www.samajalive.in
Sunday, December 7, 2025
18.1 C
Bhubaneswar

ପିମ୍ପୁଡ଼ି ସହ ଜଡ଼ିତ କିଛି ଜଣାଅଜଣା କଥା

ବହୁ ସମୟରେ ଆମେ ଘରେ ପିମ୍ପୁଡ଼ି ଦେଖିଥାଉ। ଏହା ପ୍ରତି ମଧ୍ୟ ଆମେ ବିଶେଷ ଧ୍ୟାନ ଦେଇନଥାଉ। ମାତ୍ର ପିମ୍ପୁଡ଼ି ସହ ଜଡ଼ିତ କିଛି କଥା ରହିଛି। ପିମ୍ପୁଡ଼ି କିଛି ସଙ୍କେତ ଦେଇଥାଆନ୍ତି, ଯାହା ଆମେ ଜାଣିନଥାଉ। ଜାଣନ୍ତୁ ବାସ୍ତୁ ଅନୁଯାୟୀ ପିମ୍ପୁଡ଼ି ସହ ଜଡ଼ିତ କିଛି ଆଶ୍ଚର୍ଯ୍ୟଜନକ କଥା….
ଯଦି ଆପଣଙ୍କ ଗୃହରେ ସର୍ବଦା ନାଲି ପିମ୍ପୁଡ଼ି ବାହାରୁଛନ୍ତି ତେବେ ଜାଣିବେ ଆପଣଙ୍କ ଘରେ କିଛି ବାସ୍ତୁ ଦୋଷ ରହିଛି।
ମାତ୍ର କଳା ପିମ୍ପୁଡ଼ି ଶୁଭ ହୋଇଥାଏ।
ଗୃହରେ ନାଲି ପିମ୍ପୁଡ଼ି ଅଧିକ ସଂଖ୍ୟାରେ ଦେଖାଗଲେ ଋଣ ବୃଦ୍ଧି ପାଇଥାଏ।
ତେଣୁ ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ ଘରର ବାହାରେ ଅଟା, ଚିନି, ଗୁଡ଼ ଆଦି ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ପକାନ୍ତୁ। ଫଳରେ ପିମ୍ପୁଡ଼ି ଘରରୁ ବାହାରକୁ ପଳାଇବେ। ଖାଦ୍ୟ ନିକଟରେ ହିଁ ପିମ୍ପୁଡ଼ି ନିଜ ଘରର କରିଥାଏ। ତେଣୁ ଘରର ବାହାରେ ନିୟମିତ ଏହି ଖାଦ୍ୟଦ୍ରବ୍ୟ ପକାନ୍ତୁ। ଋଣ ସମସ୍ୟାରୁ ମୁକ୍ତି ପାଇପାରିବେ।
କେଉଁ ସମୟରେ ନାଲି ପିମ୍ପୁଡ଼ି ଶୁଭ ହୋଇଥାଏ….
ନାଲି ପିମ୍ପୁଡ଼ି ମୁହଁରେ ଅଣ୍ଡା ଧରି ଯାଉଥିବା ଦେଖିଲେ ଦିନଟି ଶୁଭ ହୋଇଥାଏ।
ଋଣ ପାଇଁ ଚିନ୍ତିତ ରହୁଥିବା ବ୍ୟକ୍ତି ପିମ୍ପୁଡ଼ିକୁ ନିୟମିତ ଖାଦ୍ୟ ଦିଅନ୍ତୁ। ଏହାଦ୍ୱାରା ଖୁବ ଶୁଭଫଳ ପ୍ରାପ୍ତି ହୋଇଥାଏ।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories