www.samajalive.in
Saturday, December 6, 2025
14.1 C
Bhubaneswar

ଶିକ୍ଷକଙ୍କ ବଦଳି ବାତିଲ ଦାବି ନେଇ ତାତିଲେ ଛାତ୍ରଛାତ୍ରୀ, ଅଭିଭାବକ; ସ୍କୁଲ ଫାଟକରେ ତାଲା

ଛତ୍ରପୁର: ସ୍କୁଲ ଶିକ୍ଷକଙ୍କ ବଦଳି ବାତିଲ କରିବା ନେଇ ଛତ୍ରପୁର ବ୍ଳକ ଟାକିରିଆ ବ୍ରହ୍ମପୁର ଅଭିଭାବକ ଓ ଛାତ୍ର ଛାତ୍ରୀ କରିଛନ୍ତି ଆନ୍ଦୋଳନ । ଆଜି ସକାଳୁ ସ୍କୁଲ ଗେଟ ଆଗରେ ଆନ୍ଦୋଳନ କରିବା ସହ ଗେଟରେ ତାଲା ପକାଇ ରଖିଛନ୍ତି । ଏପରିକି କୌଣସି ଶିକ୍ଷକଙ୍କୁ ମଧ୍ୟ ସ୍କୁଲକୁ ଛାଡୁ ନାହାନ୍ତି । ଶିକ୍ଷକଙ୍କ ବଦଳି ବାତିଲ ନହେଵା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବା ସହ ସ୍କୁଲରେ ତାଲା ଝୁଲି ରହିବ ବୋଲି ଚେତାବନୀ ଦିଆଯାଇଛି।

ଶ୍ରାବଣର ପ୍ରଥମ ଶନିବାର ପୁଣି ୩୦ ବର୍ଷ ପରେ ଶନିଙ୍କ ରାଜଯୋଗ : ଏହି ରାଶିଙ୍କ ଉପରେ ଖାଲି ହେବ ଧନ ବର୍ଷା, ବଢିବ ଦରମା, କିଣିବେ ଘର, ଗାଡି..

- Advertisement -

ଛତ୍ରପୁର ବ୍ଲକ ଟାକିରିଆ ବ୍ରହ୍ମପୁର ସରକାରୀ ଉଚ୍ଚ ପ୍ରାଥମିକ ସ୍କୁଲର ଜେ.କୁର୍ମା ରାଓଙ୍କୁ ସୁନ୍ଦରପୁରର ସୁନ୍ଦରେଶ୍ୱର ସ୍କୁଲକୁ ବଦଳି ହୋଇ ଯାଇଛି । ତାଙ୍କ ବଦଳି ଅନ୍ୟ ଜଣେ ଶିକ୍ଷୟିତ୍ରୀକୁ ଏହି ସ୍କୁଲ ହୋଇଛି । ଜେ.କୁର୍ମା ଜଣେ ଭଲ ଶିକ୍ଷକ ତାଙ୍କ ପାଇଁ ବେସରକାରୀ ସ୍କୁଲର କିଛି ପିଲା ଚଳିତ ଶିକ୍ଷାବର୍ଷରେ ସେଠାରୁ ବାହାରି ଏହି ସ୍କୁଲରେ ନାମ ଲେଖାଇଛନ୍ତି। ଏବେ ଏହି ଶିକ୍ଷକଙ୍କ ବଦଳି ହୋଇଯାଇଥିବାରୁ ପିଲାଙ୍କ ପାଠ ପଢାରେ ବ୍ୟାଘାତ ହେବ । ଗତକାଲି ଏକ ସ୍ମାରକପତ୍ର ବ୍ଲକ ଶିକ୍ଷାଧିକାରୀ ସୁଜିତ କୁମାର ପାଢୀଙ୍କୁ ପ୍ରଦାନ କରାଯାଇଥିଲା । ବଦଳି ବାତିଲ ନହେବା ପର୍ଯ୍ୟନ୍ତ ସ୍କୁଲ ଫାଟକରେ ତାଲା ପଡି ରହିବ ବୋଲି କହିଥିଲେ । ଘଟଣାର ଖବର ପାଇ ଚମାଖଣ୍ଡି ପୁଲିସ ସ୍କୁଲ ନିକଟରେ ପହଂଚିଥିଲେ।

ସିଂହ ଖୁଆଡରେ ବ୍ୟକ୍ତି, ଭିଡିଓରେ ଦେଖନ୍ତୁ ଛାତିଥରା ଦୃଶ୍ୟ

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories