www.samajalive.in
Thursday, December 11, 2025
18.1 C
Bhubaneswar

ନଖକୁ ଆକର୍ଷଣୀୟ କରିବା ପାଇଁ ଆପଣାନ୍ତୁ ଏହି ଉପାୟ

ପୁରୁଷଙ୍କ ଅପେକ୍ଷା ନାରୀମାନେ ନଖକୁ ସୁନ୍ଦର ରଖିବାରେ ଅଧିକ ଧ୍ୟାନ ଦିଅନ୍ତି । ହାତ ସୁନ୍ଦର ଦେଖା ଯିବାରେ ନଖ ଭୂମିକା ଗୁରୁତ୍ଵପୂର୍ଣ୍ଣ । ନଖରୁ ହିଁ ବ୍ୟକ୍ତିର ବ୍ୟକ୍ତିତ୍ଵ ଜଣାପଡିଥାଏ । ଯଦି ଆପଣ ନିଜ ନଖକୁ ଆକର୍ଷଣ କରିବା ପାଇଁ ଚାହୁଁଛନ୍ତି ତେବେ ଆପଣାନ୍ତୁ ଏହି ଉପାୟ….
୧. ରାତିରେ ଶୋଇବା ପୂର୍ବରୁ ସାବୁନ ବା ବଡିୱାସ୍ ଅଳ୍ପ ନେଇ ଏକ ବ୍ରସ୍ ସାହାଯ୍ୟରେ ନଖକୁ ସଫା କରନ୍ତୁ । ଫଳରେ ନଖରେ ଚମକ ଆସିବା ସହ ଏହା ସୁସ୍ଥ ରହିଥାଏ।
୨. କେଶକୁ ଟ୍ରିମିଂ କରିବା ଭଳି ନଖକୁ ମଧ୍ୟ ଟ୍ରିମିଂ କରନ୍ତୁ । ଅଧିକ ବଡ ନଖ ବ୍ୟକ୍ତିତ୍ଵ ଉପରେ ପ୍ରଭାବ ପକାଇଥାଏ । ସପ୍ତାହକୁ ଥରେ ଲେଖାଏଁ ନଖକୁ ଟ୍ରିମିଂ କରନ୍ତୁ ।
୩. ରାତିରେ ଶୋଇବା ପୂର୍ବରୁ ନଖରେ ଲିପ୍ ବାମ୍ ବା ତେଲ ମାଲିସ କରନ୍ତୁ । ଏହା ଦ୍ବାରା ନଖ ଆକର୍ଷଣୀୟ ହୋଇଥାଏ ।
୪. ସପ୍ତାହରେ ଥରେ ନଖରେ ଲେମ୍ବୁ ଚୋପା ଘସନ୍ତୁ । ଫଳରେ ନଖ ଭଲ ବଢିବା ସହ ମଜଭୁତ ରହିଥାଏ ।
୫. ନଖ ଫାଟି ଯାଇଥିଲେ ବା ଚମାଡା ଠାରୁ ଅଲଗା ହୋଇଥିଲେ, ଉଷୁମ ସୋରିଷ ତେଲ ନଖରେ ମାଲିସ କରନ୍ତୁ ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories