ସିଂହ ଖୁଆଡରେ ବ୍ୟକ୍ତି, ଭିଡିଓରେ ଦେଖନ୍ତୁ ଛାତିଥରା ଦୃଶ୍ୟ

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଜୀବଜନ୍ତୁଙ୍କ ଅନେକ ଭିଡିଓ ଭାଇରାଲ୍‌ ହୋଇଥାଏ । କିଛି ଆଶ୍ଚର୍ଯ୍ୟଚକିତ କରିବା ସହ ଭୟଭୀତ ମଧ୍ୟ କରିଥାଏ । ସିଂହ ସହ ଜଡିତ ଏଭଳି ଏକ ଭିଡିଓ ଏବେ ଦ୍ରୁତ ଗତିରେ ଭାଇରାଲ୍‌ ହେଉଛି, ଯାହାକୁ ଦେଖିଲେ ଛାତି ଥରି ଉଠିବ । ଭିଡିଓଟି ଏବେ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରୁଛି । ଭିଡିଓରେ ଦେଖିପାରିବେ, ଜଣେ ବ୍ୟକ୍ତି ସିଂହ,ସିଂହୀ ଥିବା ଖୁଆଡ ଭିତରକୁ ପ୍ରବେଶ କରିଛନ୍ତି । ଗୋଟିଏ ଧଳା … Continue reading ସିଂହ ଖୁଆଡରେ ବ୍ୟକ୍ତି, ଭିଡିଓରେ ଦେଖନ୍ତୁ ଛାତିଥରା ଦୃଶ୍ୟ