www.samajalive.in
Sunday, December 7, 2025
23.1 C
Bhubaneswar

ଆପଣଙ୍କୁ ଆଇସକ୍ରିମ ପସନ୍ଦ କି? ଜାଣନ୍ତୁ ସ୍ୱାସ୍ଥ୍ୟ ପାଇଁ ଏହାର ଉପକାରିତା

ପିଲାଙ୍କ ଠାରୁ ଆରମ୍ଭ କରି ବୟସ୍ମ  ସଭିଁଙ୍କର ପ୍ରଥମ ପସନ୍ଦ ଆଇସକ୍ରିମ। ମାତ୍ର ଖରାଦିନରେ ଏହାର ଚାହିଦା ଖୁବ ଅଧିକ। କିନ୍ତୁ ଆଇସକ୍ରିମ ଖାଇଲେ ଥଣ୍ଡା ହେବାର ଭୟ ରହିଲେ ମଧ୍ୟ ଏହା ଖାଇବା ଦ୍ୱାରା ଆମ ସ୍ୱାସ୍ଥ୍ୟ ପାଇଁ କେତେ ଉପକାରୀ , ତାହା ହୁଏତ ସଭିଏଁ ଜାଣିନଥିବେ। ଜାଣନ୍ତୁ ଶରୀର ପାଇଁ କେତେ ହିତକାରକ ଆଇସକ୍ରିମ….
ଆଇସକ୍ରିମ ଖାଇବା ଦ୍ୱାରା ସତେଜ ଅନୁଭବ ହୋଇଥାଏ।
ହାଲିଆପଣକୁ ଦୂର କରିବାରେ ସହାୟକ ହୋଇଥାଏ।
ବିଶେଷଜ୍ଞଙ୍କ ମତାନୁଯାୟୀ ଆଇସକ୍ରିମ ଖାଇବା ଦ୍ୱାରା ଉଭୟ ଶାରୀରିକ ଓ ମାନସିକ ଶାନ୍ତି ମିଳିଥାଏ।
ଶରୀରକୁ ଆବଶ୍ୟକ ପରିମାଣରେ ଶକ୍ତି ପ୍ରଦାନ କରିଥାଏ।
ଖୀର, ଚିନି, ଖୁଆରେ ପ୍ରସ୍ତୁତ ଆଇସକ୍ରିମ ଶରୀରକୁ ଆବଶ୍ୟକ ପରିମାଣରେ ପୋଷକ ତତ୍ତ୍ୱ ପ୍ରଦାନ କରିଥାଏ।
ଆପଣଙ୍କ ପାଟିକୁ ଖାଦ୍ୟ ଖାଇବାକୁ ଅରୁଚି ଲାଗି ରହୁଥିଲେ, ଆଇସକ୍ରିମ ଖାଇବା ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିଥାଏ।
ଆଇସକ୍ରିମରେ ଥିବା କ୍ୟାଲସିୟମ ହାଡ଼କୁ ଶକ୍ତ କରିଥାଏ। ଏଥିରେ ଥିବା ପୋଟାସିୟମ ରକ୍ତଚାପ ନିୟନ୍ତ୍ରିତ କରିଥାଏ।
ଆଇସକ୍ରିମ ଶରୀରକୁ ଯେଉଁ ପ୍ରୋଟିନ ପ୍ରଦାନ କରେ, ତାହା ଶରୀର ପାଇଁ ଆବଶ୍ୟକ ହେଉଥିବା କୋଷ ଗୁଡ଼ିକୁ ସୃଷ୍ଟି କରିବାରେ ସହାୟକ ହୋଇଥାଏ।
ପାଟି ଭିତରେ ହେଉଥିବା ନାଲି ଦାଗ ମଧ୍ୟ ଆଇସକ୍ରିମ ଖାଇବା ଦ୍ୱାରା ଦୂର ହୋଇଥାଏ।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories