ମାତ୍ର ଏତିକି ଟଙ୍କାରେ ଏଆଇ+ ଆଣିଲା ୫ଜି ସ୍ମାର୍ଟଫୋନ୍‌ ; ଆସନ୍ତାକାଲି ଭାରତରେ ଏହି ବ୍ରାଣ୍ଡ୍‌ର ହେବ ପ୍ରବେଶ

ନୂଆଦିଲ୍ଲୀ : ବର୍ତ୍ତମାନ ସଭିଁଙ୍କ ପାଇଁ ସ୍ମାର୍ଟଫୋନ୍‌ ଦୁର୍ବଳତା ପାଲଟିଛି । ଏବେ ଖୁବ୍‌ କମ୍‌ ଦାମ୍‌ରେ ବଜାରକୁ ଆସିବାକୁ ଯାଉଛି ୫ଜି ସ୍ମାର୍ଟଫୋନ୍‌ । ଯାହାର ଲୁକ୍‌ ଆକର୍ଷଣୀୟ ହେବା ସହ ଫିଚର ମଧ୍ୟ ଜବରଦସ୍ତ ରହିଛି । ଭାରତରେ ଆସନ୍ତାକାଲି ଅର୍ଥାତ୍‌ ୮ ଜୁଲାଇରେ ଏକ ନୂଆ ବ୍ରାଣ୍ଡ୍‌ ପ୍ରବେଶ କରିବାକୁ ଯାଉଛି । ଏହାର ନାମ ଏଆଇ+ । ଏହି ବ୍ରାଣ୍ଡ୍‌ ୨ଟି ଶସ୍ତା ହ୍ୟାଣ୍ଡ୍‌ସେଟ୍‌ ଆଣୁଛି । ଇ-କମର୍ସ ପ୍ଲାଟଫର୍ମ ଫ୍ଲିପକାର୍ଟରେ … Continue reading ମାତ୍ର ଏତିକି ଟଙ୍କାରେ ଏଆଇ+ ଆଣିଲା ୫ଜି ସ୍ମାର୍ଟଫୋନ୍‌ ; ଆସନ୍ତାକାଲି ଭାରତରେ ଏହି ବ୍ରାଣ୍ଡ୍‌ର ହେବ ପ୍ରବେଶ