ନୂଆଦିଲ୍ଲୀ : ସାଉଥ୍ ସୁପରଷ୍ଟାର ମହେଶ ବାବୁ ଆଇନ ଜାଲରେ ଫସିଛନ୍ତି । ହାଇଦ୍ରାବାଦର ଜଣେ ଡାକ୍ତରଙ୍କ ଅଭିଯୋଗ ଅନୁଯାୟୀ, ତାଙ୍କ ସହ ୩୪ ଲକ୍ଷ ଟଙ୍କାର ଏକ କଥିତ ରିଅଲ ଇଷ୍ଟେଟ ଠକେଇ ହୋଇଛି । ଏହି ଠକେଇକୁ ସମର୍ଥନରେ ସୁପରଷ୍ଟାରଙ୍କୁ ଆଇନ ପକ୍ଷରୁ ନୋଟିସ୍ ଜାରି କରାଯାଇଛି। ଏହି ନୋଟିସ୍ ତେଲଙ୍ଗାନାରେ ରଙ୍ଗା ରେଡ୍ଡୀ ଜିଲା ଉପଭୋକ୍ତା ଆୟୋଗ ପକ୍ଷରୁ ମହେଶଙ୍କ ନିକଟକୁ ପଠାଯାଇଛି । ଏହା ପୂର୍ବରୁ ମଧ୍ୟ ମହେଶ ବାବୁ ଏକ … Continue reading ମହେଶ ବାବୁଙ୍କୁ ନୋଟିସ୍ ଜାରି
Copy and paste this URL into your WordPress site to embed
Copy and paste this code into your site to embed