www.samajalive.in
Friday, December 5, 2025
26.1 C
Bhubaneswar

ସହଜ ଉପାୟରେ ପ୍ରସ୍ତୁତ କରନ୍ତୁ ସିମେଇ ପଲାଉ

ଆବଶ୍ୟକ ସାମଗ୍ରୀ
ସିମେଇ – ୧୦୦ ଗ୍ରାମ୍‌
ତେଲ -ଅଳ୍ପ
ସୋରିଷ, ଭୃସଙ୍ଗପତ୍ର, କଞ୍ଚାଲଙ୍କା,
ବାଦାମ- ଆବଶ୍ୟକ ପରିମାଣରେ
ଦହି – ୨କପ
ଲୁଣ – ଆବଶ୍ୟକ ପରିମାଣ
କ୍ୟାପସିକମ୍‌, ପିଆଜ, ଗାଜର, ଧନିଆପତ୍ର –କଟା ହୋଇଥିବା
ପ୍ରସ୍ତୁତି ପ୍ରଣାଳୀ – ପ୍ରଥମେ ସିମେଇକୁ ୩୦ ମିନିଟ୍‌ ପାଣିରେ ବତୁରାଇ ଦିଅନ୍ତୁ । ଏହାପରେ ସିମେଇକୁ ଛାଣି ଏଥିରେ ଦହି ଓ କଟା ଯାଇଥିବା ପିଆଜ, କଞ୍ଚାଲଙ୍କା, କ୍ୟାପସିକମ୍‌, ଗାଜର, ଲୁଣ, ଧନିଆପତ୍ର ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ । ଏବେ ଗ୍ୟାସରେ ଏକ ପାତ୍ର ବସାଇ କଡେଇ ରଖନ୍ତୁ । କଡେଇ ଗରମ ହୋଇଗଲେ ଏଥିରେ ତେଲ, ସୋରିଷ, ବାଦାମ, କଞ୍ଚା ଲଙ୍କା ପକାଇ କିଛି ସମୟ ଭାଜିବା ପରେ ଥଣ୍ଡା କରି ଦିଅନ୍ତୁ । ଏହାକୁ ପୂର୍ବରୁ ରଖିଥିବା ସିମେଇ ଉପରେ ତଡକା ଦେଇ ଗରମାଗରମ ଖାଆନ୍ତୁ ।

ଏହି ୫ ରାଶିଙ୍କ ଉପରେ ଧନ ବର୍ଷା କରିବେ ମା’ଲକ୍ଷ୍ମୀ : ଆରମ୍ଭ ହେଲା ଦୁର୍ଲ୍ଲଭ ଦ୍ୱିଦ୍ୱାଦଶ ଯୋଗ

ପିତୃପକ୍ଷରେ ଏହି ୩ଟି ବୃକ୍ଷ ନିକଟରେ ଲଗାନ୍ତୁ ଦୀପ ; ଦେଖନ୍ତୁ ଚମତ୍କାର

- Advertisement -

Hot this week

ମାସ୍କାସାରୁ ଜଙ୍ଗଲରେ ପୁଲିସ-ମାଓବାଦୀ ଗୁଳିବିନିମୟ

ସମାଜଲାଇଭ ଡେସ୍କ: କନ୍ଧମାଳ ଜିଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ମାସ୍କାସାରୁ ଜଙ୍ଗଲରେ...

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

Related Articles

Popular Categories