www.samajalive.in
Saturday, December 6, 2025
17.1 C
Bhubaneswar

ବଢିଲା ସୁନା; ପୁଣି ଲକ୍ଷେ ମୁହାଁ ଦାମ୍‌

ଭୁବନେଶ୍ୱର : ପୁଣି ଚିନ୍ତା ବଢାଇଲା । ବଢିଲା ସୁନା ଦାମ୍‌ । ଜୁଲାଇ ୧୨ ଅର୍ଥାତ୍‌ ଶନିବାର ପୁଣି ବଢିଛି ସୁନା ଦାମ୍‌ ।

୨୪ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୯୯,୭୧୦ ଟଙ୍କା ରହିଛି । ଗତକାଲି ୯୯,୦୦୦ ଟଙ୍କା ଥିଲା । ଏଥିରେ ୭୧୦ ଟଙ୍କା ବୃଦ୍ଧି ହୋଇଛି ।

- Advertisement -

୨୨ କ୍ୟାରେଟ୍‌ ୧୦ ଗ୍ରାମ୍‌ ସୁନା ଦାମ୍‌ ୯୧,୪୦୦ ଟଙ୍କା ରହିଛି । ଗତକାଲି ୯୦,୭୫୦ ଟଙ୍କା ଥିଲା । ଏଥିରେ ୬୫୦ ଟଙ୍କା ବୃଦ୍ଧି ହୋଇଛି ।

ଶ୍ରାବଣର ପ୍ରଥମ ଶନିବାର ପୁଣି ୩୦ ବର୍ଷ ପରେ ଶନିଙ୍କ ରାଜଯୋଗ : ଏହି ରାଶିଙ୍କ ଉପରେ ଖାଲି ହେବ ଧନ ବର୍ଷା, ବଢିବ ଦରମା, କିଣିବେ ଘର, ଗାଡି..

୧୮ କ୍ୟାରେଟ୍‌ ସୁନା ଦାମ୍‌ ୧୦ ଗ୍ରାମ୍‌କୁ ୭୪, ୭୯୦ ଟଙ୍କା ରହିଛି । ଗତକାଲି ୭୪, ୨୫୦ ଟଙ୍କା ଥିଲା । ଏଥିରେ ୫୪୦ ଟଙ୍କା ବୃଦ୍ଧି ହୋଇଛି ।

ସେହିପରି ରୁପା ଦାମ୍‌ ମଧ୍ୟ ବୃଦ୍ଧି ହୋଇଛି । ୧୦୦ ଗ୍ରାମ୍‌ ରୁପା ଦାମ୍‌ ୧୨,୫୦୦ ଟଙ୍କା ରହିଛି । ଗତକାଲି ୧୨,୧୦୦ ଟଙ୍କା ଥିଲା । ଏଥିରେ ୪୦୦ ଟଙ୍କା ବୃଦ୍ଧି ହୋଇଛି ।

ସିଂହ ଖୁଆଡରେ ବ୍ୟକ୍ତି, ଭିଡିଓରେ ଦେଖନ୍ତୁ ଛାତିଥରା ଦୃଶ୍ୟ

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories