ଟିଟିଇଙ୍କୁ ଆକ୍ରମଣ, ବ୍ରହ୍ମପୁର ରେଳ ଷ୍ଟେସନରେ ଉତ୍ତେଜନା

0

ବ୍ରହ୍ମପୁର: ପୁରୁଲିଆ- ଭେଲୁପୁରମ ଏକ୍ସପ୍ରେସରେ ଥିବା ଟିଟିଇଙ୍କୁ ଆକ୍ରମଣ ଅଭିଯୋଗହୋଇଛି। ଜିଆରପି ପୁଲିସ କର୍ମଚାରୀଙ୍କ ଆକ୍ରମଣରେ ଟିଟିଇ କିରଣ ସାଗର ଆହତ ହୋଇଛନ୍ତି। ଆହତ ଟିଟିଇ ଵ୍ରହ୍ମପୁର ରେଳ ବିଭାଗ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବିନା ଟିକେଟରେ ଟ୍ରେନରେ ଯାତ୍ରା କରୁଥିବା ଜଣେ ଜିଆରପି କର୍ମଚାରୀଙ୍କଠାରୁ ଜରିମାନା ଆଦାୟକୁ ନେଇ ତାଙ୍କୁ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି

Leave A Reply