www.samajalive.in
Tuesday, December 9, 2025
23.1 C
Bhubaneswar

ଫଳ କିଣିବା ସମୟରେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ଖରାଦିନରେ ବିଭିନ୍ନ ଫଳ ମଧ୍ୟରେ ଆମ୍ବ ଓ ତରଭୂଜ ପ୍ରଚୁର ପରିମାଣରେ ମିଳିଥାଏ। ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବେଶ ଲାଭଦାୟକ। ତେଣୁ ଲୋକେ ବହୁ ମାତ୍ରାରେ ଏହି ଦୁଇଟି ଫଳ କିଣିଥାଆନ୍ତି। ମାତ୍ର ସଭିଏଁ ଧ୍ୟାନ ଦେଇନଥାଆନ୍ତି ଯେ, ଏହା ପ୍ରାକୃତିକ ଉପାୟରେ ଫଳ ପାଚିଛି ବା ଫଳକୁ ପଚାଇବା ପାଇଁ କ୍ଷତିକାରକ କେମିକାଲକୁ ବ୍ୟବହାର କରାଯାଇଛି। ତେଣୁ ଜାଣନ୍ତୁ ଯେଉଁ ସମୟରେ ଆପଣ ଫଳ କିଣିବେ କିପରି ଜାଣିବେ ତାହା ପ୍ରାକୃତିକ ଉପାୟରେ ପାଚିଛି ବା କେମିକାଲ ଦ୍ୱାରା….
କେମିକାଲ ଦ୍ୱାରା ପଚା ଯାଇଥିବା ଫଳର ବିଭିନ୍ନ ସ୍ଥାନ ଦାଗ ହୋଇଥାଏ ଓ ଫଳର ପ୍ରାକୃତିକ ରଙ୍ଗ ଠାରୁ ଏହାର ରଙ୍ଗ ଅଧିକ ଗାଢ ହୋଇଥାଏ।
ଏତଦ ବ୍ୟତୀତ ଯେଉଁ ଆମ୍ବକୁ କାର୍ବ୍ରାଇଡ ଦ୍ୱାରା ପଚାଯାଏ, ଦୁଇ ଦିନ ମଧ୍ୟରେ ଆମ୍ବର ବିଭିନ୍ନ ସ୍ଥାନ କଳା ହୋଇଯାଏ।
କାର୍ବାଇଡ ଦ୍ୱାରା ପଚା ଯାଇଥିବା ଫଳର ମଧ୍ୟଭାଗ ମିଠା ଲାଗିଥାଏ, ମାତ୍ର ତା’ର ଚାରିପାଖ ମିଠା ଲାଗେ ନାହିଁ। ତେଣୁ ଦାଗ ନ ଥିବା ଫଳ କିଣନ୍ତୁ। ଏହାସହ ଫଳ କିଣିବା ସମୟରେ ସର୍ବଦା ଚାଖିବା ପରେ ହିଁ ଫଳ କିଣନ୍ତୁ।

Hot this week

ଚୁଟ୍‌କିରେ ଦୂର ହେବ କେଶ ଝଡିବା ସମସ୍ୟା : ବ୍ୟବହାର କରନ୍ତୁ ଏହି ମାସ୍କ

ନୂଆଦିଲ୍ଲୀ : ଆଜିକାଲି ସମୟରେ କେଶ ଝଡିବା ସମସ୍ତଙ୍କ ପାଇଁ ଏକ...

ବାରବାଟୀ ଜଗିଛନ୍ତି ୫୦ପ୍ଲାଟୁନ ଫୋର୍ସ

ସମାଜ ଡିଜିଟାଲ ଡେସ୍କ: ଆଜି ବାରବାଟୀରେ ବିଗ୍‌ ଫାଇଟ୍‌ । ମ୍ୟାଚ...

ଇଣ୍ଡିଗୋକୁ ୫% ବିମାନ ଉଡାଣ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଲେ ସରକାର

ସମାଜ ଲାଇଭ ଡ଼େସ୍କ : ଦେଶରେ ବିମାନ ଉଡାଣରେ ବିଶୃଙ୍ଖଳା ପାଇଁ...

ଚାଉଳ ଯୋଗାଣ ବନ୍ଦ ; ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

ଟିଟିଲାଗଡ଼ : ଚାଉଳ ଯୋଗାଣ ବନ୍ଦ। ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା...

ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା: ଆଜି ଗୁରୁତ୍ୱପୂର୍ଣ୍ଣ ବିଲ୍‌ ଉପସ୍ଥାପନ

ଭୁବନେଶ୍ୱର: ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କ...

Related Articles

Popular Categories