ଅହମ୍ମଦାବାଦ ବିମାନ ଦୁର୍ଘଟଣାର ଆସିଲା ପ୍ରାଥମିକ ତଦନ୍ତ ରିପୋର୍ଟ
ଅପ୍ରତ୍ୟାଶିତ ଭାବରେ ବିମାନର ଦୁଇଟି ଇଞ୍ଜିନ ହଠାତ୍ କାମ କରିଲାନି..
ଏକ ସେକେଣ୍ଡରେ ଇଞ୍ଜିନକୁ ଇନ୍ଧନ ଯୋଗାଣ ବନ୍ଦ ହୋଇଗଲା
ଟେକଅଫର ୯୦ସେକେଣ୍ଡ ମଧ୍ୟରେ ବନ୍ଦ ହୋଇଯାଇଥିଲା ବିମାନ
ଇଞ୍ଜିନ୍ ଫେଲ୍ ହେବାରୁ ଦ୍ୱନ୍ଦ୍ୱରେ ପଡିଯାଇଥିଲେ ପାଇଲଟ୍..
ବ୍ଲାକବକ୍ସରେ ପାଇଲଟଙ୍କ କଥାବାର୍ତ୍ତା ରେକର୍ଡ ହୋଇଛି
ଜଣେ ଆଉ ଜଣଙ୍କୁ ଇଞ୍ଜିନ୍ ବନ୍ଦ ନେଇ ପଚାରିଥିଲେ
ବିମାନ ଦୁର୍ଘଟଣା ତଦନ୍ତ ବ୍ୟୁରୋ ପକ୍ଷରୁ ବଡ ଖୁଲାସା..
ରାଜ୍ୟରେ ସ୍ୱାଭାବିକ ହୋଇଛି ଘରୋଇ ବସ୍ ଚଳାଚଳ
ଭୁବନେଶ୍ୱର, କଟକ ସମେତ ବିଭିନ୍ନ ସ୍ଥାନରେ ଗଡିଲା ବସ୍
୪ଦିନ ପରେ ସ୍ୱାଭାବିକ ହେଲା ଗାଡି ଚଳାଚଳ
ଡ୍ରାଇଭରଙ୍କ ଷ୍ଟିଅରିଂ ଛାଡ ଆନ୍ଦୋଳନ ପାଇଁ ଗଡୁନଥିଲା ବସ୍..
ଡେଲାଙ୍ଗରେ ବ୍ୟାପିଛି ବାର୍ଡ ଫ୍ଲୁ
ନମୁନା ପରୀକ୍ଷାରୁ ଆସିଲା ପଜିଟିଭ୍ ରିପୋର୍ଟ
ଡେଲାଙ୍ଗର ବଡା ଆଙ୍କୁଲା ଗାଁ ଭାଇରସ୍ ର ଏପିସେଣ୍ଟର୍..
ପାଟଣା ବନାଞ୍ଚଳ ଅନ୍ତର୍ଗତ ପିଛୁଳାବେଡ଼ା ନିକଟରେ ଗୋଠଛଡ଼ା ଦନ୍ତାହାତୀ ଶୋଇଥିବା ଜଣେ ଶ୍ରମିକକୁ ପାଦରେ ଦଳି ମାରି ଦେବା ସହ ଆଉ ଜଣକୁ ଗୁରୁତର କରିଛି..
କେନ୍ଦୁଝର: ଛାତରୁ ଡେଇଁ ଦଶମ ଛାତ୍ରଙ୍କ ଆତ୍ମହତ୍ୟା ଅଭିଯୋଗ
ଚମ୍ପୁଆ ସ୍ଥିତ ଘରୋଇ ସ୍କୁଲ୍ ହଷ୍ଟେଲ ଛାତରୁ ଡେଇଁ ଆତ୍ମହତ୍ୟା ସୂଚନା
ଆତ୍ମହତ୍ୟାର କାରଣ ଅସ୍ପଷ୍ଟ, ପୁଲିସର ତଦନ୍ତ..



