www.samajalive.in
Friday, December 12, 2025
14.1 C
Bhubaneswar

ଜାଣନ୍ତୁ, ବାର ଅନୁଯାୟୀ କ’ଣ କିଣିବା ଉଚିତ

ସାଧାରଣତଃ ସମସ୍ତଙ୍କୁ ନୂଆ ନୂଆ ଜିନିଷ କିଣିବାକୁ ଭଲ ଲାଗେ। ବିଶେଷ କରି ଝିଅମାନଙ୍କୁ ନିଜ ମନପସନ୍ଦର ପୋଷାକ, ଘର ସାଜସଜ୍ଜା ଦ୍ରବ୍ୟ କିଣି ଥାଆନ୍ତି। କିନ୍ତୁ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ନିର୍ଦ୍ଦିଷ୍ଟ ବାରରେ କିଣାକିଣି କରିବା ଦ୍ବାରା ଶୁଭ ଫଳ ମିଳିଥାଏ। ଆସନ୍ତୁ ଜାଣିବା ବାର ଅନୁଯାୟୀ କ’ଣ କିଣିବା ଉଚିତ ..

ରବିବାର : ଏହି ବାରଟି ସମ୍ପୂର୍ଣ୍ଣ ରୂପେ ସୂର୍ଯ୍ୟଦେବତାଙ୍କୁ ସମର୍ପିତ ଅଟେ। ତେଣୁ ଏହି ଦିନ ଲାଲ ରଙ୍ଗ କିମ୍ବା ହଳଦିଆ ରଙ୍ଗର ପୋଷାକ କିଣିବା ଉଚିତ।

- Advertisement -

ସୋମବାର : ଏହି ବାରଟି ପ୍ରଭୁ ଶିବଙ୍କ ବାର ଅଟେ। ତେଣୁ ଘରର ସାଜସଜ୍ଜା ନିମନ୍ତେ ଦ୍ରବ୍ୟ କିଣିବା ଉଚିତ।

ମଙ୍ଗଳବାର : ମଙ୍ଗଳବାରରେ ଚମଡାର କୌଣସି ଜୋତା କିଣିବା ଉଚିତ ନୁହେଁ। ତେଣୁ ଯେକୌଣସି ପୋଷାକ କିଣି ପାରିବେ।

ବୁଧବାର : ଏହି ଦିନ ରୋଷେଇ ଘର ନିମନ୍ତେ କିଛି ସାମଗ୍ରୀ କିଣିପାରିବେ।

ଗୁରୁବାର : ଗୁରୁବାର ଦିନ ଯେକୌଣସି ବୈଦ୍ୟୁତିକ ଜିନିଷ କିଣିପାରିବେ।

ଶୁକ୍ରବାର : ଶୁକ୍ରବାର ଦିନ ନିଜ ପାଇଁ ପ୍ରସାଧନ ସାମଗ୍ରୀ କିଣିବା ଉତ୍ତମ ଅଟେ।

ଶନିବାର : ଶନିବାର ଦିନ ଚମଡା ଜୋତା କିଣିବା ଅନୁଚିତ। ଏହି ଦିନ କଳା ରଙ୍ଗର ପୋଷାକ କିଣି ପାରିବେ।

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories