ସମାଜ ଡିଜିଟାଲ ଡେସ୍କ: ଛତିଶଗଡରେ ଆତ୍ମସମର୍ପଣ କରିଛନ୍ତି ୪୫ଜଣ ମାଓବାଦୀ । ବସ୍ତର, ନାରାୟଣପୁର ଓ ସୁକମା ଅଞ୍ଚଳର ମୋଟ ୪୫ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ମଧ୍ୟରେ ୩୭ଜଣ ପୁରୁଷ ଓ ୮ଜଣ ମହିଳା ରହିଛନ୍ତି । ୨୨ହାର୍ଡକୋର ମାଓବାଦୀଙ୍କ ନାଁରେ ୩୭ଲକ୍ଷର ପୁରସ୍କାର ରାଶି ଘୋଷଣା ହୋଇଥିଲା । ଆଉ ୨୩ମାଓବାଦୀଙ୍କ ନାଁରେ ୧କୋଟି ୧୮ଲକ୍ଷର ପୁରସ୍କାର ରାଶି ଘୋଷଣା ହୋଇଥିଲା ।
Popular Categories



