www.samajalive.in
Sunday, December 14, 2025
17.1 C
Bhubaneswar

୩ୟ ଓ ୪ର୍ଥ ପର୍ଯ୍ୟାୟ ନିର୍ବାଚନ : ବିଧାନସଭା ଆସନ ପାଇଁ ବିଜେଡିର ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର : ତୃତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ପାଇଁ ଗୁରୁବାର ବିଜ୍ଞପ୍ତି ଜାରି ହେବାକୁଥିବା ବେଳେ ବିଜେଡି ପକ୍ଷରୁ ୯ଟି ଲୋକସଭା ଏବଂ ୩୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ବୁଧବାର ଏହି ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି ।

ସାଂସଦ ପ୍ରତାପ କେଶରୀ ଦେବଙ୍କୁ ଆଳି ବିଧାନସଭା ଆସନ ପାଇଁ ପ୍ରାର୍ଥୀ କରାଯାଇଛି । ସେହିପରି ନୟାଗଡ଼ରୁ ଅରୁଣ ସାହୁ, ବଡ଼ମ୍ବା-ନରସିଂହପୁରରୁ ଦେବୀ ପ୍ରସାଦ ମିଶ୍ର, ବ୍ରହ୍ମଗିରିରୁ ସଞ୍ଜୟ ଦାସ ବର୍ମା,, ମାହାଙ୍ଗା- ପ୍ରତାପ ଜେନା, ଭୋଗରାଇ ବିଧାନସଭା ଆସନ ପାଇଁ ଅନନ୍ତ ଦାସଙ୍କ ନାମ ଘୋଷଣା କରାଯାଇଛି।

- Advertisement -

ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ

ଭୁବନେଶ୍ବର ଏକାମ୍ର – ଅଶୋକ ଚନ୍ଦ୍ର ପଣ୍ଡା

ଚୌଦ୍ବାର-କଟକ -ସୌଭିକ ବିଶ୍ବାଳ

ଆଠଗଡ଼- ରଣେନ୍ଦ୍ର ପ୍ରତାପ ସ୍ବାଇଁ

ବଡ଼ମ୍ବା-ନରସିଂହପୁର- ଦେବୀ ପ୍ରସାଦ ମିଶ୍ର

ବାଙ୍କୀ- ଦେବୀ ରଂଜନ ତ୍ରିପାଠୀ

ସୁକିନ୍ଦା- ପ୍ରୀତି ରଂଜନ ଘଡାଇ

ବିଞ୍ଝାରପୁର- ପ୍ରମିଳା ମଲ୍ଲିକ

ଧର୍ମଶାଳା- ପ୍ରଣବ ବଳବନ୍ତରାୟ

ଆଳି- ପ୍ରତାପ କେଶରୀ ଦେବ

ମହାକାଳପଡା- ଅତନୁ ସବ୍ୟସାଚୀ ନାୟକ

ପାଟକୁରା- ବେଦ ପ୍ରକାଶ ଅଗ୍ରୱାଲ

ସାଲେପୁର- ପ୍ରଶାନ୍ତ ବେହେରା

ଭୋଗରାଇ- ଅନନ୍ତ ଦାସ

ରେମୁଣା- ସୁଧାଂଶୁ ଶେଖର ପରିଡା

ଭଣ୍ଡାରିପୋଖରୀ – ପ୍ରଫୁଲ ସାମଲ

ବାସୁଦେବପୁର- ବିଷ୍ଣୁବ୍ରତ ରାଉତରାୟ

ଚାନ୍ଦବାଲି- ବ୍ୟୋମକେଶ ରାୟ

ସିମୁଳିଆ -ଜ୍ୟେତି ପ୍ରକାଶ ପାଣିଗ୍ରହୀ

 

 

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories