୍ବଦା ରହିଥାଏ।
ଐଶାନ୍ୟ କୋଣକୁ ସର୍ବଦା ସ୍ୱଚ୍ଛ ରଖନ୍ତୁ।
ଗୃହରେ ଲଗାଇଥିବା ୱିଙ୍ଗ ଚାଇମ୍‍କୁ ଐଶାନ୍ୟ କୋଣରେ ଏପରି ସ୍ଥାନରେ ଲଗାନ୍ତୁ, ଯେପରି ଏହାର ଶବ୍ଦ ସମ୍ପୂର୍ଣ୍ଣ ଘରେ ଶୁଣାଯାଉଥିବ।
ଘରର ମୁଖ୍ୟଦ୍ୱାର ସମ୍ମୁଖରେ ତୋରଣ ଡ଼ିଜାଇନର ୱିଙ୍ଗ ଚାଇମ୍‍ ଲଗାଇବା ଦ୍ୱାରା ଗୃହରେ ନକରାତ୍ମକ ଶକ୍ତି ପ୍ରବେଶ କରି ନଥାଏ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories