ରିଲ୍ସ କଲେ ମିଳିବ ୨ ଲକ୍ଷ ! ସରକାରଙ୍କ ବଡ ଘୋଷଣା..

ନୂଆଦିଲ୍ଲୀ : ଆପଣଙ୍କୁ ରିଲ୍ସ କରିବା ପସନ୍ଦ କି? ତେବେ ଆପଣଙ୍କ ପାଇଁ ବଡ ଖୁସି ଖବର । ରିଲ୍ସ କରିବା, ବ୍ଲଗିଙ୍ଗ୍‌ କରିବାକୁ ପସନ୍ଦ ଥିଲେ ଏଣିକି ଟଙ୍କା ରୋଜଗାର କରିବା ପାଇଁ ବଡ ସୁଯୋଗ ପାଇ ପାରିବେ । କେନ୍ଦ୍ର ସରକାରଙ୍କ ଡିଜିଟାଲ ଇଣ୍ଡିଆର ୧୦ ବର୍ଷ ପୂରଣ ହେବା ପରେ ନୂଆ କଣ୍ଟେଷ୍ଟ ଲଞ୍ଚ କରିଛନ୍ତି । ଯେଉଁଥିରେ କଣ୍ଟେଣ୍ଟ କ୍ରିଏଟରଙ୍କୁ ୧୫,୦୦୦ ଟଙ୍କାର ନଗଦ ପୁରସ୍କାର ମିଳିବ । ସରକାର ଏହି … Continue reading ରିଲ୍ସ କଲେ ମିଳିବ ୨ ଲକ୍ଷ ! ସରକାରଙ୍କ ବଡ ଘୋଷଣା..