www.samajalive.in
Sunday, December 7, 2025
18.1 C
Bhubaneswar

ମେ ମାସରେ ବଜାରକୁ ଆସିବ ‘ଅପ୍ରିଲିଆ ଷ୍ଟ୍ରୋମ ୧୨୫’ ସ୍କୁଟର

ନୂଆଦିଲ୍ଲୀ : ଅଗ୍ରଣୀ ଅଟୋମୋବାଇଲ କମ୍ପାନୀ ପିଆଜିଓର ନୂଆ ମଡେଲ ସ୍କୁଟର ‘ଅପ୍ରିଲା ଷ୍ଟ୍ରୋମ ୧୨୫’ ମେ ମାସରେ ବଜାର ପ୍ରବେଶ କରାଇବ। ଗତବର୍ଷ ଏହାର ବଜାର ପ୍ରବେଶ ପାଇଁ ତାରିଖ ଧାର୍ଯ୍ୟ ହୋଇଥିଲେ ମଧ୍ୟ କୌଣସି କାରଣ ଯୋଗୁଁ ଏଥିରେ ବିଳମ୍ବ ହୋଇଥଲା। ସୂଚନା ଅନୁସାରେ ଅପ୍ରିଲା ଷ୍ଟ୍ରୋମ ୧୨୫ ମେ ମାସରେ ଲଞ୍ଚ କରିବ। ଏହି ସ୍କୁଟର କିଣିବା ପାଇଁ ଅଳ୍ପକିଛି ଅପ୍ରିଲା ଡିଲର୍ସରେ ଏହାର ବୁକିଂ ଆରମ୍ଭ ହୋଇଯାଇଛି। ଏଥିପାଇଁ ଗ୍ରାହକ ୧ହଜାର ଟୋକନ ଦେଇ ବୁକିଂ କରିପାରିବେ। ଭାରତୀୟ ବଜାରରେ ‘ଷ୍ଟ୍ରୋମ ୧୨୫’ର ମୂଲ୍ୟ ୬୫ହଜାର ଟଙ୍କା ରହିଛି। ଅଟୋମୋବାଇଲ ବଜାରରେ ଏହି ସ୍କୁଟର ସବୁଠାରୁ ଶସ୍ତା ଥିବା ଜଣାପଡିଛି।
ଏହାବ୍ୟତୀତ ଏହି ସ୍କୁଟରରେ ୧୨୫ସିସି ଏକକ ସିଲିଣ୍ଡର ରହିଛି। ବ୍ରେକିଂ ପାଇଁ ସ୍କୁଟରର ପ୍ରଥମ ଭାଗରେ ଡିସ୍କ ଓ ରିୟରରେ ଡ୍ରମ ବ୍ରେକ, ସିବିଏସ୍‍ ସୁବିଧା ଦିଆଯିବ। ଅଟୋମୋବାଇଲ ବଜାରରେ ଏହି ସ୍କୁଟରର ପ୍ରତିଯୋଗିତା ଟିଭିଏସ ଓ ହୋଣ୍ଡା ସହ ହେବ।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories