www.samajalive.in
Saturday, December 6, 2025
15.1 C
Bhubaneswar

ଖୁବ୍‌ ଶୀଘ୍ର ନିଲାମ ହେବ ୨୨ଟି ଖଣି- ଖଣି ମନ୍ତ୍ରୀ

ଭୁବନେଶ୍ୱର : ଖୁବ୍‌ ଶୀଘ୍ର ନିଲାମ ହେବ ଆଉ ୨୨ଟି ଖଣି । ଏନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି ବୋଲି ମଙ୍ଗଳବାର ଖଣି ମନ୍ତ୍ରୀ ବିଭୂତି ଜେନା ସୂଚନା ଦେଇଛନ୍ତି । ନୂଆ ସରକାର ଆସିବା ବର୍ଷକ ମଧ୍ୟରେ ପରେ ୮ଟି ଖଣି ନିଲାମ କରିଛନ୍ତି । ମନ୍ତ୍ରୀ କହିଛନ୍ତି, ଖଣି ନିଲାମ ହେବା ଦ୍ୱାରା ରାଜ୍ୟର ରାଜସ୍ୱ ବଢିବା ସହ ଶିଳ୍ପ ଆସିବ । ନିଯୁକ୍ତି ବଢିବ । ଏହି ସମସ୍ତ ଦିଗକୁ ଗୁରୁତ୍ୱ ଦେଇ ବିଭାଗ କାମ କରୁଛି ବୋଲି ମନ୍ତ୍ରୀ କହିଛନ୍ତି ।

୧୨ ବର୍ଷ ପରେ ଦୁର୍ଲ୍ଲଭ ଯୋଗ : ଏକାଠି ହେବେ ବୃହସ୍ପତି-ଶୁକ୍ର, ଏହି ରାଶି ହେବେ ମାଲାମାଲ୍‌, ବିବାହ ଠାରୁ ଚାକିରି ସବୁଥିରେ ମିଳିବ ବଡ ସଫଳତା..

ରିଲ୍ସ କଲେ ମିଳିବ ୨ ଲକ୍ଷ ! ସରକାରଙ୍କ ବଡ ଘୋଷଣା..

- Advertisement -

ଦେଖନ୍ତୁ ଭିଡିଓ ; ରାସ୍ତାରେ କାର୍‌ ଚଲାଇ ଉତ୍ପାତ କଲେ ନାବାଳକ, ତା’ପରେ ଯାହା ହେଲା..

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories