ଦେଖନ୍ତୁ ଭୟଭୀତ କରିବ ଦୃଶ୍ୟ; ଦ୍ରୁତ ଗତିରେ ଆସୁଥିଲା ଟ୍ରେନ୍, ଧାରଣାରେ ଶୋଇଲେ ନାବାଳକ, ତା’ପରେ..
ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଲୋକେ ରିଲ୍ସ କରି ନିଜ ଜୀବନକୁ ବିପଦରେ ପକାଇବାର ଅନେକ ଭିଡିଓ ବେଶ ଭାଇରାଲ୍ ହୋଇଥାଏ । ଯାହା ସଭିଁଙ୍କ ଧ୍ୟାନକୁ ମଧ୍ୟ ଆକର୍ଷିତ ସହ ଭୟଭୀତ କରିଥାଏ । ନିକଟରେ ଜଣେ ନାବାଳକଙ୍କ ଏପରି ଏକ ଭିଡିଓ ଭାଇରାଲ୍ ହେଉଛି ଯାହା ଆଶ୍ଚର୍ଯ୍ୟଚକିତ କରିଛି । ନାବାଳକ ଜଣକ ଏଠାରେ ନିଜ ଜୀବନକୁ ବାଜି ଲଗାଇ ଷ୍ଟଣ୍ଟ କରିଛନ୍ତି । ଭିଡିଓରେ ନାବାଳକ ଜଣକ ଦ୍ରୁତ ଗତିରେ ଟ୍ରେନ୍ ଆସୁଥିବା … Continue reading ଦେଖନ୍ତୁ ଭୟଭୀତ କରିବ ଦୃଶ୍ୟ; ଦ୍ରୁତ ଗତିରେ ଆସୁଥିଲା ଟ୍ରେନ୍, ଧାରଣାରେ ଶୋଇଲେ ନାବାଳକ, ତା’ପରେ..
Copy and paste this URL into your WordPress site to embed
Copy and paste this code into your site to embed