www.samajalive.in
Sunday, December 14, 2025
26.1 C
Bhubaneswar

ଘରୁ ବାହାରିବା ପୂର୍ବରୁ ପାଠ କରନ୍ତୁ ଏହି ଚମତ୍କାରୀ ମନ୍ତ୍ର: ହେବନି ଦୁର୍ଘଟଣା, ଦୂର ହେବ ସବୁ ଚିନ୍ତା..

ଅନେକ ସମୟରେ ଦୁର୍ଘଟଣା ଘଟୁଥିବା ଦେଖିଥିବେ ଓ ଶୁଣିଥିବେ। କେତେବେଳେ ଟ୍ରେନ୍‌, ବିମାନ ତ ପୁଣି କେେତେବେଳେ ରାସ୍ତାରେ ବାଇକ୍‌, କାର୍‌ ଆଦି ଦୁର୍ଘଟଣାଗ୍ରସ୍ତ ହୋଇଥାଏ । ଅନେକ ଲୋକଙ୍କ ମୃତ୍ୟୁ ସହ କିଛି ଗୁରୁତର ଆହତ ମଧ୍ୟ ହୋଇ ଥାନ୍ତି । ତେବେ ଘରୁ ବାହାରିବା ବେଳେ ଏପରି କିଛି ମନ୍ତ୍ର ରହିଛି, ଯାହାର ଉଚ୍ଚାରଣ କରି ଭଗବାନଙ୍କୁ ସ୍ମରଣ କଲେ ଦୁର୍ଘଟଣା ଘଟିନଥାଏ ବୋଲି ମାନ୍ୟତା ରହିଛି । ଏହି ମନ୍ତ୍ରକୁ ଜପ କଲେ ଦୁର୍ଘଟଣା, ସମସ୍ୟା ସହ ମାନସିକ ଦୁଃଶ୍ଚିନ୍ତା ଦୂର ହୋଇଥାଏ । ଏହି ମନ୍ତ୍ରକୁ ନିୟମିତ ୧୧ ଥର ଜପ କରିବା ଦ୍ୱାରା ଜୀବନରେ ଥିବା ସମସ୍ତ ଦୁଃଖ, କଷ୍ଟ ଦୂର ହୋଇଥାଏ ବୋଲି ମଧ୍ୟ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି । ଘରୁ ବାହାରକୁ ଯିବା ସମୟରେ ଏହି ମନ୍ତ୍ର ଜପ କରିବା ଦ୍ୱାରା ଯାତ୍ରା ସଫଳ ହେବା ସହ ଦୁର୍ଘଟଣାରୁ ରକ୍ଷା କରିଥାଏ । ପ୍ରଭୁ ଶ୍ରୀକୃଷ୍ଣଙ୍କୁ ଏହି ମନ୍ତ୍ର ସମର୍ପିତ..

କୃଷ୍ଣାୟ ବାସୁଦେବାୟ ହରୟେ ପରମାତ୍ମନେ.
ପ୍ରଣତଃ କ୍ଲେଶନାଶାୟ ଗୋବିନ୍ଦାୟ ନମୋ ନମଃ..

ଆଉ ୨ ଦିନ ପରେ ବୃହସ୍ପତି ଚଳନ ; ଏହି ରାଶି ହେବେ ଧନୀ, ହଠାତ୍‌ ମିଳିବ ବଡ ଖୁସି,ସଫଳତା..

- Advertisement -

ଏହି ମନ୍ତ୍ରର ଅର୍ଥ ଅତ୍ୟନ୍ତ ପବିତ୍ର ଓ ସୁରକ୍ଷା ପ୍ରଦାନ କରିଥାଏ । ଅର୍ଥାତ୍‌ ଭଗବାନ ଶ୍ରୀକୃଷ୍ଣ ପରମାତ୍ମା, ତାଙ୍କୁ ବାରମ୍ବାର ପ୍ରଣାମ କରୁଛି । ସେ ସମସ୍ତ କ୍ଲେଶ (କଷ୍ଟ)କୁ ନାଶ କରନ୍ତୁ । ଏହି ମନ୍ତ୍ର ସ୍ମରଣ, ପ୍ରାର୍ଥନା କରିବା ଦ୍ୱାରା ସମସ୍ତ କଷ୍ଟ, ଦୁଃଖ, ଭୟ ଓ ଦୁର୍ଘଟଣା ଦୂର ହୋଇଥାଏ ।

ପ୍ରବଳ ବର୍ଷା ପାଇଁ କେଦାରନାଥ ଯାତ୍ରା ବନ୍ଦ; ଉତ୍ତରାଖଣ୍ଡରେ ଭୂସ୍ଖଳନର ବିପଦ

ମହେଶ ବାବୁଙ୍କୁ ନୋଟିସ୍‌ ଜାରି

ମାତ୍ର ଏତିକି ଟଙ୍କାରେ ଏଆଇ+ ଆଣିଲା ୫ଜି ସ୍ମାର୍ଟଫୋନ୍‌ ; ଆସନ୍ତାକାଲି ଭାରତରେ ଏହି ବ୍ରାଣ୍ଡ୍‌ର ହେବ ପ୍ରବେଶ

ଦେଖନ୍ତୁ ଭୟଭୀତ କରିବ ଦୃଶ୍ୟ; ଦ୍ରୁତ ଗତିରେ ଆସୁଥିଲା ଟ୍ରେନ୍‌, ଧାରଣାରେ ଶୋଇଲେ ନାବାଳକ, ତା’ପରେ..

Hot this week

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

Related Articles

Popular Categories