www.samajalive.in
Saturday, December 13, 2025
26.1 C
Bhubaneswar

‘ଭୋଜି ବନ୍ଦ କର’.. ଦେଖନ୍ତୁ ଭିଡିଓ ; ଜଙ୍ଗଲରୁ ଆସି ହଠାତ୍‌ ପର୍ଯ୍ୟଟକଙ୍କୁ ଗୋଡାଇଲା ହାତୀ, ତା’ପରେ..

ନୂଆଦିଲ୍ଲୀ : ସୋସିଆଲ ମିଡିଆରେ ଅନେକ ସମୟରେ ଜୀବଜନ୍ତୁଙ୍କ ଭିଡିଓ ଦ୍ରୁତ ଗତିରେ ଭାଇରାଲ୍‌ ହୋଇଥାଏ । କିଛି ଆଶ୍ଚର୍ଯ୍ୟଚକିତ ସହ ଭୟଭୀତ ମଧ୍ୟ କରିଥାଏ । ହାତୀର ଅନେକ ଭିଡିଓ ସଭିଁଙ୍କ ଧ୍ୟାନକୁ ଆକର୍ଷିତ କରିଥାଏ । ନିକଟରେ ଭାଇରାଲ୍‌ ହେଉଥିବା ହାତୀର ଏକ ଭିଡିଓ ଭୟଭୀତ କରୁଛି ।

ନଦୀ କୂଳରେ ପିକ୍‌ନିକ୍‌ କରୁଥିବା ସମୟରେ ହଠାତ୍‌ ଏକ ହାତୀ ସେଠାରେ ଆସି ପହଞ୍ଚି ଯାଇଥିଲା । ସେଠାରେ ଥିବା ଅନେକ ପର୍ଯ୍ୟଟକ ଭୟଭୀତ ହେବା ସହ ଏଣେତେଣେ ଦୌଡିବାକୁ ଆରମ୍ଭ କଲେ । ଜଙ୍ଗଲରୁ ହଠାତ୍‌ ଏକ ହାତୀ ଏଭଳି ଗୋଡାଇ ଆସିଲେ ଭୟଭୀତ ହେବା ସାଧାରଣ କଥା ।

- Advertisement -

ଭିଡିଓରେ ଦେଖିପାରିବେ, ନଦୀ କୂଳରେ ଏକ ପିକ୍‌ନିକ୍‌ ସ୍ଥାନରେ ଲୋକେ ବୁଲିବା ସହ ଭୋଜିଭାତର ଆୟୋଜନ କରୁଥିଲେ । ମାତ୍ର ସେହି ସମୟରେ ଜଙ୍ଗଲରୁ ଏକ ହାତୀ ଆସି ଉପସ୍ଥିତ ଥିବା ଲୋକଙ୍କୁ ଗୋଡାଇବାକୁ ଲାଗିଲା । ହାତୀକୁ ଦେଖି ସଭିଏଁ ଭୟଭୀତ ହେବା ସହ ଏଣେତେଣ ଦୌଡିବାକୁ ଆରମ୍ଭ କରିଥିଲେ । ସେଠାରେ ଚିତ୍କାର ମଧ୍ୟ କରୁଥିଲେ । ଏହାପରେ ହାତୀଟି କିଛି ବାଟ ଗୋଡାଇବା ପରେ ସେଠାରେ ଥିବା ଏକ ନାଳକୁ ଅତିକ୍ରମ କରି ସେଠାରୁ ପଳାଇଥିଲା । ଭିଡିଓ ଭାଇରାଲ୍‌ ହେବା ପରେ ଉକ୍ତ ଅଞ୍ଚଳରେ ଲୋକଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଘଟଣାର ଭିଡିଓ ଭାଇରାଲ୍‌ ହେବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଛନ୍ତି ।

ଅତ୍ୟନ୍ତ ଦୁର୍ଲ୍ଲଭ ଯୋଗ.. ଏକାଠି ହେଲେ ଶୁକ୍ର-ଶନି ; ଏହି ରାଶିଙ୍କ ଖୋଲିବେ ବନ୍ଦ ଭାଗ୍ୟର ତାଲା, ହଠାତ୍‌ ହେବେ କୋଟିପତି..

ଅହମଦାବାଦ ବିମାନ ଦୁର୍ଘଟଣାରେ କେମିତି ବର୍ତ୍ତିଗଲେ ବିଶ୍ୱାସ ; କହିଲେ ଛାତିଥରା କାହାଣୀ

ଅହମଦାବାଦ ବିମାନ ଦୁର୍ଘଟଣା ; ରିକ୍ସା ଚଲାଇ ଝିଅକୁ ପଢାଇଥିଲେ ପାଠ, କମ୍ପାନୀ କାମରେ ଯାଉଥିଲେ ଲଣ୍ଡନ,ହେଲେ ସବୁକିଛି ବଦଳିଗଲା

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories