ଦେଖନ୍ତୁ ଭିଡିଓ ; ରାସ୍ତାରେ କାର୍‌ ଚଲାଇ ଉତ୍ପାତ କଲେ ନାବାଳକ, ତା’ପରେ ଯାହା ହେଲା..

ନୂଆଦିଲ୍ଲୀ : ହରିୟାଣାରୁ ଆଶ୍ଚର୍ଯ୍ୟଜନକ ଏକ ଘଟଣା ସାମ୍ନାକୁ ଆସିଛି । ଏଠାରେ ଗାଁ ରାସ୍ତାରେ ଜଣେ ନାବାଳକ କାର୍‌ ଚଳାଇ ଉତ୍ପାତ କରିଥିଲେ । ନାବାଳକ ଜଣକ ରାସ୍ତାରେ ବଡ ଗାଡିକୁ ଏଣେତେଣେ ଚଲାଉଥିବା ଦେଖି ଲୋକେ ଭୟରେ ଦୌଡିବାକୁ ଲାଗିଲେ । ନାବାଳକ ଗାଡି ଚଳାଉଥିବା ସମୟରେ ଗାଡି ଉପରୁ ତାଙ୍କ ନିୟନ୍ତ୍ରଣ ହଟିବା ସହ ରାସ୍ତାରେ ୨ ଜଣଙ୍କୁ ଖୁବ୍‌ ଜୋର୍‌ରେ ଧକ୍କା ଦେଇଥିଲେ । ସାମ୍ନାରେ ଥିବା ଏକ ବାଇକ୍‌ ଉପରେ … Continue reading ଦେଖନ୍ତୁ ଭିଡିଓ ; ରାସ୍ତାରେ କାର୍‌ ଚଲାଇ ଉତ୍ପାତ କଲେ ନାବାଳକ, ତା’ପରେ ଯାହା ହେଲା..