www.samajalive.in
Sunday, December 7, 2025
14.1 C
Bhubaneswar

ଭୋଟ ଗଣନା ପାଇଁ ପ୍ରସ୍ତୁତି : ନିର୍ବାଚନ ସଦନ୨୪ ଘଣ୍ଟିଆ ଇଭିଏମ୍‍ କଣ୍ଟ୍ରୋଲ୍‍ ରୁମ୍‍

ନୂଆଦିଲ୍ଲୀ : ନିର୍ବାଚନ କମିଶନ୍‍ ନୂଆଦିଲ୍ଲୀର ନିର୍ବାଚନ ସଦନଠାରେ ଏକ ୨୪ ଘଣ୍ଟିଆ ଇଭିଏମ୍‍ କଣ୍ଟ୍ରୋଲ୍‍ ରୁମ୍‍ ସ୍ଥାପନ କରିଛି । ସେହି କଣ୍ଟ୍ରୋଲ୍‍ ରୁମରେ ଇଭିଏମ୍‍ ସମ୍ବନ୍ଧୀୟ ସମସ୍ତ ଅଭିଯୋଗଗୁଡ଼ିକର ଅନୁଧ୍ୟାନ କରାଯିବ।

ଷ୍ଟ୍ରଙ୍ଗ୍‍ ରୁମ୍‍ଗୁଡ଼ିକରେ ଇଭିଏମ୍‍ ରଖାଯିବା, ଷ୍ଟ୍ରଙ୍ଗ୍‍ ରୁମ୍‍ଗୁଡ଼ିକର ସୁରକ୍ଷା, ସିସିଟିଭି ତଦାରଖ, ଷ୍ଟ୍ରଙ୍ଗ୍‍ରୁମ୍‍ ଗୁଡ଼ିକରେ ଏଜେଣ୍ଟ୍‍ମାନଙ୍କୁ ମୁତୟନ କରିବାକୁ ପ୍ରାର୍ଥୀମାନଙ୍କୁ ଅନୁମତି ପ୍ରଦାନ, ଇଭିଏମ୍‍ ନେବା ଆଣିବା ଏବଂ ଭୋଟଗଣନା ସମ୍ବନ୍ଧୀୟ ଅଭିଯୋଗ ଓ ଅନ୍ୟାନ୍ୟ ଅଭିଯୋଗଗୁଡ଼ିକର ଏଠାରେ ପଞ୍ଜିକରଣ କରାଯାଇ ତା’ର ସମାଧାନ କରାଯିବ । ଏଥିପାଇଁ ଥିବା ନମ୍ବରଟି ହେଉଛି – ୦୧୧-୨୩୦୫୨୧୨୩।

- Advertisement -

 

Hot this week

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

କ୍ରିକେଟ୍‌ପ୍ରେମୀଙ୍କ ପାଇଁ ସ୍ୱତନ୍ତ୍ର ‘ଆମ ବସ୍’ ସେବା

ଭୁବନେଶ୍ବର: କଟକର ବାରବାଟୀ ଷ୍ଟାଡିୟମରେ ଚଳିତ ମାସ ୯ରେ ହେବାକୁ ଥିବା...

ଜାନୁଆରୀ ୨୦ରେ ଓଏସ୍‌ଏସ୍‌ଟିଇଟି

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ଓଡ଼ିଶା ମାଧ୍ୟମିକ ବିଦ୍ୟାଳୟ...

ସୁନା ଲିଜ୍‌ ବା ଭଡା ଦେଇ ରୋଜଗାର

ନୂଆଦିଲ୍ଲୀ - ଅନେକ ଲୋକ ଗୋଲ୍ଡ ବଣ୍ଡ ସହ ସୁନାରେ ଟଙ୍କା...

Related Articles

Popular Categories